Bharti Airtel - The Sakala

ଏୟାରଟେଲ୍ ଦେଉଛି ୧ -ଜିବିପିଏସର ହାଇସ୍ପିଡ ଇଣ୍ଟରନେଟ୍
ନୂଆଦିଲ୍ଲୀ: ଘରୋଇ ଟେଲିକମ୍ କମ୍ପାନୀ ଏୟାରଟେଲ ୱାଇ-ଫାଇ ମାଧ୍ୟମରେ ୧ -ଜିବିପିଏସ୍ ଇଣ୍ଟରନେଟ୍ ସ୍ପିଡ୍ ପ୍ରଦାନ କରିବାରେ ଦେଶର ପ୍ରଥମ କମ୍ପାନୀ ହୋଇପାରିଛି। ଏୟାରଟେଲ ଏକ୍ସଟ୍ରିମ ଫାଇବର ମାଧ୍ୟମରେ କମ୍ପାନୀ କେବଳ ଏହି ଗତି ଦେବାରେ ସକ୍ଷମ ନୁହେଁ ବରଂ ରାଉଟର ମାଧ୍ୟମରେ ମଧ୍ୟ ୧ -ଜିବିପିଏସ୍ ସ୍ପିଡରେ ଚାଲିବ ବୋଲି ଏୟାରଟେଲ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ପ୍ଲାନକୁ ଉପଭୋକ୍ତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ଏୟାରଟେଲ ତୁଳନାରେ, ଅନ୍ୟ କମ୍ପାନୀଗୁଡିକ ବର୍ତ୍ତମାନ କେବଳ ଲାନ କେବୁଲ ମାଧ୍ୟମରେ ୧- ଜିବିପିଏସ୍ ସ୍ପିଡ୍ ପ୍ରଦାନ କରିବାରେ ସକ୍ଷମ ଅଟନ୍ତି । ୱାଇ-ଫାଇରେ ମାଧ୍ୟମରେ ସମଗ୍ର ପରିବାର ଏକକାଳୀନ ସେମାନଙ୍କର ଆବଶ୍ୟକତା ପୂରଣ କରିବାକୁ ସମର୍ଥ ହେବେ ।

କରୋନା କାରଣରୁ ସାରା ଦେଶରେ ଲକଡାଉନ ହୋଇଥିଲା। ଏହି ସମୟରେ ସମସ୍ତେ ଘରେ ରହି କାମ କରୁଥିଲେ। ୱାର୍କ ଫ୍ରମ ହୋମ ବେଳେ ଇଣ୍ଟରନେଟ ପ୍ରତିବନ୍ଧକ ସାଜିଥିଲା। ଏପରି ପରିସ୍ଥିତିରେ ବ୍ୟବହାରକାରୀଙ୍କ ଏହି ସମସ୍ୟାକୁ ଦୂର କରିବା ସହ ଗ୍ରାହକଙ୍କୁ ଯୋଡିବା ପାଇଁ ଏୟାରଟେଲ ଏପରି ପ୍ଲାନ ଆଣିଛି।