Traffic Police Odisha - The Sakala
ଭୁବନେଶ୍ବର: ରାଜଧାନୀର ଗାଡ଼ି ଚାଳକ ହୁଅନ୍ତୁ ସାବଧାନ। ଟ୍ରାଫିକ ନିୟମ ନ ମାନିଲେ ଗଣିବେ ମୋଟା ଅଙ୍କର ତଣ୍ଡ ଓ ନହେଲେ ସିଧା ଯିବେ ଜେଲ। ଏଣିକି କମିଶନରେଟ ପୁଲିସ ସ୍କାନରରେ ୟେଲୋ ଲାଇଟ ମାନୁ ନ ଥିବା ଗାଡ଼ି ଚାଳକ। ଯଦି ୟେଲୋ ଲାଇଟ ଥାଇ ଟ୍ରାଫିକରେ ଗାଡ଼ି କ୍ରସ କରନ୍ତି ତାହେଲେ ମୋଟା ଅଙ୍କର ଜରିମାନା ସହ ଭୋଗିବେ ଜେଲ ଦଣ୍ଡ। ଏନେଇ କମିଶନରେଟ ପୁଲିସ ପକ୍ଷରୁ ଜୋରଦାର ବ୍ଲକିଙ୍ଗ ଓ ଚେକିଂ ସହ ଗଣ ମାଧ୍ୟମକୁ ଅବଗତ କରିଛି ଟ୍ରାଫିକ ପୁଲିସ।
ଭୁବନେଶ୍ୱର କମିଶନରେଟ ପୁଲିସ ସ୍କାନରରେ ଗାଡ଼ି ଚାଳକ।  ଏ ନେଇ ଭୁବନେଶ୍ୱର ଏଜି ଛକ, ନାଲକୋ ଛକ, ଖଣ୍ଡଗିରି, କଳ୍ପନା ଛଳ, ରସୁଲଗଡ଼, ଆଚାର୍ଯ୍ୟବିହାର, ବାଣୀବିହାର, ଶିଶୁ ଭବନ ଛକ, ଜୟଦେବ ବିହାର, ନାଲକୋ ଛକ, ଡମଣା, କିଟ ଛକ, ପୋଖରୀପୁଟ, କଳିଙ୍ଗ ନଗର ଆଦି ଛକରେ ଜୋରଦାର ଚେକିଂ କରିବା ଆରମ୍ବ କମିଶନରେଟ ପୁଲିସ। ଏ ନେଇ ଆଜି ପୁଲିସର ଜୋରଦାର ଚେକିଂ ଆରମ୍ବ ହୋଇଛି। ଡ୍ରିଙ୍କ ଆଣ୍ଡ ଡ୍ରାଇଭ ଚେକିଂ ପରେ ରେଡ ଲାଇନ ଜମ୍ପ ଚେକିଂକୁ ଆଗକୁ ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି ଟ୍ରାଫିକ ଡିସିପି। ସେପଟେ ସାଧାରଣଲେର ଟ୍ରାଫିକ ପୁଲିସର ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ବହୁ ଜୀବନ ବଞ୍ଚିଯିବି ବୋଲି ଗାଡ଼ି ଚାଳକ କହିଛନ୍ତି।
ହକି ବିଶ୍ୱକପ ପାଇଁ ଟ୍ରାଫିକ ପରିଚାଳନା: ଟ୍ରାଫିକ ଦାୟିତ୍ବରେ ରହିବ ୨୦ ପ୍ଲାଟୁନ ଫୋର୍ସ, ଆମ୍ବୁଲାନ୍ସ ପାଇଁ ରହିବ ଗ୍ରୀନ କରିଡର ବ୍ୟବସ୍ଥା
ଭୁବନେଶ୍ବର: ଆସନ୍ତା ହକି ବିଶ୍ୱକପ ପାଇଁ ଟ୍ରାଫିକ ବ୍ୟବସ୍ଥା କିଭଳି ରହିବ ସେ ନେଇ ଆଲୋଚନା କରାଯାଇଛି । ଟ୍ରାଫିକ ପରିଚାଳନା ପାଇଁ ୫ ଜଣ ଡ଼ିଏସପିଙ୍କ ଅଧୀନରେ ୧୮ ଏସ୍ ଆଇ, ୧୫ ଜଣ ଏଏସଆଇ ନିୟୋଜିତ ରହିବେ। ୫ ଜଣ ଡ଼ିଏସପିଙ୍କୁ ବିଭିନ୍ନ ଏରିଆରେ ନିୟୋଜିତ କରାଯିବ। ବର୍ତ୍ତମାନ ସେମାନେ ବିଏମସି ଏଭିକ୍ସନ ଟିମ ଟ୍ରାଫିକ ସହିତ ରହିଛନ୍ତି। କୌଣସି ସ୍ଥାନରେ ବେଆଇନ ପାର୍କିଂ, ବେଆଇନ ଭେଣ୍ଡିଂ, ଟ୍ରାଫିକ ସମସ୍ୟା ନଉପୁଜିବ ସେ ନେଇ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ ପାଇଁ ଏକ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି।
ଗୋଟିଏ ମିଡିଆ ସେଲର ମଧ୍ୟ ବ୍ୟବସ୍ଥା ହୋଇଛି। କୌଣସି ସ୍ଥାନରେ ଅସୁବିଧା ହେଲେ ନିକଟସ୍ଥ ଥାନାକୁ ଯୋଗାଯୋଗ କରାଯାଉଛି।  ଟୋଇଁ ଭେହିକିଲ ସହାୟତାରେ ରାସ୍ତାରୁ ଜବରଦଖଲ ହଟୁଛି। ଟ୍ରାଫିକ ୨ରେ ମଧ୍ୟ ୪ଟି ଏନଫୋର୍ସମେଣ୍ଟ ଟିମ ରହିଛି । ମୋଟ ଉପରେ ୨୦ ପ୍ଲାଟୁନ ଫୋର୍ସ କେବଳ ଟ୍ରାଫିକ ଦାୟିତ୍ଵ ରେ ରହିବେ। ସୋସିଆଲ ମିଡିଆ ଜରିଆରେ ମଧ୍ୟ ଲୋକେ ନିଜ ଅସୁବିଧା ଜଣାଇ ପାରିବେ। ଆମ୍ବୁଲାନ୍ସ ପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରାଯିବ। ପ୍ରତି ଟିମକୁ ପାଇଲଟ ପ୍ରୋଟେକ୍ସନ ଦିଆଯିବ। ହୋଟେଲରୁ ଷ୍ଟାଡିୟମ ପର୍ଯ୍ୟନ୍ତ ଖେଳାଳି ଯିବାବେଳେ ସମସ୍ତ ଟ୍ରାଫିକ ବ୍ୟବସ୍ଥାର ଅନୁଶୀଳନ କରାଯାଇଛି । ଆଡ଼ିସିନାଲ ସିପି ଟ୍ରାଫିକ ମ୍ୟାନେଜମେଣ୍ଟର ଦାୟିତ୍ୱ ନେଇଛନ୍ତି। ବିଶ୍ୱକପ ପୂର୍ବରୁ ୭ ଟି ସ୍ଥାନରେ ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି। ଲୋକଙ୍କ ଯିବା ଆସିବା ପାଇଁ ସମସ୍ୟା ଉପୁଜିବ ନାହିଁ, କାରଣ ଯାହା ସମସ୍ୟା ଥିବ ପୂର୍ବରୁ ପବ୍ଲିକ ନୋଟିସ ଓ ସୋସିଆଲ ମିଡିଆ ସହାୟତାରେ ଏ ସମ୍ପର୍କରେ ଜଣାଯିବ ବୋଲି ଟ୍ରାଫିକ ଡିସିପି ଠାକୁର ପାତ୍ର ସୂଚନା ଦେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର ଉମାଶଙ୍କର ଦାସ, ଏସିପି ସ୍ୱସ୍ତିକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।