Jammu - The Sakala

ଜମ୍ମୁରେ ବ୍ଲାକ୍‌ଆଉଟ୍, ପାକିସ୍ତାନୀ ଡ୍ରୋନକୁ ଆକାଶରେ ନଷ୍ଟ କଲା ଭାରତ
ଆଦିଲ୍ଲୀ: ପାକିସ୍ତାନ ଲଗାତାର ଦ୍ୱିତୀୟ ଦିନରେ ଭାରତ ଉପରେ ଆକ୍ରମଣ ଉଦ୍ୟମ କରିଛି । ଜମ୍ମୁ, ପୋଖରାନ ସମେତ ଅନେକ ସ୍ଥାନରେ ପାକିସ୍ତାନ ଡ୍ରୋନରେ ଆକ୍ରମଣ କରିଛି, ଯାହାକୁ ଭାରତ ଏୟାର ଡିଫେନ୍ସ ସିଷ୍ଟମ ଆକାଶରେ ହିଁ ନଷ୍ଟ କରିଛି । ଜମ୍ମୁର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି । ଜମ୍ମୁ, ପଠାନକୋଟ, ପୋଖରନ, ପୁଞ୍ଛ, ସାମ୍ୱା ଆଦି ସ୍ଥାନରେ ସମ୍ପୂର୍ଣ୍ଣ ବ୍ଲାକ୍‌ଆଉଟ୍ କରାଯାଇଛି। ଏହାପରେ ଲଗାତାର ସାଇରନ୍ ଶବ୍ଦ ଶୁଣିବାକୁ ମିଳିଛି। ଜମ୍ମୁ ବ୍ୟତୀତ, ପଞ୍ଜାବର ପଠାନକୋଟ, ଅମୃତସର, ଫିରୋଜପୁର, ଫାଜିଲ୍କା, ଗୁରଦାସପୁର, ତରନତାରନ ଓ ରାଜଧାନୀ ଚଣ୍ଡୀଗଡ଼ରେ ବି ବ୍ଲାକଆଉଟ୍ କରାଯାଇଛି। ପଠାଣକୋଟ ଓ ଫିରୋଜପୁରରେ ବି ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳୁଛି। ଜମ୍ମୁ ଓ କାଶ୍ମୀରର ସାମ୍ବା ଏବଂ ଆରଏସ ପୁରାରେ କିଛି ଡ୍ରୋନକୁ ନିଷ୍କ୍ରିୟ କରାଯାଇ । ଭାରତୀୟ ସେନା ଆକାଶରେ ହିଁ ଧ୍ୱଂସ କରିଦେଇଛି। ଏହାସହ ସୀମା ଆର ପଟୁ ମଝିରେ ମଝିରେ ଗୁଳି ମାଡ଼ କରାଯାଉଛି ।

Intermittent sounds of blasts, probably heavy artillery, can now be heard from where I am.

— Omar Abdullah (@OmarAbdullah) May 9, 2025

ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଏକ୍ସରେ ପୋଷ୍ଟ କରି କହିଛନ୍ତି, ‘ମୁଁ ଯେଉଁଠାରେ ଅଛି, ସେଠାରେ ବିସ୍ଫୋରଣ ଶବ୍ଦ, ହୁଏତ ତୋପର, ଶୁଣିବାକୁ ମିଳୁଛି ।’ ଏହାସହ ଅନ୍ଧାର ସହରର ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ଜମ୍ମୁରେ ଏବେ ବ୍ଲାକଆଉଟ୍ ହୋଇଛି । ସାରା ସହରରେ ସାଇରନ ଶବ୍ଦ ଶୁଣିବାକୁ ମିଳୁଛି ।

ପହଲଗାମ ଆକ୍ରମଣ ଘଟଣା: ଆଜି ବସିବ ଜାମୁ ଓ କାଶ୍ମୀର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ..
ନୂଆଦିଲ୍ଲୀ : ପହଲଗାମ ଆକ୍ରମଣ ଘଟଣା। ଆଜି ବସିବ ଜାମୁ ଓ କାଶ୍ମୀର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ। ଏନେଇ ବିଜ୍ଞପ୍ତି ଜାରି କରିଥିଲେ ଲେଫଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା। ଜାମୁରେ ବସିବାକୁ ଥିବା ଅଧିବେଶନରେ ପହଲଗାମ ଆକ୍ରମଣ ପ୍ରସଙ୍ଗ ଆଲୋଚନା କରାଯିବ। ଅଧିବେଶନରେ ଆତଙ୍କବାଦକୁ ବିରୋଧ କରି ପ୍ରସ୍ତାବ ଗ୍ରହଣ କରାଯିବା ସମ୍ଭାବନା ରହିଛି। ଏହା ସହ ଗୃହରେ ବିଭିନ୍ନ ଦଳର ନେତାମାନେ ଆତଙ୍କବାଦ ହମଲା ପ୍ରସଙ୍ଗରେ ଆଲୋଚନା କରିବେ।

ଏହି ଅଧିବେଶନ କାଳରେ ଅନ୍ୟ କୌଣସି ପ୍ରସଙ୍ଗ ଆଲୋଚନା ହେବ ନାହିଁ। ଜାମୁ ଓ କାଶ୍ମୀର ପୁନର୍ଗଠନ ଆଇନ ୨୦୧୫ ଅନୁସାରେ ଏହି ଅଧିବେଶନ ଡକାଯାଉଛି। କ୍ୟାବିନେଟର ଅନୁରୋଧ କ୍ରମେ ଅଧିବେଶନ ଆହୂତ କରିଛନ୍ତି ଏଲଜି। ପହଲଗାମ ହମଲାରେ ୨୬ ଜଣଙ୍କ ମୃତ୍ଯୁ ଘଟିବା ପରେ ସାରା ଜାମୁ ଓ କାଶ୍ମୀରରେ କ୍ଷୋଭ ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନରେ କରାଯାଉଛି ବିକ୍ଷୋଭ।ଗତ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ସ୍ବତନ୍ତ୍ର ଅଧିବେଶନ ଡାକିବା ଲାଗି ନିଷ୍ପତ୍ତି ନିଆଯାଇଥିଲା।

ଜମ୍ମୁ-କଶ୍ମୀରରେ ଭୟଙ୍କର ସଡ଼କ ଦୁର୍ଘଟଣା: ୧୫୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍, ୨୧ ମୃତ
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୧୫୦ ଫୁଟ ତଳକୁ ଖସିପଡ଼ିଛି ତୀର୍ଥଯାତ୍ରୀ ବସ୍। ଏହି ଦୁର୍ଘଟଣାରେ ୨୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଏକ ବସ୍ ରାଏସି ଜିଲ୍ଲାର ପ୍ରସିଦ୍ଧ ଶିବ ଖୋରି ମନ୍ଦିରକୁ ଯାଉଥିଲେ। ଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ହରିୟାଣାର ତୀର୍ଥଯାତ୍ରୀ ଥିଲେ। ଅଖନୁରର ଏକ ଘାଟି ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୨୧ରେ ପହଞ୍ଚିଛି।

ଯୋଶୀମଠ ପରି ଜମ୍ମୁର ଏକ ଗାଁରେ ଭାଙ୍ଗୁଛି ଘରର କାନ୍ଥ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଡୋଡା ଜିଲ୍ଲାର ଏକ ଗାଁର ଅନେକ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ଜଣାପଡିବା ପରେ ପ୍ରଶାସନ ତରଫରୁ ଏକ ବିଶେଷଜ୍ଞ ଟିମ୍ ଯାଞ୍ଚ ପାଇଁ ପଠାଯାଇଛି । ଏହି ଗାଁରେ ପାଖାପାଖି ୫୦ଟି ଘର ରହିଛି । ଯେଉଁଥିରେ ୨୦ଟି ଘର ଓ ଗୋଟିଏ ମସଜିଦର କାନ୍ଥରେ ଫାଟ ଦେଖାଦେଇଛି । ତେବେ ଧୀରେଧୀରେ ମାଟି ଧସିବା ଯୋଗୁଁ ଏଭଳି ହେଉଥିବା ଚର୍ଚ୍ଚା ହେଉଛି । ପ୍ରଶାସନ ତରଫରୁ ପଠାଯାଇଥିବା ଟିମ୍ ଘଟଣାର ଯାଞ୍ଚ କରୁଛି । ଏପରିକି କିଛି କିଛି ଘର ଖାଲି କରାଯାଉଥିବା ଜଣାପଡିଛି ।

J&K | Cracks were reported in a house in December in Doda district. Till yesterday, 6 buildings had cracks, but now these cracks have started to increase. This area is gradually sinking. The government is trying to find a solution as soon as possible: Athar Amin Zargar, DM Doda pic.twitter.com/ZmADASy4o6

— ANI (@ANI) February 3, 2023

ସର୍ଜିକାଲ ଷ୍ଟ୍ରାଇକ ଓ ପୁଲୱାମା ଆତଙ୍କୀ ହମଲାକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ଦିଗବିଜୟ ସିଂ
ଜମ୍ମୁ: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ୨୦୧୬ ସର୍ଜିକାଲ ଷ୍ଟ୍ରାଇକ ଓ ୨୦୧୯ ପୁଲୱାମା ଆତଙ୍କୀ ହମଲାକୁ ନେଇ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସୋମବାର ଜମ୍ମୁରେ ଭାରତ ଯୋଡୋ ଯାତ୍ରା ଅବସରରେ ଏକ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି କେନ୍ଦ୍ର ଆଜି ପର୍ଯ୍ୟନ୍ତ ସଂସଦ ସମ୍ମୁଖରେ ସର୍ଜିକାଲ ଷ୍ଟ୍ରାଇକ କିମ୍ବା ପୁଲୱାମା ଆତଙ୍କବାଦୀ ଆକ୍ରମଣ ଉପରେ କୌଣସି ରିପୋର୍ଟ ରଖିନାହାନ୍ତି । ଏଥିସହ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏହାକୁ ନେଇ ମିଥ୍ୟାର ପ୍ରଚାର କରୁଥିବା ସେ କହିଛନ୍ତି ।

ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇ ଦିଗବିଜୟ ସିଂହ କହିଛନ୍ତି ଯେ ଆମର ସିଆରପିଏଫର ୪୦ ଯବାନ ପୁଲଓ୍ବାମାରେ ଶହୀଦ ହୋଇଥିଲେ। ସିଆରପିଏଫ୍‌ର ଅଧିକାରୀ ଅନୁରୋଧ କରିଥିଲେ ଯେ କର୍ମୀଙ୍କୁ ଏୟାରଲିଫ୍ଟ କରାଯିବା ଦରକାର, କିନ୍ତୁ ପିଏମ୍‌ ମୋଦୀ ସହମତ ହୋଇନଥିଲେ। ଏଭଳି ଭୁଲ୍‌ କେମିତି ହେଲା? ଆଜି ପର୍ଯ୍ୟନ୍ତ ସଂସଦରେ ପୁଲଓ୍ବାମାକୁ ନେଇ କୌଣସି ରିପୋର୍ଟ ରଖାଯାଇନାହିଁ।

କେନ୍ଦ୍ର ସରକାରଙ୍କ ଉପରେ ସେ ବର୍ଷିବା ସହ କହିଥିଲେ, ସରକାର କାଶ୍ମୀର ସମସ୍ୟାକୁ ବଞ୍ଚାଇ ରଖିବାକୁ ଚାହୁଁଛନ୍ତି । ଭୋଟ ପାଇଁ ସାରା ଦେଶରେ ଘୃଣା ବାଣ୍ଟିବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସେ ଟାର୍ଗେଟ କରି କହିଛନ୍ତି, ଆପଣ କଣ କେବେ କୌଣସି ପ୍ରଧାନମନ୍ତ୍ରୀଙ୍କୁ ଫିଲ୍ମର ପ୍ରଚାର କରିଥିବା ଦେଖିଥିଲେ? ପ୍ରଧାନମନ୍ତ୍ରୀ ମୋଦୀ କାଶ୍ମୀର ଫାଇଲ୍ସର ପ୍ରଚାରର ବ୍ୟସ୍ତ ରହିଥିଲେ ।