Hockey World Cup opening ceremony - The Sakala
କଟକ : ମହାସମାରୋହରେ ପାଳନ କରାଯିବ ହକି ବିଶ୍ୱକପ୍‍ର ଉଦ୍‍ଘାଟନୀ ଉତ୍ସବ। ବଲିଉଡ ତାରକା ରଣବୀର ସିଂହ, ଦିଶା ପଟାନୀ ଯୋଗଦେବେ। କୋରିଆନ୍‍ କେ-ପପ୍‍ ଗ୍ରୁପ ‘ବ୍ଲାକସ୍ୱାନ’ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିବ। ଜାନୁଆରୀ ୧୧ରେ କଟକର ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଉଦଘାଟନୀ ଉତ୍ସବ ପାଇଁ ଆଜିଠୁ ଠାରୁ ଟିକଟ ବିକ୍ରି କରାଯିବ। ଅନଲାଇନ୍‍ ପ୍ଲାଟଫର୍ମ ପେଟିଏମ ଇନସାଇଡରରେ ଟିକଟ ଉପଲବ୍ଧ ରହିବ। ଆଜି ଦିନ ୧୨ଟା ଠାରୁ ଦର୍ଶକମାନେ ଏହି ଟିକଟ କିଣିପାରିବେ। ଟିକଟ ଦାମ୍ ୨୫୦ରୁ ୫୦୦ ଟଙ୍କା ରଖାଯାଇଛି ।
ଲଗାତର ଦ୍ୱିତୀୟ ଥର ନିମନ୍ତେ ଓଡ଼ିଶାରେ ହକି ବିଶ୍ୱକପ୍‍ ଆୟୋଜନ ହେବାକୁ ଯାଉଛି। ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଦେଶର ଗୌରବ ଉଦ୍‍ଘାଟନୀ ଉତ୍ସବରେ ଦେଖିବାକୁ ମିଳିବ। ହକି ବିଶ୍ୱକପ୍‍ର ଖେଳ ଭୁବନେଶ୍ୱର ଓ ରାଉରକେଲାରେ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିଲାବେଳେ ଏହାର ଦୁଇ ଦିନ ଆଗରୁ ଅର୍ଥାତ୍‍ ଜାନୁଆରୀ ୧୧ରେ ଉଦ୍‍ଘାଟନୀ ଉତ୍ସବ କଟକର ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ। ଏହି ଉତ୍ସବରେ ନୃତ୍ୟ, ସଙ୍ଗୀତ, ସଂସ୍କୃତି ଓ ବୈଷୟିକ ଜ୍ଞାନ କୌଶଳର ମିଶ୍ରଣରେ ଏହା ପ୍ରତିଫଳିତ ହେବ। ଓଡ଼ିଆ କଳାକାରଙ୍କ ସମେତ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ସେଲିବ୍ରିଟି ଯୋଗ ଦେବେ। ଭାରତୀୟ ଏବଂ ୧୫ଟି ଦେଶରୁ ଆସିଥିବା ବିଦେଶୀ ଅତିଥିମାନେ ଉଦ୍‍ଘାଟନୀ ଉତ୍ସବରେ ହକି ଖେଳର ଉତ୍ସାହକୁ ମିଳିମିଶି ପାଳନ କରିବେ’ ବୋଲି ହକି ଇଣ୍ଡିଆ ସଭାପତି ତଥା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ପ୍ରେସବିବୃତ୍ତି ମାଧ୍ୟମରେ କହିଛନ୍ତି।
ହକି ବିଶ୍ବକପ୍ ଉଦଘାଟନୀ ସମାରୋହରେ କମ୍ପିବ ବାରବାଟୀ : ରଣବୀର-ଦିଶାଙ୍କ ସହ କେ-ପପ୍ ବ୍ୟାଣ୍ଡ୍ ବ୍ଲାକସ୍ବାନ୍ ସଂଗୀତରେ ଝୁମିବେ ଦର୍ଶକ @thesakala https://t.co/u09MwtEYoV #HockeyIndia #RanveerSingh #DishaPatani #Blackswan #HockeyWorldCup2023 #BarabatiStadium
— Sakala (ସକାଳ) (@TheSakala) December 27, 2022
ହକି ବିଶ୍ୱକପ୍‍-୨୦୨୩ର ଗୀତ ପ୍ରସ୍ତୁତ କରିଥିବା ବଲିଉଡ୍‍ର ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ଉତ୍ସବରେ ସାମିଲ ହେବେ। କଣ୍ଠଶିଳ୍ପୀ ବେନି ଦୟାଲ, ନୀତି ମୋହନ, ଲିସା ମିଶ୍ର, ଅମିତ ମିଶ୍ର, ଅନ୍ତରା ମିଶ୍ର, ଶ୍ରୀରାମଚନ୍ଦ୍ର, ନକ୍ସ ଅଜିଜ, ଶଲମାଲି ଖୋଲଗାଡେ, ଗାୟିକା ନମିତା ମେଲେକା ପ୍ରମୁଖ ଯୋଗଦେବେ। ବ୍ଲାକସ୍ୱାନ ଗ୍ରୁପରେ ଦେଖିବାକୁ ମିଳିବ ଓଡ଼ିଆ ଝିଅ ଶ୍ରୀୟା ଲେଙ୍କାଙ୍କୁ। ଏତଦ୍‍ବ୍ୟତୀତ ଉଦ୍‍ଘାଟନୀ ଉତ୍ସବରେ ଗୁରୁ ଅରୁଣା ମହାନ୍ତି, ଶିଆମକ ଦାଭର ନୃତ୍ୟ ପରିବେଷଣ କରିବେ। ଉଦଘାଟନୀ ଉତ୍ସବର କାର୍ଯ୍ୟକ୍ରମକୁ ‘ସେଲିବ୍ରେସନ’ର ଆଖ୍ୟା ଦିଆଯାଇଛି।