odanews - The Sakala

ନୂଆ ବର୍ଷ ପୂର୍ବରୁ ବିଜେଡି ନେତାଙ୍କୁ ନୂଆ ଦାୟିତ୍ୱ
ଭୁବନେଶ୍ବର: ରାଜ୍ୟ ସରକାର ବିଭିନ୍ନ ବିଭାଗ, ନିଗମ, ପରିଷଦ, ବୋର୍ଡ, ମେଡିକାଲ କଲେଜ ଓ ଯୋଜନାଗୁଡ଼ିକରେ ନେତାଙ୍କୁ ଅବସ୍ଥାପିତ କରିଛନ୍ତି। ଓଡ଼ିଶା ଉଠାଜଳ ସେଚନ ନିଗମରେ (ଓଏଲ୍‌ଆଇସି)ରେ ପ୍ରମୋଦ ପାଢ଼ୀଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି। ରାଜଧାନୀ ଚିକିତ୍ସାଳୟରେ ସଂଜୟ ସେଠୀ, ମମତା ଯୋଜନାରେ ସଂଯୁକ୍ତା ମହାନ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପୁଷ୍ପାଞ୍ଜଳି ରଣା, ସଂଖ୍ୟାଲଘୁ ମାମଲାରେ ତହରା ଖାତୁନ୍‌, ଜାଗା ମିଶନରେ ହରିଶଙ୍କର ରାଉତ ଓ ସାଶ୍ବତୀ ମିଶ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ନାରାୟଣ ସାହୁ, ମୁକ୍ତା ଯୋଜନାରେ ରାଜଶ୍ରୀ ମହାନ୍ତି, ଇପ୍‌ସିତା ସାହୁ, ମୀରା ପରିଡ଼ା, ବିଜୁ ସେତୁ ଯୋଜନାରେ ସରତ ଚନ୍ଦ୍ର ପାତ୍ର, ଦିଲୀପ କୁମାର ସାହୁଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି।

ସେହିପରି ରାଜ୍ୟ ବୃତ୍ତି ଯୋଜନାରେ ସିସିର ପରିଜା, ବୟନଶିଳ୍ପରେ ସୌଭାଗ୍ୟ ନାୟକ, ଏମକେସିଜିର କେ ଶାନ୍ତି, କାଳିଆ ଯୋଜନାରେ ସଂଜୟ ବାବୁ, ସାରଦା ଜେନା, କେନ୍ଦୁପତ୍ର କଲ୍ୟାଣ ବୋର୍ଡରେ ସଂଜିତ ମହାନ୍ତି, ପଛୁଆ ବର୍ଗ ଜାତିରେ ପୃଥ୍ବୀରାଜ ସାହୁ, ଉଚ୍ଚଶିକ୍ଷା ବିଭାଗ ଛାତ୍ରବୃତ୍ତି ପାଇଁ ତନ୍ମୟ ସ୍ବାଇଁ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବିତା ମହାପାତ୍ର, ମଧୁବାବୁ ପେନ୍‌ସନ ଯୋଜନାରେ ଅସିତ ପଟ୍ଟନାୟକ, ରଜତ ମହାପାତ୍ର, ନିରାମୟ ଯୋଜନାରେ ରଂଜନ ବିଶ୍ବାଳ, ଅନ୍ବେଷା ଓ ଆକାଂକ୍ଷା ଯୋଜନାରେ ଏଲିନା ଦାସ ଓ ବସୁଧା ଯୋଜନାରେ ଅପୂର୍ବା ଅପରୂପାଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି।

ରାଜ୍ୟ ସରକାର ମତ୍ସ୍ୟ ଉନ୍ନୟନ ନିଗମରେ ସୁବାଷ ଚନ୍ଦ୍ର ପାତ୍ରଙ୍କୁ, ରାଜ୍ୟ ପଣ୍ୟାଗାର ନିଗମ ଓ ୱାଖଫ ବୋର୍ଡରେ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ୯ ଜଣଙ୍କୁ ସଦସ୍ୟ ଭାବେ ଗ୍ରହଣକରାଯାଇଛି। ସେମାନେ ହେଲେ ସୁନ୍ଦରଗଡ଼ରୁ ବୈକୁଣ୍ଠ ନାୟକ, କଳାହାଣ୍ଡିରୁ ଅବିନାଶ ଠାକୁର, ବଲାଙ୍ଗୀରରୁ ହଂସରାଜ ଜୈନ, ବୌଦ୍ଧରୁ ସୁବୋଧ ପ୍ରଧାନ, ବରଗଡ଼ରୁ ଗତିକୃଷ୍ଣ ମିଶ୍ର, ଦେବଗଡ଼ରୁ ଭୂପିନ୍ଦ୍ର ପ୍ରସାଦ ନାୟକ, ନୂଆପଡ଼ାରୁ ମନ୍ଦାକିନି ବେଗଲ, ଝାରସୁଗୁଡ଼ାରୁ ମିତ୍ରଭାନୁ ସାହୁ ଓ ସମ୍ବଲପୁରରୁ ଯାଜ୍ଞସେନୀ ନାଗ।

ମୟୂରଭଞ୍ଜ ସ୍ବତନ୍ତ୍ର ଉନ୍ନୟନ ପରିଷଦରେ ନିଯୁକ୍ତି ପାଇଁ କୁନୁ ମୁର୍ମୁ, ମିଶରା ବିଶ୍ବାଳ, ସମୟ ଚନ୍ଦ୍ର ପୃଷ୍ଟି, ସୁକାନ୍ତି ନାଏକ, ଚନ୍ଦ୍ରରୟ ସୋରେନ, ତ୍ରିଲୋଚନ ସିଂହ, ଜୋଲେନ ନାଏକ, ମାନକା ମାର୍ଣ୍ଣି, ଅନନ୍ତ ହେମ୍ବ୍ରମ, ନନ୍ଦଲାଲ ସିଂହ ଓ ମହେନ୍ଦ୍ରନାଥ ସର୍ଦ୍ଦାର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଏହି ପରିଷଦରେ ରସାନ୍ତି ମହାକୁଡ଼, ଡ. ଅଂଜଳି ତିପିରିଆ ଓ ନବୀନ ମହାନ୍ତ ଏକ୍ସପର୍ଟ ସଦସ୍ୟ ହୋଇଛନ୍ତି।

ସେହିପରି କେନ୍ଦୁଝର ସ୍ବତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟ ଭାବେ ନିଯୁକ୍ତି ପାଇଁ ଜଗନ୍ନାଥ ଦେହୁରୀ, ମହେନ୍ଦ୍ର ନାୟକ, ବଳିଆ ଜୁଆଙ୍ଗ, ନରୋତ୍ତମ ନାୟକ, ଗିରିଧାରୀ ନାଏକ, ମଙ୍ଗଳ ମୁଣ୍ଡା, ଦାବରା ମୁଣ୍ଡା, ଉମେଶ ଚନ୍ଦ୍ର ମୁର୍ମୁ, ବାସନ୍ତୀ ବେହେରା, ଦୁର୍ୟ୍ୟୋଧନ ନାଏକ ଓ ଦ୍ରୌପଦୀ ଦଣ୍ଡପାଟ ମନୋନୀତ ହୋଇଛନ୍ତି। ଏହି ପରିଷଦରେ ପରେଶ କୁଅଁର, ମାନସିଂ ଦୁର୍ଗାପ୍ରସାଦ ନାୟକ ଓ କମଳା ଥମ୍ବା ଏକ୍ସପର୍ଟ ସଦସ୍ୟ ଭାବେ ‌ମନୋନୀତ ହୋଇଛନ୍ତି।

ସରିଲା ଶ୍ରୀଜିଉଙ୍କର ନବଦିନାତ୍ମକ ଯାତ୍ରା, ରତ୍ନବେଦୀକୁ ବାହୁଡୁଛନ୍ତି ଶ୍ରୀଜିଉ
ପୁରୀ: ସରିଲା ଶ୍ରୀଜିଉଙ୍କର ନବଦିନାତ୍ମକ ଯାତ୍ରା। ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ରତ୍ନବେଦୀ ଅଭିମୁଖେ ବାହୁଡୁଛନ୍ତି ଶ୍ରୀଜିଉ। ଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହୋଇଛି ରଥଟଣା। ବଡ଼ଦାଣ୍ଡରେ ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ । ଆଗେଆଗେ ଯାଉଛନ୍ତି ବଡଭାଇ ବଳଭଦ୍ର।

https://www.youtube.com/watch?v=vsPaRjZzAA4

ସେପଟେ ବାଟରେ ମାଉସୀ ଘରେ ମାଉସୀ ପରସି ଦେବେ ସ୍ନେହର ପୋଡ଼ ପିଠା। କାଳିଆକୁ ଭାରି ପସନ୍ଦ ପୋଡ଼ ପିଠା। ସେଥିପାଇଁ ତ ମାଉସୀ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନରେ ତିଆରି କରିଛି କାଳିଆ ପାଇଁ ପୋଡ଼ ପିଠା। ଫେରିବା ବାଟରେ ଶ୍ରୀଜିଉଙ୍କୁ ମାଉସୀ ମା’ ମନ୍ଦିରରେ ପୋଡ଼ପିଠା ଲାଗି ହେବ।

ପାର୍କିଂ ଉଚ୍ଛେଦକୁ ନେଇ ନୟାପଲ୍ଲୀରେ ପୁଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି
ଭୁବନେଶ୍ୱର: ପାର୍କିଂ ପାଇଁ ଉଚ୍ଛେଦକୁ ନେଇ ଭୁବନେଶ୍ବରରେ ଉତ୍ତେଜନା। ନୟାପଲ୍ଲୀରେ ପୁଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଭୁବନେଶ୍ୱର ଦ-ଓ୍ବାର୍ଲ୍ଡ ନିକଟରେ ଥିବା ପାର୍କିଂ ପାଇଁ ଉଛେଦକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ବିରୋଧ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ ୧ନମ୍ବର ଗେଟ ପାର୍ଶ୍ୱରେ ଥିବା ଶ୍ମଶାନ ଓ ପଡିଆକୁ ଷ୍ଟାଡିୟମ ଶହ ମିଶାଇକୁ ଅଡର ଆସିଥିବା ବେଳେ ଏଥିପାଇଁ ଉଚ୍ଛେଦ ହୋଇଥାନ୍ତା। ଏ ନେଇ ଅଞ୍ଚଳ ବାସୀଙ୍କ ପକ୍ଷରୁ ଏକ ସ୍ମାରକ ପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ତେବେ ପୂର୍ବ ପୁରୁଷଙ୍କ ଶ୍ମଶାନ ଓ ପଡିଆକୁ କୌଣସି ପରିସ୍ଥିତିରେ ଛାଡ଼ିବୁ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି।

ନରକୋଟିକ ବ୍ୟୁରୋ ପକ୍ଷରୁ ୬ଶହ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ୨ ଗିରଫ
ବୌଦ୍ଧ: ନରକୋଟିକ ବ୍ୟୁରୋର ଏକ ଟିମ ବୁଧବାର ବୌଦ୍ଧ ଜିଲ୍ଳାରୁ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଭୁବନେଶ୍ୱର ସ୍ଥିତ ନରକୋଟିକ ବ୍ୟୁରୋ ଏକ ୫ଜଣିଆ ଟିମ ଚଢ଼ାଉ କରିଥିଲେ। ଏକ ଟ୍ରକରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବୌଦ୍ଧ ବ୍ରିଜ ଛକ ଠାରେ ଗାଡିକୁ ଗୋଡ଼ାଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେମାନଙ୍କ ଠାରୁ ମୋଟ ୬୨୩ କେଜି ଗଞ୍ଜେଇ ଜବତ ହୋଇଛି। ବର୍ତ୍ତମାନ ସୁଦ୍ଧା ଯାଞ୍ଚ ଏବଂ ପଚରାଉଚରା ଚାଲିଛି। ତେଣୁ ପରିମାଣ ବୃଦ୍ଧି ପାଇବା ଅନୁମାନ କରାଯାଉଛି।

ବନ୍ଦ ଘରୁ ମାଆଝିଅଙ୍କ ମୃତଦେହ ଉଦ୍ଧାର
ସମ୍ବଲପୁର: ସମ୍ବଲପୁର ଜିଲ୍ଲା କିସିଣ୍ଡାରେ ଗୁରୁବାର ବନ୍ଦ ଘରୁ ମାଆଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି। ପାରିପାର୍ଶ୍ବିକ ସ୍ଥିତିରୁ ଉଭୟଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତକ ହେଲେ ସୁଜାତା ପଟେଲ ଓ ତାଙ୍କ ଝିଅ ଉତ୍କଳିକା ।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନଠୁ ସ୍ବାମୀ କିଶୋର ପଟେଲ ବଡ଼ଝିଅ ଓ ବାପାମାଙ୍କୁ ନେଇ ସୁନ୍ଦରଗଡ଼ ଯାଇଥିଲେ। ସେଠାରେ ଏକ ବିବାହ ଉତ୍ସବରେ ଯୋଗଦେଇ ଆଜି ଫେରିଥିବା ବେଳେ, ବନ୍ଦ ଘରେ ମାଆ ଝିଅଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। କିସିଣ୍ଡା ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତନାଘନା ଆରମ୍ଭ କରିଛି।

ଏନଆଇଟିରୁ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ପରେ ନେଗେଟିଭ ଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ
ଭୁବନେଶ୍ବର:ରାଜ୍ୟରେ କରୋନା ସଂକ୍ରାମିତଙ୍କ ସଂଖ୍ଯା ବୃଦ୍ଧି ପାଉଛି। ରାଉରକେଲା ସ୍ଥିତ ଏନଆଇଟିରେ ୧୪ ଜଣ କୋଭିଡ୍ ସଂକ୍ରମିତ ହୋଇସାରିଛନ୍ତି। ପଜିଟିଭ୍ ଆସିଥିବା ୧୪ ଜଣଙ୍କୁ ସଙ୍ଗରୋଧରେ ରଖାଯିବାକୁ ବ୍ୟବସ୍ଥା କରାଯାଇଛି। ନେଗେଟିଭ୍ ଆସିଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ରେଜିଷ୍ଟ୍ରାର ପ୍ରଫେସର ପ୍ରଦୀପ କୁମାର ଦାସ।

ଅନ୍ୟପଟେ କୋଭିଡ୍ ସଂକ୍ରମଣକୁ ନେଇ ମଙ୍ଗଳବାର ବସୁଛି ଏନ୍ଆଇଟି ସିନେଟ୍‌ର ଏକ ସ୍ବତନ୍ତ୍ର ବୈଠକ। ଏନଆଇଟିରେ ଛାତ୍ରଛାତ୍ରୀମାନଙ୍କର ଅଧିକ ଆରଟିପିସିଆର ଟେଷ୍ଟ ପାଇଁ ପ୍ରଶାସନ ପଦକ୍ଷେପ ନେଇଛି। ମଙ୍ଗଳବାରଠାରୁ ଦୁଇଟି ଟିମ୍ ଦିନକୁ ୫୦୦ ଛାତ୍ରଛାତ୍ରୀଙ୍କର ଟେଷ୍ଟ କରିବେ ।

ସାରଦାଙ୍କୁ ତୁରନ୍ତ ଗିରଫ କରାଯାଉ: ବିଜେଡ଼ି
ଭୁବନେଶ୍ୱର: ମାହାଙ୍ଗା ହେଉଛି ଏକ ସଂସ୍କୃତି ସମ୍ପନ୍ନ ମାଟି, କିନ୍ତୁ ଜଣେ ଅଭ୍ୟାସଗତ, ମିଥ୍ୟାବାଦୀ ଓ ବୃତ୍ତିଗତ ଅପରାଧୀ ସାରଦା ପ୍ରଧାନ ସେହି ପବିତ୍ର ମାଟିର ଗାରିମାକୁ ଭୁଲୁଣ୍ଠିତ କରିବାକୁ ଉଦ୍ୟମ କରୁଛନ୍ତି। ମାହାଙ୍ଗାରୁ ବିଧାନସଭାର ନିର୍ବାଚନ ଲଢ଼ିଥିବା ସାରଦା ପ୍ରଧାନ ଏବେ ଭୁବନେଶ୍ୱରରେ ଆତଙ୍କରାଜ ଚଳାଇଛନ୍ତି। ଲୋକଙ୍କ ଘରେ ପଶି ଗୁଣ୍ଡାଗର୍ଦ୍ଦି କରୁଛନ୍ତି।

ନୟାପଲ୍ଲୀ ଥାନା ଆଇଆରସି ଭିଲେଜ୍‍ ଏନ-୩ର ପ୍ଲାଟ ନଂ- ୨୧୧ ଘରେ ନିଜ ଅପରାଧିକ ସହଯୋଗୀଙ୍କୁ ଧରି ଜୋରଜବରଦସ୍ତ

ପ୍ରବେଶ କରି ଅଭଦ୍ରୋଚିତ ବ୍ୟବହାର, ଆକ୍ରମଣ, ସମ୍ପତ୍ତି ନଷ୍ଟ ଓ ଲୁଟ୍‍ ଭଳି ଜଘନ୍ୟ କାର୍ଯ୍ୟ କରିଥିବା ସମ୍ବନ୍ଧୀୟ ଅଭିଯୋଗ

ନୟାପଲ୍ଲୀ ଥାନା କେସ ନଂ-  ୧୪୫/୨୧ରେ ପଞ୍ଜିକୃତ ହୋଇଛି। ସାରଦା ପ୍ରଧାନ ଓରଫ ବୁଲୁଙ୍କ ନାମରେ ଅପରାଧିକ କାର୍ଯ୍ୟ ପାଇଁ

ମାହାଙ୍ଗା ଥାନାରେ କେସ ନଂ-୫୭/୯୯, ଜିଆର କେସ ନଂ- ୧୫୬/୨୦୦୨, ଜିଆର କେସ ନଂ- ୨୦୯/୯୯, ପିଏସ କେସ ନଂ

୪୬/୦୨ ମାମଲା ରୁଜୁ ହୋଇଛି। ଜିଆର କେସ ନଂ- ୨୦୯/୯୯ରେ ଗିରଫ ହୋଇ ୨୨ ଦିନ ଚୌଦ୍ୱାର ଜେଲ୍‍ରେ ରହିଥିଲେ।

ଇତିମଧ୍ୟରେ ନୟାପଲ୍ଲୀ ଥାନାରେ ଜନୈକ ଭଦ୍ରବ୍ୟକ୍ତିଙ୍କ ଘରେ ପଶି ସଙ୍ଗବଦ୍ଧ ଆକ୍ରମଣ ସହିତ ଡକାୟତି ମାମଲାରେ ଅଭିଯୁକ୍ତ

ସାରଦା ପ୍ରଧାନଙ୍କ ନାମରେ କେସ ନଂ- ୧୪୫/୨୧ ରୁଜୁ କରାଯାଇଛି। ବିପିଏଲ୍‍ ତାଲିକାଭୁକ୍ତ ଥିବା ସାରଦା ଖୁବ୍‍ କମ୍‍ ଦିନ

ଭିତରେ କିପରି କୋଟିପତି ହେଲେ ବୋଲି ବିଜେଡ଼ି ମୁଖପାତ୍ର ଶ୍ରୀ ଲେନିନ୍‍ ମହାନ୍ତି ପ୍ରଶ୍ନ କରିବା ସହ ଏହାର ନିରପେକ୍ଷ ତଦନ୍ତ

ଦାବି କରିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଆଜି ମାହାଙ୍ଗା ବ୍ଲକ ଚେୟାରମ୍ୟାନ୍‍ ଶରତ ନାୟକ, ନିଶ୍ଚିନ୍ତକୋଇଲି ବ୍ଲକ ଚେୟାରମ୍ୟାନ୍‍ ସବିତା

ଓଝା, ଉଭୟ ବ୍ଲକର ଭାଇସ୍‍ ଚେୟାରମ୍ୟାନ୍‍ ରସିଦା ବେଗମ ଓ ସବିତା ମହାନ୍ତିଙ୍କ ସମେତ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଜୁ

ଜନତା ଦଳର ଶତାଧିକ କର୍ମୀ ଓ ନେତୃମଣ୍ଡଳୀ ଭୁବନେଶ୍ୱର/କଟକ କମିଶନରେଟ୍‍ ପୋଲିସ୍‍ର କମିଶନରଙ୍କୁ ଭେଟି ଦାବିପତ୍ର ପ୍ରଦାନ

କରିଥିଲେ ଏବଂ ଉକେସ ନଂ- ୧୪୫/୨୧ରେ ଭାରତୀୟ ଦଣ୍ଡବିଧାନ ଆଇନ୍‍ର ଧାରା ୪୫୦ ଓ ୩୯୫ ଭଳି ସଙ୍ଗୀନ ଦଫାରେ

ଅଭିଯୁକ୍ତ ସାରଦା ପ୍ରଧାନ ଓରଫ ବୁଲୁଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ଦାବି କରିଥିଲେ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଯେଉଁ ବ୍ୟକ୍ତି ୧୯୯୭ ମସିହାରେ ବିପିଏଲ୍‍ ତାଲିକାଭୁକ୍ତ ଥିଲେ ଏବେ ସେ କୋଟି କୋଟି

ଟଙ୍କା ସମ୍ପତ୍ତିର ଅଧିକାରୀ। ତାଙ୍କ ନିର୍ବାଚନୀ ସତ୍ୟପାଠରେ ସେ ଏହାକୁ ଉଲ୍ଲେଖ କରିଛନ୍ତି। ଏହି ଧନ କେଉଁ ଉତ୍ସରୁ ଅର୍ଜନ କରିଛନ୍ତି

ତାହା ତଦନ୍ତ ସାପେକ୍ଷ। ସାରଦା ପ୍ରଧାନଙ୍କ ନାମରେ ୨୦୦୨ରୁ ୨୦୨୦ ମଧ୍ୟରେ ଅନେକ ଫୌଜଦାରୀ ମାମଲା ମଧ୍ୟ ରୁଜୁ

ହୋଇଛି। ଧନୀ ଓ ଅପରାଧରେ ଜଡ଼ିତ ଲୋକଙ୍କ ପାଖରେ ମୂଲ୍ୟବାନ ସାମଗ୍ରୀ ପହଞ୍ଚାଇବା, ଓଆରଏଚଡିସିରେ ଅନିୟମିତତା

କରିବା, ଋଣ ଆଣି ଫେରସ୍ତ ନ କରିବା, ଦଳିତ ଲୋକଙ୍କ ଘରେ ପଶି ଆକ୍ରମଣ କରିବା ଭଳି ଅପରାଧରେ ସେ ଜଡ଼ିତ ଅଛନ୍ତି।

ଭାରତୀୟ ଜନତା ପାର୍ଟିର ସମର୍ଥନ ପାଇ ସାରଦା ପ୍ରଧାନ ଓରଫ ବୁଲୁଙ୍କର ଔଦ୍ଧତ୍ୟାମୀ ଦିନକୁ ଦିନ ଆହୁରି ବଢ଼ିଚାଲଛି। ଭାରତୀୟ

ଜନତା ପାର୍ଟି ଏକ ରାଷ୍ଟ୍ରୀୟ ଦଳ ହିସାବରେ ସମାଜକୁ କଳଙ୍କିତ କରୁଥିବା ଏକ ଘୃଣ୍ୟ ବ୍ୟକ୍ତିତ୍ୱକୁ ପ୍ରୋତ୍ସାହନ ନ ଦିଅନ୍ତୁ ବୋଲି ଶ୍ରୀ

ମହାନ୍ତି ଅନୁରୋଧ କରିଛନ୍ତି। ସମାଜର ବୃହତ୍ତର ସ୍ୱାର୍ଥ ପାଇଁ ଭାରତୀୟ ଜନତା ପାର୍ଟିର ନେତା ବୋଲାଉଥିବା ଶ୍ରୀ ସାରଦା ପ୍ରଧାନ

ଓରଫ ବୁଲୁଙ୍କୁ ତୁରନ୍ତ ଗିରଫ କରାଯାଉ।