Pradip Kumar Amat - The Sakala
ଜଙ୍ଗଲ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ DFO ମାନେ ନିଜ ପିଲା ପରି ଦେଖନ୍ତୁ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
ଭୁବନେଶ୍ବର: ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ ଘଟଣା । ଗତକାଲି ଶିଶୁ ମାରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସୁନାବେଡ଼ା DFO ମହାଦେଓ ବୁଡ଼ାଇକ । ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି ସ କହିଛନ୍ତି। ଗତକାଲି ସନ୍ଧ୍ୟା ୫-୬ ବେଳେ ଜଣେ ଶିଶୁ କଲରାପତରିଆ ବାଘର ଶିକାର ହୋଇଥିଲା । ପରେ ତାର ଦେହାନ୍ତ ହୋଇଛି । ବନଖଣ୍ଡ ପକ୍ଷରୁ ଜଙ୍ଗଲ ଓ ସୀମା ବର୍ତ୍ତି ଅଞ୍ଚଳକୁ ସ୍ଵତନ୍ତ୍ର ସ୍କ୍ୱାର୍ଡ ପାଟ୍ରୋଲିଂ କରୁଛନ୍ତି । ବନଖଣ୍ଡରେ ଗୋଟିଏ କଲରାପତରିଆ ବାଘ ଥିବା ଜଣା ପଡ଼ିଛି । ବାଘ ଗଣନା ପାଇଁ ଲଗାଯାଇଥିବା କ୍ୟମାରେ ଟ୍ରାପ ଜରିଆରେ ତା’ ଉପରେ ନଜର ରଖାଯାଇଛି । ଲୋକଙ୍କ ମଧ୍ୟରେ ସଚେତନ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି  ବୋଲି ସୁନାବେଡ଼ା DFO କହିଛନ୍ତି।
ଅନ୍ୟପକ୍ଷରେ, ଆଜି DFO ସମ୍ମିଳନୀରେ ଏ ପ୍ରସଙ୍ଗରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଭାବବିହ୍ୱଳ ହୋଇ ଅପିଲ କରିଛନ୍ତ । ମଣିଷ ଓ ବନ୍ୟପ୍ରାଣୀଙ୍କ ଲଢେଇକୁ ଯଥା ସମ୍ଭବ କମାଇବାକୁ ପଦକ୍ଷେପ ନିଅନ୍ତୁ ସମସ୍ତ DFO । ନୂଆପଡାରେ ଯେଉଁ ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁଃଖଦାୟକ । ଜଙ୍ଗଲ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ DFO ମାନେ ନିଜ ପିଲା ପରି ଦେଖନ୍ତୁ। ହାତୀ ମୃତ୍ୟୁର ସତ ନ ଲୁଚାଇବାକୁ ଡ଼ିଏଫଓଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି
ଭୁବନେଶ୍ୱର: ସୁରୁଖୁରୁରେ ଚାଲିଛି ବିଧାନସଭା ବଜେଟ ଅଧିବେଶନ । ସରକାରୀ ଅନୁଦାନ ବ୍ୟତୀତ ଗ୍ରାମ ପଞ୍ଚାୟତରେ ଅତିରିକ୍ତ ସମ୍ବଳ ସଂଗ୍ରହ କରି କରାଯାଉଛି ବିକାଶମୂଳକ କାର୍ଯ୍ଯ । ୨୦୧୯-୨୦ ଓ ୨୦୨୦-୨୧ରେ ନିଜସ୍ବ ସମ୍ବଳ ସୃଷ୍ଟି କରିଛନ୍ତି ୨୨୬୯ ଗ୍ରାମ ପଞ୍ଚାୟତ । ଏହି ସବୁ ପଞ୍ଚାୟତ ୨୦୧୯-୨୦ରେ ୪୨.୧୩ କୋଟି ଓ ୨୦୨୦-୨୧ରେ ୪୩.୧୪ କୋଟି ଅତିରିକ୍ତ ସମ୍ବଳ ସୃଷ୍ଟି କରୀ ଗ୍ରାମ ପଞ୍ଚାୟତ ବୈଠକରେ ଅନୁମୋଦନ ପାଇଥିବା ପ୍ରସ୍ତାବରେ ଖର୍ଚ୍ଚ କରାଯାଉଛି । ଏନେଇ ଗୃହକୁ ଅବଗତ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ।
ସେହିପରି, ୨୦୨୪ ଶେଷ ସୁଦ୍ଧା ପ୍ରତି ଜିଲ୍ଲା, ପ୍ରତି ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ଯେଉଁ ଉପାନ୍ତ ଅପହଞ୍ଚ ଗାଁକୁ ପାଣି ଯୋଗାଣରେ ସମସ୍ୟା ରହିଛି, ସେଠାରେ ଏକକ ଗ୍ରାମ ଯୋଜନାରେ ପାନୀୟ ଜଳ ଯୋଗାଣ କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଗୃହରେ ଉତ୍ତର ରଖିଛନ୍ତି ।
ବିଧାନସଭାରେ ଉପସ୍ଥାପିତ ହେଲା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ
ଭୁବନେଶ୍ବର: ବିଧାନସଭାରେ ୨୦୨୨ – ୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପିତ କରାଯାଇଛି। ୧୬ ହଜାର ୮୦୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ କରାଯାଇଛି। ଗୃହରେ ବଜେଟ ଉଦପସ୍ଥାପନା କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।
ପ୍ରଶାସନିକ ଖର୍ଚ୍ଚ ପାଇଁ ୪ ହଜାର ୯ଶହ ୩୪ କୋଟି ଟଙ୍କା ବୟ ବରାଦ କରାଯାଇଛି। ଯୋଜନା ଖର୍ଚ୍ଚ ପାଇଁ ୯ ହଜାର ୨୦୦ କୋଟି ଟଙ୍କା ରହିଛି। ବିପର୍ଯ୍ଯୟ ପରିଚାଳନା ପାଣ୍ଠି ପାଇଁ ୨ ହଜାର ୬୧୦.୪୬ କୋଟି ରହିଛି। କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବାବଦ ଖର୍ଚ୍ଚ ୫୫.୫୪ କୋଟି ରହିଛି। ମହିଳା ସଶକ୍ତିକରଣ, ଗ୍ରାମୀଣ ସଂଯୋଗୀକରଣକୁ ଗୁରୁତ୍ବ ଦିଆଯାଇଛି। କୃଷି, ଜଳସେଚନ, ଶିଳ୍ପ, ଭିତ୍ତିଭୂମି, କ୍ରୀଡାକୁ ଅତିରିକ୍ତ ବଜେଟରେ ଫୋକସ କରାଯାଇଛି। ବଜେଟର ୫୫ ପ୍ରତିଶତ ଯୋଜନା ବାବଦ ଖର୍ଚ୍ଚ ରହିଛି।
ସ୍ବାସ୍ଥ୍ୟ ଯୋଜନା ପାଇଁ ଅତିିରିକ୍ତ ୮୬୭ କୋଟି ଟଙ୍କା ବୟ ବରାଦ କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ପାଇଁ ୫୨୩ କୋଟି ରହିଛି। ଖାଦ୍ୟ ସୁରକ୍ଷା ପାଇଁ ୧୬୬ କୋଟି ରହିଛି। ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧୫୭୬କୋଟି ରହିଛି। ଗ୍ରାମୀଣ ସଂଯେଗୀକରଣ ପାଇଁ ୫୫୨ କୋଟି ରହିଛି। ଜଳସେଚନ ଓ ଜଳ ସମ୍ପଦ ବିଭାଗ ପାଇଁ ୧୫୯୫.୫୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ମହିଳା ଓ ଶିଶୁ ବିକାଶ ପାଇଁ ୧୭୨ କଟ ରହିଛି। ଏସସି/ ଏସଟି ବିକାଶ ପାଇଁ ୪୩୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। କ୍ରୀଡା ଭିତ୍ତିଭୂମି ବିକାଶ ପାଇଁ ୫୦୮ କୋଟି ରହିଛି। ବଜେଟରେ ଗୃହ ବିଭାଗ ପାଇଁ ୩୦୫ କୋଟିର ବ୍ୟୟ ବରାଦ କରାଯାଇଥିବାବେଳେ ଗୃହ ନିର୍ମା ଓ ପୌର ଉନ୍ନୟନ ବିଭାଗ ଲାଗି ୭୮୨.୦୪ କୋଟି ଟଙ୍କା ବୟ ବରାଦ କରାଯାଇଛି।
ମହଙ୍ଗା ଭତ୍ତା, ଜୁଡିସିଆଲ ଅଧିକାରୀଙ୍କ ବକେୟା ଦରମା, ନିୟମିତ ହୋଇଥିବା କର୍ମଚାରୀଙ୍କ ଦରମା ପାଇଁ ଖର୍ଚ୍ଚ ଟଙ୍କାର ବ୍ୟୟ ବରାଦ କରାଯାଇଛି। ଖରିଫରେ କ୍ଷତି ସହିଥିବା ଚାଷୀଙ୍କ ପାଇଁ ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ସ୍କୁଲ ବିଲ୍ଡିଂ, ସ୍ବାସ୍ଥ୍ୟ କ୍ଷେତ୍ର ରକ୍ଷଣାବେକ୍ଷଣ ପାଇଁ ୧୭୩ କୋଟି ବ୍ୟୟ ବରାଦ କରାଯାଇଛି।