bbci - The Sakala

ନିର୍ଣ୍ଣାୟକ ମୁକାବିଲାରେ ଭାରତର ଆକ୍ରମଣାତ୍ମକ ବ୍ଯାଟିଂ, ଇଂଲଣ୍ଡକୁ ୨୨୫ ରନ୍ ଟାର୍ଗେଟ ଦେଲା ଭାରତ
ଅହମ୍ମଦାବାଦ୍‍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଅହମ୍ମଦବାଦର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡ଼ିୟମରେ  ସିରିଜ୍‍ର ୫ମ ତଥା ନିର୍ଣ୍ଣାୟକ ମୁକାବିଲା ଆରମ୍ଭ ହୋଇଛି। ଏହି ମ୍ୟାଚ୍‍ରେ ଟସ ଜିତି ଇଂଲଣ୍ଡ ବୋଲିଂ ନିଷ୍ପତ୍ତି ନେଇଛି। ଭରତ ପ୍ରଥମ ଇଂନିସରେ ୨ ୱିକେଟ ହରାଇ ୨୨୪ ରନ ସଂଗ୍ରହ କରିଛି। ଇଂଲଣ୍ଡକୁ ଏହି ସିରଜ ଜିତିବାକୁ ହେଲେ ୨୨୫ ରନ କରିବାକୁ ପଡ଼ିବ।

ପ୍ରଥମ ଇଂନିସରେ ଭାରତ ପକ୍ଷରୁ ରୋହିତ ଶର୍ମା ଓ ବିରାଟ କୋହଲି ଓପନିଂ କରିଥିଲେ। ଏହି ମ୍ଯାଚରେ ପ୍ରଥମରୁ ହିଁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା। ରୋହିତ ଶର୍ମାଙ୍କ ଧୂଆଁଦାର ବ୍ଯାଟିଂକରି ୬୪ ରନ କରି ଆଉଟ ହୋଇଥିଲେ। ବିରାଟଙ୍କ ସହ ସୂର୍ଯ୍ଯକୁମାର ଯାଦବ ପାରିକୁ ସମ୍ଭାଳିଥିଲେ। ସୂର୍ଯ୍ଯକୁମାର ଯାଦବ ମଧ୍ଯ ଦୃତ ଗତିରେ ରନ ସଂଗ୍ରହ କରିଥିଲେ। ସେ ୧୭ ବଲରେ ୩୨ ରନ କରି ଆଉଟ ହୋଇଛନ୍ତି। ଏହାପରେ ପାରିକୁ ସମ୍ଭାଳିବା ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ପିଚକୁ ଆସିଥିଲେ। ଭାରତ ୨୦ ଓଭରରେ ୨୨୪ ରନ ସଂଗ୍ରହ କରିଥିବା ବେଳେ ବିରାଟ କୋହଲି ୮୦ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩୯ ରନ କରି ଅପରାଜିତ ଅଛନ୍ତି।

ସେହିପରି ଇଂଲଣ୍ଡର ବେନ ଷ୍ଟୋକ୍ସ ଓ ଆଦିଲ ରସିଦଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି।