Ruturaj Gaikwad - The Sakala

ଆଜି ଆଇପିଏଲ୍ ମୁକାବିଲା: ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ ଓ ପଞ୍ଜାବ କିଙ୍ଗସ୍
ଆଇପିଏଲ୍ (IPL 2026) ର ୭ମ ମ୍ୟାଚରେ ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପର କିଙ୍ଗସ୍ (CSK) ଏବଂ ପଞ୍ଜାବ କିଙ୍ଗସ୍ (PBKS)। ଚେନ୍ନାଇର ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମ୍ ଠାରେ ଭାରତୀୟ ସମୟ ସନ୍ଧ୍ୟା ୭:୩୦ ମିନିଟରେ ଏହି ରୋମାଞ୍ଚକର ମୁକାବିଲା ଆରମ୍ଭ ହେବ। କ୍ରିକେଟ୍ ପ୍ରେମୀମାନେ ଏହି ମ୍ୟାଚର ସିଧାପ୍ରସାରଣ ଜିଓ ହଟଷ୍ଟାର୍ (JioHotstar) ମାଧ୍ୟମରେ ଦେଖିପାରିବେ।

କାହାର ପଲା ଭାରି?

ରୁତୁରାଜ ଗାଏକୱାଡ୍ଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ୍ ନିଜର ଦୃଢ଼ ବ୍ୟାଟିଂ ଏବଂ ବୋଲିଂ ବିଭାଗ ପାଇଁ ପରିଚିତ। ନିଜ ଘରୋଇ ପଡ଼ିଆରେ ଖେଳୁଥିବାରୁ ଚେନ୍ନାଇ ଏହାର ଫାଇଦା ନେଇ ବିଜୟୀ ହେବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ, ଶ୍ରେୟସ ଆୟରଙ୍କ ନେତୃତ୍ୱରେ ପଞ୍ଜାବ କିଙ୍ଗସ୍ ମଧ୍ୟ ଏହି ସିଜିନ୍‌ରେ ଉନ୍ନତ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ରହିଛି। ଆଗାମୀ ମ୍ୟାଚ୍‌ରେ ଉଭୟ ଦଳ ନିଜ ସ୍ଥିତି ମଜବୁତ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ।

ପିଚ୍ ରିପୋର୍ଟ

ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମ୍‌ର ପିଚ୍ ସାଧାରଣତଃ ଉଭୟ ବ୍ୟାଟର ଏବଂ ବୋଲରଙ୍କ ପାଇଁ ସନ୍ତୁଳିତ ରହିଥାଏ। ତେବେ ଖେଳ ଆଗେଇବା ସହିତ ସ୍ପିନରମାନଙ୍କୁ ପିଚ୍‌ରୁ ଅଧିକ ସହାୟତା ମିଳିବାର ସମ୍ଭାବନା ରହିଛି। ତେଣୁ ଉଭୟ ଦଳର ସ୍ପିନରଙ୍କ ଭୂମିକା ମ୍ୟାଚ୍‌ରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ।

ନଜରରେ ରହିବେ ଏହି ଖେଳାଳି

ଚେନ୍ନାଇ ଦଳରେ ଭେଟେରାନ୍ ଖେଳାଳି ମହେନ୍ଦ୍ର ସିଂହ ଧୋନି, ଷ୍ଟାର୍ ଅଲରାଉଣ୍ଡର ଶିବମ୍ ଦୁବେ ଓ ଅଧିନାୟକ ରୁତୁରାଜ ଗାଏକୱାଡ୍ଙ୍କ ଭଳି ତାରକା ରହିଛନ୍ତି। ସେହିପରି ପଞ୍ଜାବ କିଙ୍ଗସ୍‌ ପକ୍ଷରୁ ସ୍ପିନର୍ ୟୁଜବେନ୍ଦ୍ର ଚହଲ୍, ପେସ୍ ବୋଲର୍ ଅର୍ଶଦୀପ ସିଂହ ଏବଂ ଅଷ୍ଟ୍ରେଲିଆର ବିସ୍ଫୋରକ ଅଲରାଉଣ୍ଡର୍ ମାର୍କସ୍ ଷ୍ଟୋଇନିସ୍ଙ୍କ ଭଳି ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଦୁଇ ଦଳ ମଧ୍ୟରେ ଏକ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି କ୍ରିକେଟ୍ ପ୍ରଶଂସକମାନେ ଆଶା ରଖିଛନ୍ତି।

ଆଇପିଏଲ୍ ୨୦୨୬: ଆଜି ସିଏସକେ-ଆରଆର ମହାଲଢ଼େଇ; ପୁରୁଣା ଦଳ ବିପକ୍ଷରେ ଓହ୍ଲାଇବେ ସଞ୍ଜୁ ଓ ଜାଡେଜା, ଖେଳିବେନି ଧୋନି
ଆଇପିଏଲ୍ ୨୦୨୬ର ତୃତୀୟ ମୁକାବିଲାରେ ସୋମବାର ଚେନ୍ନାଇ ସୁପର କିଙ୍ଗସ (CSK) ଏବଂ ରାଜସ୍ଥାନ ରୟାଲ୍ସ (RR) ମୁହାଁମୁହିଁ ହେବାକୁ ଯାଉଛନ୍ତି। ଗୁଆହାଟୀର ବର୍ସାପାରା କ୍ରିକେଟ୍ ଷ୍ଟାଡିୟମରେ ସନ୍ଧ୍ୟାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଉଭୟ ଦଳ ଏବଂ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ବେଶ୍ ଭାବପ୍ରବଣ ରହିବ। କାରଣ ଏହି ମ୍ୟାଚରେ ଅନେକ ବଡ଼ ଖେଳାଳି ନିଜ ପୁରୁଣା ଦଳ ବିପକ୍ଷରେ ଖେଳୁଥିବାର ନଜର ଆସିବେ।

ପୁରୁଣା ଦଳ ବିପକ୍ଷରେ ସଞ୍ଜୁ ଓ ଜାଡେଜା

ଏହି ମ୍ୟାଚ୍ ତାରକା ବ୍ୟାଟର ସଞ୍ଜୁ ସାମସନ୍ ଏବଂ ରବୀନ୍ଦ୍ର ଜାଡେଜାଙ୍କ ପାଇଁ ବେଶ୍ ଖାସ୍ ହେବାକୁ ଯାଉଛି। ଏକ ଦଶନ୍ଧିରୁ ଅଧିକ ସମୟ ଧରି ରାଜସ୍ଥାନ ରୟାଲ୍ସର ପରିଚୟ ପାଲଟିଥିବା ତଥା ଦଳର ପୂର୍ବତନ ଅଧିନାୟକ ସଞ୍ଜୁ ସାମସନ୍ ପ୍ରଥମ ଥର ପାଇଁ ନିଜ ପୁରୁଣା ଦଳ ବିପକ୍ଷରେ ଖେଳିବେ। ଆଇପିଏଲ୍ ଟ୍ରେଡିଂରେ ସଞ୍ଜୁ ସାମସନ୍ ଚେନ୍ନାଇ ଦଳରେ ସାମିଲ ହୋଇଥିବା ବେଳେ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ରାଜସ୍ଥାନ ଦଳକୁ ଫେରିଛନ୍ତି। ତେଣୁ ଜାଡେଜା ମଧ୍ୟ ନିଜ ପୂର୍ବତନ ଦଳ ଚେନ୍ନାଇ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବେ। ଟି-୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ସଞ୍ଜୁଙ୍କ ଉପରେ ଏହି ମ୍ୟାଚରେ ସମସ୍ତଙ୍କ ନଜର ରହିବ।

ଧୋନି ଆହତ, ଋତୁରାଜ ଓ ରିୟାନଙ୍କ ହାତରେ ନେତୃତ୍ୱ

ଆହତ ସମସ୍ୟା କାରଣରୁ ଲୋକପ୍ରିୟ ଖେଳାଳି ମହେନ୍ଦ୍ର ସିଂହ ଧୋନି ଆଇପିଏଲ୍‌ର ପ୍ରଥମ ଦୁଇ ସପ୍ତାହରୁ ବାଦ୍ ପଡ଼ିଛନ୍ତି। ତାଙ୍କ ଗୋଡ଼ର ମାଂସପେଶୀରେ ଆଘାତ ଲାଗିଥିବାରୁ ସେ ଦଳ ସହ ଗୁଆହାଟୀ ମଧ୍ୟ ଗସ୍ତ କରିନାହାନ୍ତି। ଧୋନିଙ୍କ ଅନୁପସ୍ଥିତିରେ ଚେନ୍ନାଇ ଅଧିନାୟକ ରୁତୁରାଜ ଗାଏକୱାଡ୍ ଏବଂ ସଞ୍ଜୁ ସାମସନ୍‌ଙ୍କ ଉପରେ ଦଳର ବଡ଼ ଦାୟିତ୍ୱ ରହିବ। ଧୋନିଙ୍କ ବଦଳରେ ସଞ୍ଜୁ ୱିକେଟ୍ କିପିଂ ଦାୟିତ୍ୱ ତୁଲାଇବାର ସମ୍ଭାବନା ରହିଛି। ଅନ୍ୟପଟେ ରାଜସ୍ଥାନ ରୟାଲ୍ସର ନେତୃତ୍ୱ ନେଉଛନ୍ତି ଯୁବ ଖେଳାଳି ରିୟାନ ପରାଗ। ନିଜ ଘରୋଇ ପଡ଼ିଆରେ ଅଧିନାୟକ ଭାବେ ଏହା ତାଙ୍କର ପ୍ରଥମ ବଡ଼ ପରୀକ୍ଷା ହେବ।

ହେଡ୍-ଟୁ-ହେଡ୍ ରେକର୍ଡ

ଆଇପିଏଲ୍ ଇତିହାସରେ ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୧ଟି ମୁକାବିଲା ଖେଳାଯାଇଛି। ଏଥିମଧ୍ୟରୁ ସିଏସକେ ୧୬ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ରାଜସ୍ଥାନ ୧୫ଟି ମ୍ୟାଚ୍ ଜିତିଛି। ଗତ ଆଇପିଏଲ୍-୨୦୨୫ ସିଜିନରେ ଉଭୟ ଦଳର ପ୍ରଦର୍ଶନ ବେଶ୍ ନୈରାଶ୍ୟଜନକ ଥିଲା। ପଏଣ୍ଟ ଟେବୁଲର ସର୍ବନିମ୍ନ ସ୍ଥାନରେ ଥିବା ଏହି ଦୁଇ ଦଳ ଚଳିତ ବର୍ଷ ଏକ ନୂଆ ତଥା ଶକ୍ତିଶାଳୀ ଆରମ୍ଭ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ।

IPL ଅଧିନାୟକତ୍ବ ଛାଡ଼ିଲେ ମହେନ୍ଦ୍ର ସିଂହ ଧୋନି, ଋତୁରାଜ ଗାଏକ୍ବାଡ଼ ହେଲେ CSKର ନୂଆ ଅଧିନାୟକ
ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ଲୋକପ୍ରିୟ ଫ୍ରାଞ୍ଚାଇଜ୍‌ ଭିତ୍ତିକ ଘରୋଇ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୭ତମ ସଂସ୍କରଣ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ। ଚଳିତ ଆଇପିଏଲର ପ୍ରଥମ ତଥା ଉଦଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ଗତଥରର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ତେବେ ଉଦଘାଟନୀ ମୁକାବିଲା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍‌ସ ଦଳର ଅଧିନାୟକତ୍ୱରେ ଏକ ବଡ଼ ପରିବର୍ତ୍ତନ କରିଛି। ମହେନ୍ଦ୍ର ସିଂ ଧୋନିଙ୍କ ସ୍ଥାନରେ ଋତୁରାଜ ଗାଏକ୍ବାଡ଼ଙ୍କୁ ଦଳର ନୂତନ ଅଧିନାୟକ କରାଯାଇଛି। ଆଇପିଏଲ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଆଇପିଏଲର ଅଫିସିଆଲ୍ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି।

ଚେନ୍ନାଇ ସୁପର କିଙ୍ଗ୍‌ସ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଧୋନି ଆଉ ଦଳର ଅଧିନାୟକ ନୁହଁନ୍ତି, ଋତୁରାଜ ଗାଏକ୍ୱାଡଙ୍କୁ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ମହେନ୍ଦ୍ର ସିଂ ଧୋନି। ୨୦୧୯ରୁ ଚେନ୍ନାଇ ସୁପର କିଙ୍ଗ୍‌ସ ଦଳର ଏକ ଅଂଶ ଭାବରେ ଋତୁରାଜ ଗାଏକ୍ୱାଡ ରହିଆସିଛନ୍ତି। ଏହି ସମୟ ମଧ୍ୟରେ ଆଇପିଏଲରେ ୫୨ଟି ମ୍ୟାଚ୍ ଖେଳିଛନ୍ତି ଋତୁରାଜ।

୨୭ ବର୍ଷିୟ ଋତୁରାଜ ଗାଓକ୍ୱାର୍ଡ ଚେନ୍ନାଇ ଦଳର ୪ର୍ଥ ଅଧିନାୟକ ଭାବେ ଦାୟିତ୍ୱ ନେବେ । ଏହା ପୂର୍ବରୁ ଧୋନୀଙ୍କ ବ୍ୟତୀତ ସୁରେଶ ରାଇନା ଓ ରବିନ୍ଦ୍ର ଜାଡେଜା ଅଧିନାୟକ ରହିସାରିଛନ୍ତି । ଧୋନୀ ୨୧୨ ମ୍ୟାଚରେ ଅଧିନାୟକ ରହିଥିବା ବେଳେ ଜାଡେଜା ୮ ଓ ରାଇନା ୫ ମ୍ୟାଚରେ ଅଧିନାୟକ ରହିଛନ୍ତି ।

ଧୋନି ଫଟୋସୁଟରେ ଯୋଗ ଦେଇନଥିଲେ

ପ୍ରତିଥର ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ସବୁ ଦଳର ଅଧିନାୟକ ଟ୍ରଫି ସହ ଫଟୋସୁଟ୍ କରିଥାନ୍ତି। ଚଳିତ ଋତୁରେ ମଧ୍ୟ ସମାନ ଘଟଣା ଘଟିଥିଲା, ଯେଉଁଠାରେ ସମସ୍ତ ୧୦ଟି ଦଳର ଅଧିନାୟକଙ୍କୁ ଫଟୋସୁଟ୍ ପାଇଁ ଡକାଯାଇଥିଲା। କିନ୍ତୁ ଧୋନି ଏହି ଫଟୋସେସନରେ ଯୋଗ ଦେଇନଥିଲେ । ତାଙ୍କ ସ୍ଥାନରେ ଦଳର ଯୁବ ଓପନର ଋତୁରାଜ ଗାଇକୱାଡ ଯୋଗ ଦେଇଥିଲେ ।

ଅବସର ନେଇ ପାରନ୍ତି ଧୋନି

ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକ ପଦ ଛାଡ଼ିବା ପରେ ଆଇପିଏଲର ଏକ ସୁବର୍ଣ୍ଣ ଯୁଗର ଅନ୍ତ ହୋଇଛି। ଏମଏସ ଧୋନି ଆଇପିଏଲର ସବୁଠାରୁ ସଫଳ ଅଧିନାୟକ ଭାବେ ପରିଚିତ ଥିଲେ । ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ଏମଏସଙ୍କ ଅଧିନାୟକତ୍ୱରେ ସିଏସକେ ମୋଟ ୫ଟି ଆଇପିଏଲ ଟାଇଟଲ ଜିତିଥିଲା । ତାଙ୍କ ଦଳ ଗତ ସିଜନରେ ବି ଚାମ୍ପିୟନ ହୋଇଥିଲା।

ଅନ୍ୟପଟେ ଚେନ୍ନାଇର ଚେନ୍ନାଇ ସୁପର କିଙ୍ଗ୍‌ସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ତାଙ୍କ ଆଇପିଏଲ୍ କ୍ୟାରିୟରର ଶେଷ ସିଜନରେ ଖେଳୁଥିବା ଦେଖିବାକୁ ମିଳିବେ।  ଅଧିନାୟକତ୍ୱରେ ହଠାତ୍ ପରିବର୍ତ୍ତନ ପରେ, ଏହି ସିଜିନ୍‌ ପରେ ସେ ଆଇପିଏଲରୁ ଅବସର ଘୋଷଣା କରିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। ୪୨ ବର୍ଷୀୟ ଧୋନି  ୨୧୨ ଟି ମ୍ୟାଚରେ ଚେନ୍ନାଇକୁ ଅଧିନାୟକ କରିଛନ୍ତି।

ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ବାଡଙ୍କ ବିରଳ ବିଶ୍ବରେକର୍ଡ, ଗୋଟିଏ ଓଭରରେ ମାରିଲେ ୭ ଛକା
ନୂଆଦିଲ୍ଲୀ: ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ବାଡ ସୋମବାର ବରଳ ବିଶ୍ବ ରେକର୍ଡ କରିଛନ୍ତି। ବିଜୟ ହଜାରେ ଟ୍ରଫିରେ ମହାରାଷ୍ଟ୍ର ପାଇଁ ଖେଳୁଥିବା ଗାଏକ୍ବାଡ ଉତ୍ତରପ୍ରଦେଶ ବିପକ୍ଷ ମ୍ୟାଚରେ ଏକ ଓଭରରେ ୭ଟି ଛକା ମାରି ଇତିହାସ ରଚିଛନ୍ତି। ସୀମିତ ଓଭର କ୍ରିକେଟରେ ଏହି ସଫଳତା ହାସଲ କରିବାରେ ସେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।

6⃣,6⃣,6⃣,6⃣,6⃣nb,6⃣,6⃣

Ruturaj Gaikwad smashes 4⃣3⃣ runs in one over! 🔥🔥

Follow the match ▶️ https://t.co/cIJsS7QVxK…#MAHvUP | #VijayHazareTrophy | #QF2 | @mastercardindia pic.twitter.com/j0CvsWZeES

— BCCI Domestic (@BCCIdomestic) November 28, 2022

ମହାରାଷ୍ଟ୍ରର ୪୯ ତମ ଓଭରରେ ଗାଏକ୍ବାଡ ଏହି ପ୍ରଦର୍ଶନ କରିଥିଲେ। ସ୍ପିନର ଶିବ ସିଂହଙ୍କ ଏହି ଓଭରରେ ଗୋଟିଏ ବଲ ନୋ ବଲ ଥିଲା। ଏହିପରି, ଏହି ଓଭର ସାତଟି ବଲରୁ ଗାଏକୱାଡ ସମସ୍ତ ସାତଟି ବଲକୁ ୭ଟି ଛକା ମାରିଥିଲେ। ଓଭରରେ ମୋଟ ୪୩ ରନ୍ ହୋଇଥିଲା। ସେ ଏହି ଇନିଂସରେ ୧୫୯ ବଲରେ ୨୨୦ରନ୍ ସଂଗ୍ରହ କରିଥିଲେ। ଏହି ଇନିଂସରେ ଗାଏକ୍ବାଡ ୧୦ ଚୌକା ଓ ୧୬ ଛକା ମାରିଥିଲେ।