Jolly LLB - The Sakala

‘ଜଲି ଏଲ୍ଏଲ୍‌ବି’ ଥାର୍ଡ ପାର୍ଟରେ ଅକ୍ଷୟ
ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାରଙ୍କ ହାତରେ ବଲିଉଡ୍‌ର ଅନେକ ଫିଲ୍ମ ରହିଛି । ଅକ୍ଷୟଙ୍କ ହାତରେ ଏତେ ଅଫର୍ ରହିଛି ଯେ, ସେ ଗୋଟିଏ ଫିଲ୍ମର ସୁଟିଂ ସାରିବା ପରେ ଦ୍ବିତୀୟ ଫିଲ୍ମର ସୁଟିଂ ଆରମ୍ଭ କରି ଦିଅନ୍ତି। କିଛିଦିନ ପୂର୍ବରୁ ଅକ୍ଷୟ ‘ବଚ୍ଚନ ପାଣ୍ଡେ’ର ସୁଟିଂ ଶେଷ କରିଛନ୍ତି। ଏହାର ସୁଟିଂ ଶେଷ କରି ଅକ୍ଷୟ ‘ରାମସେତୁ’ର ସୁଟିଂ ପାଇଁ ଅଯୋଧ୍ୟା ଯାଇଛନ୍ତି। ଏବେ ପୁଣି ଅକ୍ଷୟଙ୍କ ହାତରେ ଆଉ ଗୋଟିଏ ଫିଲ୍ମ ରହିଛି। ‘ଜଲି ଏଲ୍ଏଲ୍ ବି-୨’ର ତୃତୀୟ ପାର୍ଟରେ ଅକ୍ଷୟ ନଜର ଆସିବେ । ଏହି ଫିଲ୍ମର ସୁଟିଂ ଚଳିତବର୍ଷ ଜୁନ୍-ଜୁଲାଇରେ ଆରମ୍ଭ ହେବ।