Bollywood SuperStar - The Sakala

ସୁଟିଂ ବେଳେ ସାମାନ୍ୟ ଆହତ ହେଲେ ସୁପରଷ୍ଟାର ଶାହାରୁଖ ଖାନ୍, ନାକରେ ହେଲା ଛୋଟ ସର୍ଜରୀ
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନ୍ ଆହତ । ଲସ୍‌ ଆଞ୍ଜେଲସ୍‌ରେ ସୁଟିଂ ବେଳେ ଶାହାରୁଖ୍ ଆହତ ହୋଇଥିବା ସୂଚନା ମିଳିଛି । ଶାହାରୁଖଙ୍କ ନାକରେ ଆଘାତ ଲାଗିଥିବା ଜଣାପଡିଛି । ନାକରେ ଆଘାତ ଲାଗି ରକ୍ତ ବାହାରିବାରୁ ହସ୍ପିଟାଲ ନିଆଯାଇଥିଲା । ନାକରୁ ରକ୍ତସ୍ରାବ ରୋକିବା ପାଇଁ ଡାକ୍ତର ତାଙ୍କର ଅସ୍ତ୍ରୋପଚାର କରିଛନ୍ତି । ଶାହାରୁଖଙ୍କ ନାକରେ ହୋଇଛି ଛୋଟ ସର୍ଜରୀ । ସର୍ଜରୀ ପରେ ଶାହାରୁଖ ବିପଦମୁକ୍ତ ଥିବା ସୂଚନା ମିଳିଛି । ସର୍ଜରୀ ସରିବା ପରେ ଶାହରୁଖ ତୁରନ୍ତ ଭାରତ ଫେରିଆସିଛନ୍ତି ।

ବଲିଉଡ଼ ଭାଇଜାନ୍ ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ମେଲ୍
ମୁମ୍ବାଇ : ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କୁ ପୁଣିଥରେ ହତ୍ୟା ଧମକ ଦିଆଯାଇଛି। ବାନ୍ଦ୍ରା ଥାନାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାରଙ୍କ ସଂପର୍କରେ ଉଲ୍ଲେଖ ରହିଛି। ଏହାସହ ସଲମାନଙ୍କ ଘର ଆଗରେ ବଢ଼ିଛି ସୁରକ୍ଷା ବ୍ୟବସ୍ଥା । ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁଶେ ୱାଲା ହତ୍ୟାକାଣ୍ଡ ମାମଲାରେ ପଞ୍ଜାବ ଜେଲ୍‌ରେ ଅଛି ଗ୍ୟାଙ୍ଗଷ୍ଟର ଲରେନ୍ସ । ଶନିବାର ଅପରାହ୍ନରେ ସଲମାନଙ୍କ ଅଫିସ ମେଲ୍‌କୁ ଆସିଥିଲା ଧମକପୂର୍ଣ୍ଣ ଇମେଲ୍ । ଲରେନ୍ସର ସହଯୋଗୀ କାନାଡ଼ା ବେସଡ୍‌ ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାର୍‌ ସଲମାନଙ୍କ ସହ କଥାହେବ ବୋଲି କହିଛି । ଇମେଲ୍ ହିନ୍ଦିରେ ଲେଖାଥିଲା । ଲରେନ୍ସର ସାକ୍ଷାତକାର ଦେଖିନ ଯଦି ଦେଖିବାକୁ ମେଲ୍‌ରେ ଲେଖାଥିଲା । ଏଫଆଇଆରରେ ସାମ୍ନାକୁ ଆସିଛି ଆଉ ଏକ ରୋହିତ ଗ୍ୟାଙ୍ଗର ନାଁ । ପ୍ରଥମ ଥର ପାଇଁ ସଲମାନଙ୍କୁ ଧମକ ଦିଆଯାଇଛି ତାନୁହେଁ, ପୂର୍ବରୁ ୨୦୧୮ରେ ମଧ୍ୟ ଲରେନ୍ସ ପକ୍ଷରୁ ଧମକ ଦିଆଯାଇଥିଲା । ଗତବର୍ଷ ନଭେମ୍ବରରେ ମୁମ୍ବାଇ ପୋଲିସ ସଲମାନଙ୍କୁ Y+ ସୁରକ୍ଷା ବ୍ୟବସ୍ଥା ଦେଇଥିଲା ।

୫୮ ବର୍ଷରେ ପାଦ ଥାପିଲେ ବଲିଉଡ ସୁପରଷ୍ଟାର ତଥା ଭାଇଜାନ୍ ସଲମାନ୍ ଖାନ୍
ମୁମ୍ବାଇ: ଆଜି ବଲିଉଡ଼ ଭାଇଜାନ୍ ସଲମାନ ଖାନଙ୍କ ଜନ୍ମଦିନ । ୫୮ ବର୍ଷରେ ପାଦ ଥାପିଲେ ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍ । ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ସଲମାନଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ତାଙ୍କ ଘର ବାହାରେ ମଧ୍ୟ ଭିଡ ଜମାଇଛନ୍ତି ପ୍ରଶଂସକମାନେ । ସଲ୍ଲୁଙ୍କ ପାଇଁ ବିଭିନ୍ନ ସ୍ଥାନରେ ତାଙ୍କର ଫ୍ୟାନ୍ କେକ୍ କାଟି ବାଣ ଫୁଟାଇ ସେଲିବ୍ରେସନ୍ କରିଛନ୍ତି ।

ପିଲାଠୁ ବୁଢ଼ା ସମସ୍ତେ ତାଙ୍କ ଭାଇଜାନଙ୍କ ଫ୍ୟାନ୍ । ବଲିଉଡ଼ ଇଣ୍ଡଷ୍ଟ୍ରିରେ ତାଙ୍କର ଭିନ୍ନ ଦବଦବା । ୨୭ ଡିସେମ୍ବର ୧୯୬୫ରେ ମଧ୍ୟପ୍ରଦେଶ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ ସଲମାନ । ମେନେ ପ୍ୟାର କିଆ, ସାଜନ, ହମ୍ ଆପକେ ହେ କୌ ନ୍‌, କରଣ-ଅର୍ଜୁନ , ଜୁଡ଼ୱା , ଦବଙ୍ଗ, ବଡ଼ିଗାର୍ଡ, ବଜରଙ୍ଗୀ ଭାଇଜାନ୍ ଏମିତି ଅନେକ ବ୍ଲକ୍ବାଷ୍ଟର ମୁଭି ବଲିଉଡ଼କୁ ଦେଇଛନ୍ତି ସଲମାନ୍ । ସଲମାନଙ୍କୁ ଇଣ୍ଡଷ୍ଟ୍ରୀର ଟ୍ରେଣ୍ଡ ସେଟର ବି କହନ୍ତି । ସଲମାନଙ୍କ ଜନ୍ମଦିନରେ ତାଙ୍କ ଫ୍ୟାନ୍ ଖୁବ ଖୁସି ହେବା ସହ ସେଲିବ୍ରେଟ୍ କରିଛନ୍ତି ।