Security Breach - The Sakala

ଦିଲ୍ଲୀ ବିଧାନସଭାରେ ସୁରକ୍ଷା ଉଲ୍ଲଂଘନ: ଗେଟ୍ ଭାଙ୍ଗି ଭିତରେ ପଶିଲା କାର୍, ବାଚସ୍ପତିଙ୍କ ଅଫିସ୍ ଆଗରେ ଛାଡ଼ିଲେ ଫୁଲତୋଡ଼ା
ଦିଲ୍ଲୀ ବିଧାନସଭା ପରିସରରେ ଏକ ବଡ଼ ଧରଣର ସୁରକ୍ଷା ଉଲ୍ଲଂଘନ ଦେଖିବାକୁ ମିଳିଛି। ସୋମବାର (ଏପ୍ରିଲ ୬) ଅପରାହ୍ନ ପ୍ରାୟ ୨ଟା ସମୟରେ ଏକ କାର୍ ଜୋରଜବରଦସ୍ତ ବିଧାନସଭା ପରିସରର ଲୁହା ଗେଟ୍ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲା। ଏହି ଅଭାବନୀୟ ଘଟଣାକୁ ନେଇ ରାଜଧାନୀର ସୁରକ୍ଷା ବ୍ୟବସ୍ଥା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବାଚସ୍ପତିଙ୍କ ଅଫିସ୍ ଆଗରେ ରଖିଲେ ଫୁଲତୋଡ଼ା

ରିପୋର୍ଟ ଅନୁଯାୟୀ, ଗେଟ୍ ଭାଙ୍ଗିବା ପରେ ଉକ୍ତ କାର୍‌ର ଡ୍ରାଇଭର ସିଧାସଳଖ ଦିଲ୍ଲୀ ବିଧାନସଭାର ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କ କାର୍ଯ୍ୟାଳୟ ଆଡ଼କୁ ଯାଇଥିଲେ। ସେଠାରେ ଥିବା ପୋର୍ଚ ନିକଟରେ ସେ ଏକ ଫୁଲତୋଡ଼ା ରଖିଥିଲେ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଉକ୍ତ କାର୍‌ଟିରେ ଉତ୍ତରପ୍ରଦେଶ (UP)ର ରେଜିଷ୍ଟ୍ରେସନ୍ ନମ୍ବର ଥିବା ଜଣାପଡ଼ିଛି।

ଘଟଣାର ତଦନ୍ତ ଜାରି

ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ତୁରନ୍ତ କଡ଼ାକଡ଼ି କରାଯାଇଛି। ବିଧାନସଭାର ଅଧିକାରୀଙ୍କ କହିବା ଅନୁଯାୟୀ, କର୍ତ୍ତୃପକ୍ଷ ଏହାକୁ ଏକ ସମ୍ଭାବ୍ୟ ସୁରକ୍ଷା ଉଲ୍ଲଂଘନ ଭାବରେ ଗ୍ରହଣ କରିଛନ୍ତି ଏବଂ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି। ଏତେ କଡ଼ା ସୁରକ୍ଷାବଳୟ ଭେଦ କରି କାର୍‌ଟି କିପରି ଭିତରକୁ ପ୍ରବେଶ କଲା ଏବଂ ଅଭିଯୁକ୍ତଙ୍କ ପ୍ରକୃତ ଉଦ୍ଦେଶ୍ୟ କ'ଣ ଥିଲା, ସେ ନେଇ ପୋଲିସ ଓ ସୁରକ୍ଷା ଏଜେନ୍ସି ପକ୍ଷରୁ ଖୋଳତାଡ଼ ଆରମ୍ଭ କରାଯାଇଛି।

Viral Video: 'ଆଜି ମୋ ଜାନର ଜନ୍ମଦିନ': ଜେଲ୍‌ ଭିତରେ ଗର୍ଲଫ୍ରେଣ୍ଡର ରିଲ୍‌, ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ
ଛତିଶଗଡ଼ର ରାୟପୁର ସେଣ୍ଟ୍ରାଲ ଜେଲରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଜେଲ୍‌ର ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଣେ ଯୁବତୀ ନିଜ ପ୍ରେମିକର ଜନ୍ମଦିନରେ ତାଙ୍କୁ ଭେଟିବାକୁ ଯାଇ ଜେଲ୍‌ର ଭିଜିଟର୍ସ ରୁମ୍‌ରେ ମୋବାଇଲ୍‌ରେ ଭିଡିଓ ତିଆରି କରିଛନ୍ତି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି।

रायपुर सेंट्रल जेल में एक लड़की अपने बॉयफ्रेंड से मिलने आई और मोबाइल से वीडियो बनाकर सोशल मीडिया पर वायरल कर दिया, जिसके बाद जेल की सुरक्षा व्यवस्था पर सवाल खड़े किए जा रहे हैं. pic.twitter.com/w6YckByiIN

— Shelja Pandey (@Sheljapandey21) January 30, 2026

ଜେଲରେ ପ୍ରେମିକାଙ୍କ 'ବର୍ଥ-ଡେ' ରିଲ୍

ନିୟମ ଅନୁଯାୟୀ, ଜେଲ୍‌ର ସାକ୍ଷାତ କକ୍ଷ କିମ୍ବା ଭିଜିଟର୍ସ ରୁମ୍‌କୁ ମୋବାଇଲ୍ ଫୋନ୍ ନେବା ସମ୍ପୂର୍ଣ୍ଣ ନିଷେଧ। କିନ୍ତୁ ଏହି ଯୁବତୀ ଜଣକ ନିର୍ଭୟରେ ଫୋନ୍ ନେଇ ଭିତରକୁ ପ୍ରବେଶ କରିଥିଲେ ଏବଂ ସେଠାରେ ଏକ ଭିଡିଓ ରେକର୍ଡ କରିଥିଲେ। ଭାଇରାଲ ଭିଡିଓରେ ଯୁବତୀ ଜଣକ କହୁଛନ୍ତି, "ଆଜି ମୋ ଜାନର ଜନ୍ମଦିନ। ମୁଁ ସେଣ୍ଟ୍ରାଲ ଜେଲରେ ତାଙ୍କୁ ଭେଟିବାକୁ ଆସିଛି। ଦୁଃଖର ବିଷୟ ସେ ମୋ ସାଥିରେ ନାହାନ୍ତି, କିନ୍ତୁ ମୁଁ ଦେଖା କରିବାକୁ ଆସିଛି।"

ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ

ଭିଡିଓରେ ଦେଖାଯାଉଥିବା ଯୁବକଙ୍କ ନାମ ତାରକେଶ୍ୱର ବୋଲି ଜଣାପଡିଛି, ଯିଏ ବର୍ତ୍ତମାନ ଏନଡିପିଏସ (NDPS Act) ମାମଲାରେ ଜେଲରେ ବନ୍ଦୀ ଅଛନ୍ତି। ଜେଲ ଅଧିକାରୀଙ୍କ ଉପସ୍ଥିତି ସତ୍ତ୍ୱେ ଯୁବତୀ କିପରି ଫୋନ୍ ନେଇ ଭିତରକୁ ଗଲେ ଏବଂ ଭିଡିଓ ବନାଇଲେ, ତାହା ବର୍ତ୍ତମାନ ତଦନ୍ତ ସାପେକ୍ଷ। ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ମାସ ମଧ୍ୟରେ ରାୟପୁର ଜେଲରୁ ଏଭଳି ଅନେକ ଭିଡିଓ ସାମ୍ନାକୁ ଆସିଛି, ଯାହା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ରୋଡ ସୋ’ ବେଳେ ସୁରକ୍ଷାବଳୟ ଭେଦ କରି ଫୁଲମାଳ ଧରି ମୋଦିଙ୍କ ନିକଟରେ ପହଞ୍ଚିଗଲେ ଯୁବକ
ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ଦେଖାଦେଇଛି । କର୍ଣ୍ଣାଟକର ହୁବଳିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରୋଡ ଶୋ’ କରି ଯାଉଥିବାବେଳେ ସୁରକ୍ଷା ବଳୟ ଭାଙ୍ଗି ଜଣେ ଯୁବକ ଦୌଡ଼ି ଆସିବା ସହ ମୋଦିଙ୍କ ବେକରେ ଫୁଲମାଳ ପିନ୍ଧାଇବାକୁ ଉଦ୍ୟମ କରିଥିଲେ । ତେବେ ସ୍ମରୁକ୍ତ ଯୁବକ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ସୁରକ୍ଷାରେ ନିୟୋଜିତ ଏସପିଜି ତାଙ୍କୁ ଅଟକାଇ ଦେଇଥିଲେ। ତା’ପରେ ଅନ୍ୟ ପୋଲିସ କର୍ମଚାରୀମାନେ ତାଙ୍କୁ ସାଇଡ୍ କରିଦେଇଥିଲେ। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି । ତେବେ ମୋଦୀ ଉକ୍ତ ଯୁବକଙ୍କ ଠାରୁ ଫୁଲମାଳ ଆଣିବାକୁ ତାଙ୍କ ଅଙ୍ଗରକ୍ଷୀଙ୍କୁ କହୁଥିବା ଦେଖିବାକୁ ମିଳୁଛି । ପରେ ତାଙ୍କ ଅଙ୍ଗରାକ୍ଷୀମାନେ ସେହି ଯୁବକଙ୍କ ଠାରୁ ଫୁଲମାଳ ନେଇ ପିଏମ ମୋଦୀଙ୍କୁ ଦେଇଥିଲେ । ତେବେ ଏନେଇ ହୁବଲି ପୋଲିସ କମିଶନର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ହୋଇ ନଥିବା ଦାବି କରିଛନ୍ତି ।

୨୯ତମ ଜାତୀୟ ଯୁବ ମହୋତ୍ସବର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ହୁବଲି ଯାଇଛନ୍ତି। ଏଠାରେ ସେ ଏକ ରୋଡ୍ ସୋ କରୁଛନ୍ତି | ଯୁବ ମହୋତ୍ସବର ଉଦଘାଟନୀ ଉତ୍ସବରେ ପ୍ରାୟ ୩୦,୦୦୦ ଯୁବକ ଯୋଗଦେବେ ବୋଲି ଆଶା କରାଯାଉଛି।