BusAccident - The Sakala

ରାଜସ୍ଥାନ ଦଉସାରେ ବ୍ରିଜରୁ ଖସିଲା ବସ୍; ୪ ମୃତ, ୨୪ ଆହତ
ରାଜସ୍ଥାନ: ରବିବାର ରାତିରେ ରାଜସ୍ଥାନର ମର୍ମନ୍ତୁଦ ଦୁର୍ଘଟଣା । ରାଜସ୍ଥାନ ଦଉସାରେ ବ୍ରିଜରୁ ଖସିଲା ବସ୍, ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଆହତ ହୋଇଛନ୍ତି ।  ହରିଦ୍ୱାରରୁ ଜୟପୁର ଯାଉଥିବା ଏକ ବସ୍‌ ଗତ ରାତିରେ ୨୧ ନଂ ଜାତୀୟ ରାଜପଥ ଅତିକ୍ରମ କରୁଥିଲା। ରାତି ପ୍ରାୟ ୨ଟା ପରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବଖସିପଡିଥିଲା । ଫଳରେ ବସ୍‌ଟି ବାଡ଼ାରେ ପିଟି ହୋଇ ତଳେ ଥିବା ରେଲୱେ ଟ୍ରାକ୍‌ରେ ଖସି ପଡ଼ିଥିଲା। ଏହି ଦୁର୍ଘଟଣା ପରେ ବସ୍‌ଟି ସମ୍ପୂର୍ଣ୍ଣ ଚେପା ହୋଇ ଯାଇଛି।ଖବର ପାଇ ତୁରନ୍ତ ପୁଲିସ୍‌, ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେଲା ଯାତ୍ରୀବାହୀ ବସ୍‌, ୭ ଯାତ୍ରୀ ଆହତ
ବାରିପଦା: ବାରିପଦା ୧୮ନଂ ଜାତୀୟ ରାଜପଥର ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ରାଗ୍ଧା କଲେଜ ଛକ ଅନତି ଦୂରରେ ଏକ ଘରୋଇ ଯାତ୍ରୀବାହୀବସ ମଧ୍ୟାହ୍ନରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସର ୬/୭ଜଣ ଯାତ୍ରୀ ଆହତ ହୋଇଛନ୍ତି । ସୂଚନା ମୁତାବକ ଓଆର-୧୧କେ- ୩୪୫୧ ନମ୍ବର ବିଶିଷ୍ଟ ଶ୍ରୀଜଗନ୍ନାଥ ନାମକ ଏକ ଘରୋଇ ବସ ରାସଗୋବିନ୍ଦପୁର ଷ୍ଟେସନ ଅମର୍ଦାରୁ ଦାନ୍ତିଆମୁହାଁ ହୋଇ ବାରିପଦା ଆସୁଥିଲା। ତେବେ ରାଗ୍ଧା କଲେଜଛକରୁ ବସ ଛାଡିବାର ଅନତି ଦୂରରେ କୌଣସି କାରଣରୁ ବସ ଉପରୁ ଚାଳକ ନିୟନ୍ତ୍ରଣ ହରାଇ ବସିବାରୁ ଭାରସାମ୍ୟ ହରାଇ ବସଟି ଜାତୀୟ ରାଜପଥରୁ ପ୍ରାୟ ୭୦ଫୁଟ ତଳକୁ ଖସି ଏକ ପାଣି ନାଳ ଭିତରେ ପଶି ଅଟକି ଯାଇଥିଲା ।

ଦୁର୍ଘଟଣା ଗ୍ରସ୍ତ ଯାତ୍ରୀଙ୍କ ମଧ୍ୟରେ ପାରିଆକୁଲି ଗ୍ରାମର ଠାକୁରାମ ଟୁଡୁଙ୍କ ପୁଅ ପିତାମ୍ବରଙ୍କ ଛାତିରେ ଜୋର ଆଘାତ ଲାଗିଥିବାରୁ ସେ ଗୁରୁତର ଥିବା ଜଣାଯାଇଛି। ତେବେ ଏହି ଦୁର୍ଘଟଣାରେ ଅନ୍ୟ ଗୁରୁତରଙ୍କର ପରିଚୟ ମିଳିପାରିନାହିଁ। ସମସ୍ତ ଆହତ ଏବଂ ଗୁରୁତରଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବରପାଇ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି। ତେବେ ଚାଳକଙ୍କୁ ବାରମ୍ବାର ଛିଙ୍କ ଆସିବାରୁ ଏଭଳି ଦୁର୍ଘଟଣା ଘଟିଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଯାତ୍ରୀ ସୂଚନା ଦେଇଛନ୍ତି । ଦୁର୍ଘଟଣାଗ୍ରସ୍ତ ବସଟି ସଞ୍ଜିତ କୁମାର ବେହେରାଙ୍କ ନାମରେ ପଞ୍ଜିକୃତ ଥିବା ଜଣାଯାଇଛି। ପୁଲିସ ଉଦ୍ଧାରକାର୍ଯ୍ୟ ସହିତ ତଦନ୍ତ ଜାରି ରଖିଛି। ଦୁର୍ଘଟଣା ପରେ ଚାଳକ ଫେରାର ଥିବା ଜଣାଯାଇଛି।

ଭାରସାମ୍ୟ ହରାଇ ରାସ୍ତାତଳକୁ ଖସିଲା ଯାତ୍ରୀବାହି ବସ, ଅଳ୍ପକେ ବର୍ତ୍ତିଲେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ
ଢେଙ୍କାନାଳ: କାମାକ୍ଷାନଗର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଯାତ୍ରୀବାହି ବସ, ଅଳ୍ପକେ ବର୍ତିଲେ ଯାତ୍ରୀ। ରୋଡମାଷ୍ଟର ନାମକ ଯାତ୍ରୀବାହୀ ବସ ପାଲହଡାରୁ ଯାତ୍ରୀନେଇ ଭୁବନେଶ୍ୱର ଯାଉଥିବାବେଳେ ବିଜାଡିହ ଛକନିକଟରେ ରାସ୍ତାତଳକୁ ଖସିଯାଇଥିଲା। ସୁଚନା ମୁତାବକ ଆଜି ଭୋର ସମୟର ” ରେଡମାଷ୍ଟର ” ଯାତ୍ରୀବାହି ବସ ପାଲହଡାରୁ ଯାତ୍ରୀନେଇ ୬.୩୦ ବେଳକୁ କାମାକ୍ଷାନଗର ବସଷ୍ଟାଣ୍ଡରେ ପହଞ୍ଚିଥିଲେ। ଏବଂ ୬.୩୦ ରୁ ୨୦ରୁ ଉର୍ଦ୍ଧ୍ବ ଯାତ୍ରି ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ କାମାକ୍ଷାନଗର ଥାନା ଢେଙ୍କାନାଳ- କାମାକ୍ଷାନଗର ପୂର୍ତ୍ତବିଭାଗ ରାସ୍ତାର ବିଜାଡିହ  ଛନିକଟରେ ଏକ ବାଛୁରିକୁ ବଞ୍ଚାଇବାକୁ ଯାଇ ଭାରସମ୍ୟ ହରାଇ ରାସ୍ତାତଳକୁ ଖସିଯାଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବସରୁ ବାହାରି ଆସିଥିଲେ। ଏବଂ ଯାତ୍ରମାନେ ଅନ୍ୟ ଗାଡିରେ ନିଜ ସୁବିଧାରେ ଗନ୍ତବ୍ୟ ସ୍ଥଳକୁ ଯାଇଥିବା ଜଣାପଡିଛି। ଏକ ବଡ ଅଘଟଣରୁ ଅଳ୍ପକେ ବର୍ତି ଯାଇଛନ୍ତି।

ଇଟାମାଟି ନିକଟରେ ବସ ଦୁର୍ଘଟଣା, ଜଣେ ମୃତ, ୫ ଗୁରୁତର
ନୟାଗଡ଼ : ନୟାଗଡ଼ ଜିଲ୍ଲା ଇଟାମାଟି ନିକଟସ୍ଥ ଜାତୀୟ ରାଜପଥରେ ମଙ୍ଗଳବାର ଭୋର ସମୟରେ ଏକ ବସ ଦୁର୍ଘଟଣା ଗସ୍ତ ହୋଇଛି । ଏନଏଚ ପାଶ୍ୱର୍ରେ ଠିଆ ହୋଇଥିବା ଏକ ମାର୍ବଲ ବୋଝେଇ ଟ୍ରକରେ ପଛ ପାଖରେ ବସ ପିଟି ହୋଇଛି । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ୫ ଜଣ ଗୁରୁତର ଆହାତ ହୋଇଛନ୍ତି । ସୂଚନାନୁସାରେ, ଜୁନାଗଡ଼ରୁ ଭୂବନେଶ୍ୱର ଯାଉଥିବା ଯାତ୍ରୀବାହୀ ବସ ମାଣିକେଶ୍ୱରୀ ଠାରେ ଭୋର ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବସ ଚାଳକଙ୍କ ଆଖି ପଡ଼ି ଯିବାର ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ଖବରପାଇ ସ୍ଥାନୀୟ ପୁଲିସ ଏବଂ ଲୋକମାନେ ବସ ମଧ୍ୟରୁ ଆହାତଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଡାକ୍ତର ଆହାତଙ୍କ ମଧ୍ୟରୁ ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣଙ୍କ ଜୁନାଗଡ଼ର ଅମର ଚାନ୍ଦ ବୋଲି ସୂଚନା ମିଳିଛି । ଅନ୍ୟ ୫ ଜଣ ଆହାତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଜଣେ ଆହାତ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଇଟାମାଟି ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଥିବା ସୂଚନା ମିଳିଛି