Gas Cylinder Blast - The Sakala

ଗ୍ୟାସ୍ ରିଫିଲିଂ ବେଳେ ଭୟଙ୍କର ବିସ୍ଫୋରଣ: ଉଡ଼ିଲା ଛାତ, ଜଳିଗଲା ୪ ବାଇକ୍; ଜଣେ ଗୁରୁତର
ଭୁବନେଶ୍ୱର: ଫାଟିଲା ଗ୍ୟାସ ସିଲିଣ୍ଡର । ଉଡ଼ିଲା ଛାତ, ଜଳିଗଲା ୪ ବାଇକ୍ । ଗ୍ୟାସ୍ ରିଫିଲିଂ ବେଳେ ଭୟଙ୍କର ବିସ୍ଫୋରଣ ଯୋଗୁଁ ଗ୍ୟାସ୍ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଭୁବନେଶ୍ୱରର କଳିଙ୍ଗ ନଗର ଅଞ୍ଚଳରେ ଥିବା ଏକ ଗ୍ୟାସ୍ ଦୋକାନରେ ଘଟିଛି ଏହି ଅଗ୍ନିକାଣ୍ଡ । ଗୋଟିଏ ଗ୍ୟାସରୁ ଗ୍ୟାସ ବ୍ୟାପି ୧୭ଟି ଗ୍ୟାସ୍ ସିଲିଣ୍ଡର ଫାଟିଥିବା ସୂଚନା । ବିସ୍ଫୋରଣରେ ଜଣେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ ଲିଭାରେ ୨ ଷ୍ଟ୍ରାଇକିଂ ଫୋର୍ସ ମୁତୟନ ହୋଇଥିଲା । ଏତେ ସଂଖ୍ୟକ ଗ୍ୟାସ୍ ସିଲିଣ୍ଡର ଏକାବେଳେ ଫାଟିବା ଯୋଗୁଁ ପ୍ରଚଣ୍ଡ ଶବ୍ଦ ସୃଷ୍ଟି ହୋଇଥିଲା । ଫଳରେ ଆଖପାଖ ଅଞ୍ଚଳ ଲୋକେ ଭୟଭୀତ ହୋଇ ପଡିଥିଲେ । ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ଭୟରେ ଦୌଡିବାକୁ ଲାଗିଥିଲେ ।

ଗ୍ୟାସ ସିଲିଣ୍ଡର ବିସ୍ପୋରଣରେ ଉଡ଼ିଗଲା ଘର, ଜଣେ ଗୁରୁତର
ବ୍ରହ୍ମପୁର: ଗ୍ୟାସ ସିଲିଣ୍ଡର ବିସ୍ପୋରଣରେ ଉଡ଼ିଗଲା ଘର । ବିସ୍ପୋରଣ ଯୋଗୁଁ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ବୋରିଗାଁର ବଡ଼ ବନ୍ଧ ସାହିରେ ଫାଟିଲା ଗ୍ୟାସ ସିଲିଣ୍ଡର । ଗ୍ୟାସ ସିଲିଣ୍ଡର ଫାଟି ଜଣେ ଗୁରୁତର ହୋଇଥିବାବେଳେ ଚାରୋଟି ଘରର କାନ୍ଥ ଭାଙ୍ଗି ଯାଇଛି । ବଡବନ୍ଧ ସାହିର ପ୍ରଫୁଲ୍ଲ ରାଉତ ଘରେ ଏକୁଟିଆ ଥିବା ସମୟରେ ଗ୍ୟାସରେ ଡାଲି ଗରମ କରୁଥିବା ବେଳେ ହଠାତ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା। ଗ୍ୟାସ ସିଲିଣ୍ଡର ଫାଟିବା ଫଳରେ ଗୁରୁତର ଭାବେ ଆହତ ହୋଇଥିଲେ ପ୍ରଫୁଲ୍ଲ । ପ୍ରଫୁଲ୍ଲଙ୍କ ହାତ, ଗୋଡ଼ ସହ ଶରୀରର ବିଭିନ୍ନ ଅଙ୍ଗ କ୍ଷତ ହୋଇଥିଲା। ଗୁରୁତର ଅବସ୍ଥାରେ ପ୍ରଫୁଲ୍ଲଙ୍କୁ ପ୍ରଥମେ ବ୍ରହ୍ମପୁର ଏମକେସିଜି ମେଡିକାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ପଠାଇ ଦିଆଯାଇଛି। ପ୍ରଫୁଲ୍ଲଙ୍କ ଘରର ବହୁ ଆସବାବପତ୍ର ନଷ୍ଟ । ପ୍ରଫୁଲ୍ଲଙ୍କ ଘର ସମେତ ଚାରୋଟି ଘରର କାନ୍ଥ ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି । ଅଗ୍ନିଶମ ବିଭାଗ, ନିମଖଣ୍ଡି ଥାନା ପୋଲିସ ଓ ସ୍ଥାନୀୟ ବାସିନ୍ଦା ପ୍ରଫୁଲ୍ଲଙ୍କୁ ଉଦ୍ଧାର କରିଥିଲେ। ଗତକାଲି ବିଳମ୍ବିତ ରାତିରେ ହୋଇଥିଲା ଗ୍ୟାସ ସିଲିଣ୍ଡର ଫାଟିଥିଲା।

ଗ୍ୟାସ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଜଣ ଗୁରୁତର
ତୁରେକେଲା: ଗ୍ୟାସ ସିଲିଣ୍ଡର ଫାଟି ୬ ଗୁରୁତର । ବଲାଙ୍ଗିର ଜିଲ୍ଲାରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଗୋଟିଏ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି । ବେଲପଡ଼ା ଥାନା କାନୁଟ ଗାଁରେ ଘଟିଛି ଏଭଳି ଅଘଟଣ । ସୂଚନା ଅନୁସାରେ, ସ୍ଥାନୀୟ କାନୁଟ ଗାଁ ଉପର ପଡା ଠାରେ ଘରେ ଟିଭି ଦେଖୁଥିବା ପରେ ଗ୍ୟାସ ସିଲିଣ୍ଡର ଫାଟିଯିବା ଯୋଗୁଁ ଗୋଟିଏ ପରିବାରର ୫ଜଣ ମହିଳା ଓ ଜଣେ ପୁରୁଷ ଜଳିଯାଇଛନ୍ତି। ଯାହାଫଳରେ ୬ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନା ଅଣାଯାଇଥିବା ବେଳେ ସମସ୍ତ ବଲାଙ୍ଗିର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି।

ବିବାହ ଉତ୍ସବବେଳେ ଗ୍ୟାସ ସିଲିଣ୍ଡର ଫାଟି ଚାଲିଗଲା ୫ ଜୀବନ, ୬୦ ଆହତ
ଜୟପୁର: ବିବାହ ଉତ୍ସବବେଳେ ଘଟିଲା ବଡ ଅଘଟଣ । ଗ୍ୟାସ୍‌ ସିଲିଣ୍ଡର୍‌ ବିସ୍ଫୋରଣ ଘଟି ଚାଲିଗଲା ୫ ଜଣଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନ ଯୋଧପୁରର ଶେରଗଡ ଅଞ୍ଚଳରେ । ଦୁର୍ଘଟଣାରେ ୨ଜଣ ପିଲାଙ୍କ ସମେତ ୬୦ଜଣ ଆହତ ହୋଇଥିବା ସୂଚନା ମିଳିଛି। ସିଲିଣ୍ଡର ବିସ୍ଫୋରଣରେ ବରଙ୍କ ମାଆ, ବାପା ଓ ଭଉଣୀ ଗୁରୁତର ହୋଇଥିବା ବେଳେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ଭଉଣୀଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ସଙ୍କଟାପନ୍ନ ରହିଛି ।

ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଭୁଙ୍ଗ୍ରା ଗ୍ରାମରେ ଏକ ବିବାହ ସମାରୋହ ହେଉଥିଲା। ବିବାହ ପାଇଁ ଭୋଜି ପ୍ରସ୍ତୁତ କରାଯାଉଥିବା ସ୍ଥାନରେ ଥିବା ଏକ ଗ୍ୟାସ ସିଲିଣ୍ଡରୁ ଗ୍ୟାସ୍ ଲିକ୍ ହୋଇଥିଲା। ଯାହା ପରେ ସେଥିରେ ନିଆଁ ଲାଗିଯାଇଥିଲା ଏବଂ ଗୋଟେ ପରେ ଗୋଟେ, ଏପରି ୫ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ମାତ୍ରା ଏଭଳି ଥିଲା ଯେ, ଏକ କାନ୍ଥ ଭୁଷୁଡ଼ି ପଡ଼ିଥିଲା। ଗ୍ରାମବାସୀ ନିଆଁରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ମୃତକ ଓ ଆହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି । ଆହତଙ୍କ ପରିବାରକୁ ଏକ ଲକ୍ଷ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।