RVM - The Sakala

ଏଣିକି ଦେଶର ଯେ କୌଣସି ସ୍ଥାନରେ ଥିଲେ ବି ଦେଇପାରିବେ ଭୋଟ୍‌; ନିର୍ବାଚନ ଆୟୋଗ ପ୍ରସ୍ତୁତ କଲେ ମେସିନ
ନୂଆଦିଲ୍ଲୀ: ଏଣିକି ଦେଶର ଯେଉଁ ସ୍ଥାନରେ ଥିଲେ ବି, ସେଠାରେ ରହି ନିଜ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କୁ ଦେଇପାରିବେ ଭୋଟ୍‌ । ଏଥିପାଇଁ ପରୀକ୍ଷାମୂଳକ ଭାବେ ରିମୋଟ ଭୋଟିଂ ବ୍ୟବସ୍ଥା ଲାଗି ପ୍ରସ୍ତୁତ ହେଉଛନ୍ତି ଭାରତୀୟ ନିର୍ବାଚନ କମିଶନ। ଏହାକୁ ରିମୋଟ୍‌ ଇଲେକଟ୍ରୋନିକ୍‌ ଭୋଟିଂ ମେସିନ ବା RVM କୁହାଯାଉଛି। ନିର୍ବାଚନରେ ​​ଭୋଟରଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଲକ୍ଷ୍ୟରେ ନିର୍ବାଚନ ଆୟୋଗ ଏହି ପଦକ୍ଷେପ ନେଇଛି ।

ନିର୍ବାଚନ ଆୟୋଗ ଘରୋଇ ପ୍ରବାସୀ ଭୋଟରଙ୍କ ପାଇଁ ‘ରିମୋଟ୍ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍’ର ଏକ ପାଇଲଟ୍ ମଡେଲ୍ ପ୍ରସ୍ତୁତ କରିଛି । ଏହି ମେସିନ ପୋଲିଂ ବୁଥରୁ ୭୨ଟି ଅଲଗା ଆଲଗା ସ୍ଥାନରେ ଭୋଟିଂ କରିପାରିବ । ଏହାଛଡ଼ା ପ୍ରବାସୀ ଭୋଟରମାନେ ଭୋଟ୍ ଦେବାକୁ ନିଜ ନିଜ ରାଜ୍ୟ / ସହରକୁ ଯିବାକୁ ପଡ଼ିବ ନାହିଁ । ସେମାନେ କେଉଁଠାରୁ ବି ଭୋଟ୍ ଦେଇପାରିବେ | ୨୦୨୩ ଜାନୁଆରୀ ୧୬ ତାରିଖରେ ଆୟୋଗ ଆରଭିଏମର କାମ କରିବା ଶୈଳୀ ନେଇ ୮ଟି ରାଷ୍ଟ୍ରୀୟ ଦଳ ଏବଂ ୫୭ଟି ରାଜ୍ୟସ୍ତରୀୟ ଦଳଙ୍କୁ ଆମନ୍ତ୍ରଣ କରିଛନ୍ତି । ଏହି ସମୟରେ ଆୟୋଗଙ୍କର ଟେକନିକାଲ ଟିମ୍ ଏବଂ ବିଶେଷଜ୍ଞ ମଧ୍ୟ ସେଠାରେ ଉପସ୍ଥିତ ରହିବେ । ସମସ୍ତଙ୍କୁ ଏହା କେଉଁଭଳି ପରିଚାଳନା ସେହି ବାବଦରେ ଅବଗତ କରାଯିବ । ଆୟୋଗ ‘ରିମୋଟ୍ ଭୋଟିଂ’କୁ ଲାଗୁ କରିବାରେ ଆଇନଗତ, ପ୍ରଶାସନିକ, ପ୍ରକ୍ରିୟାଗତ, ବୈଷୟିକ ଆହ୍ୱାନ ଉପରେ ରାଜନୈତିକ ଦଳ‌ ଗୁଡ଼ିକର ମତାମତ ଲୋଡିଛି।