acccident - The Sakala

ଯାତ୍ରୀବାହୀ ବସ୍ ସହ ଟ୍ରକ ମୁହାଁମୁହିଁ ଧକ୍କା: ୨ମୃତ ଓ ୨୦ରୁ ଉର୍ଦ୍ଧ୍ବ ଗୁରୁତର
ଭଦ୍ରକ: ପଶ୍ଚିମବଙ୍ଗର ମୁଶୀଦାବାଦ ଜିଲ୍ଲା ସ୍ଥିତ ସାମସେର ଗଞ୍ଜ ଅଞ୍ଚଳର ଏକ ଯାତ୍ରୀବାହୀ ବସ ବାସୁଦେବପୁର ୩୪ ନମ୍ବର ଜାତୀୟ ସଡ଼କ ନିକଟରେ ଅପର ପାର୍ଶ୍ୱରୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଯାତ୍ରୀବାହୀ ବସରେ ଥିବା ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।  ଆହତକୁ ନିକଟରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭୁବନେଶ୍ୱର-ଝାଡ଼ଖଣ୍ଡ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ, ୮ ଆହତ
କରଞ୍ଜିଆ: ଭୁବନେଶ୍ୱର ଠାରୁ ଝାଡ଼ଖଣ୍ଡ ଅଞ୍ଚଳ କୁମାରଡୁମୁରିକୁ ଯାଉଥିବା ସାଗର ନାମକ ଏକ ଯାତ୍ରୀବାହୀ ବସ ବୁଧବାର ବିଳମ୍ବିତ ରାତିରେ ଆନନ୍ଦପୁର- ଠାକୁରମୁଣ୍ଡା ରାସ୍ତାର ଚିଆଁ ବେଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଓ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ୪ ଜଣ ବାଦାମପାହାଡ଼ ଓ କୁମାରଡୁମୁରି ଅଞ୍ଚଳର ହୋଇଥିବାର ଜଣାପଡିଛି। ଭୁବନେଶ୍ୱରରୁ ଯାତ୍ରୀ ନେଇ ଝାଡ଼ଖଣ୍ଡ କୁମାରଡୁମୁରିକୁ ଯାଉଥିବା ବେଳେ ରାସ୍ତାରେ ଭାରସାମ୍ୟ ହରାଇ ବସଟି ରାସ୍ତା କଡ ଗଛରେ ପିଟି ହୋଇ ଓଲଟି ପଡିଥିଲା। ଦୁର୍ଘଟଣାସ୍ଥଳରେ ମହୁଲଡ଼ିହା ଥାନା ପୁଲିସ ପହଞ୍ଚି ଅନୁସନ୍ଧାନ କରିଛି।