Kuakhai River - The Sakala
ଭୁବନେଶ୍ବର: କୁଆଖାଇ ନଦୀରେ ବୁଲୁଛି କୁମ୍ଭୀର । ଆଜି ଦୃଶ୍ୟ ଦେଖିବାକୁ ମିଳିଛି । ମଞ୍ଚେଶ୍ୱର ନିକଟ କୁଆଖାଇ ନଦୀରେ ଆଜି କିଛି ଲୋକ ଗାଧୋଇଥିବା ସମୟରେ କୁମ୍ଭୀର ନଦୀପଠାରେ ଶୋଇଥିବା ଦେଖିବାକୁ ପାଇଥିଲେ । ଏହି ଖବର ବିଜୁଳି ବେଗରେ ଚାରିଆଡେ ଖେଳିଯିବା ପରେ କମ୍ଭୀର ନଦୀପଠାରେ ଶୋଇଥିବାର ଦୃଶ୍ୟକୁ ନିଜ ମୋବାଇଲେ ରେକର୍ଡ କରିଥିଲେ ସ୍ଥାନୀୟବାସିନ୍ଦା । ଏହାପରେ ନଦୀକୂଳିଆ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।
ଗାଧୋଇବାବେଳେ କୁଆଖାଇରେ ବୁଡ଼ିଗଲେ ୪ ସାଙ୍ଗ; ୨ ମୃତ, ଆଉ ୨ଜଣ ଏବେ ବି ନିଖୋଜ
ବାଲିପାଟଣା: ଗାଧୋଇବା ହେଲା କାଳ । କୁଆଖାଇ ନଦୀରେ ବୁଡ଼ିଗଲେ ୪ ସାଙ୍ଗ । ନଦୀରେ ବୁଡ଼ି ୨ ଜଣ ମୃତ୍ୟୁବରଣ କରିଥିବାବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି । ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତ ଧବଳହାର ନିକଟ କୁଆଖାଇ ନଦୀରେ ଘଟିଛି ଏହି ଅଘଟଣ । ଭୁବନେଶ୍ୱରରୁ ୮ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ୪ ଜଣ ବୁଡିଯାଇଥିଲେ । ସେମାନଙ୍କର ମଧ୍ୟରୁ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ୨ ଜଣ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ବାଲିଅନ୍ତା ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ କରିଛି।
ମୃତ୍ୟୁବରଣ କରିଥିବା ଦୁଇ ଜଣ ହେଲେ କଟକର ଆର୍ଯ୍ୟନ ଏବଂ ଜାମସେଦପୁରର ଅଭିନାଶ। ନିଖୋଜ ୨ ଜଣ ହେଲେ ବାଲେଶ୍ୱରର ରୋହିତ ଏବଂ ଅନ୍ୟ ଜଣେ କଟକର ପ୍ରତୀକ । ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ବାଲିଅନ୍ତା ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ ଜାରି ରଖିଛି ।
କୁଆଖାଇ ନଦୀରୁ ଅଜଣା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି
ଭୁବନେଶ୍ୱର: କୁଆଖାଇ ନଦୀରୁ ଅଜଣା ମୃତଦେହ ଉଦ୍ଧାର । ବରିମୁଣ୍ଡ ଗାଁ ନିକଟ ନଦୀରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ଏ ପର୍ଯ୍ୟନ୍ତ ମୃତକ ଜଣକର ପରିଚୟ ମିଳିନି । ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ।ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ତଦନ୍ତ ଜାରି ରଖିଛି । ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଲା ପୋଲିସ । ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ଡାଏଟମ ଟେଷ୍ଟ କରିବ ବୋଲି ଜଣାପଡିଛି । ପାଣିରେ ବୁଡି ମରିଛନ୍ତି ନା କେହି ହତ୍ୟା କରି ଫିଙ୍ଗି ଦେଇଛି ଜଣା ପଡିବ । ପରୀକ୍ଷା ପାଇଁ ନମୁନା ପଠାଇବ ବୋଲି ପୋଲିସର ସୂଚନା ।
କୁଆଖାଇ ନଦୀରୁ ଠାବ ହେଲା ୪ ଦିନ ଧରି ନିଖୋଜ ଥିବା ଯୁବକର ମୃତଦେହ
ଭୁବନେଶ୍ବର: କୁଆଖାଇ ନଦୀରେ ଭାସୁଛି ଗଳିତ ମୃତଦେହ। ୪ ଦିନ ଧରି ନିଖୋଜ ଥିବା ଯୁବକର ପତ୍ତା ମିଳିଛି। ମୃତ ବ୍ୟକ୍ତିଙ୍କ ଘର ନହରକଣ୍ଟା ନାଁ ତୋଫାନ ସାମଲ ବୋଲି ଜଣାପଡ଼ିଛି। ତବେ ମୃତଦେହ ଠାବ ପରେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ପୂର୍ବ ଶତ୍ରୁତାରୁ କେହି ହତ୍ୟା କରିଥାଇପାରନ୍ତି ବୋଲି ପରିବାରର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ଘଟଣା ସ୍ଥଳରେ କମିଶନରେଟ ପୁଲିସ ଛାନଭିନ ଆରମ୍ଭ କରିଛି।