Fog - The Sakala
ଭୁବନେଶ୍ବର: କୁହୁଡି ପାଇଁ ମାଡିଆସୁଛି ବଡ ବିପଦ । ବିଗିଡିଯାଉଛି ଜନଜୀବନ, ପ୍ରଭାବିତ ହେଉଛି ଅର୍ଥନୀତି । ଆଗକୁ ଆସିବ ମାରାତ୍ମକ ମହାମାରୀ ଭଳି ଦୁରାରୋଗ । ବାୟୁମଣ୍ଡଳରେ ତିଆରି ହେଉଛି ବିଷାକ୍ତ ସ୍ମଗ । ମଣିଷ ଶରୀରରେ ପ୍ରବେଶ କରୁଛି ମାତ୍ରାଧିକ ବିଷ କଣିକା । ଏ ନେଇ ସତର୍କ କରାଇଲା ଆଇଏମଡି।
ଏହି ମାର୍ଗଦର୍ଶିକାରେ କୁହାଯାଇଛି ଯେ, କୁହୁଡ଼ି ମାନବ ଜୀବନ ସମେତ ବିଭିନ୍ନ କ୍ଷେତ୍ରକୁ ଗୁରୁତର ଭାବରେ ପ୍ରଭାବିତ କରିଥାଏ । କୁହୁଡିର ଘନତା ବିମାନ ଚଳାଚଳ, ରେଳ ଏବଂ ରାଜପଥ ପରିବହନ ଠପ କରିଦିଏ।
ନଦୀ ଏବଂ କୋଷ୍ଟାଲ ଫେରି ସେବା ବ୍ୟାଘାତ ସୃଷ୍ଟି କରେ । ଘନ କୁହୁଡିର ପ୍ରଭାବ ସପ୍ତାହେ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ବନ୍ଦ କରିଦିଏ । ପ୍ରଭାବରେ ପ୍ରବଳ ଥଣ୍ଡା ଦିନ ଅନୁଭୂତ ହୁଏ । ଫଳରେ ଏହା ମାନବ ସ୍ୱାସ୍ଥ୍ୟ ଉପରେ ବଡ ପ୍ରଭାବ ପକାଇଥାଏ ।
କୁହୁଡି ପାଇଁ ପ୍ରଦୂଷଣ ଏବଂ AQI ର ପରିମାଣ ବଢେ ।  ଉଚ୍ଚ ପ୍ରଦୂଷକ ସହିତ କୁହୁଡ଼ିରୁ ହାଇ ପାୱାର୍ ଗ୍ରୀଡ୍ ଟ୍ରିପ ହୋଇଯାଏ । ଘନ କୁହୁଡି ପାଇଁ ଚାଷ ବେଶ ପ୍ରଭାବିତ ହୁଏ ।  ଧାନର ଅଭିବୃଦ୍ଧି ସମୟରେ ଏହା ତାକୁ ନଷ୍ଟ କରିବା ସହ ବିହନ ମାରିଦିଏ ।  କୁହୁଡ଼ିର ମୁଖ୍ୟ ପ୍ରଭାବ ଭାବରେ ସଡକ ଦୁର୍ଘଟଣା ବୃଦ୍ଧି ଘଟୁଛି। ଏବେ ଏହାର ସର୍ବାଧିକ ପ୍ରଭାବ ଉତ୍ତର ପୂର୍ବ ଭାରତରେ ପଡିବା ଆରମ୍ଭ ହୋଇଛି । ଓଡିଶାରେ ଏହାର ପ୍ରଭାବ ଖୁବଶୀଘ୍ର ପଡିବ ବୋଲି କହିଛନ୍ତି ପରିବେଶବିତ୍।
ଆଜି ପଞ୍ଜାବ, ହରିଆଣା, ଦିଲ୍ଲୀରେ ଏଭଳି ବିଷ ବଳୟ ସୃଷ୍ଟି ହୋଇଛି। ଆଗାମୀ ଦିନରେ ଓଡିଶାର ୭ ସହର ଯଥା- ଭୁବନେଶ୍ୱର, କଟକ, ବାଲେଶ୍ବର, ରାଉରକେଲା, ଝାରସୁଗୁଡା, କଳିଙ୍ଗନଗର ଓ ତାଳଚେରରେ ଏଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି।
ଘନକୁହୁଡ଼ି ପାଇଁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି, ସତର୍କ ରହିବାକୁ ଏସ୍‌ଆରସିଙ୍କ ପରାମର୍ଶ
ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ଶୀତର ପ୍ରକୋପ କମ୍‌‌ ରହିବା ସହ ଅଧିକାଂଶ ସ୍ଥାନରେ କୁହୁଡ଼ି ପାଇଁ ପାଗ ଅନୁକୂଳ ରହିଛି। ଏହି ସ୍ଥିତି ଆହୁରି ୨-୩ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟକୁ ବର୍ତ୍ତମାନ ବଙ୍ଗୋପସାଗରୀୟ ଉଷ୍ଣ ବାୟୁ ପ୍ରବେଶ ଜାରି ରହିଛି। ଏହାଦ୍ୱାରା ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବା ସହ କୁହୁଡ଼ି ସମସ୍ୟା ଦେଖାଯାଉଛି। ଆସନ୍ତାକାଲି ରାଜ୍ୟର ୧୫ଟି ଜିଲ୍ଲାରେ ଘନକୁହୁଡ଼ି ହେବାର ଆଶଙ୍କା ଦେଖାଯାଇଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରିଛି।
#Fog Warning for Day-1 pic.twitter.com/U8dDgCI95Q
— Meteorological Centre, Bhubaneswar (@mcbbsr) December 27, 2023
ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ‌କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘନକୁହୁଡ଼ି ‌ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ତେବେ କୁହୁଡ଼ିଜନିତ ସମସ୍ୟାର ସମାଧାନ ପାଇଁ ପୁଲିସ ଓ ପରିବହନ ବିଭାଗକୁ ଉପରୋକ୍ତ ଜିଲ୍ଲାଗୁଡ଼ିକରେ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ଏସ୍‌ଆରସି ପକ୍ଷରୁ କୁହାଯାଇଛି। ଘନକୁହୁଡ଼ି ସମୟରେ ସଡ଼କ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଜାତୀୟ ରାଜପଥ ଗୁଡ଼ିକରେ ଯାନବାହନ ନିୟନ୍ତ୍ରଣ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ଆଜି ଓ ଆସନ୍ତାକାଲି ପାଇଁ ରାଜ୍ୟର ୧୨ ଜିଲ୍ଲାକୁ ଘନ କୁହୁଡ଼ି ଚେତାବନୀ
ଭୁବନେଶ୍ୱର: ଆଜି ଓ ଆସନ୍ତାକାଲି ପାଇଁ ରାଜ୍ୟର ୧୨ ଜିଲ୍ଲାକୁ ଘନ କୁହୁଡ଼ିର ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୧୨ଟି ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ରାତିର ତାପମାତ୍ରା ବୃଦ୍ଧି ଯୋଗୁଁ ରାଜ୍ୟରେ ଶୀତ କମିଥିଲେ ମଧ୍ୟ ଘନ କୁହୁଡି ଦେଖାଯାଉଛି । ସୋମବାର ସକାଳେ କିଛି ସ୍ଥାନରେ ଘନ କୁହୁଡି ଦେଖାଯାଇଥିଲା । ଘନ କୁହୁଡ଼ି ପାଇଁ ଚେତାବନୀ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି ଭଦ୍ରକ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳ ଗଜପତି, କଳାହାଣ୍ଡି, କୋରାପୁଟ ଓ ରାୟଗଡ଼ା ।
ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ; ୫୦ ମିଟର ପର୍ଯ୍ୟନ୍ତ ଦିଶୁନି କିଛି
ଭୁବନେଶ୍ବର: ଘନ କୁହୁଡ଼ିର ଆସ୍ତରଣରେ ଘୋଡାଇ ହୋଇଛି ଟ୍ଵିନ୍‌ସିଟି । ଆଜି ସାକଳୁ ସକାଳୁ ରାଜ୍ୟର ବିଭିନ୍ନ ସହର ସମେତ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଦେଖାଯାଇଥିଲା। ୫୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେବା କଷ୍ଟସାଧ୍ୟ ହୋଇପଡିଛି । ଘନ କୁହୁଡ଼ି ଯୋଗୁଁ ଯାତାୟତ ପାଇଁ ଗାଡ଼ି ଚଳାଚଳରେ ଅସୁବିଧା ଭୋଗୁଛନ୍ତି ଲୋକ । ଗତ କିଛି ଦିନ ହେବ ଶୀତର ପ୍ରକୋପ ବଢିବାରେ ଲାଗିଛି । ତାପମାତ୍ରା ତଳକୁ ଖସୁଥିବା ବେଳେ ଆଜି ଲୋକଙ୍କୁ କୁହୁଡି ହଇରାଣ କରିଦେଇଛି ।
ରାଜ୍ୟକୁ ଏବେ ଥଣ୍ଡା ବାୟୁର ପ୍ରବେଶ ବୃଦ୍ଧି ହେଉଛି। ତେଣୁ ପାରଦ ତଳ ମୁହାଁ ହେବା ସହ ଶୀତ ଫେରିବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। କିନ୍ତୁ ୨୪ ଘଣ୍ଟା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି। ତେଣୁ ରାଜ୍ୟକୁ ପୁଣି ଥରେ ଶୀତ ଫେରିବା ନେଇ ବିଭାଗ ଆକଳନ କରିଛି। ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ସକ୍ରିୟ ରହିବା କାରଣରୁ କୁହୁଡ଼ି ହେବା ପାଇଁ ପାଗ ଅନୁକୁଳ ରହିଛି। ଆସନ୍ତା ୨୪ ଘଣ୍ଟାରେ କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଓ କଟକରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଆଶଙ୍କା ରହିଛି। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକରେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।