drown death - The Sakala

ପୁରୀ ବେଳାଭୂମିରେ ଅଘଟଣ; ସମୁଦ୍ରରେ ଗାଧୋଇବାବେଳେ ବୁଡ଼ିଯାଇ ଦୁଇ ପର୍ଯ୍ୟଟକ ମୃତ
ପୁରୀ: ପୁଣି ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ସ୍ନାନ ବେଳେ ବୁଡ଼ିଯାଇ ଦୁଇଜଣ ପର୍ଯ୍ୟଟକଙ୍କ ମୃତ୍ୟୁ। ମୃତ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନାହିଁ। ପୁରୀ ମେଡିକାଲରେ ଦୁଇ ପର୍ଯ୍ୟଟକଙ୍କୁ ମୃତ ଘୋଷଣା କଲେ ଡ଼ାକ୍ତର। ସମୁଦ୍ରରେ ସ୍ନାନ କରୁଥିବା ବେଳେ ଘଟିଛି ଏଭଳି ଅଘଟଣ।

ସୂଚନା ଅନୁସାରେ ଆଜି କିଛି ପର୍ଯ୍ୟଟକ ସମୁଦ୍ରରେ ଗାଧୋଇବାକୁ ଯାଇଥିଲେ । ହେଲେ ଗାଧୋଉଥିବା ସମୟରେ ହଠାତ୍ ସେମାନେ ସମୁଦ୍ରର ପାଣି ସୁଅରେ ଭାସିଯାଇଥିଲେ । ଘଟଣାସ୍ଥଳରେ ଥିବା ଲାଇଫ ଗାର୍ଡମାନେ ତୁରନ୍ତ ବୁଡ଼ିଯାଉଥିବା ଦୁଇଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ । ଏହାପରେ ତୁରନ୍ତ ସେମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରିଥିଲେ । ମେଡିକାଲରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ସେଲ୍ଫି ଉଠାଇବା ହେଲା କାଳ: ପିକନିକ ଆସି ବୁଡ଼ି ଗଲେ ଛାତ୍ର, ୨୦ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ମିଳିଲା ମୃତଦେହ
ବାରିପଦା: ସେଲ୍ଫି ଉଠାଇବା ହେଲା କାଳ । ପିକନିକ କରିବାକୁ ଆସିଥିବାବେଳେ ପାଣିରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଅଗ୍ନିଶମ ବାହିନୀ ଦ୍ଵାରା ବହୁ ଖୋଜାଖୋଜି କରି ୨୦ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ଉକ୍ତ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ କାଣ୍ଡିଆ ଜଳପ୍ରପାତକୁ ପିକନିକ ଆସିଥିବାବେଳେ ଏହିପରି ଅଘଟଣ ଘଟିଛି। ମୃତକ ଜଣକ ହେଲେ ଯାଜପୁର ଜିଲ୍ଲାର କୁଆଖିଆ ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମର ଦେବକାନ୍ତ ନାୟକଙ୍କ ପୁଅ ନିଶିକାନ୍ତ ନାୟକ(୧୭)।

ନିଶିକାନ୍ତ ଉପେନ୍ଦ୍ର ସାରଦା ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନର ପ୍ରଥମ ବର୍ଷ ଛାତ୍ର ଅଟନ୍ତି। ସ୍ଥାନୀୟ ଗ୍ରାମର ଜେନିଥ କୋଚିଂ ସେଣ୍ଟରରେ ପାଠ ପଢୁଥିଲେ। ରବିବାର କୋଚିଂ ସାଙ୍ଗ ସହ ପିକନିକ କରୁଥିବାବେଳେ ସେଲ୍ଫି ନେବାବେଳେ ଅସାବଧାନତା କାରଣରୁ ସେ ପାଣିରେ ବୁଡି ନିଖୋଜ ହୋଇ ଯାଇଥିଲେ। ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଗତକାଲି ଠାରୁ ଜାରି ରଖିଥିଲେ। ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଘଟଣା ଘଟିଥିବା ବେଳେ ସୋମବାର ସକାଳ ପ୍ରାୟ ୮ଟା ପରେ ମୃତଦେହ ପାଣି ଭିତରୁ ଉଦ୍ଧାର ହୋଇଛି। ମୃତଦେହର ଶବ ବ୍ୟବଚ୍ଛେଦ ନିମନ୍ତେ ହସ୍ପିଟାଲକୁ ପଠାଯାଇଛି।

ପୋଖରୀରେ ବୁଡ଼ି ଅଙ୍ଗନବାଡ଼ି କେନ୍ଦ୍ରର ୩ ଶିଶୁଙ୍କ ମୃତ୍ୟୁ
ହାଟଡ଼ିହୀ: ପୋଖରୀରେ ବୁଡ଼ି ୩ ଶିଶୁଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧୀନ ଆତୁରିକଣା ଗାଁରେ ଏଭଳି ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୩ଶିଶୁଙ୍କର ମୃତ୍ୟୁ ହୋଇଛି। ପଢ଼ିଆରିପଲ୍ଲୀ ପଞ୍ଚାୟତ ଡ଼ାହିସାହି ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଥିବା ପୋଖରୀ ନିକଟରେ ୩ଜଣ ଶିଶୁ ଖେଳୁଥିବା ସମୟରେ ଦୁର୍ଘଟଣା ବଶତଃ ବୁଡ଼ି ଯାଇଥିଲେ। ସ୍ଥାନୀୟଲୋକେ ଭାସମାନ ଅବସ୍ଥାରେ ଶିଶୁଙ୍କୁ ଉଦ୍ଧାର କରି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶିଶୁ ମାନଙ୍କ ମଧ୍ୟରେ ସାଢେ଼ ତିନି ବର୍ଷୀୟା ଲିପ୍ସା ପାତ୍ର, ୪ବର୍ଷୀୟା ପାୟଲ ପାତ୍ର ଓ ଭାରତୀ ପାତ୍ର ହୋଇଥିବା ଜଣା ପଡ଼ିଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ଜଣାପଡିନି ।

ଗାଧାଉଥିବା ବେଳେ ବୁଡି ଗଲେ ୨ ଶିଶୁ, ଜଣେ ମୃତ
ଢେଙ୍କାନାଳ: ଢେଙ୍କାନାଳ ସହରର ଲକ୍ଷ୍ମୀ ବଜାରର ମଲ୍ଲାସାହିରେ ଘଟିଛି ଅଭାବନୀୟ ଘଟଣା । ମଲ୍ଲାସାହିର ଦୁଇ ଜଣ ଶିଶୁ ସାହି ପୋଖରୀରେ ଗାଧାଉଥିବା ବେଳେ ବୁଡି ଯାଇଥିଲେ। ତେବେ ସ୍ଥାନୀୟ ଲୋକେ ଶିଶୁମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଶିଶୁ ଜଣଙ୍କ ମଲ୍ଲାସାହି ତ୍ରିଲୋଚନ ବେହେରାଙ୍କ ୧୩ ବର୍ଷର ପୁଅ ଗୁଡୁଲୁ ବୋଲି ଜଣାପଡିଛି । ତେବେ ଉଦ୍ଧାର ହୋଇଥିବା ଶିଶୁ ଜଣଙ୍କ ପଞ୍ଚାନନ ବେହେରାଙ୍କ ପୁଅ ସୁଡୁଲୁ ବୋଲି ଜଣାପଡିଛି । ସୁଡୁଲୁକୁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେ ବିପଦ ମୁକ୍ତ ଥିବା ଜଣାପଡିଛି।

ଚୁଆପାଣିରେ ଖେଳୁଥିବାବେଳେ ବୁଡିଯାଇ ୨ ବର୍ଷର ଶିଶୁକନ୍ୟାର ମୃତ୍ୟୁ
ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କାଳିଆହତା ଗଳଦାରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଶିଶୁକନ୍ୟା ଚୁଆରେ ଖେଲୁଥିବାବେଳେ ବୁଡିଯାଇ ମୃତ୍ୟୁ ବରଣ କରିଛି।

ସୂଚନା ଅନୁଯାୟୀ, ଗଳଦା ଗ୍ରାମର ଜଗନ୍ନାଥ ମୁଣ୍ଡାଙ୍କର ୨ ବର୍ଷର ଶିଶୁକନ୍ୟା ଲିଲି ମୁଣ୍ଡା ଘର ନିକଟସ୍ଥ ଝରଣା ପାଖକୁ ଚାଲି ଯାଇଥିଲେ। ସେତେବେଳେ ଘରଲୋକେ ଜାଣି ପାରି ନ ଥିଲେ। ଶିଶୁ କନ୍ୟାଟି ଝରଣାର ଏକ ଚୁଆରେ ପାଣି ଖେଳୁଥିବା ବେଳେ ସେଠାରେ ବୁଡି ଯାଇଥିଲେ। ସ୍ଥାନୀୟଲୋକେ ଝରଣାକୁ ଗାଧୋଇବାକୁ ଯିବାବେଳେ ଏବାବଦରେ ଜାଣି ତାକୁ ଉଧାର କରିଥିଲେ। ସଙ୍ଗେସଙ୍ଗେ ତାକୁ ତେଲକୋଇ ଡାକ୍ତରଖାନା ଆଣିଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବରପାଇ ତେଲକୋଇ ପୁଲିସ ଏକ ଆପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଛେଦ କରାଇଛି । ପୁଲିସ ଅଧିକ ତଦନ୍ତ ଚଲାଇଛି।ଘଟଣାଟି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

କୁଆଖାଇ ନଦୀରେ ବୁଡ଼ି ୨ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ
ବାଲିପାଟଣା: ଇନ୍ଦ୍ରପାଳ ନିକଟ କୁଆଖାଇ ନଦୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ର ହୋଇଥିବା ସୂଚନା ।  ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି।  ଘଟଣାସ୍ଥଳରେ ବାଲିଅନ୍ତା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ନଦୀକୁ ଗାଧୋଇବାକୁ ଯାଇ ବୁଡ଼ିଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ପ୍ରକାଶ ।

ବଣଭୋଜି କରିବାକୁ ଯାଇ ନଦୀରେ ବୁଡ଼ିଗଲେ ୩ ଯୁବକ: ଜଣେ ଉଦ୍ଧାର, ୨ ନିଖୋଜ
ଭୁବନେଶ୍ବର: ବଣଭୋଜି କରିବାକୁ ଯାଇ ନଦୀରେ ବୁଡ଼ିଗଲେ ୩ ଯୁବକ । ସୁନ୍ଦରଗଡ଼ କନକୁଣ୍ଡା ଇବ୍ ନଦୀରେ ଏଭଳି ଅଘଟଣ ଘଟିଛି। ଜଣେ ଉଦ୍ଧାର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨ ଜଣ ନିଖୋଜ ରହିଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ଯ ଜାରି ରହିଛି।  କନାକୁଣ୍ଡାରେ ବଣଭୋଜି କରିବାକୁ ଯାଇଥିଲେ କିଛି ଯୁବକ। ନିଖୋଜ ଯୁବକ ଝାରସୁଗୁଡାର ହୋଇଥିବା ସୂଚନା ।

ନଦୀରେ ବୁଡି ଯୁବକ ନିଖୋଜ
କେନ୍ଦ୍ରାପଡ଼ା: ନଦୀରେ ବୁଡି ଯୁବକ ନିଖୋଜ। କେନ୍ଦ୍ରାପଡା ଡେରାବିଶ ବ୍ଲକ ଦାନପୁର ଲୁଣା ନଦୀ ପଠାରେ ଗାଧଉଥିବା ବେଳେ ନଦୀରେ ବୁଡି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଯୁବକ ଜଣକ କୂଳସାହି ଗାଁର ସନ୍ତୋଷ କୁମାର ମିଶ୍ର ବୋଲି ଜଣାପଡିଛି। ଖବର ପାଇ ନିଶ୍ଚିନ୍ତ କୋଇଲି ଅଗ୍ନିଶମ ବାହିନୀ ଟିମର ଉଦ୍ଧାର କାର୍ଯ୍ଯ ଜାରି ରହିଛି।

ସୂଚନା ଅନୁଯାୟୀ, ସନ୍ତୋଷ ଆଜି ସକାଳୁ କୂଳସାହି ଲୁଣାନଦୀ ପଠାକୁ ଡ଼ଙ୍ଗା ଭସାଇବାକୁ ଆସିଥିଲେ । ଡ଼ଙ୍ଗା ଭସାଇବା ପରେ ପୁଣି ନଦୀରେ ଗାଧୋଥିବା ବେଳେ ଏହି ଅଘଟଣ ଘଟିଛି। କିଛି ବର୍ଷ ପୂର୍ବେ ସନ୍ତୋଷଙ୍କ ବାପା ରବୀନ୍ଦ୍ର କୁମାର ମିଶ୍ର ମଧ୍ୟ ଏହି ଲୁଣା-କରଣ୍ଡିଆ ନଦୀ ପଠାରେ ବୁଡି ମୃତୁ ବରଣ କରିଥିଲେ।