Holi - The Sakala
ହୋଲି କାହିଁକି ପାଳନ କରାଯାଏ? ଜାଣନ୍ତୁ ରଙ୍ଗର ପର୍ବ ପଛରେ ଥିବା ପୌରାଣିକ କଥାବସ୍ତୁ ଓ ଗୁରୁତ୍ୱ
ଭାରତୀୟ ସଂସ୍କୃତିରେ ପର୍ବପର୍ବାଣିର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ସେଥିମଧ୍ୟରୁ ରଙ୍ଗର ପର୍ବ ହୋଲି ଅନ୍ୟତମ। ଏହି ପର୍ବ କେବଳ ରଙ୍ଗ ଖେଳିବା ପାଇଁ ନୁହେଁ, ବରଂ ଏହା ପଛରେ ଅନେକ ପୌରାଣିକ ତଥା ସାମାଜିକ କାରଣ ରହିଛି। ପ୍ରତିବର୍ଷ ଫାଲ୍ଗୁନ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ଏହି ଉତ୍ସବକୁ ସାରା ଦେଶରେ ବହୁ ଆଡ଼ମ୍ବରରେ ପାଳନ କରାଯାଏ। ଏହାକୁ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଭାବେ ଗ୍ରହଣ କରାଯାଏ।
ପୌରାଣିକ କଥାବସ୍ତୁ: ହିରଣ୍ୟକଶ୍ୟପ ଓ ପ୍ରହ୍ଲାଦ
ହୋଲି ପାଳନର ସବୁଠାରୁ ପ୍ରମୁଖ କାରଣ ହେଉଛି ଭକ୍ତ ପ୍ରହ୍ଲାଦ ଏବଂ ତାଙ୍କ ପିତା ହିରଣ୍ୟକଶ୍ୟପଙ୍କ କାହାଣୀ। ପୌରାଣିକ କଥା ଅନୁସାରେ, ଅସୁର ରାଜା ହିରଣ୍ୟକଶ୍ୟପ ନିଜକୁ ଭଗବାନ ମାନୁଥିଲେ ଏବଂ ସମସ୍ତେ ତାଙ୍କୁ ପୂଜା କରନ୍ତୁ ବୋଲି ଚାହୁଁଥିଲେ। ମାତ୍ର ତାଙ୍କ ପୁତ୍ର ପ୍ରହ୍ଲାଦ ଭଗବାନ ବିଷ୍ଣୁଙ୍କର ପରମ ଭକ୍ତ ଥିଲେ। ଏଥିରେ କ୍ରୋଧିତ ହୋଇ ହିରଣ୍ୟକଶ୍ୟପ ପ୍ରହ୍ଲାଦଙ୍କୁ ମାରିବା ପାଇଁ ଅନେକ ଚେଷ୍ଟା କରିଥିଲେ। ଶେଷରେ ସେ ନିଜ ଭଉଣୀ ହୋଲିକାଙ୍କ ସାହାଯ୍ୟ ନେଇଥିଲେ। ହୋଲିକାଙ୍କ ପାଖରେ ଏକ ଏଭଳି ବସ୍ତ୍ର ଥିଲା, ଯାହାକୁ ପିନ୍ଧିଲେ ନିଆଁ ତାଙ୍କୁ ସ୍ପର୍ଶ କରିପାରିବ ନାହିଁ। ହୋଲିକା ପ୍ରହ୍ଲାଦଙ୍କୁ କୋଳରେ ଧରି ନିଆଁରେ ବସିଥିଲେ, ମାତ୍ର ଭଗବାନଙ୍କ କୃପାରୁ ପ୍ରହ୍ଲାଦ ରକ୍ଷା ପାଇଗଲେ ଏବଂ ହୋଲିକା ସେହି ନିଆଁରେ ଜଳି ପାଉଁଶ ହୋଇଗଲେ। ଏହି ଘଟଣାର ସ୍ମୃତିରେ ହୋଲି ପୂର୍ବ ରାତିରେ ହୋଲିକା ଦହନ କରାଯାଏ।
ଋତୁଭିତ୍ତିକ ଓ ସାମାଜିକ ଗୁରୁତ୍ୱ
ହୋଲିକୁ ବସନ୍ତ ଋତୁର ଆଗମନ ସହିତ ଯୋଡ଼ାଯାଏ। ଶୀତ ଋତୁର ସମାପ୍ତି ଏବଂ ଗ୍ରୀଷ୍ମର ଆରମ୍ଭରେ ପ୍ରକୃତି ନୂଆ ରୂପ ଧାରଣ କରେ। ଏହି ସମୟରେ ଚାଷୀମାନେ ନୂଆ ଶସ୍ୟ ଅମଳ କରିଥାନ୍ତି, ଯେଉଁଥିପାଇଁ ଏହାକୁ ଏକ କୃଷି ଭିତ୍ତିକ ଉତ୍ସବ ମଧ୍ୟ କୁହାଯାଏ। ସାମାଜିକ ଦୃଷ୍ଟିକୋଣରୁ ଦେଖିଲେ, ଏହି ପର୍ବ ଲୋକଙ୍କ ମଧ୍ୟରେ ଥିବା ଭେଦଭାବ ଓ ତିକ୍ତତାକୁ ଦୂର କରି ଭାଇଚାରା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଲୋକମାନେ ପରସ୍ପରକୁ ରଙ୍ଗ ଲଗାଇ ପୁରୁଣା ଶତ୍ରୁତା ଭୁଲି ବନ୍ଧୁତାର ହାତ ବଢ଼ାଇଥାନ୍ତି।
ଭଗବାନ ଶ୍ରୀକୃଷ୍ଣ ଓ ରାଧାଙ୍କ ପ୍ରେମର ପ୍ରତୀକ ଭାବେ ମଧ୍ୟ ହୋଲିକୁ ପାଳନ କରାଯାଏ। ବିଶେଷ କରି ମଥୁରା ଓ ବୃନ୍ଦାବନରେ ଏହି ପର୍ବର ଏକ ନିଆରା ପରମ୍ପରା ଦେଖିବାକୁ ମିଳେ। ସାରାଂଶରେ କହିବାକୁ ଗଲେ, ହୋଲି ହେଉଛି ଆନନ୍ଦ, ଉତ୍ସାହ ଏବଂ ସତ୍ୟର ବିଜୟର ଏକ ମହାନ ପର୍ବ।
ରାସାୟନିକ ରଙ୍ଗ ନୁହେଁ, ପ୍ରାକୃତିକ ରଙ୍ଗ ବା ହର୍ବାଲ ହୋଲିରେ ରଙ୍ଗ ଖେଳିବା ଜରୁରୀ। କୌଣସି ରାସାୟନିକ ରଙ୍ଗ କିମ୍ବା ଜୈବିକ ରଙ୍ଗ ଶରୀର ପାଇଁ କ୍ଷତିକାରକ ହୋଇପାରେ। ତେବେ ଚର୍ମକୁ ପ୍ରଭାବିତ କରିପାରୁ ନ ଥିବା ପ୍ରାକୃତିକ ରଙ୍ଗ ବ୍ୟବହାର କରିବା ଉଚିତ୍। ବଜାରରେ ଭଳିକି ଭଳି ପ୍ରାକୃତିକ ରଙ୍ଗ ଉପଲବ୍ଧ ହେଉଛି।
ରଙ୍ଗ ଖେଳିବା ପୂର୍ବରୁ ଶରୀରରେ ନଡ଼ିଆ କିମ୍ବା ସୋରିଷ ତେଲ ଲଗାଇବା ଆବଶ୍ୟକ। ଶୁଷ୍କ ଶରୀର ଉପରେ ରାସାୟନିକ ରଙ୍ଗ ଖରାପ ପ୍ରଭାବ ପକାଇଥାଏ। ଯଦି ସମ୍ଭବ ତେବେ, ଡାକ୍ତରଙ୍କ ସହ ପରାମର୍ଶ କରି ମେଡିକେଟେଡ୍ କ୍ରିମି ବ୍ୟବହାର କରିପାରିବେ।
ରଙ୍ଗ ଓ ସର୍ଯ୍ୟ କିରଣର ସମ୍ଭାରରେ ଏକ ‘ଫଟୋଟକ୍ସିକ ’ ପ୍ରକ୍ରିୟା ସୃଷ୍ଟିକରେ, ଯାହା ଦ୍ବାରା ଶରୀର ବିଭିନ୍ନ ସ୍ଥାନ କୁଣ୍ଡାଇ ହେବା ସହିତ ଫଳି ଯାଏ, ତେବେ ଏଭଳି ଆରମ୍ଭ ହେବାମାତ୍ରେ, ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର କିମ୍ବା ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ।
କେତେ ପ୍ରକାର ଚର୍ମରୋଗ ଅଛି, ଯାହା ଶରୀରରେ ଲୁଚିଥାଏ। ରଙ୍ଗ ସଂସ୍ପର୍ଶରେ ଆସିବାମାତ୍ରେ ଏହା ବୃଦ୍ଧି ପାଇ ଚର୍ମକୁ ନଷ୍ଟ କରିବାକୁ ଲାଗେ। ‘ ସୋରିଆସିସ୍ ‘ ଏବଂ ‘ଏକଜିମା’ ରୋଗୀ ରଙ୍ଗ ଖେଳନ୍ତୁ ନାହିଁ।
ଆଖି ସବୁଠାରୁସମ୍ବେଦନଶୀଳ ଅଙ୍ଗ, ତେଣ ହୋଲି ଖେଳିବା ସମୟରେ ଚଷମା ବ୍ୟବହାର କରନ୍ତୁ। ହୋଲି ଖେଳିସାରିବା ପରେ ଆଖିକୁ ଥଣ୍ଡା ପାଣରେ ଧୋଇ ଦିଅନ୍ତୁ।
ପାଣ ରଙ୍ଗ ମୋଟେ ବ୍ୟବହାର କରନ୍ତୁ ନାହିଁ। ବିଶେଷକରି ମହୁଁରେ ବ୍ରଣ ଉଠୁଥିଲେ ରଙ୍ଗଠାରୁ ଦୂରେଇ ରୁହନ୍ତୁ। ସନସ୍କ୍ରିନ୍ ଲଗାଇବାକୁ ଆଦୌ ଭୁଲନ୍ତୁ ନାହିଁ।
ହୋଲି ଖେଳିସାରିବା ପରେ ଥଣ୍ଡା ପାଣିରେ ଗାଧୋଇବା ଅପେକ୍ଷା, ନଖ ଉଷୁମ ପାଣିରେ ଗାଧୋଇବା ଭଲ। ରଙ୍ଗ ଛଡ଼ାଇବା ପାଇଁ ଦାମୀ ସାବୁନ୍, ରିମୁଭର , ପେଟ୍ରୋଲ କିମ୍ବା କିରୋସିନ ବ୍ୟବହାର କରନ୍ତୁ ନାହିଁ।
ଭୁବନେଶ୍ବର : ଆଜି ରଙ୍ଗର ପର୍ବ ହୋଲି । ହୋଲି ପାଇଁ ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ । ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଉଛନ୍ତି ଲୋକେ । ସବୁଠି ଜମୁଛି ରଙ୍ଗର ମାହୋଲ । ସ୍ନେହ ଓ ପ୍ରେମର ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ କରୁଛନ୍ତି ସମସ୍ତେ । ମିଠା ଦେଇ ମନ ଜିଣୁଛନ୍ତି ସାଙ୍ଗ, ସାଥୀ, ଭାଇ ଓ ଭଉଣୀ । ହୋଲି ଲାଗି ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ପରିବାର, ପ୍ରିୟଜନ, ବନ୍ଧୁଙ୍କୁ ହୋଲି ଲଗାଇ ଆରମ୍ଭ ହୋଇଛି ସେଲିବ୍ରେସନ୍ । ବିଭିନ୍ନ ସ୍ଥାନରେ ଭୋଜି ଭାତର ଆୟୋଜନ ହେଉଥିବା ବେଳେ ନାଚ ଗୀତର ଆସର ବି ଜମିବାକୁ ଲାଗିଲାଣି। ହୋଲି ସହିତ ଜଡିତ ବିଭିନ୍ନ କିମ୍ବଦନ୍ତୀ ଉତ୍ସବ ଲୋକମାନଙ୍କୁ ସତ୍ୟର ଶକ୍ତି ବିଷୟରେ ନିଶ୍ଚିତ କରେ କାରଣ ଏହି ସମସ୍ତ କିମ୍ବଦନ୍ତୀଗୁଡ଼ିକର ନୈତିକତା ହେଉଛି ମନ୍ଦ ଉପରେ ଭଲର ଚରମ ବିଜୟ।
ହିନ୍ଦୁ ଧାର୍ମିକ ବିଶ୍ୱାସ ଅନୁଯାୟୀ ପ୍ରାଚୀନ କାଳରୁ ଏହି ପର୍ବ ପାଳନ କରାଯାଇଆସୁଛି । ହୋଲିରେ ରଙ୍ଗ ଲଗାଇବା ପ୍ରଭୁ କୃଷ୍ଣଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଶ୍ୱାସ କରାଯାଏ । ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଏହି ପର୍ବ ଭଗବାନ ଶିବ ଏବଂ କାମଦେବଙ୍କ ସହ ଜଡିତ । ହୋଲି କାହିଁକି ପାଳନ କରାଯାଏ, ଏହାର କାହାଣୀ ଆସନ୍ତୁ ଜାଣିବା …
ହିରଣ୍ୟକଶ୍ୟପ ଏବଂ ପ୍ରହ୍ଲାଦଙ୍କ କିମ୍ବଦନ୍ତୀ ମଧ୍ୟ ସୂଚାଇ ଦେଇଛି ଯେ, ପ୍ରଭୁ ସର୍ବଦା ତାଙ୍କର ପ୍ରକୃତ ଭକ୍ତଙ୍କୁ ନିଜ ଆଶ୍ରୟସ୍ଥଳୀରେ ନେଇଥିବାରୁ ପ୍ରଭୁଙ୍କ ପ୍ରତି ଅତ୍ୟଧିକ ଭକ୍ତି ଫଳ ଦେଇଥାଏ। ଏହି ସମସ୍ତ ଲୋକମାନଙ୍କୁ ନିଜ ଜୀବନରେ ଏକ ଭଲ ଆଚରଣ ଅନୁସରଣ କରିବାରେ ସାହାଯ୍ୟ କରେ ଏବଂ ସତ୍ୟବାଦୀ ଗୁଣରେ ବିଶ୍ୱାସ କରେ। ହୋଲି ଲୋକମାନଙ୍କୁ ସତ୍ୟବାଦୀ ଏବଂ ସଚ୍ଚୋଟ ହେବାର ଗୁଣରେ ବିଶ୍ୱାସ କରିବାକୁ ଏବଂ ମନ୍ଦ ବିରୁଦ୍ଧରେ ଲଢ଼ିବାକୁ ସାହାଯ୍ୟ କରେ ।
ହୋଲିର ରାଧା-କୃଷ୍ଣ କାହାଣୀ :
ହିନ୍ଦୁ ଧାର୍ମିକ ବିଶ୍ୱାସ ଅନୁଯାୟୀ, ଥରେ ବାଳ ଗୋପାଳ ତାଙ୍କ ମାଆ ଯଶୋଦାଙ୍କୁ ପଚାରିଲେ, ‘ମାତା ରାଧା ଏତେ ସୁନ୍ଦର ଏବଂ ମୋର ରଙ୍ଗ କାହିଁକି କଳା?’ ତା’ପରେ ମାତା ଥଟ୍ଟା କରି କୃଷ୍ଣଙ୍କୁ କହିଥିଲେ ଯେ ଯଦି ତୁମେ ରାଧାଙ୍କୁ ରଙ୍ଗ ଲଗାଇବ, ତେବେ ତାଙ୍କ ରଙ୍ଗ ମଧ୍ୟ ତୁମ ପରି ହୋଇଯିବ । କୁହାଯାଏ ଯେ ଏହାପରେ ଗୋପାଳ ରାଧା ରାଣୀଙ୍କୁ ରଙ୍ଗ ଲଗାଇଥିଲେ ଏବଂ ପରେ ରାଧା ମଧ୍ୟ କୃଷ୍ଣଙ୍କ ଉପରେ ରଙ୍ଗ ଲଗାଇଥିଲେ । ଏହିପରି ହୋଲିରେ ରଙ୍ଗ ସହିତ ଖେଳିବା ଆରମ୍ଭ ହେଲା ।
ଦିନ ୧୨ଟାରୁ ୧ଟା ସୁଦ୍ଧା ହୋଲି ଖେଳ ସାରିବାକୁ କଟକ ଡିସିପିଙ୍କ ପରାମର୍ଶ, ମଦ ପିଇ ହୋଲି ଖେଳିଲେ କାର୍ଯ୍ୟାନୁଷ୍ଠାନ
କଟକ/ଭୁବନେଶ୍ୱର: ହୋଲି ଖେଳକୁ ନେଇ କଟକ ଡିସିପିଙ୍କ କଟକଣା । ଦିନ ୧ଟା ଭିତରେ ହୋଲି ଖେଳ ସାରିବାକୁ ଡିସିପି ଋଷିକେଶ ଖୁଲାରୀ ପରାମର୍ଶ ଦେଇଛନ୍ତି । ହୋଲି ଖେଳ ସମୟରେ ଯେପରି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେଉ, ତାହା ଉପରେ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ୍ ଜଗିକି ରହିବେ । ଏଥିପାଇଁ କଟକ ସହରରେ ୨୨ ପ୍ଲାଟୁନ୍ ପୋଲିସ ମୁତୟନ ହେବେ । ଏ ନେଇ ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖୁଲାରୀ । ସେ ଆହୁରି ମଧ୍ୟ କହିଛନ୍ତି କି, ମଦ ପିଇ ହୋଲି ଖେଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହୋଲିରେ ମଦ ଦୋକାନ ବନ୍ଦ ରହିବ । ବେଆଇନ୍ ଭାବେ ମଦ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ହେବ । ନଦୀ ତୁଠରେ ନ ଗାଧୋଇ ଘରେ ଗାଧୋଇବାକୁ ପରାମର୍ଶ ଦେଇଛନ୍ତି ।
ସେହିପରି ହୋଲି ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପୋଲିସ ପକ୍ଷରୁ ଗାଇଡଲାଇନ୍‌ ଜାରି କରାଯାଇଛି । ନୂଆ ଡିସିପି ଜଗମୋହନ ମିନା କହିଛନ୍ତି ହୋଲି ପାଇଁ ରାଜଧାନୀ ଭୁବନେଶ୍ବରର ସୁରକ୍ଷାକୁ କଡ଼ାକଡି କରାଯାଇଛି। ରଙ୍ଗ ଲଗାଇ ନିଶାରେ ଉତ୍ପାତ କଲେ ବନ୍ଧାହେବେ । ମଦ ପିଇ ରୋମିଓ ବନିଲେ ମଧ୍ୟ ସାବାଡ଼ କରିବ ପୁଲିସ। ହୋଲି ଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। । ଆଇନଶୃଙ୍ଖଳା ଓ ମଦୁଆଙ୍କୁ ଜଗିବେ ୨୦ ପ୍ଲାଟୁନ ଫୋର୍ସ । ନକଲି ମଦ କାରବାର ରୋକିବାକୁ ହେବ ସ୍ପେଶାଲ ଡ୍ରାଇଭ। ନିଶା ବିକ୍ରିର ପ୍ରମାଣ ମିଳିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।
ଏଥି ସହିତ ହୋଲି ଦିନ ପାଣିରେ ବୁଡି ଦୁର୍ଘଟଣା ମାନ ଘଟିବାର ଆଶଙ୍କା ଥିବାରୁ ଓଡ୍ରାଫ ଓ ଅଗ୍ନିଶମ ଟିମ ସହ ଆଲର୍ଟ ରହିବ କମିଶନରେଟ ପୁଲିସ। ସବୁ ଗାଧୁଆ ଘାଟରେ ପୋଲିସ ସହ ଅଗ୍ନିଶମ କର୍ମଚାରୀ ରହିବେ। ଡ୍ରଙ୍କ ଆଣ୍ଡ ଡ୍ରାଇଭ ଉପରେ ରହିବ କଡା ନଜର। ପ୍ରତେକ ଛକରେ ମୁତୟନ ହେବେ ପୁଲିସ ଟିମ। ରାସ୍ତା ଉପରେ ହୋଲି ଖେଳି ଗହଳି କଲେ ଉଠାଇ ନେବ PCR। ଏଥି ସହିତ ମଦ୍ୟପାନ କରି କୌଣସି ନଦୀ, ପୋଖରୀରେ ଗାଧୋଇବା ପାଇଁ ପୁଲିସ ପକ୍ଷରୁ ମନା କରଯାଇଛି। ଏ ନେଇ ପ୍ରତେକ ଥାନାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ହୋଲି ପାଇଁ ସଜାଗ ଅଗ୍ନିଶମ ବିଭାଗ, ବିଭିନ୍ନ ନଦୀର ଘାଟ ଜଗିବେ ସ୍ୱତନ୍ତ୍ର ଟିମ୍‌
ଭୁବନେଶ୍ୱର: ହୋଲି ପାଇଁ ସଜାଗ ଅଗ୍ନିଶମ ବିଭାଗ। ହୋଲି ଦିନ ଯେପରି କୋଣସି ଅଘଟଣ ନ ଘଟେ ସେନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟିମ। ହୋଲି ଦିନ ନଦୀ ଗାଧୁଆ ତୁଠରେ ଅଘଟଣ ରୋକିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ବିଶେଷକରି ଏବେ ୫ଟି ସ୍ଥାନକୁ ଚିହ୍ନଟ କରାଯାଇଛି। କୁଆଖାଇ, ଦୟା, ପୁରୀ କେନାଲ ଓ ବାଲିପାଟଣା ସାଇପନ ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛି। ଏହାସହିତ ଏମେର୍ଜେନ୍ସି ପାଇଁ ମଧ୍ୟ ଟିମ ପ୍ରସ୍ତୁତ ରହିଛି। ଲାଇଫ ବ୍ୟୟ, ଲାଇଫ ଜ୍ୟାକେଟ, ମେସିନ ରବର ବୋଟ, ରେସକ୍ୟୁ ଲାଇନ, ଅଣ୍ଡର ୱାଟର ବିଏ ସେଟ ଇତ୍ୟାଦି ପ୍ରସ୍ତୁତ ରଖାଯାଇଛି।
ବାସ୍ତୁ ଅନୁସାରେ ରଙ୍ଗ ଚୟନ କରି ଖେଳନ୍ତୁ ହୋଲି, ଭାଗ୍ୟରେ ଉନ୍ନତି ଆସିବା ସହ ଦୂର ହେବ ନକାରାତ୍ମକ ଶକ୍ତି
ରଙ୍ଗର ପର୍ବ ହୋଲିରେ ବିଭିନ୍ନ ପ୍ରକାରର ରଙ୍ଗର ମହତ୍ତ୍ବ ଭିନ୍ନ ଭିନ୍ନ ହୋଇଥାଏ। ହୋଲି ଖେଳିବା ସମୟରେ ବାସ୍ତୁ ଅନୁସାରେ, ସଠିକ୍‌ ରଙ୍ଗକୁ ଚୟନ କରିବା ଦ୍ବାରା ଭାଗ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ନକାରାତ୍ମକ ଶକ୍ତି ଦୂର କରିଥାଏ।
ଲାଲ୍
ଉତ୍ସାହ ଓ ଉନ୍ମାଦନାକୁ ବୃଦ୍ଧି କରିବା ପାଇଁ ହୋଲିରେ ଲାଲ୍ ରଙ୍ଗର ବ୍ୟବହାର କରାଯାଏ। ଲାଲ୍ ରଙ୍ଗରେ ହୋଲି ଖେଳିବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିବା ସହ ମାନ ଏବଂ ସମ୍ମାନ ବୃଦ୍ଧି ପାଉଥିବାର ବିଶ୍ବାସ ରହିଛି।
ହଳଦିଆ
ବାସ୍ତୁ ଅନୁସାରେ, ଏହି ରଙ୍ଗରେ ହୋଲି ଖେଳିବା ଦ୍ବାରା ସ୍ନାୟୁଜନିତ ସମସ୍ୟାରୁ ମୁକ୍ତି ମିଳିବା ସହ ଏହା ମସ୍ତିଷ୍କକୁ ସକ୍ରିୟ କରିଥାଏ। ସୁନା ଏବଂ ରୁପା ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ହଳଦିଆ ରଙ୍ଗରେ ହୋଲି ଖେଳିବା ଅତ୍ୟନ୍ତ ଲାଭକାରୀ।
କମଳା
କମଳା ରଙ୍ଗ ହେଉଛି ଜ୍ଞାନ, ଶକ୍ତି, ପ୍ରେମ ଏବଂ ସୁଖର ପ୍ରତୀକ। ଜୀବନରେ ନିରାଶ ଅନୁଭବ କରିବା ସହ ଉଦାସୀନତାର ଶିକାର ହୋଇଥିବା ବ୍ୟକ୍ତିମାନେ ଏହି ରଙ୍ଗକୁ ହୋଲିରେ ବ୍ୟବହାର କରନ୍ତୁ।
ନୀଳ
ନୀଳ ରଙ୍ଗ ସ୍ୱଚ୍ଛ, ନିଷ୍ପାପ, କରୁଣାମୟ ଏବଂ ଉଚ୍ଚ ଚିନ୍ତାଧାରାକୁ ସୂଚାଇଥାଏ। ବାସ୍ତୁ ଅନୁସାରେ, ଏହି ରଙ୍ଗ ଆକାଶ ଏବଂ ଜଳକୁ ପ୍ରତିନିଧିତ୍ବ କରେ। ଏହି ରଙ୍ଗ ଶାରୀରିକ ଅସୁସ୍ଥତାକୁ ଦୂରେଇ ଯନ୍ତ୍ରଣା ହ୍ରାସ କରିଥାଏ।
ଗୋଲାପି
ଗୋଲାପି ରଙ୍ଗରେ ହୋଲି ଖେଳୁଥିବା ବ୍ୟକ୍ତିଙ୍କ ମନ ଦୃଢ଼ ହୋଇଥାଏ। ଏହି ରଙ୍ଗରେ ହୋଲି ଖେଳୁଥିବା ବ୍ୟକ୍ତିମାନେ ଅସୁବିଧା ସମୟରେ ମଧ୍ୟ ହାର ମାନନ୍ତି ନାହିଁ। ଜୀବନରେ ପ୍ରେମ ଚାହୁଁଥିବା ବ୍ୟକ୍ତି ଏହି ରଙ୍ଗରେ ହୋଲି ଖେଳିବା ଉତ୍ତମ।
ରାତି ପାହିଲେ ରଙ୍ଗର ପର୍ବ ହୋଲି । ହୋଲି ପାଇଁ ବଜାରରେ ଏବେ ବିଭିନ୍ନ ପ୍ରକାରର ରଙ୍ଗ ବିକ୍ରି କରାଯାଉଛି । ତେବେ ହୋଲି ଖେଳିବା ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ଦିଗ ଉପରେ ଧ୍ୟାନ ନ ଦେଲେ ଚର୍ମ ଉପରେ ଉକ୍ତ ରଙ୍ଗର ଗୁରୁତର ପ୍ରଭାବ ପଡିପାରେ । ରାସାୟନିକ ରଙ୍ଗ ନୁହେଁ, ପ୍ରାକୃତିକ ରଙ୍ଗ ବା ହର୍ବାଲ ହୋଲିରେ ରଙ୍ଗ ଖେଳିବା ଜରୁରୀ। କୌଣସି ରାସାୟନିକ ରଙ୍ଗ କିମ୍ବା ଜୈବିକ ରଙ୍ଗ ଶରୀର ପାଇଁ କ୍ଷତିକାରକ ହୋଇପାରେ। ତେବେ ଚର୍ମକୁ ପ୍ରଭାବିତ କରିପାରୁ ନ ଥିବା ପ୍ରାକୃତିକ ରଙ୍ଗ ବ୍ୟବହାର କରିବା ଉଚିତ୍।
ରଙ୍ଗ ଖେଳିବା ପୂର୍ବରୁ ଶରୀରରେ ନଡ଼ିଆ କିମ୍ବା ସୋରିଷ ତେଲ ଲଗାଇବା ଆବଶ୍ୟକ। ଶୁଷ୍କ ଶରୀର ଉପରେ ରାସାୟନିକ ରଙ୍ଗ ଖରାପ ପ୍ରଭାବ ପକାଇଥାଏ। ଯଦି ସମ୍ଭବ ତେବେ, ଡାକ୍ତରଙ୍କ ସହ ପରାମର୍ଶ କରି ମେଡିକେଟେଡ୍ କ୍ରିମି ବ୍ୟବହାର କରିପାରିବେ।
ରଙ୍ଗ ଓ ସର୍ଯ୍ୟ କିରଣର ସମ୍ଭାରରେ ଏକ ‘ଫଟୋଟକ୍ସିକ ’ ପ୍ରକ୍ରିୟା ସୃଷ୍ଟିକରେ, ଯାହା ଦ୍ବାରା ଶରୀର ବିଭିନ୍ନ ସ୍ଥାନ କୁଣ୍ଡାଇ ହେବା ସହିତ ଫଳି ଯାଏ, ତେବେ ଏଭଳି ଆରମ୍ଭ ହେବାମାତ୍ରେ, ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର କିମ୍ବା ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ।
କେତେ ପ୍ରକାର ଚର୍ମରୋଗ ଅଛି, ଯାହା ଶରୀରରେ ଲୁଚିଥାଏ। ରଙ୍ଗ ସଂସ୍ପର୍ଶରେ ଆସିବାମାତ୍ରେ ଏହା ବୃଦ୍ଧି ପାଇ ଚର୍ମକୁ ନଷ୍ଟ କରିବାକୁ ଲାଗେ। ‘ ସୋରିଆସିସ୍ ‘ ଏବଂ ‘ଏକଜିମା’ ରୋଗୀ ରଙ୍ଗ ଖେଳନ୍ତୁ ନାହିଁ।
ଆଖି ସବୁଠାରୁସମ୍ବେଦନଶୀଳ ଅଙ୍ଗ, ତେଣ ହୋଲି ଖେଳିବା ସମୟରେ ଚଷମା ବ୍ୟବହାର କରନ୍ତୁ। ହୋଲି ଖେଳିସାରିବା ପରେ ଆଖିକୁ ଥଣ୍ଡା ପାଣରେ ଧୋଇ ଦିଅନ୍ତୁ।
ପାଣ ରଙ୍ଗ ମୋଟେ ବ୍ୟବହାର କରନ୍ତୁ ନାହିଁ। ବିଶେଷକରି ମହୁଁରେ ବ୍ରଣ ଉଠୁଥିଲେ ରଙ୍ଗଠାରୁ ଦୂରେଇ ରୁହନ୍ତୁ। ସନସ୍କ୍ରିନ୍ ଲଗାଇବାକୁ ଆଦୌ ଭୁଲନ୍ତୁ ନାହିଁ।
ହୋଲି ଖେଳିସାରିବା ପରେ ଥଣ୍ଡା ପାଣିରେ ଗାଧୋଇବା ଅପେକ୍ଷା, ନଖ ଉଷୁମ ପାଣିରେ ଗାଧୋଇବା ଭଲ। ରଙ୍ଗ ଛଡ଼ାଇବା ପାଇଁ ଦାମୀ ସାବୁନ୍, ରିମୁଭର, ପେଟ୍ରୋଲ କିମ୍ବା କିରୋସିନ ବ୍ୟବହାର କରନ୍ତୁ ନାହିଁ।
ଦିନକ ପରେ ରଙ୍ଗର ପର୍ବ ‘ହୋଲି’; ଭଳି କି ଭଳି ରଙ୍ଗ ପସରାରେ ରଙ୍ଗିନ ରାଜଧାନୀ
ଭୁବନେଶ୍ୱର: ମଙ୍ଗଳବାର ଫଗୁ ଓ ଫଗୁଣର ପର୍ବ ହୋଲି। ଯାହାର ଝଲକ ମଧ୍ୟ ରାଜଧାନୀର ରାସ୍ତାଘାଟ ଠାରୁ ଆରମ୍ଭ କରି ହାଟବଜାରରେ ମଧ୍ୟ ଅନୁଭୂତ ହୋଇଛି। ଭଳି କି ଭଳି ରଙ୍ଗ ପସରା ସାଙ୍ଗକୁ ହୋଲିରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀ ପଥଚାରୀଙ୍କ ଆଖି ଝଲସାଇ ଦେଉଛି। ବିଭିନ୍ନ ପ୍ରକାର ରଙ୍ଗ ଅବିର, ପିଚକାରୀ, ଟୋପି, ମୁଖା ଆଦି ଆକର୍ଷଣ ପାଲଟିଛି। ସେହିପରି ଛୋଟ ପିଲାମାନଙ୍କ ନିମନ୍ତେ ପଶୁ, ରାକ୍ଷସ, ଝିଅ, ପୁଅ ଆଦି ଆକର୍ଷଣୀୟ ମୁଖା ଓ ଚଷମା ରହିଛି। ଯାହାର ମୂଲ୍ୟ ୫୦ଟଙ୍କାରୁ ଆରମ୍ଭ ହୋଇ ୨ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ଡାଇନୋସର୍‌‌, ଆଇରନମ୍ୟାନ୍‌‌, ଡୋରେମନ୍‌‌, ଛୋଟାଭୀମ୍‌‌ ଭଳି ପିଚକାରୀ ମଧ୍ୟ ରହିଛି। ଯାହା ଛୋଟ ପିଲାଙ୍କୁ ଆକର୍ଷିତ କରୁଛି। ତେବେ ଉପହାର ଦେବା ପାଇଁ ବିଭିନ୍ନ ରଙ୍ଗର ପ୍ୟାକେଟ୍‌‌ ରହିବା ସହ ରଙ୍ଗ ବେରଙ୍ଗର ଅବିର ରହିଛି। ଯାହା କିଲୋ ପ୍ରତି ଦର ଶହେରୁ ୨ଶହ ଟଙ୍କା ରହିଥିବା ବେଳେ ସୁଗନ୍ଧ ବା ବାସ୍ନା ଅବିର କିଲୋ ପିଛା ୩ଶହ ଟଙ୍କା ରହିଛି।
ମୁଣ୍ଡଫଟାରୁ ପ୍ରାକୃତିକ ରଙ୍ଗ
ପୂର୍ବରୁ ହୋଲି ପର୍ବ ଆସିବା ପୂର୍ବରୁ ବଜାରକୁ ଆସିଥାଏ ବିଭିନ୍ନ ପ୍ରକାର ରଙ୍ଗ। ସବୁଠାରୁ ଅଧିକ ମୁଣ୍ଡଫଟା ରଙ୍ଗ, ବାର୍ନିସ୍‌‌, ଆଲକାତରା ଆଦିକୁ ବ୍ୟବହାର କରୁଥିଲେ ଲୋକେ। ଏହିସବୁଥିରେ ପ୍ରଚୁର ପରିମାଣରେ ରସାୟନ ପଦାର୍ଥ ମିଶ୍ରଣ କରାଯାଉଥିବାରୁ ଚର୍ମ ଓ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ବିଶେଷ କରି ଆଖି ପାଇଁ କ୍ଷତିକାରକ ହୋଇଥାଏ। ଏହି ରଙ୍ଗ ଲାଗିଲେ ତାହା ସହଜରେ ଛାଡ଼ି ନ ଥାଏ। ତେଣୁ ଧୀରେ ଧୀରେ ଲୋକମାନେ ସଚେତନତା ଅବଲମ୍ବନ କରି ଅବିର ଖେଳିବାକୁ ପସନ୍ଦ କରିଥିଲେ। ଏବେ ପ୍ରାୟ ବଜାରରେ ହର୍ବାଲ ରଙ୍ଗ ଅଧିକ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ବିଭିନ୍ନ ଫୁଲ, ଫଳ, ପନିପରିବା ସହ ଘରେ ନିତିଦିନ ବ୍ୟବହାର ହେଉଥିବା ହଳଦୀ ଗୁଣ୍ଡ, ଚନ୍ଦନ, ମୁଲତାନି ମାଟି ଆଦିରୁ ତିଆରି ରଙ୍ଗର ଟ୍ରେଣ୍ଡ୍‌‌ ଆରମ୍ଭ ହୋଇଛି। ବଜାରରେ ମଧ୍ୟ ଏହିସବୁ ପ୍ରାକୃତିକ ରଙ୍ଗ ଉପଲବ୍ଧ ହେଲାଣି। ଯାହା ଏକ ସୁରକ୍ଷିତ ହୋଲିର ନୂଆ ଧାରା ସୃଷ୍ଟି କରିଛି। ଏହାଦ୍ୱାରା ଯେକୌଣସି ବୟସର ବ୍ୟକ୍ତି ବିନା ଦ୍ୱିଧାରେ ଏହିସବୁ ପ୍ରାକୃତିକ ରଙ୍ଗ ବ୍ୟବହାର କରିପାରିବ ବୋଲି ବ୍ୟବସାୟୀମାନେ କହିଛନ୍ତି। ଏହାକୁ ମହିଳାମାନେ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।
ରସାୟନ ଯୁକ୍ତ ରଙ୍ଗ ବିକ୍ରି ନିଷିଦ୍ଧ ହେଉ
ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି। ଏ ନେଇ ବଜାରରେ ଭଳିକିଭଳି ଯଥା ନାଲି, ନୀଳ, ସବୁଜ, ଗେରୁଆ, କଳା ଇତ୍ୟାଦି ରଙ୍ଗର ପସରା ଖୋଲିଗଲାଣି। ଅଧିକାଂଶ ଦୋକାନରେ ରାସାୟନିକ ଯୁକ୍ତ ରଙ୍ଗ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ଏହି ରଙ୍ଗକୁ ନିଷିଦ୍ଧ କରିବା ପାଇଁ ଦାବି କରିଛନ୍ତି ପରିବେଶବିତ୍‌‌ ସୁଶାନ୍ତ ସାହୁ। ରାସାୟନିକ ଯୁକ୍ତ ରଙ୍ଗର ବିକ୍ରିକୁ ରଙ୍ଗର ପର୍ବ ହୋଲିରେ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଲାଗି ପ୍ରଶାସନ ନିକଟରେ ଶ୍ରୀ ସାହୁ ଏକ ପ୍ରେସ୍‌‌ ବିବୃତ୍ତି ମାଧ୍ୟମରେ ଦାବି କରିଛନ୍ତି।
ରଙ୍ଗର ପର୍ବ ହୋଲି ଖେଳିବା ସମୟରେ ଅବଲମ୍ବନ କରନ୍ତୁ ଏହିସବୁ ସତର୍କତା..
ହୋଲି ଖେଳିବା ସମୟରେ ଟିକିଏ ଅସାବଧାନତା ଅନେକ ସମସ୍ୟାର କାରଣ ପାଲଟେ। ତେଣୁ ହୋଲି ଖେଳିବା ସମୟରେ ନିମ୍ନ ପ୍ରଦତ୍ତ କିଛି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ।
ପ୍ରାକୃତିକ ରଙ୍ଗରେ ହୋଲି ଖେଳିବା ପାଇଁ ଚେଷ୍ଟା କରନ୍ତୁ । ଏହା ଦ୍ବାରା ଚର୍ମ ଏବଂ କେଶ ସୁରକ୍ଷିତ ରହିଥାଏ।
ଘରେ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରି ନ ପାରିଲେ ବଜାରେ ଉପଲବ୍ଧ ହର୍ବାଲ ରଙ୍ଗ କିଣି ତାହାକୁ ବ୍ୟବହାର କରନ୍ତୁ।
ହୋଲି ଖେଳିବା ପୂର୍ବରୁ ପୂରା ଶରୀର, ମୁହଁରେ ମଏଶ୍ଚରାଇଜର୍‌ ଓ ନଡ଼ିଆ ତେଲ ଲଗାନ୍ତୁ। କେଶରେ ମଧ୍ୟ ତେଲ ଲଗାନ୍ତୁ। ଏହାଦ୍ବାରା ଗାଢ଼ ରଙ୍ଗ ସହଜରେ ଶରୀରରୁ ଛାଡ଼ି ଯାଇଥାଏ।
ହୋଲିରେ ଡେନିମ୍ ଜିନ୍ସ, ଜ୍ୟାକେଟ୍ ପିନ୍ଧନ୍ତୁ, ଯାହା ଫଳରେ କଳା, ସବୁଜ, ନୀଳ, ବାଇଗଣୀ ଭଳି ଉଜ୍ଜ୍ୱଳ ଓ ଗାଢ଼ ରଙ୍ଗ କପଡ଼ାରେ ସହଜରେ ଲାଗି ନ ଥାଏ।
ଭାରତର ଏପରି ଏକ ଗାଁ, ଯେଉଁଠି ଦୀର୍ଘ ୧୫୦ ବର୍ଷ ହେଲା ହୋଇନି ରଙ୍ଗ ଖେଳ
ଛତିଶଗଡ଼ ରାଜ୍ୟ କୋରବା ଜିଲ୍ଲାର ଖରହରି ଗାଁରେ ୧୫୦ ବର୍ଷରୁ ଊର୍ଦ୍ଧ୍ବ କାଳ ହୋଲି ଖେଳ ହୋଇ ନାହିଁ। ଏହା ପଛରେ ଏକ ଅଘଟଣର କାହାଣୀ ଜଡ଼ିତ। ଗାଁରେ ହୋଲିକା ଦହନ ସମୟରେ ଅଚାନକ ଗାଁର ସବୁ ଘରଗୁଡ଼ିକ ଜଳିଯିବାରୁ ବହୁ ଧନଜୀବନ ନଷ୍ଟ ହୋଇଯାଇଥିଲା। ତା’ ପରଠୁ ଏହି ଗାଁରେ ହୋଲି ଖେଳ ହୋଇନାହିଁ। ସେହିପରି ହୋଲି ପାଳନ ନ କରିବାର ଅନ୍ୟ ଏକ କାହାଣୀ ହେଉଛି, ଏହି ଗାଁର ଜଣେ ବ୍ୟକ୍ତି ହୋଲି ଖେଳିବା ପାଇଁ ଅନ୍ୟ ଏକ ଗାଁକୁ ଯାଇଥିଲେ ଏବଂ ଫେରିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଏକ ଲୋକକଥା ଅନୁସାରେ, ଗାଁର ଦେବୀ ମଣ୍ଡବାରାଣୀ ସ୍ବପ୍ନାଦେଶ କରି, ହୋଲି ନ ଖେଳିବା ପାଇଁ କହିଥିଲେ। ଦେବୀଙ୍କ ଆଦେଶ ଅନୁଯାୟୀ ଏଠାରେ ହୋଲି ପର୍ବ ପାଳନ କରାଯାଏ ନାହିଁ।
ବାସ୍ତୁ ଅନୁସାରେ ଚୟନ କରନ୍ତୁ ରଙ୍ଗ; ଭାଗ୍ୟରେ ଉନ୍ନତି ଆସିବା ସହ ନକାରାତ୍ମକ ଶକ୍ତି ହେବ ଦୂର
ରଙ୍ଗର ପର୍ବ ହୋଲିରେ ବିଭିନ୍ନ ପ୍ରକାରର ରଙ୍ଗର ମହତ୍ତ୍ବ ଭିନ୍ନ ଭିନ୍ନ ହୋଇଥାଏ। ହୋଲି ଖେଳିବା ସମୟରେ ବାସ୍ତୁ ଅନୁସାରେ, ସଠିକ୍‌ ରଙ୍ଗକୁ ଚୟନ କରିବା ଦ୍ବାରା ଭାଗ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ନକାରାତ୍ମକ ଶକ୍ତି ଦୂର କରିଥାଏ।
ଲାଲ୍
ଉତ୍ସାହ ଓ ଉନ୍ମାଦନାକୁ ବୃଦ୍ଧି କରିବା ପାଇଁ ହୋଲିରେ ଲାଲ୍ ରଙ୍ଗର ବ୍ୟବହାର କରାଯାଏ। ଲାଲ୍ ରଙ୍ଗରେ ହୋଲି ଖେଳିବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିବା ସହ ମାନ ଏବଂ ସମ୍ମାନ ବୃଦ୍ଧି ପାଉଥିବାର ବିଶ୍ବାସ ରହିଛି।
ହଳଦିଆ
ବାସ୍ତୁ ଅନୁସାରେ, ଏହି ରଙ୍ଗରେ ହୋଲି ଖେଳିବା ଦ୍ବାରା ସ୍ନାୟୁଜନିତ ସମସ୍ୟାରୁ ମୁକ୍ତି ମିଳିବା ସହ ଏହା ମସ୍ତିଷ୍କକୁ ସକ୍ରିୟ କରିଥାଏ। ସୁନା ଏବଂ ରୁପା ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ହଳଦିଆ ରଙ୍ଗରେ ହୋଲି ଖେଳିବା ଅତ୍ୟନ୍ତ ଲାଭକାରୀ।
କମଳା
କମଳା ରଙ୍ଗ ହେଉଛି ଜ୍ଞାନ, ଶକ୍ତି, ପ୍ରେମ ଏବଂ ସୁଖର ପ୍ରତୀକ। ଜୀବନରେ ନିରାଶ ଅନୁଭବ କରିବା ସହ ଉଦାସୀନତାର ଶିକାର ହୋଇଥିବା ବ୍ୟକ୍ତିମାନେ ଏହି ରଙ୍ଗକୁ ହୋଲିରେ ବ୍ୟବହାର କରନ୍ତୁ।
ନୀଳ
ନୀଳ ରଙ୍ଗ ସ୍ୱଚ୍ଛ, ନିଷ୍ପାପ, କରୁଣାମୟ ଏବଂ ଉଚ୍ଚ ଚିନ୍ତାଧାରାକୁ ସୂଚାଇଥାଏ। ବାସ୍ତୁ ଅନୁସାରେ, ଏହି ରଙ୍ଗ ଆକାଶ ଏବଂ ଜଳକୁ ପ୍ରତିନିଧିତ୍ବ କରେ। ଏହି ରଙ୍ଗ ଶାରୀରିକ ଅସୁସ୍ଥତାକୁ ଦୂରେଇ ଯନ୍ତ୍ରଣା ହ୍ରାସ କରିଥାଏ।
ଗୋଲାପି
ଗୋଲାପି ରଙ୍ଗରେ ହୋଲି ଖେଳୁଥିବା ବ୍ୟକ୍ତିଙ୍କ ମନ ଦୃଢ଼ ହୋଇଥାଏ। ଏହି ରଙ୍ଗରେ ହୋଲି ଖେଳୁଥିବା ବ୍ୟକ୍ତିମାନେ ଅସୁବିଧା ସମୟରେ ମଧ୍ୟ ହାର ମାନନ୍ତି ନାହିଁ। ଜୀବନରେ ପ୍ରେମ ଚାହୁଁଥିବା ବ୍ୟକ୍ତି ଏହି ରଙ୍ଗରେ ହୋଲି ଖେଳିବା ଉତ୍ତମ।
ହୋଲି ଖେଳିବା ପୂର୍ବରୁ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ ଚର୍ମ ଉପରେ ପଡିବ ପ୍ରଭାବ
ରାସାୟନିକ ରଙ୍ଗ ନୁହେଁ, ପ୍ରାକୃତିକ ରଙ୍ଗ ବା ହର୍ବାଲ ହୋଲିରେ ରଙ୍ଗ ଖେଳିବା ଜରୁରୀ। କୌଣସି ରାସାୟନିକ ରଙ୍ଗ କିମ୍ବା ଜୈବିକ ରଙ୍ଗ ଶରୀର ପାଇଁ କ୍ଷତିକାରକ ହୋଇପାରେ। ତେବେ ଚର୍ମକୁ ପ୍ରଭାବିତ କରିପାରୁ ନ ଥିବା ପ୍ରାକୃତିକ ରଙ୍ଗ ବ୍ୟବହାର କରିବା ଉଚିତ୍। ବଜାରରେ ଭଳିକି ଭଳି ପ୍ରାକୃତିକ ରଙ୍ଗ ଉପଲବ୍ଧ ହେଉଛି।
-ରଙ୍ଗ ଖେଳିବା ପୂର୍ବରୁ ଶରୀରରେ ନଡ଼ିଆ କିମ୍ବା ସୋରିଷ ତେଲ ଲଗାଇବା ଆବଶ୍ୟକ। ଶୁଷ୍କ ଶରୀର ଉପରେ ରାସାୟନିକ ରଙ୍ଗ ଖରାପ ପ୍ରଭାବ ପକାଇଥାଏ। ଯଦି ସମ୍ଭବ ତେବେ, ଡାକ୍ତରଙ୍କ ସହ ପରାମର୍ଶ କରି ମେଡିକେଟେଡ୍ କ୍ରିମି ବ୍ୟବହାର କରିପାରିବେ।
– ରଙ୍ଗ ଓ ସର୍ଯ୍ୟ କିରଣର ସମ୍ଭାରରେ ଏକ ‘ଫଟୋଟକ୍ସିକ ’ ପ୍ରକ୍ରିୟା ସୃଷ୍ଟିକରେ, ଯାହା ଦ୍ବାରା ଶରୀର ବିଭିନ୍ନ ସ୍ଥାନ କୁଣ୍ଡାଇ ହେବା ସହିତ ଫଳି ଯାଏ, ତେବେ ଏଭଳି ଆରମ୍ଭ ହେବାମାତ୍ରେ, ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର କିମ୍ବା ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ।
-କେତେ ପ୍ରକାର ଚର୍ମରୋଗ ଅଛି, ଯାହା ଶରୀରରେ ଲୁଚିଥାଏ। ରଙ୍ଗ ସଂସ୍ପର୍ଶରେ ଆସିବାମାତ୍ରେ ଏହା ବୃଦ୍ଧି ପାଇ ଚର୍ମକୁ ନଷ୍ଟ କରିବାକୁ ଲାଗେ। ‘ ସୋରିଆସିସ୍ ‘ ଏବଂ ‘ଏକଜିମା’ ରୋଗୀ ରଙ୍ଗ ଖେଳନ୍ତୁ ନାହିଁ।
-ଆଖି ସବୁଠାରୁସମ୍ବେଦନଶୀଳ ଅଙ୍ଗ, ତେଣ ହୋଲି ଖେଳିବା ସମୟରେ ଚଷମା ବ୍ୟବହାର କରନ୍ତୁ। ହୋଲି ଖେଳିସାରିବା ପରେ ଆଖିକୁ ଥଣ୍ଡା ପାଣରେ ଧୋଇ ଦିଅନ୍ତୁ।
-ପାଣ ରଙ୍ଗ ମୋଟେ ବ୍ୟବହାର କରନ୍ତୁ ନାହିଁ। ବିଶେଷକରି ମହୁଁରେ ବ୍ରଣ ଉଠୁଥିଲେ ରଙ୍ଗଠାରୁ ଦୂରେଇ ରୁହନ୍ତୁ। ସନସ୍କ୍ରିନ୍ ଲଗାଇବାକୁ ଆଦୌ ଭୁଲନ୍ତୁ ନାହିଁ।
– ହୋଲି ଖେଳିସାରିବା ପରେ ଥଣ୍ଡା ପାଣିରେ ଗାଧୋଇବା ଅପେକ୍ଷା, ନଖ ଉଷୁମ ପାଣିରେ ଗାଧୋଇବା ଭଲ। ରଙ୍ଗ ଛଡ଼ାଇବା ପାଇଁ ଦାମୀ ସାବୁନ୍, ରିମୁଭର , ପେଟ୍ରୋଲ କିମ୍ବା କିରୋସ ବ୍ୟବହାର କରନ୍ତୁ ନାହିଁ।