Additional Budget - The Sakala

ଅତିରିକ୍ତ ବଜେଟକୁ ନେଇ ବର୍ଷିଲେ ନବୀନ, କହିଲେ ଓଡ଼ିଶାବାସୀଙ୍କ ଅନେକ ଆଶାକୁ ଧୂଳିସାତ କରୁଛି...
ଭୁବନେଶ୍ବର: ଅତିରିକ୍ତ ବଜେଟ୍ ଓଡ଼ିଶାବାସୀଙ୍କ ଅନେକ ଆଶାକୁ ଧୂଳିସାତ କରୁଛି ବୋଲି କହିଛନ୍ତି ନବୀନ। ବିଜେପି ସରକାରର ପ୍ରଥମ ପୂର୍ଣ ବର୍ଷରୁ ଆଶା କରାଯାଉଥିବା କୌଣସି ବଡ଼ ଭିତ୍ତିଭୂମି ଯୋଜନା କିମ୍ବା ନୂତନ ଦୂରଦୃଷ୍ଟି ଏଥିରେ ଦେଖୁବାକୁ ମିଳିନାହିଁ। ଏହା ରାଜକୋଷୀୟ ନିଅଣ୍ଟକୁ ବଢ଼ାଇବା ସହ ପ୍ରଶାସନିକ ବ୍ୟୟ ସଙ୍କୁଚିତ ହେଉଛି। ସେହିପରି ଓଡ଼ିଶାର ସୁଧ ବୋଝ ବଢ଼ୁଛି। ବଜେଟରେ ପୂର୍ତ୍ତ ବିଭାଗ ଓ କିଛି ସହରାଞ୍ଚଳ ଭିତ୍ତିଭୂମିକୁ ଛାଡ଼ିଦେଲେ ଆଉ କିଛି ନାହିଁ ବୋଲି ଟ୍ବିଟ୍ କରି କହିଛନ୍ତି ନବୀନ। ସେହିପରି ହ୍ରାସ ପାଉଥିବା କେନ୍ଦ୍ରୀୟ ଅନୁଦାନ ଓ ନିଜସ୍ବ ଅପାରଗତା ଲୁଚାଇବା ପାଇଁ ଏହି ଅତିରିକ୍ତ ବଜେଟ୍ ହୋଇଛି। ଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ନୁହେଁ, ବରଂ ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ପ୍ରୟାସ କରାଯାଇଛି ବୋଲି କହିଛନ୍ତି ନବୀନ।

ବିଧାନସଭାରେ ଅତିରିକ୍ତ ବଜେଟ୍ ୨୦୨୫-୨୬ ଆଗତ, ଜାଣନ୍ତୁ ସୁଭଦ୍ରା ଯୋଜନା ପାଇଁ କେତେ ଟଙ୍କା ହେଲା ବ୍ୟୟବରାଦ...
ଭୁବନେଶ୍ୱର: ବିଧାନସଭାରେ ୨୦୨୫-୨୬ର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି । ଗୃହରେ ମୋଟ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅତିରିକ୍ତ ବଜେଟରେ ମହିଳା ଓ ଶିଶୁ ବିକାଶ ପାଇଁ ମୋଟ ୧୫୫୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହି ବିଭାଗରେ ଯୋଡି ହୋଇଛି ରାଜ୍ୟ ସରକାରଙ୍କ 'ସୁଭଦ୍ରା ଯୋଜନା' । ସୁଭଦ୍ରା ଯୋଜନା ପାଇଁ ରାଜ୍ୟ ସରକାର ୨୯୫ କୋଟି ଟଙ୍କାର ବଜେଟ୍ ଆଣିଛନ୍ତି ।

-ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି
-ମମତା ଯୋଜନା ପାଇଁ ୧୪୨ କୋଟି
-ମିଶନ ଶକ୍ତି ପାଇଁ ୪୦୫ କୋଟି
-ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ୨୦୦ କୋଟି
-ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୯୫୪ କୋଟି
-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୪୦ କୋଟି
-ପାଇପ ଜଳ ଯୋଗାଣ ୧୧୬ କୋଟି
-ବିକଶିତ ଗାଁ ବିକଶିତ ଓଡିଶା ପାଇଁ ୫୭ କୋଟି
-ରାଷ୍ଟ୍ରୀୟ ଗ୍ରାମ୍ୟ ସ୍ୱରାଜ ଅଭିଯାନ ପାଇଁ ୪୦ କୋଟି

ବିଧାନସଭାରେ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ, କେଉଁ ବିଭାଗକୁ କେତେ ହେଲା ବ୍ୟୟବରାଦ...
ଭୁବନେଶ୍ୱର: ବିଧାନସଭାରେ ୨୦୨୫-୨୬ର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି । ମୋଟ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରାଯାଇଛି । ଗୃହରେ ଅତିରିକ୍ତ ବଜେଟ୍‌ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧୭ ହଜାର ୪୪୦ କୋଟି ଟଙ୍କାର ଏହି ଅତିରିକ୍ତ ବଜେଟରେ ବିଭିନ୍ନ ବିଭାଗ ପାଇଁ ବ୍ୟୟବରାଦ କରିଛନ୍ତି ସରକାର । ସରକାରୀ ଯୋଜନା, ଉନୟନମୁଳକ କାର୍ଯ୍ୟକ୍ରମ ବାବଦରେ ୧୩,୭୧୬ କୋଟି ଟଙ୍କା ଏବଂ ପ୍ରଶାସନିକ କାର୍ଯ୍ୟ ବାବଦକୁ ୩,୩୮୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଅତିରିକ୍ତ ବଜେଟ ଆଗତ ପରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବି ରଖାଯାଇଛି।

କେଉଁ ବିଭାଗକୁ କେତେ ବ୍ୟୟବରାଦ?

-ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ଗ୍ରାହକ କଲ୍ୟାଣ ପାଇଁ ୪୩୨୯ କୋଟି
-ଶିକ୍ଷା କ୍ଷେତ୍ର ପାଇଁ ୨୩୨୭ କୋଟି
-ଭିତ୍ତିଭୂମି ବିକାଶ ପାଇଁ ୧୯୫୫ କୋଟି
-କୃଷି ଓ ଅନୁସାଙ୍ଗିକ କ୍ଷେତ୍ର ପାଇଁ ୧୬୭୩ କୋଟି
-ମହିଳା ଓ ଶିଶୁ ବିକାଶ ପାଇଁ ୧୫୮୮ କୋଟି
-ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୧୧୬୪ କୋଟି
-ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଉନ୍ନୟନ ପାଇଁ ୬୧୬ କୋଟି
-ଅନୁସୂଚିତ ଜାତି ଜନଜାତି ଉନ୍ନୟନ ପାଇଁ ୫୩୧ କୋଟି
-ଶିଳ୍ପ ବିକାଶ ପାଇଁ ୩୩୭ କୋଟି
-ଓଡିଆ ଭାଷା ସାହିତ୍ୟ ପାଇଁ ୩୬୩ କୋଟି
-ଆଭ୍ୟନ୍ତରୀଣ ସୁରକ୍ଷା ଓ ଆଇନ ପାଇଁ ୩୧୬ କୋଟି ବ୍ୟୟବରାଦ
-ସହରୀ ବିକାଶ ପାଇଁ ୩୦୩ କୋଟି
-ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତି କ୍ଷେତ୍ର ପାଇଁ ୧୧୭ କୋଟି
-ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ପାଇଁ ୫୭୬ କୋଟି

ବିଧାନସଭାରେ ଉପସ୍ଥାପିତ ହେଲା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ
ଭୁବନେଶ୍ବର: ବିଧାନସଭାରେ ୨୦୨୨ – ୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପିତ କରାଯାଇଛି। ୧୬ ହଜାର ୮୦୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ କରାଯାଇଛି। ଗୃହରେ ବଜେଟ ଉଦପସ୍ଥାପନା କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।

ପ୍ରଶାସନିକ ଖର୍ଚ୍ଚ ପାଇଁ ୪ ହଜାର ୯ଶହ ୩୪ କୋଟି ଟଙ୍କା ବୟ ବରାଦ କରାଯାଇଛି। ଯୋଜନା ଖର୍ଚ୍ଚ ପାଇଁ ୯ ହଜାର ୨୦୦ କୋଟି ଟଙ୍କା ରହିଛି। ବିପର୍ଯ୍ଯୟ ପରିଚାଳନା ପାଣ୍ଠି ପାଇଁ ୨ ହଜାର ୬୧୦.୪୬ କୋଟି ରହିଛି। କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବାବଦ ଖର୍ଚ୍ଚ ୫୫.୫୪ କୋଟି ରହିଛି। ମହିଳା ସଶକ୍ତିକରଣ, ଗ୍ରାମୀଣ ସଂଯୋଗୀକରଣକୁ ଗୁରୁତ୍ବ ଦିଆଯାଇଛି। କୃଷି, ଜଳସେଚନ, ଶିଳ୍ପ, ଭିତ୍ତିଭୂମି, କ୍ରୀଡାକୁ ଅତିରିକ୍ତ ବଜେଟରେ ଫୋକସ କରାଯାଇଛି। ବଜେଟର ୫୫ ପ୍ରତିଶତ ଯୋଜନା ବାବଦ ଖର୍ଚ୍ଚ ରହିଛି।

ସ୍ବାସ୍ଥ୍ୟ ଯୋଜନା ପାଇଁ ଅତିିରିକ୍ତ ୮୬୭ କୋଟି ଟଙ୍କା ବୟ ବରାଦ କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ପାଇଁ ୫୨୩ କୋଟି ରହିଛି। ଖାଦ୍ୟ ସୁରକ୍ଷା ପାଇଁ ୧୬୬ କୋଟି ରହିଛି। ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧୫୭୬କୋଟି ରହିଛି। ଗ୍ରାମୀଣ ସଂଯେଗୀକରଣ ପାଇଁ ୫୫୨ କୋଟି ରହିଛି। ଜଳସେଚନ ଓ ଜଳ ସମ୍ପଦ ବିଭାଗ ପାଇଁ ୧୫୯୫.୫୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ମହିଳା ଓ ଶିଶୁ ବିକାଶ ପାଇଁ ୧୭୨ କଟ ରହିଛି। ଏସସି/ ଏସଟି ବିକାଶ ପାଇଁ ୪୩୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। କ୍ରୀଡା ଭିତ୍ତିଭୂମି ବିକାଶ ପାଇଁ ୫୦୮ କୋଟି ରହିଛି। ବଜେଟରେ ଗୃହ ବିଭାଗ ପାଇଁ ୩୦୫ କୋଟିର ବ୍ୟୟ ବରାଦ କରାଯାଇଥିବାବେଳେ ଗୃହ ନିର୍ମା ଓ ପୌର ଉନ୍ନୟନ ବିଭାଗ ଲାଗି ୭୮୨.୦୪ କୋଟି ଟଙ୍କା ବୟ ବରାଦ କରାଯାଇଛି।

ମହଙ୍ଗା ଭତ୍ତା, ଜୁଡିସିଆଲ ଅଧିକାରୀଙ୍କ ବକେୟା ଦରମା, ନିୟମିତ ହୋଇଥିବା କର୍ମଚାରୀଙ୍କ ଦରମା ପାଇଁ ଖର୍ଚ୍ଚ ଟଙ୍କାର ବ୍ୟୟ ବରାଦ କରାଯାଇଛି। ଖରିଫରେ କ୍ଷତି ସହିଥିବା ଚାଷୀଙ୍କ ପାଇଁ ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ସ୍କୁଲ ବିଲ୍ଡିଂ, ସ୍ବାସ୍ଥ୍ୟ କ୍ଷେତ୍ର ରକ୍ଷଣାବେକ୍ଷଣ ପାଇଁ ୧୭୩ କୋଟି ବ୍ୟୟ ବରାଦ କରାଯାଇଛି।