toll-plaza - The Sakala

ଜାତୀୟ ରାଜପଥରୁ ହଟିବ ଟୋଲ୍ ପ୍ଲାଜା
ନୂଆଦିଲ୍ଲୀ: ଆଗକୁ ଦେଶର ସମସ୍ତ ଜାତୀୟ ରାଜମାର୍ଗରୁ ଟୋଲ ପ୍ଲାଜା ହଟାଇବାକୁ ସରକାର ଯୋଜନା କରିଛନ୍ତି। ଟୋଲ୍ ପ୍ଲାଜା ବଦଳରେ ଅଟୋମେଟିକ୍‌ ନମ୍ବର ପ୍ଲେଟ୍ ରିଡର (ଏନପିଆର) କ୍ୟାମେରା ଲଗାଯିବ। ଏହି କ୍ୟାମେରା ଗାଡିଗୁଡିକ ନମ୍ବର ପ୍ଲେଟ୍‌କୁ ରିଡ୍ କରି ମାଲିକଙ୍କ ଲିଙ୍କ୍ କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟରୁ ସ୍ଵତପ୍ରବୃତଃ ଭାବେ ଟଙ୍କା କାଟିନେବ। ଏ ସମ୍ପର୍କରେ କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ  ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଏହି ଯୋଜନାର ପାଇଲଟ୍‌ ପ୍ରକଳ୍ପ ଚାଲିଛି। ଏହାକୁ ସୁବିଧାଜନକ କରିବା ପାଇଁ ଆଇନରେ ସଂଶୋଧନ କରାଯାଉଛି।

ଶ୍ରୀ ଗଡକରୀ କହିଛନ୍ତି ସରକାର ୨୦୧୯ରେ ଏକ  ନିୟମ ପ୍ରସ୍ତୁତ କରିଥିଲେ ଯେ ସମସ୍ତ କାରରେ କମ୍ପାନୀର ଫଟେଡ୍ ନମ୍ବର ପ୍ଲେଟ୍ ଲାଗିବ। ସେହି ହିସାବରେ ଗତ ଚାରି ବର୍ଷରେ ଯେତେ ଗାଡି ଆସିଛି ସେଥିରେ ଭିନ୍ନ ଧରଣର ନମ୍ବର ପ୍ଲେଟ୍ ଲାଗିଛି। ତେଣୁ ବର୍ତ୍ତମାନର ଯୋଜନା ଅନୁସାରେ ଏନ୍‌ଏଚ୍‌ ଲାଗିଥିବା ସମସ୍ତ ଟୋଲ୍ ପ୍ଲାଜାକୁ ହଟାଯାଇ ଉକ୍ତ ସ୍ଥାନରେ ଅତ୍ୟାଧୁନିକ କ୍ୟାମେରା ଲଗାଯିବ। ଏହି କ୍ୟାମେରା କାରର ନମ୍ବର ପ୍ଲେଟ୍‌କୁ ରିଡ୍ କରିବା ମାତ୍ରେ ମାଲିକଙ୍କ ଆକାଉଣ୍ଟରୁ ଟଙ୍କା କଟିଯିବ। ଗଡକରୀ କହିଛନ୍ତି, ଆମେ ଏହି ଯୋଜନାର ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରୁଛୁ। ହେଲେ ଏଥିରେ ଏକ ସମସ୍ୟା ରହିଛି। ଆଇନତଃ ଟୋଲ୍ ପ୍ଲାଜାକୁ ଏଡାଇବା ଏବଂ ଟିକସ୍ ପୈଠ ନ କରିବା ଗାଡି ମାଲିକଙ୍କୁ ଦଣ୍ଡିତ କରାଯିବାର କୌଣସି ନିୟମ ନାହିଁ। ତେଣୁ ଆମକୁ ପ୍ରଥମେ ଏହାକୁ ଆଇନ ପରିଧିରେ ଆଣିବାକୁ ପଡିବ।

ନୀତିନ ଗଡକରୀଙ୍କ ବଡ଼ ଘୋଷଣା, ଗୋଟିଏ ବର୍ଷ ମଧ୍ୟରେ ହାଇୱେରୁ ହଟିବ ଟୋଲ ଗେଟ
ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର ଲୋକସଭାରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି କି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ସମସ୍ତ ଟୋଲପ୍ଲାଜା ବନ୍ଦ କରିବା ପାଇଁ ସରକାର ଯୋଜନା କରୁଛନ୍ତି । ଆଗାମୀ ଦିନରେ ପ୍ରଯୁକ୍ତି ବିଦ୍ୟା ସହାୟତାରେ ଲୋକମାନେ ସେତିକି ଟୋଲ ଦେୟ ଦେବେ ଯେତିକି ସେମାନେ ସଡକ ଉପରେ ଗମନା ଗମନ କରିବେ।

ସୂଚନାନୁସାରେବିଏସପି ସାଂସଦ କୁଅଁଲ ଦାନିସ ଅଲ୍ଲୀ ଗଡମୁକ୍ତେଶ୍ୱର ପାଖରେ ଥିବା ସଡକରେ ମ୍ୟୁନିସିପାଲିଟି ସୀମା ଭିତରେ ଟୋଲ୍ ପ୍ଲାଜା ଥିବା କଥା ସଂସଦରେ ଉଠାଇଥିଲେ । ମ୍ୟୁନିସିପାଲିଟି ସୀମାକ୍ଷେତ୍ରରେ କେମିତି ଟୋଲ୍ ପ୍ଲାଜା ବସିଲା ଓ କେମିତି ଲୋକଙ୍କଠାରୁ ଟୋଲ ଆଦାୟ କରାଯାଉଛି ବୋଲି ସାଂସଦ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେଇ ଗଡକରୀ କହିଥିଲେ ଯେ ପୂର୍ବ ସରକାରରେ ସଡକ ପରିଯୋଜନାରେ ଅଧିକ ସ୍ୱଚ୍ଛତା ଆଣିବା ପାଇଁ ଏହି ରାସ୍ତାରେ ଟୋଲ୍ ପ୍ଲାଜା ନିର୍ମାଣ କରିଥିଲେ । ଯାହା ନଗର ନିଗମ ସୀମାରେ ରହିଛି । ଏହା ନିଶ୍ଚିତ ଭାବେ ଠିକ୍ ନୁହେଁ । ଏବେ ଯଦି ଟୋଲ୍ ପ୍ଲାଜାକୁ ଉଚ୍ଛେଦ କରାଯିବ ତେବେ ସଡକ ତିଆରି କରିଥିବା କମ୍ପାନୀ କ୍ଷତିପୂରଣ ମାଗାଯିବ ।

ଏଥି ସହିତ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଥିଲେ ଯେ ସରକାର ଆଗାମୀ ଏକ ବର୍ଷ ମଧ୍ୟରେ ଦେଶରୁ ସମସ୍ତ ଟୋଲ୍ ପ୍ଲାଜା ହଟାଇ ଦିଆଯିବା ଉପରେ ଫୋକସ୍ କରୁଛନ୍ତି । କେବଳ ସେତିକି ନୁହେଁ ସେ କହିଥିଲେ କି ଯେତେବେଳେ ଆପଣ ଜାତୀୟ ରାଜପଥ ଉପରେ ଚଢିବେ ଟେକ୍ନୋଲୋଜି ସହାୟତାରେ ଆପଣଙ୍କ ଫଟୋ ଉଠିଯିବ ଓ ଆପଣ ଯେତେବେଳେ ଜାତୀୟ ରାଜପଥରୁ ଉହ୍ଳାଇବେ ସେତେବେଳେ ବି ଆପଣଙ୍କ ଫଟୋ ଉଠିଯିବ । ତେଣୁ ଆପଣ ଜାତୀୟ ରାଜପଥର ଯେତିକି ରାସ୍ତା ଅତିକ୍ରମ କରିବେ ଆପଣଙ୍କୁ ସେତିକି ଦେୟ ଦେବାକୁ ହେବ ।