Kusum Tete - The Sakala

କୁସୁମ ଟେଟେ, ଟଙ୍କଧର ତ୍ରିପାଠୀଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
ଭୁବନେଶ୍ୱର: ଝରସୁଗୁଡା ଉପନିର୍ବାଚନ ପାଇଁ ବିଜେପି ଗୁଣ୍ଡାଗର୍ଦ୍ଧି କରିବା ଅଭିଯୋଗ ନେଇ ସିଇଓଙ୍କ ପାଖରେ ଫେରାଦ ହେଲା ବିଜେଡି। ଲାଇକେରା  ଅଞ୍ଚଳରେ ବିଧାୟିକା କୁଶୁମ ଟେଟେ ଓ ଟଙ୍କଧର ତ୍ରିପାଠୀ  ପ୍ରଚାର କରୁଥିଲେ। ସେଠାରେ ବିଜେଡି କର୍ମୀମାନେ ଘରକୁ ଘର ବୁଲି ପ୍ରଚାର କରୁଥିଲେ। ହେଲେ ସେଠାରେ ବିଜେଡି କର୍ମୀଙ୍କୁ ଗାଳି ଗୁଲଜ ସହ ଜାତିଆଣ ଆକ୍ଷପ କରଥିଲେ। ପରେ ପୁଣି ଥିରେ ବିଜେପି ଆଉ କିଛି କର୍ମୀ ଆସି ବିଜେଡି କର୍ମୀଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। କେବଳ ଏଠି ନୁହେଁ ପଦ୍ମପୁରରେ ମଧ୍ୟ କୁସୁମ ଟେଟେ ମଧ୍ୟ ଏମିତି ଆଚରଣ କରିଥିଲେ। ସେଠାରେ ଆବାଧ ନିର୍ବାଚନ ପାଇଁ  ବିଜେପି ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ କରିବା ବ୍ୟବସ୍ଥା କରନ୍ତୁ।

ବିଜେପି ବିଧାୟିକା କୁସୁମ ଟେଟେ ଓ ତାଙ୍କ ସମର୍ଥକଙ୍କ ନାଁରେ ଥାନାରେ ଏତଲା ଦେଲେ ଜିଏସଟି ଅଧିକାରୀ
ବରଗଡ଼: ପଦମପୁର ଜିଏସଟି ରେଡ୍ ବେଳେ ବିଜେପି ଗୁଣ୍ଡାଙ୍କ ଆକ୍ରମଣ ଘଟଣା । ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ଜିଏସଟି ଅଧିକାରୀ । ପଦମପୁର ଥାନାରେ ଜିଏସଟି ଅଧିକାରୀ ଏତଲା ଦେଇଛନ୍ତି । ବିଜେପି ବିଧାୟିକା କୁସୁମ ଟେଟେ ଓ ତାଙ୍କ ସମର୍ଥକଙ୍କ ନାଁରେ ଅଭିଯୋଗ ହୋଇଛି । ପାଇକମାଳରେ ଜିଏସଟି ଚଢ଼ାଉ ବେଳେ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ କୁସୁମ ଓ ତାଙ୍କ ସମର୍ଥକ । ଜିଏସଟି ଅଧିକାରୀଙ୍କ କାଗଜ ପତ୍ର ଛଡ଼ାଇ ନେଇଥିଲେ ।

ମହିଳା ଅଧିକାରୀଙ୍କୁ ଆକ୍ରମଣ ଓ ଅଶାଳୀନ ବ୍ୟବହାର ଅଭିଯୋଗ ହୋଇଥିଲା । ସରକାରୀ କାର୍ଯ୍ୟରେ ଉଦ୍ଦେଶ୍ୟମୂଳକ ଭାବେ ବାଧା ସୃଷ୍ଟି ଅଭିଯୋଗ । ଜଗଦମ୍ବା କ୍ଲଥ ଷ୍ଟୋରରେ ଚଢାଉ ବେଳେ ୧୦-୨୦ଲୋକ ବାଧା ଦେଇଥିଲେ । କପଡା କିଣିବା ବାହାନାରେ ଚଢାଉ କାର୍ଯ୍ୟରେ ବାଧା ଦେଇଥିଲେ । ଦୋକାନ ମାଲିକ ସୁନୀଲ ଅଗ୍ରୱାଲ ମଧ୍ୟ ସହଯୋଗ କରୁଥିଲେ ।

ଏହାର ୨ଘଣ୍ଟା ପରେ ୫୦୦ରୁ ଅଧିକ ଲୋକ ଜୋର ଜବରଦସ୍ତ ଦୋକାନରେ ପଶିଥିଲେ । ଚଢାଉରେ ନିୟୋଜିତ କର୍ମଚାରୀଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ମହିଳା ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ସ୍ଥାନୀୟ ପୋଲିସ ଆମକୁ ସେହି ଜାଗାରୁ ଉଦ୍ଧାର କରିଥିଲେ । ଦୁର୍ବୃତ୍ତମାନେ ଗାଡି ଭାଙ୍ଗିବା ସହ ସରକାରୀ କାର୍ଯ୍ୟରେ ବାଧା ଦେଇଥିଲେ । ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ GST ଅଧିକାରୀ ଏତଲା ଦେିଛନ୍ତି ।