Senior Citizen - The Sakala

ବ୍ରହ୍ମପୁରରୁ ଆରମ୍ଭ ହେଲା ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଯୋଜନା
ବ୍ରହ୍ମପୁର: ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଯୋଜନା । ଏବର୍ଷ ବ୍ରହ୍ମପୁରରୁ ଆରମ୍ଭ ହୋଇଛି ଅଭିଯାନ । ପାଞ୍ଚଟି ଜିଲ୍ଲାର ମୋଟ ୯୭୦ ଜଣ ବରିଷ୍ଠ ନାଗରିକ ଟ୍ରେନ୍ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି । ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୫୪୮, ନୟାଗଡ଼ ଜିଲ୍ଲାରୁ ୧୫୦, ଗଜପତି ଜିଲ୍ଲାରୁ ୯୦, କନ୍ଧମାଳ ଜିଲ୍ଲାରୁ ୧୧୪ ଓ ବୌଦ୍ଧ ଜିଲ୍ଲାରୁ ୬୮ ଜଣ ସାମିଲ ଅଛନ୍ତି । କନ୍ୟାକୁମାରୀରୁ ତିରୁବନନ୍ତପୁରମ ଯାଏ ୫ଦିନ ଧରି ତୀର୍ଥ ଭ୍ରମଣ କରିବେ । ବ୍ରହ୍ମପୁର ରେଳ ଷ୍ଟେସନରେ ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି, ମନ୍ତ୍ରୀ ଉଷା ଦେବୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଶୋଇ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ ଏବଂ ଗଞ୍ଜାମ ଜିଲ୍ଲାର ବହୁ ବିଧାୟକ, ଜିଲ୍ଲା ପରିଷଦ ସଭାପତି, ଓ ବହୁ ପ୍ରଶାସନିକ ଅଧିକାରୀ ତୀର୍ଥଯାତ୍ରୀମାନଙ୍କୁ ସ୍ବାଗତ କରି ଶୁଭେଚ୍ଛା ଜଣାଇଥିଲେ । ବରିଷ୍ଠ ନାଗରିକମାନଙ୍କ ତୀର୍ଥଯାତ୍ରାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଯିବା ଆସିବା, ରହିବା ଓ ଭ୍ରମଣ ବ୍ୟବସ୍ଥା ବିନା ମୂଲ୍ୟରେ କରାଯାଇଛି।

ବରିଷ୍ଠ ନାଗରିକଙ୍କ ଆଶା ପୂରଣ କରୁଛନ୍ତି ରାଜ୍ୟ ସରକାର: ଆଜି ତୀର୍ଥଯାତ୍ରାରେ ଯାଉଛନ୍ତି ୯୮୨ ଜଣ ବରିଷ୍ଠ ନାଗରିକ
ଭୁବନେଶ୍ୱର: ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ । ବରିଷ୍ଠ ନାଗରିକଙ୍କ ଆଶା ପୂରଣ କରୁଛନ୍ତି ରାଜ୍ୟ ସରକାର । ଆଜି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ତୀର୍ଥ ଯାତ୍ରାରେ ଯାଉଛନ୍ତି ୯୮୨ ଜଣ । କିଛି ସମୟ ପରେ ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନରେ ଆହ୍ଲାବାଦ ଓ ବାରଣାସୀ ଅଭିମୁଖେ ଯାତ୍ରା କରିବେ ତୀର୍ଥଯାତ୍ରୀ । ସେମାନଙ୍କ ମଧ୍ୟରେ ରହିଛନ୍ତି ୭ ଜିଲ୍ଲାର ୯୮୨ ଜଣ ବରିଷ୍ଠ ନାଗରିକ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାର ବରିଷ୍ଠ ନାଗରିକ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ନେବେ । ରାଜ୍ୟ ସରକାରଙ୍କ ପକ୍ଷରୁ ତୀର୍ଥଯାତ୍ରୀଙ୍କୁ ଆବଶ୍ୟକ କିଟ୍ ଯୋଗାଇ ଦିଆଯାଇଛି । ଆବଶ୍ୟକ ସୁବିଧା ସହ ଗାଇଡ୍ ବନ୍ଦୋବସ୍ତ କରାଯାଇଛି ।