tirumala tirupati - The Sakala
ଅମରାବତୀ: ତିରୁମାଲା ତିରୁପତି ଦେବସ୍ଥାନମସ ଟ୍ରଷ୍ଟ ପକ୍ଷରୁ ଆଜି ତିରୁପତି ମନ୍ଦିରର ସମ୍ପତି ଘୋଷଣା କରାଯାଇଛି। ଘୋଷଣା କରାଯାଇଥିବା ସମ୍ପତି ତାଲିକାରେ ୧୦.୩ ଟନ ସୁନା ଏବଂ ୧୫,୯୩୮ କୋଟି ଟଙ୍କା କ୍ୟାଶ ରହିଛି । ସମସ୍ତ ସମ୍ପତି ହିସାବକୁ ନେଲେ ବର୍ତ୍ତମାନ ମୂଲ୍ୟ ଅନୁସାରେ ଏହା ୨.୨୬ ଲକ୍ଷ କୋଟି ଟଙ୍କା ହେବ। ଜାତୀୟକରଣ ବ୍ୟାଙ୍କରେ ୫୩୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସୁନା, ୧୫, ୯୩୮ କୋଟି ଟଙ୍କା ନଗଦ ଜମା ରହିଥିବା ବେଳେ ମନ୍ଦିର ନାମରେ ୭୧୨୩ ଏକର ଜମି ଉପରେ ୯୬୦ଟି ଘର ରହିଛି। ଭକ୍ତଙ୍କ ଦାନ, ବ୍ୟବସାୟ ସଂଗଠନ ଓ ବିଭିନ୍ନ ପ୍ରତିଷ୍ଠାନରୁ ମିଳିଥିବା ଅନୁଦାନରୁ ମନ୍ଦିରର ଆୟ ହୋଇଥାଏ ବୋଲି ଏଥିରେ ଦର୍ଶାଯାଇଛି ।