Snakebite Deaths - The Sakala

ସାପ କାମୁଡାରେ ଭାଇ-ଭଉଣୀଙ୍କ ମୃତ୍ୟୁ
ବଲାଙ୍ଗିର: ବଲାଙ୍ଗିର ସହରରେ ଅଭାବନୀୟ ଘଟଣା। ସାପ କାମୁଡାରେ ଚାଲି ଗଲା ଭାଇ ଭଉଣୀଙ୍କ ଜୀବନ । ବଲାଙ୍ଗିକ ସହରର ମାଲଗୋଦାମ ପଡାର ଅବଦୁଲ ରେହେମାନଙ୍କ ଦୁଇ ପୁଅ ଝିଅଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି।  ରାତି ଘରେ ଶୋଇଥିବା ବେଳେ ଏଭଳି ଘଟଣା ଘଟିଛି । ଉଭୟଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ଅଣାଯାଇଥିଲା ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ମୃତଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ସାପ କାମୁଡାରେ ଶିଶୁୁପୁତ୍ର ମୃତ, ମାଆ ଗୁରୁତର
ବାରିପଦା: ସାପ କାମୁଡାରେ ଚାଲିଗଲା ଶିଶୁ ପୁତ୍ରର ଜୀବନ । ଗୁରୁତର ଅବସ୍ଥାରେ ମା’ ମେଡିକାଲରେ ଭର୍ତ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା କଟୁରିଆ ଗ୍ରାମରେ । ସୂଚନା ଅନୁସାରେ, କଟୁରିଆ ଗ୍ରାମର ମିନତୀ ମହାକୁଡ ନିଜର ଶିଶୁପୁତ୍ର ଘନକୁ ଧରି ଘରେ ଶୋଇଥିଲେ । ହେଲେ ହଠାତ୍ ସୋମବାର ବିଳମ୍ବିତ ରାତିରେ ଏକ ବିଷାକ୍ତ ଚିତି ସାପ ଆସି ଉଭୟ ମା’ ଏବଂ ପୁଅକୁ କାମୁଡିଥିଲା । ସ୍ୱାମୀ ଏବଂ ପରିବାର ଲୋକେ ଏହା ଜାଣି ଆଜି ସକାଳ ସମୟରେ ଉଭୟ ମା’ ଏବଂ ପୁଅକୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତରଖାନାରେ ଶିଶୁପୁତ୍ରର ମୃତ୍ୟୂ ହୋଇଥିବା ବେଳେ ମାଆ ମିନତୀଙ୍କ ଅବସ୍ଥା ଗୁରୁତର ରହିଥିଲା । ପ୍ରାଥମିକ ଚିକିତ୍ସା ପରେ ମିନତୀଙ୍କୁ ବାରିପଦା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।

ସାପ କାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା କମାଇବା ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରଣନୀତି
ଭୁବନେଶ୍ବର : ରାଜ୍ୟରେ ସାପ କାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଯାହା ରାଜ୍ୟ ସରକାରଙ୍କ ପାଇଁ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ରାଜ୍ୟରେ ସାପ କାମୁଡା ରୋଗୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି ସ୍ନେକ ଭେନମ ଯୋଗାଇ ଦିଆଯାଉଛି। ଏହାସତ୍ତ୍ୱେ ଲୋକଙ୍କ ଅବହେଳା ତଥା ଭୟ ଯୋଗୁ ସାପ କାମୁଡ଼ା ମୃତ୍ୟୁ ଅଧିକ ଘଟୁଛି। ବହୁ ସ୍ଥାନରେ ସାପ କାମୁଡିବା ପରେ ଲୋକମାନେ କେଳା, ଗୁଣିଆ ଓ ଠାକୁରଙ୍କ ଉପରେ ବିଶ୍ୱାସ କରି ମେଡିକାଲ ଆଣିବାରେ ଡେରି କରୁଛନ୍ତି। ଯାହା ଫଳରେ ସାପ କାମୁଡି ଥିବା ରୋଗୀଦେହରେ ବିଷ ଚରିଯାଉଛି ଏବଂ ରୋଗୀଟିର ଜୀବନ ଚାଲିଯାଇଛି।

ରାଜ୍ୟରେ ବଢ଼ୁଥିବା ସାପ କାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା କମାଇବା ପାଇଁ ସରକାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର କିଛି ଅଞ୍ଚଳରେ ପାଇଲଟ ପ୍ରକଳ୍ପ ଆଧାରରେ ଏହି ରଣନୀତି ଆପଣାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ରାଜ୍ୟବ୍ୟାପୀ ଲାଗୁ କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନୂଆ ରଣନୀତି ଅନୁସାରେ ଯେଉଁସ୍ଥାନ ମାନଙ୍କରେ ଅଧିକ ସର୍ପାଘାତ ହେଉଛି, ସେହି ଅଞ୍ଚଳମାନଙ୍କରେ ବିଷାକ୍ତ ସାପ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଗାଁ ଗାଁରେ ଲଗାଯିବ ସାପ ସମ୍ପର୍କିତ ସୂଚନା ପୋଷ୍ଟର। ଏଥି ସହିତ ସାପ କାମୁଡା ରୋଗୀଙ୍କୁ ବୋହିବାକୁ ପ୍ରତି ଗ୍ରାମରେ ରହିବ ହାଲୁକା ଷ୍ଟ୍ରେଚର୍। ସାପ କାମୁଡ଼ା ଲୋକ ଚଲା ବୁଲା କରିବା ଅନୁଚିତ। ସେମାନଙ୍କୁ ଷ୍ଟ୍ରେଚରରେ ଡାକ୍ତରଖାନା ପର୍ଯ୍ୟନ୍ତ ନିଆଯିବ। ଯାହା ଦ୍ବାରା ରୋଗୀର ଶରୀରରେ ସାପର ବିଷ ଶିଘ୍ର ଚରିଯିବ ନାହିଁ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଯେତିକି ସାପ କାମୁଡା ଘଟଣା ଘଟୁଛି, ସେଥିରୁ ୮୦% ଅଣବିଷଧର ସାପ କାମୁଡା। ଲୋକମାନେ ସାପ କାମୁଡିବା ମାତ୍ରେ ଭୟଭିତ ହୋଇଯାଉଛନ୍ତି। ଅଣବିଷଧର ସାପ କାମୁଡିବା ପରେ ବିଷ ଶରୀରକୁ ବ୍ୟାପି ନ ଥାଏ। ଏସବୁ କ୍ଷେତ୍ରରେ ସାପ କାମୁଡ଼ା ପରେ ଲୋକମାନେ ଛାନିଆରେ ମୃତ୍ୟୁ ବରଣ କରୁଛନ୍ତି। ବହୁଲୋକଙ୍କର ସାପ କାମୁଡିବା ପରେ ହୃଦଘାତ ହୋଇଯାଉଛି ଭୟରେ। ଏହି ସମସ୍ୟାର ସମାଧାନ ପାଇଁ ଗାଁରେ ପୋଷ୍ଟର ଲାଗିବ ଯାହା ଦ୍ବାରା ଲୋକମାନେ ଜାଣିପାରିବେ କେଉଁଟା ବିଷାକ୍ତ ସାପ, କେଉଁଟା ନୁହେଁ। ଏଥି ସହିତ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି କି ସାପକାମୁଡିବା ପରେ କେଳା, ଗୁଣିଆ ଓ ଠାକୁରଙ୍କ ଉପରେ ବିଶ୍ୱାସ ନକରି ଯଥାଶିଘ୍ର ନିକଟସ୍ଥ ମେଡିକାଲକୁ ଯାଆନ୍ତୁ। ରାଜ୍ୟ ସରକାର ସବୁ ମେଡିକାଲକୁ ଆଣ୍ଟି ସ୍ନେକ ଭେନମ୍‌ ଯୋଗାଉଛନ୍ତି।