5th T20 - The Sakala

ବର୍ଷା ଯୋଗୁଁ ଅଧାରୁ ବାତିଲ ହେଲା ଭାରତ- ଅଷ୍ଟ୍ରେଲିଆ ଟି-୨୦ ସିରିଜର ଅନ୍ତିମ ମ୍ୟାଚ୍‌, ୨-୧ ରେ ସିରିଜ୍‌ କବ୍‌ଜା କଲା ଭାରତ...
ବ୍ରିସବେନ: ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ମ ତଥା ଅନ୍ତିମ ଟି-୨୦ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଛି। ଏହି ମ୍ୟାଚ କେବଳ ମାତ୍ର ୪.୫ ଓଭର ଖେଳାଯାଇଥିଲା। ଟିମ୍ ଇଣ୍ଡିଆ ୫୨ ରନ୍ କରିଥିଲା । ବର୍ଷା ଛାଡିବା ପରେ ମ୍ୟାଚ୍ ହୋଇଥାନ୍ତା ହେଲେ ବର୍ଷା ଯୋଗୁଁ ହୋଇପାରିଲା ନାହିଁ । ବର୍ଷା ଯୋଗୁଁ ମ୍ୟାଚ୍ ଅଧାରି ବାତିଲ ହୋଇଛି । ଏହା ସହିତ ଭାରତୀୟ ଟିମ୍ ୫ଟି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତିଛି ।

ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ଟିମ୍ ଇଣ୍ଡିଆ ବ୍ୟାଟିଂ କରି ୪.୫ ଓଭରରେ ୫୨ ରନ୍ କରିଥିଲା । ଶୁବମନ ଗିଲ୍ ୨୯ ରନ କରିଥିବା ବେଳେ ଅଭିଷେକ ଶର୍ମା ୨୩ ରନ କରିଥିଲେ।

ଭାରତର ରୋମାଞ୍ଚକ ଟି-୨୦ ସିରିଜ୍‍ ବିଜୟ, ଭୁବନେଶ୍ବର କୁମାର ପ୍ଲେୟର ଅଫ୍‌ ଦି ମ୍ୟାଚ୍‌
ଅହମ୍ମଦାବାଦ୍‍: ଓପନର ରୋହିତ ଶର୍ମା, ୮ମଥର ଲାଗି ଇନିଂସ ଓପନର କରିଥିବା ଅଧିନାୟକ ବିରାଟ କୋହଲି ମିଡିୟମ୍‍ ପେସ୍‍ ବୋଲରଙ୍କ ସଫଳତା ବଳରେ ଏଠାରେ ଶନିବାର ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ୫ମ ତଥା ନିର୍ଣ୍ଣାୟକ ଟି-୨୦ରେ ଭାରତ ୩୬ ରନ୍‍ରେ ବିଜୟୀ ହୋଇଛି। ଏହା ଫଳରେ ୫ ମ୍ୟାଚ୍‍ ବିଶିଷ୍ଟ ସିରିଜ୍‍କୁ ଭାରତ ୩-୨ରେ ଜିତିନେଇଛି। ଏହା ପୂର୍ବରୁ ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ୪ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୩-୧ରେ ଜିତିଥିଲା। ସେହିପରି ଆସନ୍ତା ୨୩ରୁ ପୁଣେରେ ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ ଖେଳାଯିବ। ଏହି ସିରିଜ୍‍ର ଅନ୍ୟ ଦୁଇଟି ମ୍ୟାଚ୍‍ ୨୬ ଓ ୨୮ରେ ଖେଳାଯିବ। ଅହମ୍ମଦାବାଦ୍‍ ମୋଟେରା ଷ୍ଟାଡିୟମ୍‍ରେ ଖେଳାଯାଇଥିବା ୫ମ ଟି-୨୦ରେ ୪ ଓଭର ବୋଲିଂ କରି ୧୫ ରନ୍‍ରେ ୨ଟି ୱିକେଟ ନେଇଥିବା ଭୁବନେଶ୍ୱର କୁମାରଙ୍କୁ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ଓ ସିରିଜ୍‍ରେ ସର୍ବାଧିକ ୨୩୧ ରନ୍‍ କରିଥିବା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପ୍ଲେୟର ଅଫ୍‍ ଦି ସିରିଜ୍‍ ଭାବେ ବିବେଚିତ କରାଯାଇଛି।

ଏହି ମ୍ୟାଚ୍‍ରେ ରୋହିତ ଓ ବିରାଟଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପ୍ରଥମେ ବ୍ୟାଟିଂ କରି ଭାରତ ୨ ୱିକେଟରେ ୨୨୪ ରନ୍‍ କରି ରେକର୍ଡ ସ୍କୋର କରିଛି। ରୋହିତ ୩୪ବଲ୍‍ରେ ୪ଚୌକା ଓ ୫ଛକା ସହ ୬୪ ଏବଂ କୋହଲି ୫୨ ବଲ୍‍ରେ ୭ ଚୌକା ଓ ୨ଛକା ସହ ଅପରାଜିତ ୮୦ ରନ୍‍ ସଂଗ୍ରହ କରିଥିଲେ। ଜବାବରେ ଇଂଲଣ୍ଡ ଜୋଶ୍‍ ବଟ୍ଟଲର ଓ ଡାୱିଡ ମଲାନ୍‍ଙ୍କ ବିସ୍ଫୋରକ ଇନିଂସ ବଳରେ ୧୨ ଓଭର ସୁଦ୍ଧା ବିଜୟୀ ହେବାର ଆଶା ସୃଷ୍ଟି କରିଥିଲା। କିନ୍ତୁ ଭାରତୀୟ ମିଡିୟମ୍‍ ପେସରମାନେ ମାତ୍ର ୨୦ ବଲ୍‍ରେ ବଟ୍ଟଲର (୩୪ବଲ୍‍ରେ ୫୨ରନ୍‍) ଓ ମଲାନ୍‍ (୪୬ବଲ୍‍ରେ ୬୮ରନ୍‍)ଙ୍କ ସମେତ ୪ଟି ୱିକେଟ ଅକ୍ତିଆର କରିବା ଫଳରେ ମ୍ୟାଚ୍‍ ଭାରତ ନିୟନ୍ତ୍ରଣକୁ ଚାଲିଆସିଥିଲା। ଖେଳ ଶେଷ ବେଳକୁ ଇଂଲଣ୍ଡ ୮ ୱିକେଟରେ ୧୮୮ ରନ୍‍ କରିବାକୁ ସମର୍ଥ ହୋଇଥିଲା। ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ସର୍ବାଧିକ ୩ଟି, ଭୁବନେଶ୍ୱର କୁମାର ୨ଟି, ହାର୍ଦ୍ଦିକ ପାଣ୍ଡ୍ୟା ଓ ଟି ନଟରାଜନ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ।

ବିରାଟଙ୍କ ଏକାଧିକ ରେକର୍ଡ

ଏହି ମ୍ୟାଚ୍‍ରେ ଇନିଂସ ଓପନ କରିବାକୁ ନିଷ୍ପତ୍ତି ନେଇ ଭାରତୀୟ ଅଧିନାୟକ ୫୨ବଲ୍‍ରେ ୮୦ ରନ୍‍ କରି ଏକାଧିକ ରେକର୍ଡ ସ୍ଥାପନା କରିଛନ୍ତି। ସେ ୮ଥର ଇନିଂସ ଓପନ କରି ଏଠାରେ ସର୍ବାଧିକ ସ୍କୋର ସଂଗ୍ରହ କରିଛନ୍ତି। ପୂର୍ବରୁ ସେ ୭୦ ରନ୍‍ କରିଥିଲେ। ସେହିପରି ଜଣେ ଅଧିନାୟକ ଭାବେ ମଧ୍ୟ ଦ୍ୱିପାକ୍ଷିକ ସିରିଜ୍‍ରେ ସର୍ବାଧିକ ୨୩୧ ରନ୍‍ ସଂଗ୍ରହ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଲୋକେଶ ରାହୁଲଙ୍କ ନାମରେ ଥିଲା। ୨୦୨୦ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‍ରେ ରାହୁଲ ୫ଟି ମ୍ୟାଚ୍‍ ଖେଳି ୨୨୪ ରନ୍‍ କରିଥିଲେ। ସେହିପରି ଅଧିନାୟକ ଭାବେ ଏଠାରେ କୋହଲି ସର୍ବାଧିକ ୧୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ମଧ୍ୟ ଏକ ରେକର୍ଡ। ତାଙ୍କ ପଛକୁ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‍ ୱିଲିୟମସନ ୧୧ ଓ ଅଷ୍ଟ୍ରେଲିଆ ଆରୋନ୍‍ ଫିଞ୍ଚ୍‍ ୧୦ଟି ଅର୍ଦ୍ଧଶତକ କରିଥିଲେ।

ଭାରତ ୨ ୱିକେଟରେ ୨୨୪ ରନ୍‍ କରି ଇଂଲଣ୍ଡ ବିପକ୍ଷ ଟି-୨୦ରେ ସର୍ବାଧିକ ଦଳଗତ ସ୍କୋର କରିଛନ୍ତି। ପୂର୍ବରୁ ୨୦୦୭ ଟି-୨୦ ବିଶ୍ୱକପ୍‍ରେ ଭାରତ ସଂଗ୍ରହ କରିଥିବା ୪ ୱିକେଟରେ ୨୧୮ ରନ୍‍ ସର୍ବାଧିକ ଥିଲା। ଏହି ଫର୍ମାଟରେ ଭାରତ ଏହାକୁ ମିଶାଇ ୧୮ଥର ଇନିଂସରେ ୨୦୦ କିମ୍ବା ତା’ଠାରୁ ଅଧିକ ରନ୍‍ କରିଛି। ୨୦୧୭ ରେ ଶ୍ରୀଲଙ୍କା ବିପକ୍ଷ ଇନ୍ଦୋରରେ ଖେଳାଯାଇଥିବା ମ୍ୟାଚ୍‍ରେ ଭାରତ ୫ ୱିକେଟରେ ୨୬୦ ରନ୍‍ କରିଥିଲା। ଏହା ଭାରତର ସର୍ବାଧିକ ଦଳଗତ ସ୍କୋର।

ଲୋକେଶ ରାହୁଲଙ୍କୁ ଏହି ମ୍ୟାଚ୍‍ରୁ ବିଦା ହେବାକୁ ପଡ଼ିଛି। ସେ ୪ଟି ମ୍ୟାଚ୍‍ରେ ଯଥାକ୍ରମେ ୧, ୦, ୦ ଓ ୧୪ ରନ୍‍ କରିଥିଲେ। ଫଳରେ ଭାରତ ଏହି ସିରିଜ୍‍ରେ ୪ଟି ଓପନିଂ ଯୋଡିଙ୍କୁ ଖେଳାଇଥିଲା। ରାହୁଲଙ୍କ ସହ ପ୍ରଥମ ମ୍ୟାଚ୍‍ରେ ଧାୱନ, ଦ୍ୱିତୀୟ ମ୍ୟାଚ୍‍ରେ ଇଶାନ, ତୃତୀୟ ଓ ଚତୁର୍ଥ ମ୍ୟାଚ୍‍ରେ ରୋହିତ ଇନିଂସ ଓପନ କରିଥିଲେ। ଶେଷ ମ୍ୟାଚ୍‍ରେ ରୋହିତଙ୍କ ସହ କୋହଲି ଇନିଂସ ଓପନ କରିଛନ୍ତି।

ଆଜି ଭାରତ-ଇଂଲଣ୍ଡ ନିର୍ଣ୍ଣାୟକ ମୁକାବିଲା
ଅହମ୍ମଦାବାଦ୍‍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ୫ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ ୨-୨ ସମାନ ସ୍ଥିତିରେ ରହିଛି। ଏଠାରେ ଆଜି  ସିରିଜ୍‍ର ୫ମ ତଥା ନିର୍ଣ୍ଣାୟକ ମୁକାବିଲା ଅନୁଷ୍ଠିତ ହେବ। ଏହି ମ୍ୟାଚ୍‍ରେ ଯେଉଁ ଦଳ ଜିତିବ ସେହି ଦଳ ସିରିଜ୍‍ କବ୍‍ଜା କରିବ। ଏହା ଛଡ଼ା ଚଳିତବର୍ଷ ଅକ୍ଟୋବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‍ ଲାଗି ଉଭୟ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତି କରିବାକୁ ଅନେକ ସୂତ୍ର ପାଇଯିବେ। ଅନ୍ୟପକ୍ଷରେ ଏହି ସିରିଜ୍‍କୁ ବିଶ୍ୱକପ୍‍ର ରିହରସାଲ ଭାବେ ବିବେଚନା କରାଯାଉଛି। ସେ ଯାହା ହେଉ ସିରିଜ୍‍ର ପଞ୍ଚମ ମ୍ୟାଚ୍‍ ଉଭୟ ଦଳ ଲାଗି ଜିତିବା ନିଶ୍ଚିତପକ୍ଷେ ଗୁରୁତ୍ୱ ରଖୁଛି। ଦ୍ୱିତୀୟ ପାଳିରେ ବ୍ୟାଟିଂ କରି ଭାରତ ଏହି ମ୍ୟାଚ୍‍କୁ ୮ ରନ୍‍ରେ ଜିତିବା ପରେ ଅନେକ ସମୀକରଣ ସୃଷ୍ଟି ହୋଇଛି।

ଏଠାରେ ଗୁରୁବାର ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍‍ରେ ଚଳିତ ସିରିଜ୍‍ର ଅନେକ ପ୍ରଥମ ଘଟଣା ଦେଖିବାକୁ ମିଳିଛି। ଏହା ମଧ୍ୟରେ ସୂର୍ଯ୍ୟକୁମାର ଯାଦବଙ୍କ ଅନ୍ତର୍ଜାତୀୟ ପ୍ରବେଶ, ଲୋକେଶ ରାହୁଲଙ୍କ ଦୁଇ ଅଙ୍କରେ ପହଞ୍ଚିବା, ବିରାଟ କୋହଲି ଷ୍ଟମ୍ପ ଆଉଟ ହେବା ଓ ଇଂଲଣ୍ଡର ଜୋଫ୍ରା ଆର୍ଚର ପ୍ରଥମଥର ୪ୱିକେଟ ଅକ୍ତିଆର କରିବା। ପ୍ରଥମଥର ଏଠାରେ କାକରର ପ୍ରଭାବ ଅନୁଭୂତ ହେବା ଓ ଦ୍ୱିତୀୟ ପାଳିରେ ବ୍ୟାଟିଂ କରି ମ୍ୟାଚ୍‍ ଜିତିବା ଭଳି ଘଟଣା ଏଠାରେ ଦେଖିବାକୁ ମିଳିଛି। ଭାରତୀୟ ମିଡିୟମ୍‍ ପେସ୍‍ ବୋଲରଙ୍କ ଚତୁରତା ମଧ୍ୟ ଦେଖିବାକୁ ମିଳିଛି। ଏଭଳି କ୍ଷେତ୍ରରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଚିନ୍ତା ଅନେକ ପରିମାଣରେ କମିଯାଇଛି। ବିଶେଷକରି ଚଳିତ ସିରିଜ୍‍ରେ ପ୍ରଥମକରି ଇଶାନ କିସାନ ଓ ସୂର୍ଯ୍ୟକୁମାର ଯାଦବ ପ୍ରଭାବୀ ବ୍ୟାଟିଂ କରିବାରେ ସମର୍ଥ ହୋଇଛନ୍ତି। ଶ୍ରେୟସ ଆୟର, ଋଷଭ ପନ୍ତ୍‍ ଓ ହାର୍ଦ୍ଦିକ ପାଣ୍ଡ୍ୟା ଓ ଚତୁର୍ଥ ମ୍ୟାଚ୍‍ ଖେଳିଥିବା ରାହୁଲ ଚହର ଭଲ ଖେଳିଛନ୍ତି। ଏହି ସିରିଜ୍‍ରେ ଯେଉର୍ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି, ସେମାନେ ପ୍ରଭାବ ବିସ୍ତାର କରିବାରେ ସମର୍ଥ ହୋଇଛନ୍ତି। ଏଣୁ ଅଧିନାୟକ କୋହଲିଙ୍କ ମୁଣ୍ଡରୁ ଚିନ୍ତା ଚାଲିଯାଇଛି। କେବଳ ରାହୁଳ ଟେୱାଟିଆ ଏକମାତ୍ର ଖେଳାଳି ଯିଏକି ଏହି ସିରିଜ୍‍ରେ ଏଯାଏ ସୁଯୋଗ ପାଇ ନାହାନ୍ତି। ସେ ହୁଏତ ଶେଷ ମ୍ୟାଚ୍‍ରେ ଯେ ସୁଯୋଗ ନପାଇବେ ତାହା କହି ହେବ ନାହିଁ। କିନ୍ତୁ କୋହଲିଙ୍କ ଚିନ୍ତା ବଢ଼ାଇଛନ୍ତି ଶାର୍ଦ୍ଦୁଳ ଠାକୁର। ସେ କ୍ରମାଗତ ଭାବେ ୱିକେଟ ଅକ୍ତିଆର କରୁଥିଲେ ମଧ୍ୟ ରନ୍‍ ନିୟନ୍ତ୍ରଣ କରିବାରେ ଅସମର୍ଥ ହେଉଛନ୍ତି।

ଅନ୍ୟପକ୍ଷରେ ଇଂଲଣ୍ଡ ଦଳ ଏଯାଏ ଭଲ ଖେଳି ଆସିଛନ୍ତି। ଦଳର ଦୁଇଜଣଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍‍ ଭଲ ଖେଳିଛନ୍ତି। ଓପନର ଜେସନ ରୟ ଓ ଜୋଶ ବଟ୍ଟଲର, ଜନ୍ନି ବେୟାରଷ୍ଟୋ, ବେନ୍‍ ଷ୍ଟୋକ୍ସ ଏହି ସିରିଜ୍‍ରେ ଭଲ ବ୍ୟାଟିଂ କରିବାରେ ସମର୍ଥ ହୋଇଛନ୍ତି। କିନ୍ତୁ ବିଶ୍ୱ ର‍୍ୟାଙ୍କିଙ୍ଗ୍‍ରେ ନଂ-୧ ସ୍ଥାନରେ ଥିବା ଡାୱିଡ ମଲାନ ଓ ଅଧିନାୟକ ଇଅନ ମୋର୍ଗାନ ଭଲ ସ୍କୋର ପାଇ ନଥିବାରୁ ଟିମ୍‍ ମ୍ୟାନେଜ୍‍ମେଣ୍ଟର ଚିନ୍ତା ବଢ଼ିବା ସ୍ୱାଭାବିକ୍‍। ବୋଲରଙ୍କ ମଧ୍ୟରେ ମାର୍କ ଉଡ୍‍ ଓ ଜୋଫ୍ରା ଆର୍ଚର ଭାରତୀୟ ନିର୍ଜୀବ ପିଚ୍‍ରେ ମଧ୍ୟ ଚମତ୍କାରିତା ଦେଖାଇଛନ୍ତି। ଷ୍ଟୋକ୍ସ ଓ ଏକମାତ୍ର ସ୍ପିନର ଆଦିଲ ରଶିଦ୍‍ ମଧ୍ୟ କମାଲ ଦେଖାଇଛନ୍ତି। କିନ୍ତୁ ଭାରତରେ ଟି-୨୦ ବିଶ୍ୱକପ୍‍ ଆୟୋଜିତ ହେଉଥିବାରୁ ଇଂଲଣ୍ଡ ଦଳ ଶେଷଥର ଲାଗି ଏଠାରେ ମ୍ୟାଚ୍‍ ଜିତି ନିଜର ଦବ୍‍ଦବା ଜାହିର କରିବ ବୋଲି ଆଶା କରାଯାଉଛି।