Bangladesh vs India - The Sakala
ବାଂଲାଦେଶରେ IPL ପ୍ରସାରଣ ଉପରେ ବ୍ୟାନ୍‌ ଲଗାଇଲେ ୟୁନୁସ୍ ସରକାର, ମୁସ୍ତାଫିଜୁରଙ୍କୁ KKR ବାଦ୍‌ ଦେବାରୁ ବଢିଲା ବିବାଦ
ନୂଆଦିଲ୍ଲୀ: ବାଂଲାଦେଶ ସରକାର ଦେଶରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଟେଲିକାଷ୍ଟ ଏବଂ ଷ୍ଟ୍ରିମିଂ ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରୋକ ଲଗାଇଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ଦଳରୁ ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ମୁକ୍ତ କରାଯିବା ପରେ ୟୁନୁସ୍ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ବଢୁଥିବା ତିକ୍ତତା ମଧ୍ୟରେ ଏହି ଘଟଣା ସାମ୍ନାକୁ ଆସିଛି।
ଆଜି ବାଂଲାଦେଶ ସରକାର ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିଷ୍ପତ୍ତି ଫଳରେ ବାଂଲାଦେଶର କ୍ରିକେଟ୍ ପ୍ରେମୀମାନେ ଆଉ ଆଇପିଏଲ୍ ମ୍ୟାଚ୍ କୌଣସି ଟିଭି ଚ୍ୟାନେଲ୍ କିମ୍ବା ଡିଜିଟାଲ୍ ପ୍ଲାଟଫର୍ମରେ ଦେଖିପାରିବେ ନାହିଁ। ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ, ବିସିସିଆଇ ବିନା କୌଣସି ଯୁକ୍ତିଯୁକ୍ତ କାରଣରେ ମୁସ୍ତାଫିଜୁରଙ୍କୁ ଆଇପିଏଲ୍‌ରୁ ବାଦ୍ ଦେବା ନିଷ୍ପତ୍ତି ନେଇଛି, ଯାହା ବାଂଲାଦେଶର ଜନସାଧାରଣଙ୍କୁ ବ୍ୟଥିତ ଓ କ୍ଷୁବ୍ଧ କରିଛି। ତେଣୁ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆଇପିଏଲ୍‌ର ସମସ୍ତ ପ୍ରସାରଣ ବନ୍ଦ ରହିବ।
ଉଲ୍ଲେଖଯୋଗ୍ୟ ଯେ, ମିନି ନିଲାମରେ କେକେଆର ମୁସ୍ତାଫିଜୁରଙ୍କୁ ୯.୨୦ କୋଟି ଟଙ୍କାରେ କିଣିଥିଲା। ତେବେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବା ପରେ, ବିସିସିଆଇ କୋଲକାତା ଫ୍ରାଞ୍ଚାଇଜିକୁ ତାଙ୍କୁ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା। ନିୟମ ଅନୁଯାୟୀ କେକେଆର ତାଙ୍କୁ ମୁକ୍ତ କରିଛି ଏବଂ ଏବେ ଦଳ ଜଣେ ବିକଳ୍ପ ଖେଳାଳିଙ୍କୁ ଚୁକ୍ତିବଦ୍ଧ କରିପାରିବ।
ଏହି ବିବାଦର ପ୍ରଭାବ ଆଗାମୀ ଟି-୨୦ ବିଶ୍ୱକପ୍ ଉପରେ ମଧ୍ୟ ପଡିଛି। ବାଂଲାଦେଶ କ୍ରିକେଟ୍ ବୋର୍ଡ ଅନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍ (ICC) କୁ ଚିଠି ଲେଖି ନିଜର ମ୍ୟାଚଗୁଡ଼ିକୁ ଭାରତରୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛି। ବର୍ତ୍ତମାନର କାର୍ଯ୍ୟସୂଚୀ ଅନୁଯାୟୀ ବାଂଲାଦେଶର ମ୍ୟାଚ୍ କୋଲକାତା ଓ ମୁମ୍ବାଇରେ ହେବାର ଥିଲା, କିନ୍ତୁ ଆଇସିସି ଏବେ ଗ୍ରୁପ୍-ସି ମ୍ୟାଚଗୁଡ଼ିକୁ ଶ୍ରୀଲଙ୍କାରେ ଆୟୋଜନ କରିବାକୁ ବିଚାର କରୁଥିବା ରିପୋର୍ଟ ପ୍ରକାଶ ପାଇଛି।
ଚାମ୍ପିଅନ୍ସ ଟ୍ରଫି: ଭାରତକୁ ୨୨୯ ରନର ଟାର୍ଗେଟ ଦେଲା ବାଂଲାଦେଶ
ଦୁବାଇ: ଦୁଇଥରର ଚାମ୍ପିଅନ ଭାରତ ଓ ପଡୋଶୀ ବାଂଲାଦେଶ ମଧ୍ୟରେ ଆଜି ଚାମ୍ପିଅନ୍ସ ଟ୍ରଫି ଗ୍ରୁପ୍‌-ଏ’ ଲିଗ୍‌ ମୁକାବିଲା ଚାଲିଛି। ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ୪୯.୪ ଓଭରରେ ସମସ୍ତ ୱିକେଟ ହାଇର ୨୨୮ ରନ କରଛି। ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ୨୨୯ ରନର ଆବଶ୍ୟକତା ରହିଛି।
ବାଂଲାଦେଶ ପକ୍ଷରୁ ତାନଜିଦ ହାସନ ୨୫ ବଲରେ ୨୫ ରନ ଓ ମେହଦୀ ହାସନ ମିରାଜ ୧୦ ବଲରେ ୫ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ବାଂଲାଦେଶ ଟିମ୍ ଭାରତୀୟ ବୋଲିଂରେ ଧରାଶାୟୀ ହୋଇପଡ଼ିଥିଲା। ପରେ ପାରିକୁ ତୋହିଦ ହୃଦୟ ଓ ଜାକିର ଅଲି ଅନିକ ସମ୍ଭାଳିଥିଲେ। ଜାକିର ଅଲି ୧୧୪ ବଲରେ ୬୮ ରନରେ ଆଉଟ ହୋଇଥିଲେ। ରିସାଦ ହୋସେନ ୧୨ ବଲରେ ୧୮ରନ କରି ଆଉଟ ହେଇଥିଲେ। ତୋହିଦ ହୃଦୟ ଏକ ଶତକୀୟ ଇଂଲିସ ଖେଳିଥିଲେ। ୧୧୮ ବଲରେ ୧୦୦ ରନର କରି ତୋହିଦ ଆଉଟ ହୋଇଥିଲେ।
ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୫ଟି ୱିକେଟ ନେଇଥିବାବେଳେ ହର୍ଷିତ ରାଣା ୩ଟି ଓ ଅକ୍ଷର ପଟେଲ ୨ଟି  ୱିକେଟ ନେଇଥିଲେ।
ଚାମ୍ପିଅନ୍ସ ଟ୍ରଫି: ଭାରତ-ବାଂଲାଦେଶ ମୁକାବିଲା, ଟସ୍ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି
ଦୁବାଇ: ଦୁଇଥରର ଚାମ୍ପିଅନ ଭାରତ ଓ ପଡୋଶୀ ବାଂଲାଦେଶ ମଧ୍ୟରେ ଆଜି ଚାମ୍ପିଅନ୍ସ ଟ୍ରଫି ଗ୍ରୁପ୍‌-ଏ’ ଲିଗ୍‌ ମୁକାବିଲା ଅନୁଷ୍ଠିତ ହେବ। ଆଜିର ମ୍ୟାଚରେ ବାଂଲାଦେଶ ଟସ୍ ଜିତି  ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ନିକଟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଶକ୍ତିଶାଳୀ ଇଂଲଣ୍ଡକୁ ୩-୦ରେ ପରାସ୍ତ କରି ସିରିଜ୍‌ ସୁଇପ୍‌ ହାସଲ କରିଥିବା ରୋହିତ ଶର୍ମାଙ୍କ ଭାରତ ଏହି ମୁକାବିଲା ନେଇ ବେଶ ଉତ୍ସାହୀ ରହିଛି। ଅନ୍ୟପକ୍ଷରେ ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ବାଂଲାଦେଶ ଖେଳିଥିବା ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୱେଷ୍ଟଇଣ୍ଡିଜ୍‌ ନିକଟରୁ ସମସ୍ତ ମ୍ୟାଚ୍‌ରେ ପରାଜିତ ହୋଇଛି। ଫିଲ ସିମନ୍ସ ଓ ସଲ୍ଲାଉଦ୍ଦିନଙ୍କ ଯୋଡି ଏବେ ବାଂଲାଦେଶକୁ ଏକ ଲଢ଼ୁଆ ଦଳରେ ପରିଣତ କରିଥିଲାବେଳେ ଭାରତକୁ କଡ଼ା ଜବାବ ଦେବ ବୋଲି ଯୋଜନା କରିଛି। ଏଣୁ ଏହି ମୁକାବିଲାଟି ବେଶ ରୋମାଞ୍ଚକ ହେବ ବୋଲି ଭାରତୀୟ କ୍ରିକେଟପ୍ରେମୀ ମାନେ ଆଶା ରଖିଛନ୍ତି।
ଭାରତ
ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ହର୍ଷିତ ରାଣା, ମହମ୍ମଦ ସାମି ଓ ବରୁଣ ଚକ୍ରବର୍ତ୍ତୀ।
ବାଂଲାଦେଶ
ନାଜମୁଲ ହୋସେନ ସାଣ୍ଟୋ (ଅଧିନାୟକ), ସୌମ୍ୟ ସରକାର, ତାନଜିଦ ହାସନ, ତୋହିଦ ହୃଦୟ, ମୁସ୍‌ଫିକର ରହିମ,  ଜାକିର ଅଲି ଅନିକ, ମେହଦୀ ହାସନ ମିରାଜ, ରିସାଦ ହୋସେନ, ତାସ୍କିନ ଅହମ୍ମଦ, ମୁସ୍ତାଫିଜୁର ରହମାନ ଓ ତଞ୍ଜିମ ହାସନ ସକିବ ।
ଶେଷ ଦିନିକିଆରେ ବାଂଲାଦେଶକୁ ୪୧୦ ରନର ଟାର୍ଗେଟ ଦେଲା ଭାରତ
ଚଟ୍ଟୋଗ୍ରାମ: ଆଜି ଭାରତ-ବାଂଲାଦେଶ ମଧ୍ୟରେ ଶେଷ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳଯାଉଛି। ୩ ଟିକିଆ ସିରିଜର ଦୁଇଟି ମ୍ୟାଚରେ ପରାଜିତ ହୋଇ ସିରିଜ ହାରି ସାରିଛି ଭାରତ । ଆଜି ସମ୍ମାନ ବଞ୍ଚାଇବାକୁ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୪୦୯ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ବାଂଲାଦେଶକୁ ୪୧୦ ରନର ଆବଶ୍ୟକତା ରହିଛି।
ଭାରତ ପକ୍ଷରୁ ଶିଖର ଧୱନ୍‌ ୮ ବଲରେ ୩ ରନ କରି ଆଉଟ ହୋଇଥିଲେ । ପରେ ପାରିକୁ ଈଶାନ୍‌ କିଷନ୍‌ ଓ ବିରାଟ କୋହଲି ସମ୍ଭାଳିଥିଲେ। ଈଶାନ୍‌ କିଷନ୍‌ ୧୩୧ ବଲରେ ୨୧୦ ରନ କରି ଆଉଟ ହୋଇଥିବା ବେଳେ ବିରାଟ କୋହ୍‌ଲି ୯୧ ବଲରେ ୧୧୩ ରନ କରି ଆଉଟ ହୋଇଥିଲେ। ପରେ ଶ୍ରେୟସ୍‌ ଆୟର୍‌ ୬ ବଲରେ ୩ ରନ କରି ଆଉଟ ହୋଇଥିଲେ। କେ. ଏଲ୍‌. ରାହୁଲ୍‌ ୧୦ ବଲରେ ୮ ରନ କରି ଆଉଟ ହୋଇଥିଲେ। ୱାସିଂଟନ୍‌ ସୁନ୍ଦର ୨୭ ବଲରେ ୩୭ କରି ଆଉଟ ହୋଇଥିଲେ। ଅକ୍ଷର ପଟେଲ୍‌ ୧୭ ବଲରେ ୨୦ ରନ କରି ଆଉଟ ହୋଇଥିଲେ।  ପରେ ପାରିକୁ ଶାର୍ଦ୍ଦୁଳ ଠାକୁର ଓ କୁଳଦୀପ ଯାଦବ ଆଗକୁ ନେଇଥିଲେ। ପରେ ଶାର୍ଦ୍ଦୁଳ ଠାକୁର ୫ ବଲରେ ୩ ରନ କରି ଆଉଟ ହୋଇଥିଲେ।
ବାଂଲାଦେଶ ପକ୍ଷରୁ ତାସ୍କିନ୍‌ ଅହମଦ୍ , ଏବାଦତ୍‌ ହୋସେନ୍‌ ଓ ଶକିବ୍‌ ଅଲ୍‌ ହସନ୍‌ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳ ମେହିଦୀ ହସନ୍‌ ମିର୍ଜା ଓ ମୁସ୍ତାଫିଜୁର୍‌ ରହମନ୍‌ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ବାଂଲାଦେଶ ବିପକ୍ଷରେ ଇଶାନ୍‌ କିଷାନଙ୍କ ୨୧୦ ରନର ବିସ୍ଫୋରକ ବ୍ୟାଟିଂ
ଚଟ୍ଟୋଗ୍ରାମ: ଆଜି ଭାରତ-ବାଂଲାଦେଶ ମଧ୍ୟରେ ଶେଷ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳଯାଉଛି। ୩ ଟିକିଆ ସିରିଜର ଦୁଇଟି ମ୍ୟାଚରେ ପରାଜିତ ହୋଇ ସିରିଜ ହାରି ସାରିଛି ଭାରତ । ଆଜି ସମ୍ମାନ ବଞ୍ଚାଇବାକୁ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟଟିଂ ଜାରି ରହିଛି। ଏହାରି ମଧ୍ୟରେ ଇଶାନ୍‌ କିଷାନ ଏକ ଧୂଆଁଦାର ଇଂନିସ ଖେଳିଥିଲେ। ସେ ୧୩୧  ବଲରେ ୨୧୦ ରନ କରି ଆଉଟ ହୋଇଥିଲେ। ଯେଉଁଥିରେ ୨୪ ଟି ଚୌକା ଓ ୧୦ ଟି ଛକା ସାମିଲ ରହିଛି। ସେ ମାତ୍ର ୧୩୧ ବଲରେ ଏପରି ଦୁଇ ଶତକ ହାସଲ କରି ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ କେହି ବି ଏତେ କମ ବଲରେ ଦୁଇ ଶତକ ହାସଲ କରି ନ ଥିଲେ। ସେ ଦିନିକିଆ କ୍ରିକେଟରେ ଦ୍ରୁତତମ ଦୁଇ ଶତକ ହାସଲ କରିଥିବା ପ୍ରଥମ ଖେଳାଳି ମଧ୍ୟ ହୋଇଛନ୍ତି।
ଏଥିସହ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟର ଦିନିକିଆ ଫର୍ମାଟରେ ୨୦୦ ରନ କରିଥିବା କ୍ରିକେଟରଙ୍କ କ୍ଲବରେ ସାମିଲ ହୋଇଛନ୍ତି। ୨୧୦ ରନ କରି ଇଶାନ୍‌ କିଷାନ ଅନ୍ତରାଷ୍ଟ୍ରୀୟ କ୍ରିକେଟର ସର୍ବାଧିକ ରନ କରିଥିବା ଖେଳାଳିଙ୍କ ମଧ୍ଯରେ ୬ ତମ ସ୍ଥାନରେ ରହିଥିବା ବେଳେ ଡବଲ ଶତକ ହାସଲ କରିବାରେ ଭାରତର ୪ର୍ଥ ବ୍ୟାଟ୍ସମ୍ୟାନ ହୋଇଛନ୍ତି।
ଅନ୍ତରାଷ୍ଟ୍ରୀୟ କ୍ରିକେଟର ଦିନିକିଆରେ ସର୍ବାଧିକ ରନ କରି ପ୍ରଥମ ସ୍ଥାନରେ ଅଛନ୍ତି ଭାରତୀୟ କ୍ରିକଟେର ରୋହିତ ଶର୍ମା, ୨ୟରେ ଅଛନ୍ତି ମାର୍ଟିନ ଗୁପ୍ଟିଲ, ୩ୟ ରେ ବିରେନ୍ଦ୍ର ସେହ୍ବାଗ, ୪ର୍ଥରେ କ୍ରିସ ଗେଲ , ୫ମରେ ଫକର ଜମାନ ରହିଥିବା ବେଳେ ଇଶାନ୍‌ କିଷାନ ୬ ତମ ସ୍ଥାନରେ ରହିଛନ୍ତି।  ସେହିପରି ଭାରତୀୟ କ୍ରିକଟରେ ଇଶାନ୍‌ କିଷାନଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହ୍ବାଗ, ରୋହିତ ଶର୍ମା ଡବଲ ଶତକ ହାସଲ କରିଛନ୍ତି।
ଭାରତ-ବାଂଲାଦେଶ ପ୍ରଥମ ଦିନିକିଆ: ସଙ୍ଘର୍ଷ କରି ହାରିଲା ଭାରତ, ବାଂଲାଦେଶର ରୋମାଞ୍ଚକ ବିଜୟ
ନୂଆଦିଲ୍ଲୀ: ଆଜି ଠାରୁ ଭାରତ-ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ୍‌ । ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ଟିମ୍‌ ଇଣ୍ଡିଆ ମୋଟ ୪୧ ଓଭର ୨ଟି ବଲ୍‌ ଖେଳି ୧୮୬ କରି ଅଲ୍‌ଆଉଟ୍‌ ହୋଇଥିଲା। ଆଜି ଏହି କମ ସ୍କୋରିଂ ଇଂନିସରେ ରୋମାଞ୍ଚ ଭରା ମ୍ୟାଚ ଦେଖିବାକୁ ମିଳିଥିଲା । ଭାରତ ଘାତକ ବୋଲିଂ କରିଥିଲେ ମଧ୍ୟ ଶେଷ ୱିକେଟ ନେବାରେ ବିଫଳ ହୋଇଥିଲା। ମେହଦି ହାସାନ ମିର୍ଜା ଏକ ସାନଦାର ଇଂନିସ ଖେଳି ବାଂଲାଦେଶକୁ ବିଜୟ ଦେଇଥିଲେ। ବାଂଲାଦେଶ ୯ ୱିକେଟ ହରାଇ ୪୬ ଓଭରରେ ୧୮୭ କରି ଆଜିର ମ୍ୟାଚକୁ ଜିତିନେଇଛ।
ବାଂଲାଦେଶ ପକ୍ଷରୁ ଏନ୍‌.ଏଚ୍‌ ସାଣ୍ଟୋ କୌଣସି ରନ  ନ କରି ଆଉଟ ହୋଇଥିଲେ। ଅଧିନାୟକ ଲିଟନ ଦାସ ୬୩ ବଲରେ ୪୧ ରନ କରି ଆଉଟ ହୋଇଥିଲେ। ପରେ ଅନାମୁଲ ହକ ୨୯ ବଲରେ ୧୪ ରନ କରି ଆଉଟ ହୋଇଥିବା ବେଳ ସାକିବ ଅଲ୍‌ ହାସନ ୩୮ ବଲରେ ୨୯ ରନ କରି ଆଉଟ ହୋଇଥିଲେ । ମୁସଫିକର ରହିମ ୪୫ ବଲରେ ୧୮ ରନ କରି ଆଉଟ ହୋଇଥିଲେ। ମହମୁଦୁଲ୍ଲା ମଧ୍ଯ ୩୫ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ମେହଦି ହାସାନ ମିର୍ଜା ଓ ଅଫିଫ୍ ହୋସେନ ପାରିକୁ ସମ୍ଭାଳିଥିଲେ। ପରେ ଅଫିଫ୍ ୧୨ ବଲରେ ୬ ରନ କରି ଆଉଟ ହୋଇଥିଲେ। ଇବାଦତ ହୋସେନ ଓ ହାସାନ ମହମ୍ମଦ କୌଣସି ରନ ନ କରି ଆଉଟ ହୋଇଥିଲେ। ମୁସ୍ତାଫିଜୁର ରେହମାନ ଓ ମେହଦି ହାସାନ ମିର୍ଜା ପାରିର ଶେଷ ଭାଗ ସମ୍ଭାଳିଥିଲେ। ମେହଦି ହାସାନ ମିର୍ଜା ଏକ ମ୍ୟାଚ ଉଇନିଂ ପାରି ଖେଳିଥିଲେ। ମେହଦି ହାସାନ ମିର୍ଜା ୩୯ ବଲରେ ୩୮ ରନ କରି ଅପରାଜିତ ରହିଥିଲେ। ମୁସ୍ତାଫିଜୁର ରେହମାନ ୧୧ ବଲରେ ୧୦ ରନ କରି ଅପରାଜିତ ରହିଥିଲେ।
ଭାରତୀୟ ଟିମ୍‌  ପକ୍ଷରୁ ସର୍ବାଧିକ ୱିକେଟ ମହମ୍ମଦ ସିରାଜ ୩ଟି ୱିକେଟ ନେଇଥିଲେ। କୁଳଦୀପ ସେନ୍‌ ଓ  ୱାସିଂଟନ ସୁନ୍ଦର ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେହିପରି ସୁର୍ଦଲ ଠାକୁର ଓ ଦୀପକ ଚହର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
ନୂଆଦିଲ୍ଲୀ : ଆସନ୍ତାକାଲି ଠାରୁ ବାଂଲାଦେଶ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ୍‌ ଆରମ୍ଭ ହେବ। ଟି-୨୦ ବିଶ୍ୱକପ ସେମି ଫାଇନାଲରୁ ଦୁଃଖଦ ବିଦାୟ ପରେ ପ୍ରଥମଥର ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଦିନିକିଆ ସିରିଜ୍‌ ଖେଳିବାକୁ ଯାଉଛି।ଏହାପୂର୍ବରୁ ଟିମ ଇଣ୍ଡିଆ ଶିଖର ଧୱନଙ୍କ ନେତୃତ୍ୱରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ୍‌ ଖେଳିଥିଲା। ହେଲେ ଏବେ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା କମବ୍ୟାକ କରିଛନ୍ତି। ଆସନ୍ତାକାଲି ଦିନ ୧୧.୩୦ରେ ମ୍ୟାଚ୍‌ ଆରମ୍ଭ ହେବ।
ରବିବାରଠୁ  ଆରମ୍ଭ ହେବାକୁ ଥିବା ଦିନିକିଆ ଶୃଙ୍ଖଳା ପୂର୍ବରୁ ଆଜି ସନ୍ଧ୍ୟାରେ  ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କହିଛନ୍ତି, ସେ ବାଂଲାଦେଶକୁ ହାଲୁକା ନେବାର ଭୁଲ୍ କରିବେ ନାହିଁ। ଘରୋଇ ଦଳ ଅନେକ ବର୍ଷ ଧରି ଉନ୍ନତ ପ୍ରଦର୍ଶନ କରି ଆସିଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ଦିନିକିଆ ଢାକାରେ ଖେଳାଯିବ।
ରୋହିତ ଶର୍ମା ମ୍ୟାଚ୍‌ର ପୂର୍ବ ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗତ ସାତ ଆଠ ବର୍ଷରେ ବାଂଲାଦେଶ ଏକ ଭିନ୍ନ ଦଳରେ ପରିଣତ ହୋଇଛି। ଏହା ଏକ ଚ୍ୟାଲେଞ୍ଜିଂ ଦଳ। ସେମାନଙ୍କ ବିପକ୍ଷରେ ବିଜୟ ସହଜରେ ମିଳିନାହିଁ। ଜିତିବା ପାଇଁ ହେଲେ ସେମାନଙ୍କ ବିପକ୍ଷରେ ଉନ୍ନତ କ୍ରିକେଟ୍ ଖେଳିବାକୁ ପଡିବ। ଆଇସିସି ଟି-୨୦ ବିଶ୍ଵ କପ୍‌ରେ ଦୁଇ ଦଳ ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା। ୨୦୧୫ରେ ଏଠାରେ ଆମେ ସିରିଜ୍ ହାରିଥିଲୁ। ଆମେ କଦାପି ଏହା ଭାବିକି ଏଠାକୁ ଆସିନୁ ଯେ, ଏହି ଗସ୍ତ ଆମ ପାଇଁ ସହଜ ହେବ ବୋଲି ରୋହିତ ଶର୍ମା କହିଛନ୍ତି।
ତେବେ ଏହି ମ୍ୟାଚ୍‌ ପୂର୍ବରୁ ଭାରତକୁ ବହୁତ ବଡ଼ ଝଟକା ଲାଗିଛି। ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ୍‌ରୁ ଆହତ ସମସ୍ୟା ପାଇଁ ବାଦ ପଡ଼ିଛନ୍ତି ‌ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି। ସେ ବାଦ ପଡ଼ିବାରୁ ଯୁବ ବୋଲର ଉମ୍ରାନ ମଲିକଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଛି। ନିକଟରେ ଉମ୍ରାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆରେ ଡେବ୍ୟୁ କରିଥିଲେ।
ବିସିସିଆଇର ସୂଚନା ଅନୁଯାୟୀ, ଶାମି କାନ୍ଧ ଜନିତ ସମସ୍ୟାରେ ପଡ଼ିଛନ୍ତି। ଏଥିପାଇଁ ସେ ବେଙ୍ଗାଲୁରୁ ସ୍ଥିତ ଏନସିଏରେ ରିହ୍ୟାବ କରୁଛନ୍ତି। ତାଙ୍କ ଆହତ ସମସ୍ୟା ଉପରେ ବିସିସିଆଇ ମେଡିକାଲ ଟିମ୍ ନଜର ରଖିଛି। ଅଷ୍ଟ୍ରେଲିଆରୁ ଫେରିବା ପରେ ଶାମି ଟ୍ରେନିଂ ସେସନ୍ସରେ ଯୋଗ ଦେଇଥିଲେ। ଏହି ସମୟରେ ସେ ଆହତ ସମସ୍ୟାରେ ପଡ଼ିଥିଲେ ବୋଲି କୁହାଯାଉଛି।ତାଙ୍କ ଆହତ ସମସ୍ୟା କେତେ ଗୁରୁତର ସେକଥା ଜଣାପଡ଼ିନି। କିନ୍ତୁ ୧୪ ତାରିଖରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସେ ଉପଲବ୍ଧ ହେବେ କି ନାହିଁ, ତା’କୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଭାରତ ବନାମ ବାଂଲାଦେଶ ସିରିଜର ଲାଇଭ୍ ଟେଲିକାଷ୍ଟ କେଉଁଠାରେ ଦେଖି ହେବ
କାଲିଠୁ ଭାରତ ବାଂଲାଦେଶ ବିପକ୍ଷରେ ୩ଟିକିଆ ଦିନିକିଆ ମ୍ୟାଚ ଖେଳିବାକୁ ଯାଉଥିବା ବେଳେ  କ୍ରିକେଟ୍ ପ୍ରଶଂସକଙ୍କର ସବୁଠୁ ବଡ ପ୍ରଶ୍ନ ଏହି ସିରିଜ୍‌ର ମ୍ୟାଚ୍‌ଗୁଡିକୁ କେଉଁ ଚ୍ୟାନେଲ ଏବଂ ଓଟିଟି ପ୍ଲାଟଫର୍ମରେ ଦେଖି ପାରିବେ। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପରି ବାଂଲାଦେଶ ବିପକ୍ଷ ସିରିଜ୍‌ର ପ୍ରସାରଣ ଷ୍ଟାର ଚ୍ୟାନେଲ୍ କିମ୍ବା ଡିଜନୀ ହଟ୍ ଷ୍ଟାରରେ ପ୍ରସାରିତ ହେବ ନାହିଁ। ଏହି ସିରିଜ୍‌ର ପ୍ରସାରଣ ଆମାଜନ ପ୍ରାଇମ୍‌ରେ ହେବାକୁ ଯାଉଛି।ତେବେ ଯେଉଁମାନଙ୍କ ପାଖରେ ଆମାଜନ ପ୍ରାଇମ୍‌ର ସସ୍କ୍ରାଇବ୍ ନାହିଁ ସେମାନଙ୍କ ପାଇଁ ମଧ୍ୟ ଚିନ୍ତା କରିବାର ନାହିଁ କାରଣ ସିରିଜ୍‌ର ପ୍ରସାରଣ ସୋନି ସ୍ପୋର୍ଟ୍ସରେ ହେବ। ତେଣୁ ସୋନି ସ୍ପୋର୍ଟ୍ସ ଟେନର ଅଲଗା ଅଲଗା ଚ୍ୟାନେଲ୍‌ରେ ଦର୍ଶକ ମ୍ୟାଚ୍ ଦେଖି ପାରିବେ। ଏହା ସହିତ ଲାଇଭ୍ ଷ୍ଟ୍ରିମିଂ ସୋନି ଲିଭ୍‌ରେ କରାଯିବ।
ଭାରତ ବନାମ ବାଂଲାଦେଶ ଦିନିକିଆ ସିରିଜ୍ ୪ ଡିସେମ୍ବର, ରବିବାର ଠାରୁ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍ ଢାକାସ୍ଥିତ ଶେର-ଇ-ବାଙ୍ଗଳା ଜାତୀୟ ଷ୍ଟାଡିୟମରେ ଖେଳାଯିବ।
ପ୍ରଥମ ଦିନିକିଆ- ୪ ଡିସେମ୍ବର
ଦ୍ୱିତୀୟ ଦିନିକିଆ- ୭ ଡିସେମ୍ବର
ତୃତୀୟ ଦିନିକିଆ- ୧୦ ଡିସେମ୍ବର
ପ୍ରଥମ ଟେଷ୍ଟ- ୧୪ରୁ ୧୮ ଡିସେମ୍ବର
ଦ୍ୱିତୀୟ ଟେଷ୍ଟ- ୨୨ରୁ ୨୬ ଡିସେମ୍ବର