job in odisha police - The Sakala
ଭୁବନେଶ୍ବର : ପୁଲିସ ଚାକିରି କରିବାକୁ ଇଚ୍ଛୁକ ଥିବା ଆଶାୟୀଙ୍କ ପାଇଁ ବଡ଼ ଖବର। ଓଡ଼ିଶା ସରକାର ପୁଲିସ ବିଭାଗରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଜିଠାରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ୧୩୬୦ ସିପାହୀ / କନଷ୍ଟେବଳ ଓ ୧୭୭ କନିଷ୍ଠ କିରାଣୀ ପଦବୀ ପାଇଁ ଅନ୍‌ଲାଇନ୍ ଆବେଦନ ୨୩ ସେପ୍ଟେମ୍ବର ୨୦୨୪ରୁ ଆରମ୍ଭ ହୋଇ ୧୩ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ଚାଲିବ। ଇଛୁକ ତଥା ଯୋଗ୍ୟ ପ୍ରାର୍ଥୀ ମାନେ ଓଡ଼ିଶା ପୁଲିସ ୱେବସାଇଟ https://odishapolice.gov.in/ ରେ ଅନଲାଇନ ମାଧ୍ୟମରେ ପଞ୍ଜିକରଣ ଓ ଆବେଦନ କରିପାରିବେ।
ତେବେ ଓଡ଼ିଶା ପୁଲିସର ବିଭିନ୍ନ ବାଟାଲିୟନରେ ଖାଲିଥିବା ସିପାହୀ / କନଷ୍ଟେବଳ (୧୩୬୦ ପଦବୀ ) (ସିପୟୀ, କନଷ୍ଟେବଳ, ଓଡ଼ିଶା ଷ୍ଟେଟ୍ ଆର୍ମଡ ପୋଲିସ (OSAP), ଇଣ୍ଡିଆର ରିଜର୍ଭ (IR), ସ୍ପେଶାଲ ଇଣ୍ଡିଆନ(SIR) ରିଜର୍ଭ, ସ୍ପେଶାଲ ସିକୁରିଟି ବାଟାଲିୟନ (SS))  ଏବଂ ଡିପିଓ କ୍ୟାଡର ରେ ଖାଲିଥିବା କନିଷ୍ଠ କିରାଣୀ (୧୭୭ ପଦବୀ) ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ପ୍ରାର୍ଥୀମାନେ ସରକାରୀ ୱେବସାଇଟକୁ ଭିଜିଟ୍ କରି ଶିକ୍ଷାଗତ ଯୋଗ୍ୟତା,  ଚୟନ ପ୍ରକ୍ରିୟା, ପଦବୀ, ପରୀକ୍ଷା ସିଲାବସ୍ ଏବଂ ଅନ୍ୟାନ୍ୟ ସମସ୍ତ ବିବରଣୀ ପାଇପାରିବେ।
[wp-embedder-pack width=”100%” height=”400px” download=”all” download-text=”” attachment_id=”135156″ /]
ଏନେଇ ଆଜି ଓଡ଼ିଶା ପୁଲିସ ପକ୍ଷରୁ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦିଆଯାଇ କୁହାଯାଇଛି ଯେ ‘‘ଓଡିଶା ପୁଲିସର ବିଭିନ୍ନ ବାଟାଲିୟନରେ ଖାଲିଥିବା ସିପାହୀ / କନଷ୍ଟେବଳ(୧୩୬୦ ପଦବୀ )ଏବଂ ଡିପିଓ କ୍ୟାଡରରେ ଖାଲିଥିବା କନିଷ୍ଠ କିରାଣୀ(୧୭୭ ପଦବୀ) ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ ଓଡିଶା ପୋଲିସ ୱେବସାଇଟ https://odishapolice.gov.in ରେ ଅନଲାଇନ ମାଧ୍ୟମରେ ପଞ୍ଜିକରଣ ଓ ଆବେଦନ କରିପାରିବେ।’’
ଅନ୍ୟପଟେ ସିପାହୀ / କନଷ୍ଟେବଳ ଆବେଦନ ପାଇଁ ସର୍ବନିମ୍ନ ବୟସ ୧୮ବର୍ଷ ଓ ସର୍ବାଧିକ ବୟସ ୨୩ବର୍ଷ ରହିଛି। ୨୦୨୪ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ବୟସ ୨୩ ହୋଇଥିବା ଆବଶ୍ୟକ। ଅନ୍ୟପଟେ ପ୍ରାର୍ଥୀଙ୍କ ଯୋଗ୍ୟତା ଦଶମ ପାସ ‘ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍(ବିଏସ୍‌ଇ)’ ଓଡ଼ିଶା ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ କିମ୍ବା ଅନ୍ୟ ବୋର୍ଡ ଦ୍ୱାରା ପରିଚାଳିତ ଅନ୍ୟ କୌଣସି ସମାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।
ସେହିପରି ଏହି ଆବେଦନ ପାଇଁ ପ୍ରାର୍ଥୀଙ୍କୁ କୌଣସି ଶୁକ୍ଳ(Application fee) ଲାଗିବ ନାହିଁ। ପ୍ରାର୍ଥୀଙ୍କର ଚୟନ କମ୍ପ୍ୟୁଟର ଆଧାରିତ ପରୀକ୍ଷା, ଶାରୀରିକ ମାନକ ମାପ,ଶାରୀରିକ ଦକ୍ଷତା ପରୀକ୍ଷା,ଡ୍ରାଇଭିଂ ପରୀକ୍ଷା,ଡାକ୍ତରୀ ପରୀକ୍ଷା ଓ ଡକ୍ୟୁମେଣ୍ଟ୍ ଯାଞ୍ଚ ମାଧ୍ୟମରେ ହେବ। ଅନ୍ୟପଟେ ଚାକିରି ମିଳିବା ପରେ ସର୍ବନିମ୍ନ ୨୧,୭୦୦ ଟଙ୍କା ଓ ସର୍ବନିମ୍ନ ୬୯,୧୦୦ ଟଙ୍କା ଦରମା ମିଳିବ। ଏଥି ସହିତ ଆନୁସଙ୍ଗିକ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ।
୧୭୭ କନିଷ୍ଠ କିରାଣୀ ନିଯୁକ୍ତ ହେବେ
ସେହିପରି ଓଡ଼ିଶା ପୁଲିସର ମିନିଷ୍ଟରିୟାଲ ଷ୍ଟାଫ୍ ସିଲେକ୍ସନ ବୋର୍ଡ ଦ୍ବାରା ଡିପିଓ କ୍ୟାଡ଼ର ପାଇଁ ୧୭୭ଟି ଜୁନିୟର କ୍ଲର୍କ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହି ପଦବୀଗୁଡ଼ିକରେ ଭର୍ତ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା, କେଉଁ ବର୍ଗ ପାଇଁ କେତୋଟି ଭ୍ୟାକେନ୍ସି, ପରୀକ୍ଷା ମୋଡ୍‌, ସିଲାବସ ଇତ୍ୟାଦି ବିସୟରେ ସମ୍ପୂର୍ଣ୍ଣ ଆଜିିଠୁ (୨୩ ସେପ୍ଟେମ୍ବର ୨୦୨୪) ଓଡ଼ିଶା ପୋଲିସ ଅଫିସିଆଲ ୱେବସାଇଟ https://odishapolice.gov.in ରେ ଉପଲବ୍ଧ ହୋଇଛି । ଇଚ୍ଛୁକ ପ୍ରାର୍ଥୀମାନେ ୱେବସାଇଟ ତଥ୍ୟ ଅନୁସାରେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।
ଓଡିଶା ପୁଲିସରେ ଚାକିରି ପାଇଁ ବଡ଼ ସୁଯୋଗ, ୪୭୯୦ କନେଷ୍ଟବଳ ପଦବୀ ପୂରଣ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ବର : ଓଡିଶା ପୁଲିସରେ ୪୭୯୦ଟି କନେଷ୍ଟବଳ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ୪ଟି ପର୍ଯ୍ୟାୟରେ ଏହି ପଦବୀଗୁଡିକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଖାଲିଥିବା ଥିବା ଏ ସମସ୍ତ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ କରାଯିବ।
ରାଜ୍ୟର ୩୪ଟି ପୁଲିସ ଜିଲ୍ଲା ତଥା କମିଶନରେଟ୍‌ ପୁଲିସରେ ସେମାନଙ୍କୁ ନିଯୁକ୍ତି ଦିଆଯିବ। ଏହାଦ୍ବାରା ବିଭିନ୍ନ ଜିଲ୍ଲା ତଥା ଥାନା ମାନଙ୍କରେ ଖାଲି ଥିବା କନେଷ୍ଟବଳ ପଦବୀ ପୂରଣ ହୋଇପାରିବ ଏବଂ ଆଇନ ଶୃଙ୍ଖଳା ରକ୍ଷା ଦିଗରେ ପୁଲିସର ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଇବ । ସରକାରୀ ସ୍ତରରେ ଏତେସଂଖ୍ୟକ ନିଯୁକ୍ତି ପିଲା ମାନଙ୍କ ପାଇଁ ସୁଯୋଗ ସ୍ରୁଷ୍ଟି କରିବ ବୋଲି ଆଶା କରାଯାଏ।