Salepur - The Sakala

ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି
କଟକ: ଗଛରେ ଝୁଲୁଥିବା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି । ସାଲେପୁର ନାଳିଆ ମୁଁହ ଚାଖୁଣ୍ଡା ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବେକରେ ଦୁହେଁ ରଶି ଲଗାଇ ଏକ ଚାଖୁଣ୍ଡା ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ଉଭୟ ସ୍ଥାନୀୟ ଅଲିପୁର ଗାଁର ମନୋଜ ସାମଲ ଓ ଜଣେ ଯୁବତୀ ବୋଲି ଜଣାପଡ଼ିଛି । ଘରେ ମନୋଜଙ୍କ ସ୍ତ୍ରୀ ଓ ତିନି ବର୍ଷର ପିଲା ଥିବା ବେଳେ ଅନ୍ୟ ଏକ ଝିଅ ସହ ଆତ୍ମହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଏହା ଆତ୍ମହତ୍ୟା କି ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ, କିଛି ମାସ ହେବ ବିବାହିତ ମନୋଜ ସାମଲ ଜଣେ ନାବାଳିକାଙ୍କ ପ୍ରେମରେ ପଡ଼ିଥିଲେ। ତେବେ ଗତକାଲି ସନ୍ଧ୍ୟାରୁ ନାବାଳିକାଜଣକ ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ଝିଅକୁ ନ ପାଇବାରୁ ପାଗା ଫାଣ୍ଠିରେ ଅଭିଯୋଗ କରିଥିଲେ। ନାବାଳିକାଜଣକ ପୁଅ ଗାଁକୁ ଚାଲି ଆସିଥିବା ବେଳେ ଉଭୟ କେଉଁଆଡ଼େ ଚାଲି ଯାଇଥିଲେ। ଗତକାଲି ରାତି ସାରା ପୁଅ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ବି ସନ୍ଧାନ ପାଇ ନ ଥିଲେ। ଆଜି ସକାଳେ ଗାଁର ନିଛାଟିଆ ସ୍ଥାନରେ ଥିବା ଏକ ଗଛରେ ଉଭୟଙ୍କ ଝୁଲନ୍ତା ମୃତଦେହ ଗାଁ ଲୋକେ ଦେଖିବାକୁ ପାଇଥିଲେ।

ବିଜେଡିରେ ସାମିଲ ହେଲେ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା
ଭୁବନେଶ୍ବର: ଆଜି ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା । କିଛି ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ସେ କଟକ ସଦର ବିଜେପି ସଭାପତି ଥିଲେ। ୨୦୧୪ରେ ସେ କଂଗ୍ରେସ ଟିକେଟରୁ ଜିତି ସାଲେପୁର ବିଧାୟକ ହୋଇଥିଲେ। ହେଲେ ୨୦୧୯ ରେ ବିଜେପି ଟିକେଟରୁ ପରାଜୟ ବରଣ କରିଥିଲେ। ଆଜି ସେ ତାଙ୍କ ସମର୍ଥକଙ୍କ ସ‌ହ ଆନୁଷ୍ଠାନିକ ଭାବେ ବିଜେଡିର ଯୋଗ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ପ୍ରକାଶ ଓ ତାଙ୍କ ସମର୍ଥକଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଜେଡି ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ସାଂସଦ ସସ୍ମିତ ପାତ୍ର ଓ ବିଜେଡି ମିଡ଼ିଆ ସଂଯୋଜକ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ।

ସାଂସଦ ମାନସ ମଙ୍ଗରାଜ କହିଥିଲେ ଯେ, ଆଜି ପ୍ରକାଶ ଚନ୍ଦ୍ର ବେହେରା ବିଜେପି ଛାଡି ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦାନ କରୁଛନ୍ତି। ତାଙ୍କ ଯୋଗଦାନରେ ବିଜେଡି କଟକ ଜିଲ୍ଲା ଓ ସାଲେପୁରରେ ଆହୁରି ସଶକ୍ତ ହେବ। ତାଙ୍କ ସହ ଅନେକ ପଂଚାୟତ ନେତା ଯୋଗ ଦେଇଛନ୍ତି। ସମସ୍ତଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ ମାନସ ମଙ୍ଗରାଜ।

ପ୍ରତାପ ଜେନା କହିଥିଲେ, ଆଜି ଶଙ୍ଖ ଭାବନରେ କେବଳ ମିଶ୍ରଣ ନୁହେଁ, ମହାମିଶ୍ରଣ ପର୍ବ ହୋଇଛି। ପୂର୍ବତନ ବିଧାୟକ ପ୍ରକାଶ ବେହେରା ମୋ ସାନ ଭାଇ ବିଜେଡିରେ ମିଶିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଆକର୍ଷିତ ହୋଇ ପ୍ରକାଶଙ୍କ ସହ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଜେପି ନେତା ବିଜେଡିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ଦ୍ୱାରା ବିଜେଡି ଆହୁରି ଶକ୍ତିଶାଳୀ ହେବ।

ପ୍ରକାଶ ବେହେରା କହିଥିଲେ ଯେ, ଆଜି ନିଶ୍ଚିତ ଭାବେ ଏକ ସମସ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଦିନ। ଓଡ଼ିଶାକୁ ଶୀର୍ଷରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚେଷ୍ଟା କରି ଚାଲିଛନ୍ତି। ତାଙ୍କ ପାଇଁ ବିଜେଡିରେ ଯୋଗ ଦେଲୁ। ମୁଁ ଅତ୍ୟନ୍ତ ଖୁସି ବିଜେଡିରେ ଗ୍ରହଣ ହୋଇଥିବାରୁ।  ଏଥି ପାଇଁ ମୁଖ୍ୟମନ୍ତ୍ରୀ, ସଂଗଠନ ସମ୍ପାଦକ ଓ ନେତୃ ମଣ୍ଡଳୀକୁ କୃତଜ୍ଞତା ଜଣାଇଥିଲେ। ସମସ୍ତେ ତୃଣମୂଳ ସ୍ତରରେ ଲୋକଙ୍କ ପାଇଁ କାମ କରିବା । ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି ଓ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଥିବା କଥା ସେ କହିଛନ୍ତି। ସାଲେପୁର ବିକାଶ ପାଇଁ କାମ କରିବା। ମୁଁ ଜଣେ ରାଜନୈତିକ କର୍ମୀ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଆମେ ମାନିବୁ ବୋଲି ପ୍ରକାଶ ବେହେରା କହିଥିଲେ।

ଘରେ ପଶି ବୃଦ୍ଧ ଦମ୍ପତ୍ତିଙ୍କ ଗଳାକାଟି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ
ସାଲେପୁର: ବିଳମ୍ବିତ ରାତିରେ ଘରେ ପଶି ବୃଦ୍ଧ ଦମ୍ପତ୍ତିଙ୍କ ଗଳା କାଟି ହତ୍ୟା କରିବା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ନିଶ୍ଚିତ କୋଇଲି ବ୍ଲକର ନେମାଳ ଥାନା ଲେଣ୍ଡର ଭଗବାନପୁରରେ ଗାଁରେ । ଦୁର୍ବୁତ୍ତଙ୍କ ଆକ୍ରମଣରେ ସ୍ତ୍ରୀ ଗୁରୁତର ହୋଇଥିବାବେଳେ ସ୍ବାମୀ ପ୍ରାଣ ହରାଇଛନ୍ତି ।

ସୂଚନା ଅନୁସାରେ, ଗୁରୁବାର ରାତିରେ ହୃଷିକେଶ ମୁଦୁଲିଙ୍କ ଘରେ କେହି ଦୁର୍ବୃତ୍ତ ପଶି ଥିଲେ । ହୃଷିକେଶଙ୍କ ଗଳା କାଟିବା ସହ କନକଲତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ଲୁଟେରା । ଘଟଣା ସ୍ଥଳରେ ହୃଷିକେଶଙ୍କ ମୃତ୍ୟୁ ହୋଇଥିବା ବେଳେ କନକଲତାଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ଘରେ କଳାକନା ବୁଲାଇବା ପରେ ଦୁଇ ନାତିଙ୍କୁ ଅନ୍ୟ ଏକ ଘରେ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ଘଟଣା ନେଇ ନାତି ତାଙ୍କ ବାପାଙ୍କୁ ଫୋନ କରି କହିବାରୁ ସ୍ଥାନୀୟ ଲୋକ ଘଟଣା ସ୍ଥଳକୁ ଯାଇ କନକଲତାକୁ ମେଡିକାଲ ପଠାଇଥିଲେ । ଖବରପାଇ ଘଟଣାସ୍ଥଳରେ ନେମାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।