Qatar - The Sakala

ମୃତ୍ୟୁଦଣ୍ଡରୁ ବର୍ତ୍ତିଲେ ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ, କୋହଳ କଲେ କାତାର କୋର୍ଟ
ଦୋହା: ଭାରତର ୮ ପୂର୍ବତନ ନୌସେନା କର୍ମଚାରୀଙ୍କୁ କାତାରର ଏକ କୋର୍ଟ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ନେଇ ବଡ଼ ଆଶ୍ୱସ୍ତିକର ଖବର ଆସିଛ। ଭାରତ ସରକାରଙ୍କ ଆବେଦନ କ୍ରମେ ସମସ୍ତ ୮ ଜଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଯାଇଛି।

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଏହି ମାମଲାରେ କତରର ସର୍ବୋଚ୍ଚ ଅଦାଲତରେ ଅପିଲ କରାଯାଇଥିଲା । ଶୁଣାଣି ସମୟରେ କୋର୍ଟ ଦଣ୍ଡାଦେଶକୁ କୋହଳ କରିଥିଲେ। ଏହି ମାମଲାରେ ଆଇନଗତ ଲଢେଇ ଜାରି ରହିଛି । ଭାରତ ସରକାର ୮ ନୌସୈନିକଙ୍କ ପରିବାର ଲୋକଙ୍କ ସମ୍ପର୍କରେ ଅଛନ୍ତି ।ଭାରତ ସରକାର ମୂଳରୁ ହିଁ ସେମାନଙ୍କ ପଛରେ ଛିଡ଼ା ହୋଇଛନ୍ତି । କାତାରର କୋର୍ଟ ଅଫ ଅପିଲରେ ଏହି ମାମଲାର ଶୁଣାଣି ବେଳେ କାତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମଧ୍ୟ ଉପସ୍ଥିତ ଥିଲେ ।

ଖବର ଅନୁଯାୟୀ, କତାର ଇଣ୍ଟେଲିଜେନ୍ସି ଏଜେନ୍ସି ଷ୍ଟେଟ୍ ସିକ୍ୟୁରିଟି ବ୍ୟୁରୋ ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ୨୦୨୨ ଅଗଷ୍ଟ ୩୦ରେ ଗିରଫ କରିଥିଲା

ଭାରତର ୮ ପୂର୍ବତନ ନୌସେନା କର୍ମଚାରୀଙ୍କୁ କାତାର କୋର୍ଟଙ୍କ ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ଅପିଲ କଲା ଭାରତ
ନୂଆଦିଲ୍ଲୀ: ଭାରତର ୮ ପୂର୍ବତନ ନୌସେନା କର୍ମଚାରୀଙ୍କୁ କାତାରର ଏକ କୋର୍ଟ ଦେଇଥିବା ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ଭାରତ ଅପିଲ କରିଛି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଗୁରୁବାର ଏହି ସୂଚନା ଦେଇଛନ୍ତି। ମୃତ୍ୟୁଦଣ୍ଡ ପାଇଥିବା ଏହି ନୌସେନା କର୍ମଚାରୀଙ୍କୁ ଭେଟିବା ପାଇଁ ନିକଟରେ ଭାରତୀୟ ଦୂତାବାସକୁ କନସୁଲାର ସୁବିଧା ଉପଲବ୍ଧ କରାଯାଇଥିଲା। କତାରର ଏକ କୋର୍ଟ ଅକ୍ଟୋବର ୨୬ରେ ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ। ଏ ସମସ୍ତଙ୍କ ଉପରେ ଇସ୍ରାଏଲ ପାଇଁ ଗୁପ୍ତଚର କାମ କରିବାର ଅଭିଯୋଗ ଲଗାଇଥିଲା କତାର।

ଅକ୍ଟୋବର ୨୬ରେ କତାରର‌ ଏକ କୋର୍ଟ ଗୁପ୍ତଚର କାର୍ଯ୍ୟ ଅଭିଯୋଗରେ କ୍ୟାପଟେନ୍ ବୀରେନ୍ଦ୍ର କୁମାର ବର୍ମା, କ୍ୟାପଟେନ ସୌରଭ ବୈଷ୍ଣବ, କ୍ୟାପଟେନ୍ ନବତେଜ ସିଂ ଗିଲ୍, କମାଣ୍ଡର ଅର୍ଣ୍ଣ ନାଗପାଲ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ସଞ୍ଜୀବ ଗୁପ୍ତା, କମାଣ୍ଡର ସୁଗୁନାକର ପକାଲା ଏବଂ ବିକ୍ରେତା ରାଗେଙ୍କ ସହ ଭାରତର ୮ ଜଣ ପୂର୍ବତନ ନୌସେନା କର୍ମଚାରୀଙ୍କୁ ଫାଶି ଦଣ୍ଡାଦେଶ ଦେଇଥିଲେ। ଏମାନେ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ନେଇ କାତାର କୋର୍ଟରେ ଅଭିଯୋଗ ହୋଇଛି ।

ଭାରତୀୟ ନୌସେନା ଅଧିକାରୀଙ୍କ ମୃତ୍ୟୁଦଣ୍ଡାଦେଶ ପଛରେ ପାକିସ୍ତାନ !
ନୂଆଦିଲ୍ଲୀ: କାତରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ୮ ଭାରତୀୟ ପୂର୍ବତନ ନୌସେନା ଅଧିକାରୀଙ୍କୁ ଗୁଇନ୍ଦାଗିରି କରିବା ଅଭିଯୋଗରେ ସେଠାକାର ଏକ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ଏବେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା ବେଳେ ଭାରତ ସରକାରଙ୍କ ପକ୍ଷରୁ ଏହି ଅଧିକାରୀମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ଦିଗରେ ଉଦ୍ୟମ ଜାରି ରହିଛି। ସବୁଠାରୁ ବଡ଼ କଥା ହେଲା ଏହି ଅଧିକାରୀମାନଙ୍କ ଦୋଷ କ’ଣ ରହିଛି ତାହାକୁ କତାର କୋର୍ଟ କିମ୍ବା ସରକାର ସ୍ପଷ୍ଟ କରିନାହାନ୍ତି। ତେବେ ଏଭଳି କଠୋର ଦଣ୍ଡାଦେଶ ପଛରେ ପାକିସ୍ତାନର ହାତ ରହିଛି ବୋଲି ବିଭିନ୍ନ ମହଲରେ ସନ୍ଦେହ ବଢିଛି।

ପୂର୍ବ କେତେକ ଘଟଣାକୁ ନେଇ ଏଭଳି ସନ୍ଦେହ ଘନୀଭୂତ ହୋଇଛି। ଗତବର୍ଷ କତାରର ବହୁ ସେନା ଅଧିକାରୀ ପାକିସ୍ତାନ ଗସ୍ତରେ ଆସିଥିଲା ବେଳେ ସେମାନେ ପାକିସ୍ତାନ ସେନା ଅଧିକାରୀମାନଙ୍କ ସହ ବୈଠକ କରିଥିଲେ। ଏପରିକି ଭାରତୀୟ ଅଧିକାରୀମାନଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦିଆଯିବାର ଠିକ୍‌ ପୂର୍ବରୁ କତାର ସେନାର ଜଣେ ବରିଷ୍ଠ ଅଧିକାରୀ ପାକିସ୍ତାନ ଆସିଥିଲେ। ଏହାବ୍ୟତୀତ ଚଳିତ ମାସ ୧୨ ତାରିଖରେ କତାର ସେନା ମୁଖ୍ୟ ସାଲେମ ବିନ୍‌ ହମାଦ୍‌ ମଧ୍ୟ ଇସଲାମବାଦ ଗସ୍ତରେ ଆସି ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିରଙ୍କ ସହ ଆଲୋଚନା କରିଥିଲେ। ପାକିସ୍ତାନ ଏବଂ କତାର ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ବୃଦ୍ଧି କରିବାକୁ ଉଭୟ ପକ୍ଷ ମଧ୍ୟରେ ଉଦ୍ୟମ ଚାଲିଥିବା କୁହାଯାଇଥିଲେ ହେଁ ଭାରତୀୟଙ୍କ ବିରୋଧରେ ଷଡ଼ଯନ୍ତ୍ର କରିବାକୁ ପାକିସ୍ତାନ ଉଦ୍ୟମ କରିଛି ବୋଲି ସନ୍ଦେହ କରାଯାଉଛି।

ଭାରତର ୮ ପୂର୍ବତନ ନୌସୈନିକଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଲା କତାର ଅଦାଲତ, ଫଇସଲାକୁ ଚ୍ୟାଲେଞ୍ଜ କରିବ ଭାରତ
ଦୋହା: ଭାରତର ୮ ପୂର୍ବତନ ନୌସୈନିକଙ୍କୁ କତାରର ଏକ ଅଦାଲତ ମୃତ୍ୟୁଦଣ୍ଡ ଶୁଣାଇଛି । କତାର ସରକାର ଗତ ଏକ ବର୍ଷ ଧରି ଏହି ଭାରତୀୟଙ୍କୁ ବନ୍ଦୀ କରି ରଖିଥିଲେ। କତାର ଅଦାଲତର ଏଭଳି ଫଇସଲାରେ ଦୁଃଖ ପ୍ରକାଶ କରିଛନ୍ତି ଭାରତ ସରକାର । ଏହି ଫଇସଲାକୁ ଭାରତ ଚ୍ୟାଲେଞ୍ଜ କରିବ ବୋଲି କହିଛି । ଭାରତର ଏହି ପୂର୍ବତନ ଅଧିକାରୀଙ୍କୁ ମୁକ୍ତ କରିବାକୁ ପୂର୍ବରୁ ବି ଭାରତ ସରକାର କତାରକୁ ଅପିଲ୍‌ କରିଥିଲେ । ହେଲେ କତାର ଦାବି କରିଛି ଯେ ଏହି ଭାରତୀୟ ମାନେ ଇସ୍ରାଏଲ ପାଇଁ ଜାସୁସୀ କରୁଥିଲେ। ଭାରତ ସରକାର ଏବେ ପୂର୍ବତନ ଅଧିକାରୀଙ୍କୁ ମୁକ୍ତ କରିବା ପାଇଁ ଆଇନର ଆଶ୍ରୟ ନେବ।

ଏହି ପୂର୍ବତନ ଅଧିକାରୀ ମାନେ ଭାରତୀୟ ନୌସନାର ଯୁଦ୍ଧ ଜାହାଜରେ ନିୟୋଜିତ ଥିଲେ। ଚାକିରିରୁ ଅବସର ପରେ ସେମାନେ କତାର ଏକ ପ୍ରାଇଭେଟ କମ୍ପାନୀ ଦହରା ଗ୍ଲୋବାଲରେ କାମ କରୁଥିଲେ । ଏହା ଏକ ବେସରକାର କମ୍ପାନୀ ଯାହାକି କତାର ସେନାକୁ ଟ୍ରେନିଂ ଦେଇଥାଏ।

ଅଧିକାରୀଙ୍କ ଦୟା ଯାଚିକାକୁ ଖାରଜ କରିଦେଇଛି କତାର । ଏହି ମାମଲାରେ କତାର ଅଦାଲତର ଏହା ପ୍ରଥମ ଫଇସଲା ନୁହେଁ । ଏହାପୂର୍ବରୁ କତାରରେ ଭାରତର ରାଷ୍ଟ୍ରଦୂତ ଓ ଜଣେ ଡେପୁଟୀ ଅଧିକାରୀ ଜେଲରେ ବନ୍ଦୀ ପୂର୍ବତନ ନୌସୈନିକଙ୍କୁ ଭେଟିଥିଲେ। ପୂର୍ବରୁ ବି ଭାରତୀୟଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ସମ୍ପୂର୍ଣ୍ଣ ତଥ୍ୟ ଦେଇନାହିଁ କତାର ।

କତାରରେ ଫୁଟବଲ୍ ବିଶ୍ବକପ୍ ଷ୍ଟାଡିୟମ୍ ନିର୍ମାଣରେ ପ୍ରାଣ ହରାଇଛନ୍ତି ୬ ହଜାର ୫୦୦ ଭାରତୀୟ ଶ୍ରମିକ !
ବ୍ରେସେଲ୍ସ୍(ଏଜେନ୍ସି): କତାରରେ ଜାରି ଫୁଟବଲ୍ ବିଶ୍ବକପ୍ ପ୍ରଥମରୁ ବିବାଦରେ ରହିଛି। ଖେଳ ଦେଖିବାକୁ ଯାଉଥିବା ଦର୍ଶକଙ୍କୁ ଧାର୍ମିକ ଶିକ୍ଷା ଦେବା ପାଇଁ ମୁସ୍ଲିମ ବିଦ୍ବାନଙ୍କୁ ନିମନ୍ତ୍ରଣ ହେଉ କି ନିର୍ମାଣକାର୍ଯ୍ୟରେ ଶ୍ରମିକଙ୍କ ମୃତ୍ୟୁ, ସବୁଠି କତାର ସରକାରଙ୍କୁ ସମାଲୋଚନା କରାଯାଉଛି। ଫିଫା ବିଶ୍ବକପ୍ ଶେଷ ହେବାକୁ ବସିଥିବାବେଳେ ଏକ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି। ବିଶ୍ବ କପ୍ ନିର୍ମାଣକାର୍ଯ୍ୟରେ ଅନେକ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ସର୍ବାଧିକ ପ୍ରାୟ ୬ ହଜାର ୫୦୦ ଭାରତୀୟ ଶ୍ରମିକ କତାରରେ ପ୍ରାଣ ହରାଇଥିବା ରିପୋର୍ଟ ପ୍ରକାଶ ପାଇଛି। ତେବେ ଏହି ମୃତ୍ୟୁ ତଥ୍ୟକୁ ଚପାଇବା ପାଇଁ କତାର ବଡ଼ ଷଡ଼ଯନ୍ତ୍ର କରିଥିଲା। ଏଥିପାଇଁ ୟୁରୋପୀୟ ୟୁନିୟନ (ଇୟୁ) ସାଂସଦଙ୍କୁ କୋଟି କୋଟି ଟଙ୍କା ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଛି।

କିଛି ଦିନ ତଳେ ବେଲ୍ଜିୟମ ପୁଲିସ ୟରୋପୀୟ ସଂସଦର ଜଣେ ସଦସ୍ୟଙ୍କ ବ୍ରୁସେଲ୍ସ ସ୍ଥିତ ଘର ଏବଂ ତାଙ୍କ ପିତାଙ୍କ ହୋଟେଲରେ ଚଢ଼ଉ କରି ୮ କୋଟି ଟଙ୍କା ଜବତ କରିଛି। ଏହି ସାଂସଦ ବିଶ୍ବ କପ୍ ପ୍ରସ୍ତୁତି ସମୟରେ ଶ୍ରମିକଙ୍କ ମୃତ୍ୟୁ ସହିତ ଅନେକ ପ୍ରସଙ୍ଗକୁ ଦବାଇବା ପାଇଁ କତାରଠାରୁ କୋଟି କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ଲାଗିଛି। ବେଲ୍ଜିୟମ ପୁଲିସ ଜବତ କରିଥିବା ଅର୍ଥର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

୨୦୨୨ରେ ଆମିନେଷ୍ଟି ଇଣ୍ଟରନ୍ୟାସନାଲ ଜାରି କରିଥିବା ରିପୋର୍ଟ ଅନୁଯାୟୀ କତାରରେ ଗତ ୧୦ ବର୍ଷରେ ୧୫,୦୨୧ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ସର୍ବାଧିକ ୨,୭୧୧ ଭାରତୀୟ ଶ୍ରମିକ ସାମିଲ ଅଛନ୍ତି। କିନ୍ତୁ ରିପୋର୍ଟରେ ବିଶ୍ବକପ୍ ନିର୍ମାଣ କାର୍ଯ୍ୟରେ ଏମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଇ ନାହିଁ। ଏହା ପରେ ଆସିଥିବା ଅନ୍ୟ ଏକ ରିପୋର୍ଟରେ ବିଶ୍ବକପ୍ ନିର୍ମାଣରେ ୬ ହଜାର ୫୦୦ରୁ ଊର୍ଦ୍ଧ୍ବ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା କହୁଯାଇଥିଲା। କତାରଠାରୁ ଲାଞ୍ଚ ନେବା ମାମଲାରେ ଇୟୁ ସଂସଦର ଗ୍ରୀସ ସଦସ୍ୟ ଏଭା କାୟଲିଙ୍କୁ ଶୁକ୍ରବାର ବେଲ୍ଜିୟମରୁ ଗିରଫ କରାଯାଇଛି। ଯାଞ୍ଚ ଶେଷ ନ ହେବା ପର୍ଯ୍ୟନ୍ତ ତାଙ୍କୁ ଜେଲରେ ରଖାଯିବ।

ଇଟାଲୀର ଇୟୁ ସାଂସଦ ଆଣ୍ଟୋନିଓ ପଞ୍ଜେରି ମଧ୍ୟ ଦୁର୍ନୀତିରେ ସାମିଲ ଥିବା କୁହାଯାଇଛି। ତାଙ୍କ ଘରେ ଚଢ଼ଉ କରି ପୁଲିସ ୫ କୋଟି ଟଙ୍କା ଜବତ କରିଛି। ସେ କତାର ତରଫରୁ ଆୟୋଜିତ ୮୭ ଲକ୍ଷ ଟଙ୍କାର ଏକ ପରିବାରିକ ଯାତ୍ରାରେ ଯାଇଥିବା ଅଭିଯୋଗ ହୋଇଛି। ଦୁର୍ନୀତି ମାମଲାରେ ଫେଡରାଲ ପୁଲିସ ଏ ପର୍ଯ୍ୟନ୍ତ ୨୦ ସ୍ଥାନରେ ଚଢ଼ଉ କଲାଣି। ଇୟୁ ସଂସଦରେ ମଧ୍ୟ ଚଢ଼ଉ କରାଯାଇଥିଲା। ଏଠାରେ ଶ୍ରମିକଙ୍କ ମୃତ୍ୟୁକୁ ବଡ଼ ପ୍ରସଙ୍ଗ କରାଯାଇଥିଲା। କତାରରେ ପ୍ରବାସୀ ଶ୍ରମିକଙ୍କ ଖରାପ ସ୍ଥିତିକୁ ନେଇ ଇୟୁର ସାଂସଦ ସନ୍ଦେହ ଘେରରେ ଥିଲେ।

ରିପୋର୍ଟ ଅନୁଯାୟୀ ଫିଫା ବିଶ୍ବକପ୍ ଆୟୋଜନରେ ସମାଲୋଚନାକୁ ଦବାଇବା ପାଇଁ କତାର ଇୟୁ ସାଂସଦଙ୍କୁ ମୋଟା ଅଙ୍କର ଲାଞ୍ଚ ଦେଇଥିଲା। ଏହା ବ୍ୟତୀତ ବିଶ୍ବକପ୍ ଟିକଟ ଏବଂ ମାଗଣରେ କତାର ବୁଲିବାକୁ ସୁଯୋଗ ଦିଆଯାଇଥିଲା। ବ୍ରିଟେନ ସାଂସଦ ମଧ୍ୟ କତାରଠୁ ଲାଞ୍ଚ ନେଇଥିବା କୁହାଯାଉଛି। ୨୦୨୧ ଅକ୍ଟୋବର ପରଠାରୁ ସେମାନେ କତାର ସରକାରଙ୍କଠାରୁ ଅନେକ ଉପହାର ଗ୍ରହଣ କରିଥିଲେ। ଲାଞ୍ଚ ନେବା ପରିବର୍ତ୍ତେ କତାରରେ ମାନବାଧିକାର ଉଲ୍ଲଙ୍ଘନ ବିରୋଧରେ ସ୍ବର ଉଠାଇବା ଉଚିତ ବୋଲି ଆମିନେଷ୍ଟି ଇଣ୍ଟରନ୍ୟାସନାଲର ସାଚା ଦେଶମୁଖ କହିଛନ୍ତି।