PMAY - The Sakala
ଭୁବନେଶ୍ବର: ପିଏମ୍‌ ଆବାସ ଯୋଜନାରେ ଘର ପାଇଁ ମାଗଣା ବାଲି ମିଳିବ। ଘର ତିଆରି ପାଇଁ ରାଜ୍ୟ ସରକାର ୨ ଟ୍ରାକ୍ଟର୍‌ ବାଲି ଦେବେ ବୋଲି ନିଷ୍ପତ୍ତି ହୋଇଛି। ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏନେଇ ପରମିଟ ଇସ୍ୟୁ ହେବ, ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି। ବାଲି ଉଠାଣ ପାଇଁ ହାଇଓ୍ବା ବଦଳରେ ଅନ୍ୟ ଗାଡ଼ି ବ୍ୟବହାର ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବସ ଯୋଜନା ନେଇ ବିଜେପିର ପ୍ରେସମିଟ ଉପରେ ବିଜେଡିର ପ୍ରତିକ୍ରିୟା ରଖିଛି।  ଡାହାଣୀ ହୋଇ ଲାଗିବା ଗୁଣିଆ ହୋଇ ଝାଡ଼ିବା ଭଳି କାମ କେନ୍ଦ୍ର ସରକାର କରୁଛନ୍ତି । ବହୁତ ଦିନ ହେବ ସାଇଟ ଖୋଲିଲେନି । ପରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଲେଖିବା ପରେ ୯ ଲକ୍ଷ ୫୯  ହଜାର ଘର ଦେଲେ । କିନ୍ତୁ ତା ପରେ ଗାଇଡ଼ ଲାଇନ ପରିବର୍ତ୍ତନ କଲେ । ଯାହା ଦ୍ୱାରା ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇବା ସମ୍ଭବ ହେଉ ନାହିଁ । ତେଣୁ ଯୋଗ୍ୟ ହିତାଧିକାରୀ ବାଛିବା କଷ୍ଟକର ହେଉଛି । କେବଳ ପ୍ରଚାର ସର୍ବସ୍ୱ ହେଇ ପରୋକ୍ଷରେ ଚାହୁଁଛନ୍ତି କେମିତି ଘର ନ ମିଳୁ । ଗରିବ ଲୋକ ଘର ନ ପାଆନ୍ତୁ ସେଥିପାଇଁ କେନ୍ଦ୍ର ସରକାର ଏକ ସୁ ଚିନ୍ତିତ ଷଡ଼ଯନ୍ତ୍ର କରିଛନ୍ତି। ଦୁର୍ନୀତି ନେଇ ଯେଉଁ ଅଭିଯୋଗ ଆଣୁଛନ୍ତି ତାଙ୍କ ର କେନ୍ଦ୍ରୀୟ ଟିମ ଆସିଥିଲା ଆକ୍ସନ ନିଅନ୍ତୁ । କିନ୍ତୁ ଦୁର୍ନୀତି ନାଁ ରେ ସମୟ ନ ଗଡ଼ାନ୍ତୁ । ଯେଉଁଠି ଦୁର୍ନୀତି ସେଠି ଆକ୍ସନହେଉ । କେବଳ ଦୁର୍ନୀତି କଥା କହି ଓଡିଶାକୁ ବଦନାମ କରୁଛନ୍ତି କିନ୍ତୁ ନିର୍ଦ୍ଦିଷ୍ଟ ଅଭିଯୋଗ ରଖୁ ନାହାନ୍ତି ।
ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାର ହରିଲୁଟ ହେଉଥିବା କେନ୍ଦ୍ର ମନ୍ତ୍ରୀଙ୍କ ଅଭିଯୋଗ ଉପରେ ବିଜେଡି ପ୍ରତିକ୍ରିୟା ରଖିଛି । ପୂର୍ବରୁ ଯେଉଁ ରେସିଓରେ ଅର୍ଥ ମିଳୁଥିଲା ତାକୁ ପରିବର୍ତ୍ତନ କଲେ। ଲୋକଙ୍କ ପାଖରେ ଯେହେତୁ ସତ୍ୟ ଅଛି ତେଣୁ ଫଳାଫଳ ତାଙ୍କ ସପକ୍ଷରେ ଯାଉନି। ସବୁ ଅଭିଯୋଗ ଗୁଡିକ ଅମୂଳକ  ବୋଲି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି
‘ଆବାସ’ ତାଲିକା ପ୍ରକାଶ ଆଜି: ଅଭିଯୋଗ ନିମନ୍ତେ ଟୋଲ୍‌‌ ଫ୍ରି ନମ୍ବର ଓ ଅନଲାଇନ୍‌‌ ସୁବିଧା ବ୍ୟବସ୍ଥା
ଭୁବନେଶ୍ୱର: ପିଏମ୍‌‌ ଆବାସ (ଗ୍ରାମୀଣ) ଏବଂ ଫନୀ ପ୍ରପୀଡ଼ିତଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ମଞ୍ଜୁର ପକ୍କାଘର ତାଲିକାରୁ ଅଯୋଗ୍ୟ ହିତାଧିକାରୀଙ୍କ ନାମ ବାଦ ଦେଇ ମନୋନୟନରେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇଛନ୍ତିି ରାଜ୍ୟ ସରକାର। ଏ ନେଇ ସୋମବାର ସମ୍ଭାବ୍ୟ ତାଲିକା ପ୍ରକାଶ ପାଇବା ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସୂଚନା ମିଳିଛି। ମନୋନୀତ ହିତାଧିକାରୀଙ୍କ ନାମ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର, ଗ୍ରାମର ପ୍ରମୁଖ ସ୍ଥାନରେ ପ୍ରଦର୍ଶନ ପାଇଁ ନିଷ୍ପତ୍ତି ହୋଇଛି ଏବଂ ଏ ଦିଗରେ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏଥିରେ ଯଦି କାହାରି ଆପତ୍ତି ରହିଥାଏ ବା ତାଲିକାରେ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଥିବା କେହି ଉପଲବ୍ଧି କରନ୍ତି ତେବେ ସେ ସମ୍ପର୍କରେ ୨୪ ତାରିଖ ପର୍ଯ୍ୟନ୍ତ ଅଭିଯୋଗ କରାଯିବାକୁ ମଧ୍ୟ ସୁଯୋଗ ଦିଆଯାଇଛି। ଟୋଲ୍‌‌ ଫ୍ରି ନମ୍ବର, ଅନଲାଇନ ବା ସ୍ୱତନ୍ତ୍ର ଦରଖାସ୍ତ ଦେଇ ଏହି ଅଭିଯୋଗ କରାଯିବ। ସରଜମିନ ତଦନ୍ତ ଓ ଗ୍ରାମସଭା ଅନୁମୋଦନ ପରେ ସମ୍ପୃକ୍ତ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବାକୁ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟ ପଞ୍ଚାୟୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀଙ୍କ ସୂଚନା ଦେଇଛନ୍ତିି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ସ୍ୱତନ୍ତ୍ରରେ ୧.୪୨ ଲକ୍ଷ ଘର ଫନୀ ପ୍ରଭାବିତଙ୍କ ପାଇଁ ମଞ୍ଜୁର କରାଯାଇଛି। ଅବଶିଷ୍ଟ ୮.୧୭ ଗୃହ ସାଧାରଣ ହିତାଧିକାରୀଙ୍କ ଉଦ୍ଦିଷ୍ଟ। ଯେପରି ଯୋଗ୍ୟ ପରିବାର ଏହି ଯୋଜନାରେ ଗୃହ ପାଇପାରିବେ ସେନେଇ ପଦକ୍ଷେପ ନିଆଯାଉଛି। ବିଭାଗ ପକ୍ଷରୁ ଯେଉଁ ହିତାଧିକାରୀ ତାଲିକା ପ୍ରସ୍ତୁତ ହୋଇଛି ତାହା ଉପରେ ଯଦି କୌଣସି ଅଭିଯୋଗ ଥାଏ ତାହେଲେ ବିଭାଗ ପକ୍ଷରୁ ଉଦ୍ଦିଷ୍ଟ ଅଭିଯୋଗ ଦରଖାସ୍ତ ଫର୍ମକୁ ପୂରଣ କରି ପଞ୍ଚାୟତ ବା ବ୍ଲକ କାର୍ଯ୍ୟାଳୟରେ ରଖାଯାଇଥିବା ଅଭିଯୋଗ ବାକ୍ସରେ ନିଜର ଲିଖÒତ ଅଭିଯୋଗ ଦାଖଲ କରିପାରିବେ। ସେହିପରି ଟୋଲ ଫ୍ରି ନମ୍ୱର ୧୮୦୦୩୪୫୬୭୭୦ ବା ୧୫୫୩୩୫ ରେ ନିଜ ପରିଚୟ ପ୍ରଦାନ କରି ଅଭିଯୋଗ ଦାଖଲ କରିହେବ। ଯଦି କୌଣସି ବ୍ୟକ୍ତି ଅନଲାଇନ୍‌‌ ମାଧ୍ୟମରେ ନିଜ ଅଭିଯୋଗ ଦାଖଲ କରିବାକୁ ଚାହୁଁଥାନ୍ତି ତାହେଲେ ବିଭାଗର ନିର୍ଦ୍ଧାରିତ ପୋର୍ଟାଲର ‘ଅଭିଯୋଗ ଦାଖଲ’ କୁ କ୍ଲିକ୍‌‌ କରି ନିଜର ମୋବାଇଲ ନମ୍ୱର ପଞ୍ଜୀକୃତ କରି ନିଜ ନାମ, ବ୍ଲକ, ଗ୍ରାମ ପଞ୍ଚାୟତ ଆଦି ଠିକଣା ଦେଇ ଅଯୋଗ୍ୟ ପରିବାରଙ୍କ ସମ୍ପର୍କରେ ମଧ୍ୟ ଅଭିଯୋଗ କରାଯାଇପାରିବ ବୋଲି ଶ୍ରୀ ଲୋହାନୀ କହିଛନ୍ତି।
ଜାନୁଆରୀ ୨୪ ତାରିଖ ପର୍ଯ୍ୟନ୍ତ ଅଭିଯୋଗ ଦାଖଲ କରିବାର ସମୟସୀମା ଧାର୍ଯ୍ୟ ହୋଇଥିବା ବେଳେ ଏହାପରେ ସରଜମିନ୍‌‌ ତଦନ୍ତ ଆରମ୍ଭ ହେବ। ଏଥିପାଇଁ ପ୍ରତ୍ୟେକ ପଞ୍ଚାୟତ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି। ହିତାଧିକାରୀଙ୍କୁ ଶୀଘ୍ର ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରିବାକୁ ପ୍ରୋତ୍ସାହିତ କରି ଓଡ଼ିଶା ସରକାର ନିଜସ୍ୱ ପାଣ୍ଠିରୁ ୪ ମାସରେ ଗୃହ କାର୍ଯ୍ୟ ସମାପ୍ତ କରିପାରୁଥିବା ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା ଏବଂ ୬ ମାସରେ ସମାପ୍ତ କରୁଥିବା ହିତାଧିକାରୀଙ୍କୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି। ସେହିପରି ଏହି ଯୋଜନା ଅନ୍ତର୍ଗତ ଗୃହ ନିର୍ମାଣ ସହାୟତା ରାଶି ଅଣ ସମନ୍ୱିତ କାର୍ଯ୍ୟ ଯୋଜନାରେ ତାଲିକାଭୁକ୍ତ ବା ଅଣ- ଆଇଏପି ଜିଲ୍ଲାମାନଙ୍କରେ ୧,୨୦,୦୦୦ ଟଙ୍କା ହୋଇଥିବାବେଳେ ଆଇଏପି ଜିଲ୍ଲାଗୁଡ଼ିକରେ ୧,୩୦,୦୦୦ ଟଙ୍କା ରହିଛି।
ଓଡ଼ିଶା ପାଇବ ଆଉ ୧୦ ଲକ୍ଷ ଆବାସ
ଭୁବନେଶ୍ୱର: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ରାଜ୍ୟବାସୀ ପାଇବେ ଆଉ ୧୦ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ। ରାଜ୍ୟ ସରକାରଙ୍କ ବାରମ୍ବାର ଦାବି ପରେ ଆଜି ଏହି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ୍ ମନ୍ତ୍ରୀ ଗିରିରାଜ ସିଂ । ଆଜି ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ । ଦିଲ୍ଲୀ କୃଷି ଭବନଠାରେ ଏନେଇ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ।।
ବୈଠକ ପରେ ରାଜ୍ୟ- କେନ୍ଦ୍ର ମଧ୍ୟରେ ଆବାସ ଯୋଜନାକୁ ନେଇ ସହମତି ପ୍ରକାଶ ପାଇଛି। ଫନିରେ ପ୍ରଭାବିତ ୨ଲକ୍ଷ ହିତାଧିକାରୀଙ୍କ ସମେତ ବର୍ତ୍ତମାନ ରାଜ୍ୟର ପାଖାପାଖି ୧୦ ଲକ୍ଷ ଲୋକ ଘର ପାଇବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅବଧିକୁ ୨୦୨୪ ପର୍ୟ୍ୟନ୍ତ ବଢ଼ାଇବା ସହ ସ୍ୱତନ୍ତ୍ର ବ୍ୟୟ ଅଟକଳ ହୋଇଛି । ଦେଶ ପାଇଁ ୪୮ ହଜାର କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଓଡିଶା ପାଇଁ ୭ ହଜାର କୋଟି ଟଙ୍କା ଦେବାକୁ ସ୍ଥିର ହୋଇଛି । ଏହି କାର୍ୟ୍ୟକ୍ରମ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ରୂପାୟନ ହେବ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା ଆଳରେ ଯୋଗ୍ୟ ହିତାଧିକାରୀଙ୍କୁ ବଞ୍ଚିତ କରାଯାଉଛି- ପ୍ରଣବ ପ୍ରକାଶ ଦାସ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍ କରିଛନ୍ତି । ବର୍ଷେ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ବିଜେପି ସାଂସଦମାନେ ଅଭିଯୋଗ କରିଥିଲେ । ଆମେ ତଦନ୍ତକୁ ପୂର୍ଣ୍ଣ ସ୍ୱାଗତ କରୁଛୁ, ସେମାନେ ଚୁପ୍ କାହିଁକି ବୋଲି ପ୍ରଣବ ପ୍ରକାଶ ଦାସ ପ୍ରଶ୍ନ କରିଛନ୍ତି । କିଏ ସେମାନଙ୍କୁ ଅଟକାଉଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ ପ୍ରକାଶ । ଅନିୟମିତତା ଆଳରେ ଯୋଗ୍ୟ ହିତାଧିକାରୀଙ୍କୁ ବଞ୍ଚିତ କରାଯାଉଛି । ବିଜେପିର ହୀନ ରାଜନୈତିକ ଅଭିସନ୍ଧି ପ୍ରମାଣିତ ହୋଇଛି ବୋଲି ବିଜେଡି ସାଂଗଠନିକ ସମ୍ପାଦକ ଟ୍ବିଟ୍‌ କରି ଉଲ୍ଲେଖ କରିଛନ୍ତି ।
ବର୍ଷେ ତଳେ #PMAY ଯୋଜନାରେ ଅନିୟମିତତା ନେଇ ବିଜେପି ଏମପିମାନେ ଅଭିଯୋଗ କରିଥିଲେ। ଆମେ ତ ତଦନ୍ତକୁ ପୂର୍ଣ୍ଣ ସ୍ୱାଗତ କରୁଛୁ। ହେଲେ ଏବେ ସେମାନେ ଚୁପ କଣ ପାଇଁ ? କିଏ ସେମାନଙ୍କୁ ଅଟକାଉଛି ? ଅନିୟମିତତା ଆଳରେ ଯୋଗ୍ୟ ହିତାଧିକାରୀଙ୍କୁ ଏଥିରୁ ବଞ୍ଚିତ କରିବା ବିଜେପିର ହୀନ ରାଜନୈତିକ ଅଭିସନ୍ଧିକୁ ପ୍ରମାଣିତ କରୁଛି। #BJPFailedOdisha pic.twitter.com/3nW1OSaL6D
— Pranab Prakash Das (@pranabpdas) March 20, 2021