Pranab Prakash Da - The Sakala
ପରୀ ହତ୍ୟା ମାମଲା: ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂଗଠନିକ ସମ୍ପାଦକଙ୍କ ଟାର୍ଗେଟ୍
ଭୁବନେଶ୍ୱର: ଧର୍ମେନ୍ଦ୍ର କରିଛନ୍ତି ମହାପାପ । ନୟାଗଡ଼ ପରୀ ହତ୍ୟାକାଣ୍ଡରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପରୀକୁ ନ୍ୟାୟ ମିଳିବା ପରେ ସୋସିଆଲ ସାଇଟ ‘ଏକ୍ସ’ରେ ଧର୍ମେନ୍ଦ୍ରଙ୍କୁ କଠୋର ଭାଷାରେ ସମାଲୋଚନା କରିଛନ୍ତି ପ୍ରଣବ।
.@dpradhanbjp ଭାଇ, ପରୀ ହତ୍ୟାକାରୀକୁ ବଞ୍ଚାଇବାକୁ ଆପଣ ଯେଉଁ ହୀନ ଉଦ୍ୟମ କଲେ ଏବଂ ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନାମୀଦାମୀ ଓକିଲ ଲଗାଇ ମାମଲାକୁ ବିଳମ୍ବିତ ଆଉ ଦିଗହରା କରି ନିଜ ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ଯେଉଁ କାର୍ଯ୍ୟ କଲେ ତାକୁ ଓଡ଼ିଶାବାସୀ ଦେଖିଛନ୍ତି ।
ଓଡ଼ିଶା ଇତିହାସରେ ଏଭଳି ନିମ୍ନସ୍ତରର ରାଜନୀତି…
— Pranab Prakash Das (@pranabpdas) February 7, 2024
ସେ କହିଛନ୍ତି ଯେ, ପରୀ ହତ୍ୟାକାରୀକୁ ବଞ୍ଚାଇବାକୁ ଧର୍ମେନ୍ଦ୍ର ହୀନଉଦ୍ୟମ କରିଥିଲେ। ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନାମୀଦାମୀ ଓକିଲ ଲଗାଇ ମାମଲାକୁ ବିଳମ୍ବିତ ଆଉ ଦିଗହରା କରିବାକୁ ଉଦ୍ୟମ କରିଥିଲେ। ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ତାଙ୍କ ହୀନକାର୍ଯ୍ୟକୁ ଓଡ଼ିଶାବାସୀ ଦେଖିଛନ୍ତି। ଓଡ଼ିଶା ଇତିହାସରେ ଏଭଳି ନିମ୍ନସ୍ତରର ରାଜନୀତି କେବେ ଦେଖାଯାଇନଥିଲା। ଓଡ଼ିଶାର ରାଜନୀତିକୁ ବହୁ ତଳସ୍ତରକୁ ନେଇଗଲେ ବୋଲି କହି ବର୍ଷିଛନ୍ତି ପ୍ରଣବ।  ଗତକାଲିର ରାୟ ପରେ ତାଙ୍କ ଅନ୍ତରାତ୍ମା କିଭଳି ତାଙ୍କୁ ଶାନ୍ତିରେ ରଖାଇ ଦେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ନିଜେ ଆଇନା ସାମ୍ନାରେ ଠିଆ ହୋଇ ନିଜର ଅନ୍ତରାତ୍ମାକୁ ପଚାରନ୍ତୁ। ଆପଣ ଠିକ୍ କରିଛନ୍ତି ନା ଭୁଲ୍ ? ନିରୀହ, ନିଷ୍ପାପ, କୋମଳମତି ପରୀର ହତ୍ୟାକାରୀକୁ ବଞ୍ଚାଇବାକୁ ଯାଇ ଧର୍ମେନ୍ଦ୍ର ମହାପାପ କରିଛନ୍ତି ବୋଲି କହିଛନ୍ତି ପ୍ରଣବ । ସେଥିପାଇଁ ସେ ଓଡ଼ିଶାବାସୀ ବିଶେଷତଃ ଓଡ଼ିଶାର ମାଆମାନଙ୍କ ପାଖରେ କ୍ଷମା ମାଗନ୍ତୁ ଓ ନିଜ ପାପର ପ୍ରାୟଶ୍ଚିତ କରନ୍ତୁ ବୋଲି ଦାବି କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।
ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଣ୍ଡାମାଡ଼ ଘଟଣା: ବିଜେପିକୁ ଜଗନ୍ନାଥ ସଂସ୍କୃତିର ପାଠ ପଢ଼ାଇଲେ ପ୍ରଣବ
ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଶିଳାନ୍ୟାସ ବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଣ୍ଡାମାଡ଼ ଘଟଣା । ବିଜେପି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଂସ୍କୃତିର ପାଠ ପଢ଼ାଇଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।
ଧର୍ମେନ୍ଦ୍ରଙ୍କୁ ଟ୍ୱିଟ୍ କରି ପ୍ରଣବ ଲେଖିଛନ୍ତି, ଭାଇ ଆପଣ ବିଜେପିର ଜଣେ ବରିଷ୍ଠ ନେତା । ମୋର ବିନମ୍ର ଅନୁରୋଧ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରି ଏହି ଘୃଣ୍ୟ କାର୍ଯ୍ଯକୁ ନିନ୍ଦା କରିବା ସହ ସେହି ଭୁଲ୍ କରିଥିବା ରାଜ୍ୟ ବିଜେପିର ଲୋକଙ୍କୁ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପାର୍ଥନା କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ।
.@dpradhanbjp ଭାଇ, ଆପଣ @BJP4India ର ଜଣେ ବରିଷ୍ଠ ନେତା | ମୋର ବିନମ୍ର ଅନୁରୋଧ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରି ଏହି ଘୃନ୍ୟ କାର୍ଯ୍ୟକୁ ନିନ୍ଦା କରିବା ସହ ସେହି ଭୂଲ କରିଥିବା @BJP4Odishaର ଲୋକଙ୍କୁ ଓଡିଶାବାସୀଙ୍କ ପାଖରେ କ୍ଷମା ପାର୍ଥନା କରିବା ପାଇଁ ନିର୍ଦେଶ ଦିଅନ୍ତୁ | # ଜୟଜଗନ୍ନାଥ 🙏
— Pranab Prakash Das (@pranabpdas) November 25, 2021
ଆପଣଙ୍କ ଦଳ ବିଜେପି ସବୁ ବେଳେ ହିନ୍ଦୁ ସଂସ୍କାର ଓ ସଂସ୍କୃତି ବିଷୟରେ ଗୁରୁତ୍ୱ ଦେଇ ଆସିଛି । ଜଗନ୍ନାଥ ସଂସ୍କୃତି ହେଉଛି ଓଡ଼ିଆ ଜାତିର ପରିଚୟ । ମହାପ୍ରଭୁଙ୍କ ସେବା କରି ଆସିଥିବା ଲୋକଙ୍କ ଉପରେ ଆମିଷ ଦ୍ରବ୍ୟ ନିକ୍ଷେପ କରିବା ଓଡ଼ିଆ ଜାତି ଏବଂ କୋଟି କୋଟି ଓଡ଼ିଆଙ୍କୁ ମର୍ମାହତ କରିଛି । ଆପଣ ଜାଣିଛନ୍ତି ଏବଂ ସାରା ଓଡ଼ିଶାବାସୀଙ୍କ ବିଶ୍ୱାସ ଯିଏ ଜଗନ୍ନାଥ ଦର୍ଶନ କରି ବଡ଼ଦାଣ୍ଡରୁ ଫେରିଛି ତାର ପାଦ ଧରି ନମସ୍କାର କରାଯାଏ । କାରଣ ଶରଧା ବାଲି ତା ପାଦରେ ଲାଗିଥାଏ ।
.@dpradhanbjp ଭାଇ, ଆପଣଙ୍କ ଦଳ @BJP4India ସବୁବେଳେ ହିନ୍ଦୁ ସଂସ୍କାର ଓ ସଂସ୍କୃତି ବିଷୟରେ ଗୁରୁତ୍ୱ ଦେଇ ଆସିଛି | ଜଗନ୍ନାଥ ସଂସ୍କୃତି ହେଉଛି ଓଡିଆ ଜାତିର ପରିଚୟ | ମହାପ୍ରଭୁଙ୍କ ସେବା କରି ଆସିଥିବା ଲୋକଙ୍କ ଉପରେ ଆମିଷ ଦ୍ରବ୍ୟ ନିକ୍ଷେପ କରିବା ଓଡ଼ିଆ ଜାତି ଏବଂ କୋଟି କୋଟି ଓଡ଼ିଆଙ୍କୁ ମର୍ମାହତ କରିଛି |
— Pranab Prakash Das (@pranabpdas) November 25, 2021
କିନ୍ତୁ ଲଜ୍ଜାର ବିଷୟ ଆପଣଙ୍କ ଦଳର ଜଣେ ନେତା ଏହି ଘୃଣ୍ୟ କାର୍ୟ୍ୟ ଆମିଷ (ଅଣ୍ଡାମାଡ଼) କରିଥିବାର ବାହାବା ନେଉଛନ୍ତି । ପୁରୀ ଗଜପତିଙ୍କ ଦ୍ୱାରା କରାଯାଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଉତ୍ସବରେ ସମସ୍ତ ଦଳର ନେତା ଏବଂ ଆପଣଙ୍କ ଦଳର ପୁରୀ ବିଧାୟକ ଯୋଗ ଦେଇଥିଲେ । ସେଥିରେ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ । ଏହି ମହତ୍ କାର୍ଯ୍ଯରେ ଯୋଗ ଦେଇ ଫେରୁଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉପରେ କିଛି ଦୁର୍ବୃତ୍ତ ଅଣ୍ଡାମାଡ଼ କରିଥିଲେ। ଏହା ଅତ୍ୟନ୍ତ ଲଜ୍ଜାକର ବିଷୟ।
.@dpradhanbjp ଭାଇ, ଆପଣ ଜାଣିଛନ୍ତି ଏବଂ ସାରା ଓଡିଶାବାସୀଙ୍କ ବିଶ୍ୱାସ ଯିଏ ଜଗନ୍ନାଥ ଦର୍ଶନ କରି ବଡ଼ଦାଣ୍ଡରୁ ଫେରିଛି ତାର ପାଦ ଧରି ନମସ୍କାର କରାଯାଏ କାରଣ #ଶରଧାବାଲି ତା ପାଦରେ ଲାଗିଥାଏ | କିନ୍ତୁ ଲଜ୍ଜାର ବିଷୟ ଯେ ଆପଣଙ୍କ ଦଳର ଜଣେ ନେତା ଏହି ଘୃନ୍ୟ କାର୍ଯ୍ୟ ଆମିଷ #ଅଣ୍ଡାମାଡ଼ କରିଥିବାର ବାହାବା ନେଉଛନ୍ତି |
— Pranab Prakash Das (@pranabpdas) November 25, 2021
ମୟୂରଭଞ୍ଜରେ କର୍ମୀଙ୍କୁ ପ୍ରଣବଙ୍କ ଆହ୍ବାନ : ଜିଲ୍ଲାବାସୀଙ୍କୁ ଶ୍ରେଷ୍ଠ ସୁବିଧା ଦିଅ
ବାରିପଦା : ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ସୁବିଧା ସୁଯୋଗ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହିତ କରୋନା ଓ ବାତ୍ୟା ପ୍ରଭାବିତଙ୍କ ଦୁଃଖସୁଖ ବୁଝିଥିବାରୁ ଦଳର କର୍ମକର୍ତ୍ତା ଓ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେଡିର ରାଜ୍ୟ ସଙ୍ଗଠନ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ । ଶନିବାର ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ସେ ଜିଲ୍ଲାର ବାଙ୍କିଶୋଳ ଠାରେ ଥିବା କୋଭିଡ୍ ଡାକ୍ତରଖାନା ସହାୟତା କେନ୍ଦ୍ର ପରିଦର୍ଶନ କରିବା ସହିତ ସ୍ଵେଚ୍ଛାସେବୀଙ୍କ ନିରନ୍ତର ଉଦ୍ୟମକୁ ପ୍ରଶଂସା କରିଛନ୍ତି।
ରୋଗୀ ଓ ତାଙ୍କର ସମ୍ପର୍କୀୟଙ୍କ ସହିତ ସମନ୍ଵୟ ରକ୍ଷା ସହିତ କଠିନ ପରିସ୍ଥିତିରେ ସ୍ୱେଚ୍ଛାସେବୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଏହାପରେ ସଟ ବାରିପଦା ଓ ବଡ଼ସାହି ନିର୍ବାଚନ ମଣ୍ଡଳୀର ୪ଟି ସ୍ଥାନରେ ଦିଆ କର୍ମୀ ବୈଠକରେ ଯୋଗଦେଇ ଶ୍ରୀ ଦାସ ଫେରିଛନ୍ତି । ସହିତ ବାରିପଦା ନିର୍ବାଚନ ମଣ୍ଡଳୀର ବାରିପଦା ଗଣେଶ ମଣ୍ଡପ, ନାଉପାଳ ଓ ଭୋଳାଗଡ଼ିଆ ଷ୍ଟାଡିୟମ ଏବଂ ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀରେ ଅନୁଷ୍ଠିତ ରକ୍ତ ଦାନ ବୈଠକରେ ଯୋଗଦେଇ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀଙ୍କର ରକ୍ତ ବାତ୍ୟା ପରବର୍ତ୍ତୀ ସହାୟତା କ୍ଷତିଗ୍ରସ୍ତଙ୍କ ନିକଟରେ ପ୍ରଶଂସ ପହଞ୍ଚାଇବା, ସେମାନଙ୍କର ସମସ୍ୟା ସମାଧାନରେ ରଖିବା ଛିଡ଼ା ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
ନିକଟକୁ ସେହିପରି କରୋନା ସଂକ୍ରମଣ ଜନିତ ଲକଡାଉନ ଓ ସଟଡାଉନରେ ପ୍ରଭାବିତ ଲୋକଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସୁବିଧା ସୁଯୋଗ ପ୍ରଦାନରେ ପ୍ରଶାସନ ସହିତ ମିଶି ଶ୍ରେଷ୍ଠ ସୁବିଧା ଜିଲ୍ଲାବାସୀଙ୍କୁ ଉପଲବ୍ଧ କରାଇବା ପାଇଁ ସେ ଦଳୀୟ କର୍ମକର୍ତ୍ତା ଓ କର୍ମୀଙ୍କୁ ପରାମର୍ଶ ଦେଇଥିଲେ। ସଙ୍କଟ ସମୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ଜିଲ୍ଲା ରକ୍ତଭଣ୍ଡାରରେ ରକ୍ତ ମହଜୁଦରେ ସହାୟକ ହୋଇଥିବାରୁ ରକ୍ତଦାତାଙ୍କୁ ପ୍ରଶଂସା କରିଥିଲେ। ଆଗକୁ ଏଭଳି କାର୍ଯ୍ୟକ୍ରମ ଜାରି ରଖୁବାନେଇ ଗୁରୁତ୍ବାରୋପ କରିଥିଲେ ।
ଏହା ସହ ଖୁଣ୍ଟା । ନିକଟସ୍ଥ ଭୋଳାଗଡ଼ିଆ ଫୁଟବଲ ଷ୍ଟାଡ଼ିୟମର ଉନ୍ନତି ମ ଓ ପାଇଁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବା ସହ ବେତନଟୀ ବ୍ଲକ୍ ବୈଠକରେ ଆଲୋଚନା ସମୟରେ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବମନ୍ଦିର ମାଣତ୍ରୀର ବାବା କଖାରୁଆ ବୈଦ୍ୟନାଥ ମନ୍ଦିର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ୫୦ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ସେହିପରି କୁଣପଦା(ପାଉଁଶିଆ) । ବନ୍ଧ ପୁନରୁଦ୍ଧାର ପାଇଁ ସହାୟତା ପ୍ରଦାନ ପ୍ରତିଶ୍ରୁତି ପ୍ରଦାନ ମୁଁ କରିଛନ୍ତି। ବିଭିନ୍ନସ୍ଥାନରେ ଆୟୋଜିତ ବୈଠକରେ ସାଂସଦ ମମତା ମହାନ୍ତ, ପ୍ରାକ୍ତନ ବଡ଼ସାହି ବିଧାୟକ ଗଣେଶ୍ବର ପାତ୍ର, ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ତି ମହାନ୍ତି, ଜନ୍ମେଜୟ ଲେଙ୍କା, ପ୍ରକାଶ ମହାନ୍ତି, ଦେବାଶିଷ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।
ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଛି- ପ୍ରଣବ ପ୍ରକାଶ ଦାସ
ଭୁବନେଶ୍ୱର: ସଂକଟରେ ଓଡ଼ିଶା ସାଜିଛି ପଥ ପ୍ରଦର୍ଶକ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଛି । ଅକ୍ସିଜେନ ଯୋଗାଣ ନେଇ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଟୁଇଟ୍ କରି ଏଭଳି ପ୍ରତିକ୍ରିୟା ରଖିଛନ୍ତି । ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଇ ସଂକଟ ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ତୁରନ୍ତ ପଦକ୍ଷେପ ଅନେକ ଜୀବନ ବଞ୍ଚାଇପାରିଛି ବୋଲି କହିଛନ୍ତି ପ୍ରଣବ । ସଂକଟ ବେଳେ ଓଡ଼ିଶା ଆଗକୁ ରାସ୍ତା ଦେଖାଇଛି ବୋଲି ପ୍ରଣବ କହିଛନ୍ତି ।
#Odisha Govt under the leadership of CM @Naveen_Odisha has set an example by ensuring seamless supply of medical oxygen to the states struggling with second wave of the pandemic. This quick response & efficient execution is saving many lives. #OdishaCareshttps://t.co/RJVnDYhoxk
— Pranab Prakash Das (@pranabpdas) April 25, 2021
ଅନ୍ୟପଟେ ମେ’ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଲାଗି ଟିକାକରଣ ଆରମ୍ଭ ହେବ । ଇତି ମଧ୍ୟରେ ଦେଶରେ ଟିକା ଯୋଗାଉଥିବା ୨ କମ୍ପାନୀ ଭ୍ୟାକ୍ସିନର ଦର ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଟିକାକରଣ ନେଇ ନୂଆ ଗାଇଡଲାଇନ୍ ଆଣିବା ପରେ ରାଜ୍ୟ ସରକାର ନୂଆ ରଣନୀତି ପ୍ରସ୍ତୁତି କରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଆସନ୍ତାକାଲି ଟିକା ଦରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିପାରନ୍ତି ବୋଲି ସେ ସୂଚନା ଦେଇଛନ୍ତି । ସରକାରୀ, ବେସରକାରୀ ଡାକ୍ତରଖାନାରେ ଟିକା ଦର ନେଇ କାଲି ନିଷ୍ପତ୍ତି ନିଆଯିବ ।
୧୮ ବର୍ଷରୁ ଅଧିକ ବୟସ୍କ କେବଳ ଅନଲାଇନରେ ପଞ୍ଜିକରଣ କରିଲେ ଟିକା ନେଇ ପାରିବେ । ସେମାନଙ୍କ ପାଇଁ ଅଫଲାଇନ୍ ବ୍ୟବସ୍ଥା ହୋଇନି । ଟିକା ମାଗଣା ଦିଆଯିବ କି ନାହିଁ, ତାହା ରାଜ୍ୟ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେରମ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡର ଦର ଘୋଷଣା କରିଥିବା ବେଳେ କୋଭାକ୍ସିନର ଦର ଘୋଷଣା କରିଛି ଭାରତ ବାୟୋଟେକ୍ । କୋଭିସିଲ୍ଡ ଓ କୋଭାକ୍ସିନ୍ ଉତ୍ପାଦନର ୫୦ ପ୍ରତିଶତ ଭ୍ୟାକ୍ସିନ୍ କେନ୍ଦ୍ର ସରକାର ଡୋଜ୍ ପିଛା ୧୫୦ ଟଙ୍କାରି କିଣିବେ । ସେହିଭଳି ରାଜ୍ୟ କୋଭିସିଲ୍ଡ ଡୋଜ୍ ପିଛା ୪୦୦ ଓ କୋଭାକ୍ସିନ୍ ଡୋଜ୍ ପିଛା ୬୦୦ ଟଙ୍କାରେ କିଣିବ । ଘରୋଇ ହସ୍ପିଟାଲ୍ କୋଭିସିଲ୍ଡ ଡୋଜ୍ ପିଛା ୬୦୦ ଓ କୋଭାକ୍ସିନ୍ ଡୋଜ୍ ପିଛା ୭୦୦ ଟଙ୍କାରେ କିଣିବାକୁ ପଡ଼ିବ ।
ଭୁବନେଶ୍ୱର: ଏକ ରାଜନୈତିକ ବୟାନବାଜି ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧୁର କଟାକ୍ଷ କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଏହି କଟାକ୍ଷ ଓ ଧର୍ମେନ୍ଦ୍ରଙ୍କ ଉକ୍ତି ଏବେ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ହୋଇଛି । ଘଟଣାଟି ହେଲା, ଏବେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ଉପରେ ଆବଶ୍ୟକତା ଠାରୁ ଅଧିକ ଫିଦା । ଉତ୍କଳ କେଶରୀ ଡା. ହରେକୃଷ୍ଣ ମହତାବଙ୍କ ରଚିତ ଓଡ଼ିଶା ଇତିହାସ ପୁସ୍ତକର ହିନ୍ଦୀ ଅନୁବାଦକୁ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚିତ କରିବା ପରଠୁ ବିଜେପିର ଭର୍ତ୍ତୃହରି ପ୍ରୀତି ଦେଖିବାକୁ ମିଳୁଛି ।
ଡ. ହରେକୃଷ୍ଣ ମହତାବ ସଂସ୍କୃତି ଓ ପରମ୍ପରାକୁ ଶ୍ରେଷ୍ଠ ସମ୍ମାନ ଦେଉଥିଲେ । ଏହି ପରମ୍ପରାରୁ ସେ ଆରମ୍ଭ କରିଥିଲେ ଏକ ଅଭିନବ ସାଂସ୍କୃତିକ ପର୍ବ ‘ବିଷୁବ ମିଳନ’ । ଆଜି ଏହି ଉତ୍ସବରେ ସାମିଲ ହୋଇ ଓଡ଼ିଶାର ସବୁ ବର୍ଗର ବିଶିଷ୍ଟ ସାହିତ୍ୟିକ, ବୁଦ୍ଧିଜୀବୀ ଓ ସାମାଲୋଚକଙ୍କୁ ଭେଟି ଆନନ୍ଦିତ । pic.twitter.com/RsXQAvxOJj
— Dharmendra Pradhan (@dpradhanbjp) April 12, 2021
ସୋମବାର ଦିନ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ କଟକ ଠାରେ ଆୟୋଜିତ ବିଷୁବ ମିଳିନ କାର୍ଯ୍ଯକ୍ରମରେ ମଧ୍ୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଏଠାରେ ନିଜ ଅଭିଭାଷଣ ପ୍ରଦାନ ବେଳେ ଭର୍ତ୍ତୃହରି ମହତାବଙ୍କୁ ଜଣେ ପ୍ରାଜ୍ଞ ଓ ବିଜ୍ଞ ବ୍ୟକ୍ତି ବୋଲି ବର୍ଣ୍ଣନା କରିଥିଲେ । କେବଳ ସେତିକି ନୁହେଁ, ଭର୍ତ୍ତୃହରିଙ୍କ ପ୍ରଜ୍ଞା ଓ ଜ୍ଞାନକୁ ବିଜେଡି କାହିଁକି କାମରେ ଲଗାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ ।
ଭାଇ @dpradhanbjp, ଆପଣ କଲମ୍ଵସ ପରି ଭର୍ତ୍ତୃହରି ବାବୁଙ୍କ ବୁଦ୍ଧି ଓ ଅଭିଜ୍ଞତାର ଆବିଷ୍କାର କରିଛନ୍ତି। ମୋର ଅନୁରୋଧ, ଆପଣ ଲାଲକୃଷ୍ଣ ଆଡଭାନୀ ଜୀ ଓ ମୂରଲୀ ମନୋହର ଯୋଶୀ ଜୀଙ୍କ ଅମାପ ଅଭିଜ୍ଞତା ଓ ଦକ୍ଷତାର ମଧ୍ୟ ସେଇଭଳି ସଦୁପଯୋଗ କରନ୍ତୁ। ସେମାନେ ମଧ୍ୟ ଯଥେଷ୍ଟ ବୁଦ୍ଧିମାନ ଓ ବିଜେପି ପାଇଁ ସମର୍ପିତ।
— Pranab Prakash Das (@pranabpdas) April 13, 2021
ହେଲେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ଟ୍ବିଟରରେ ଧର୍ମେନ୍ଦ୍ରଙ୍କୁ ଏନେଇ ଏକ ମଧୁର କଟାକ୍ଷ କରି ଲେଖିଛନ୍ତି ଯେ, ଭାଇ ଧର୍ମେନ୍ଦ୍ର ଆପଣ କଲମ୍ବସ ପରି ଭର୍ତ୍ତୃହରି ବାବୁଙ୍କ ଅଭିଜ୍ଞତାର ଆବିଷ୍କାର କରିଛନ୍ତି । ମୋର ଅନୁରୋଧ ଆପଣ ଲାଲକୃଷ୍ଣ ଆଡଭାନୀ ଜୀ ଓ ମୁରଲୀ ମନୋହର ଯୋଶୀଙ୍କ ଅଭିଜ୍ଞତା ଓ ଦକ୍ଷତାର ମଧ୍ୟ ସେହିପରି ସଦୁପଯୋଗ କରନ୍ତୁ । ସେମାନେ ମଧ୍ୟ ଯଥେଷ୍ଟ ବୁଦ୍ଧିମାନ ଓ ବିଜେପି ପାଇଁ ସମର୍ପିତ ।
ସୂଚନା ଯୋଗ୍ୟ ଯେ, ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ଲାଲକୃଷ୍ଣ ଆଡଭାନୀ ଓ ମୂରଲୀ ମନୋହର ଯୋଶୀଙ୍କ ଭଳି ତୁଙ୍ଗ ନେତାଙ୍କୁ ବିଜେପି ଅଣଦେଖା କରିଆ ସୁଛି । ଏପରିକି ଲାଲକୃଷ୍ଣଙ୍କୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ ନକରିବା ବିଶେଷ ଚର୍ଚ୍ଚାର ଖୋରକ ଯୋଗାଇଥିଲା । ବସ୍ତୁତଃ ଏ ଦୁଇ ତୁଙ୍ଗ ନେତା ବିଜେପିକୁ ପରିଚୟ ଦେବା ସହ ଲୋକାଦୃତ କରାଇବାରେ ବିଶେଷ ଭୂମିକା ଗ୍ରହଣ କରିଥିଲେ । ତେବେ ଭର୍ତ୍ତୃହରିଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା ଘଟଣା ଏବେ ଭିନ୍ନ ରାଜନୈତିକ ସମୀକରଣ ଆଡ଼କୁ ଇଙ୍ଗିତ କରୁଥିବା ଚର୍ଚ୍ଚା ହେଉଛି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା ଆଳରେ ଯୋଗ୍ୟ ହିତାଧିକାରୀଙ୍କୁ ବଞ୍ଚିତ କରାଯାଉଛି- ପ୍ରଣବ ପ୍ରକାଶ ଦାସ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍ କରିଛନ୍ତି । ବର୍ଷେ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ବିଜେପି ସାଂସଦମାନେ ଅଭିଯୋଗ କରିଥିଲେ । ଆମେ ତଦନ୍ତକୁ ପୂର୍ଣ୍ଣ ସ୍ୱାଗତ କରୁଛୁ, ସେମାନେ ଚୁପ୍ କାହିଁକି ବୋଲି ପ୍ରଣବ ପ୍ରକାଶ ଦାସ ପ୍ରଶ୍ନ କରିଛନ୍ତି । କିଏ ସେମାନଙ୍କୁ ଅଟକାଉଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ ପ୍ରକାଶ । ଅନିୟମିତତା ଆଳରେ ଯୋଗ୍ୟ ହିତାଧିକାରୀଙ୍କୁ ବଞ୍ଚିତ କରାଯାଉଛି । ବିଜେପିର ହୀନ ରାଜନୈତିକ ଅଭିସନ୍ଧି ପ୍ରମାଣିତ ହୋଇଛି ବୋଲି ବିଜେଡି ସାଂଗଠନିକ ସମ୍ପାଦକ ଟ୍ବିଟ୍‌ କରି ଉଲ୍ଲେଖ କରିଛନ୍ତି ।
ବର୍ଷେ ତଳେ #PMAY ଯୋଜନାରେ ଅନିୟମିତତା ନେଇ ବିଜେପି ଏମପିମାନେ ଅଭିଯୋଗ କରିଥିଲେ। ଆମେ ତ ତଦନ୍ତକୁ ପୂର୍ଣ୍ଣ ସ୍ୱାଗତ କରୁଛୁ। ହେଲେ ଏବେ ସେମାନେ ଚୁପ କଣ ପାଇଁ ? କିଏ ସେମାନଙ୍କୁ ଅଟକାଉଛି ? ଅନିୟମିତତା ଆଳରେ ଯୋଗ୍ୟ ହିତାଧିକାରୀଙ୍କୁ ଏଥିରୁ ବଞ୍ଚିତ କରିବା ବିଜେପିର ହୀନ ରାଜନୈତିକ ଅଭିସନ୍ଧିକୁ ପ୍ରମାଣିତ କରୁଛି। #BJPFailedOdisha pic.twitter.com/3nW1OSaL6D
— Pranab Prakash Das (@pranabpdas) March 20, 2021