Bilkis Bano - The Sakala

ଗଣଦୁଷ୍କର୍ମ ଅଭିଯୁକ୍ତଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଗଲେ ପୀଡିତା ବିଲକିସ୍ ବାନୋ
ନୂଆଦିଲ୍ଲୀ: ୨୦୦୨ ଗଣଦୁଷ୍କର୍ମ ମାମଲାରେ ଦୋଷୀମାନଙ୍କ ଦଣ୍ଡ କୋହଳ ତଥା ସେମାନଙ୍କୁ ମୁକ୍ତି ମିଳିବା ରାୟ ବିରୋଧରେ ସର୍ବୋଚ୍ଚ ନ୍ୟାଳୟୟରେ ଦ୍ୱାରସ୍ଥ ହୋଇଛନ୍ତି ପୀଡିତା ବିଲକିସ୍ ବାନୋ। ୧୧ ଦୋଷୀଙ୍କୁ ଆଗୁଆ ଜେଲରୁ ମୁକ୍ତ କରିବାକୁ ଚ୍ୟାଲେଞ୍ଜ କରି ବିଲକିସ୍ ବାନୋ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି। ବିଲକିସ୍ ବାନୋଙ୍କ ଓକିଲ ଶୋଭା ଗୁପ୍ତା ଏହି ସୂଚନା ଦେଇଛନ୍ତି ।

ଦୋଷୀମାନଙ୍କୁ ଛାଡ କରିବା ନେଇ ବିଲକିସ୍ ବାନୋ ଦୁଇଟି ଆବେଦନ କରିଛନ୍ତି । ପ୍ରଥମ ଆବେଦନରେ ଦୋଷୀମାନଙ୍କୁ କାହିଁକି ଛଡାଗଲା ବୋଲି କୋର୍ଟକୁ ଚ୍ୟାଲେଞ୍ଜ କରିଛନ୍ତି ଓ ସମସ୍ତ ୧୧ ଜଣ ଦୋଷୀଙ୍କୁ ତୁରନ୍ତ ଜେଲ ପଠାଇବାକୁ କୋର୍ଟଙ୍କ ନିକଟରେ ଗୁହାରି କରିଛନ୍ତି । ଦ୍ୱିତୀୟ ଆବେଦନରେ ସୁପ୍ରିମକୋର୍ଟ ମେ, ମାସରେ ଦେଇଥିବା ରାୟ ଉପରେ ପୁର୍ନବିଚାର କରିବାକୁ ଗୁହାରି କରିଛନ୍ତି । ସୁପ୍ରିମକୋର୍ଟ ମେ, ମାସରେ ଦେଇଥିବା ରାୟରେ କହିଥିଲେ କି ଦୋଷୀଙ୍କୁ ମୁକ୍ତ କରିବା ଉପରେ ଗୁଜରାଟ ହାଇକୋର୍ଟ ବିଚାର କରିବେ ।

ଗୁଜରାଟରେ ୨୦୦୨ ଦଙ୍ଗା ସମୟରେ ବିଲକିସ୍ ବାନୋଙ୍କୁ ବଳାତ୍କାର ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା ମାମଲାରେ ୧୧ ଦୋଷୀଙ୍କୁ ଗୁଜରାଟ ସରକାର ଚଳିତ ବର୍ଷ ଅଗଷ୍ଟ ୧୫ରେ ମୁକ୍ତ କରିଥିଲେ।