Jharkhand CM Hemant Soren - The Sakala

ଅଫିସ ଅଫ ପ୍ରଫିଟ ମାମଲା: ଇଡି ଅଫିସରେ ହାଜର ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ
ରାଞ୍ଚି: ଇଡି ଅଫିସରେ ହାଜର ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଅବୈଧ ଖଣି ଖନନ ମାମଲାରେ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଥିଲା । ଇଡିରେ ହାଜର ହେବା ପୂର୍ବରୁ ସୋରେନ ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ । ମାଇନିଂ ମାମଲାରେ ତାଙ୍କୁ ଫସାଯାଉଥିବା ସୋରେନ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ‘‘ମୁଁ ରାଜ୍ୟର ମୁଖ୍ୟମନ୍ତ୍ରୀ । ଏକ ସାମ୍ବିଧାନିକ ପଦବୀରେ ଅଛି । କିନ୍ତୁ ଯେଉଁଭଳି ଭାବେ ମୋତେ ସମନ କରାଯାଇଛି ଲାଗୁଛି ମୁଁ ଦେଶ ଛାଡି ଫେରାର ହୋଇଯିବି’’।

ବିଜେପି ଇଙ୍ଗିତରେ କେନ୍ଦ୍ରୀୟ ଏଜେନ୍ସି ବିରୋଧୀଙ୍କୁ ଟାର୍ଗେଟ କରୁଛି ବୋଲି ସେ କହିଛନ୍ତି । ରାଞ୍ଚିରେ ଜେଏମଏମ ନେତା ଓ ସମର୍ଥକମାନେ ଏକାଠି ହୋଇ ସୋରେନଙ୍କ ସମର୍ଥନରେ ସ୍ଲୋଗାନ ଦେବା ସହ କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରାଯାଉଥିବା ନେଇ ନାରାବାଜି କରିଥିଲେ । ସମର୍ଥକଙ୍କ ଭିଡକୁ ଦୃଷ୍ଟିରେ ରଖି ରାଞ୍ଚିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଇଡି ସମନ ପରେ ଗତକାଲି ଜେଏମଏମ ଓ କଂଗ୍ରେସ ବିଧାୟକଙ୍କ ଅଲଗା ଅଲଗା ବୈଠକ ବସିଥିଲା । ଏହାପରେ ସୋରେନ ସରକାରରେ ସାମିଲ ଥିବା ସମସ୍ତ ଦଳର ବିଧାୟକଙ୍କ ବୈଠକ ହୋଇଥିଲା । ବୈଠକରେ ନିଷ୍ପତ୍ତି ମୁତାବକ ଆଜି ସୋରେନ ଇଡି କାର୍ଯ୍ୟାଳୟରେ ହାଜର ହେବେ । ବେଆଇନ ଖଣି ଖନନ, ମନି ଲଣ୍ଡରିଂ ମାମଲାରେ ପୂର୍ବରୁ ଇଡି ଏକାଧିକ ଗିରଫଦାରୀ କରିସାରିଛି ।

ଇଡି ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ: ଯଦି ମୁଁ ଦୋଷୀ ତେବେ ଗିରଫ କରି ଦେଖାଅ- ହେମନ୍ତ ସୋରେନ
ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ଦଳ ପ୍ରବର୍ତ୍ତନ ନିର୍ଦ୍ଦେଶାଶୟ ମୁହାଁମୁହିଁ  ହୋଇଛନ୍ତି। ଇଡିରୁ ନୋଟିସ ଆସିବା ସ୍ୱତେ କାର୍ଯ୍ୟାଳୟରେ ହାଜର ହେଉ ନାହାଁନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ବେଆଇନ୍‌ ଖଣି ଖନନ ମାମଲାରେ ଝାଡଖଣ୍ଡରେ ଇଡିର ଖୋଲତାଡ ଜାରି ରହିଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ହାଜର ହେବା ପାଇଁ ନୋଟିସ ହେବାପରେ ରାଜନୀତି ଜୋର ଧରିଛି । ସୋରେନଙ୍କ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଏକ ପ୍ରତିବାଦ କାର୍ଯ୍ୟକ୍ରମ କରିଛି । ଯେଉଁଥିରେ ସାମିଲ ହୋଇଥିଲେ ହେମନ୍ତ ସୋରେନ । ଇଡିକୁ ଟାର୍ଗେଟ କରି ସୋରେନ କହିଥିଲେ, ଯାହା କରିବାର ଅଛି କର । କିନ୍ତୁ ମୁଁ ହାଜର ହେବାର ପ୍ରଶ୍ନ ଉଠୁନାହିଁ । ଯଦି ମୁଁ ଦୋଷୀ ତେବେ ଆସ, ମୋତେ ଆରେଷ୍ଟ କର ବୋଲି ଖୁଲମଖୋଲା କହିଥିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।

କାର୍ଯ୍ୟକ୍ରମରେ ଯୋଗଦେଇ ସୋରେନ ଆହୁରୁ ମଧ୍ୟ କହିଥିଲେ ଯେ, ଝାଡଖଣ୍ଡ ଆଦିବାସୀ କେବେ ବି ବାହାର ନେତାଙ୍କୁ ଗ୍ରହଣ କରିବେ ନାହିଁ । ଆଦିବାସୀଙ୍କ ପରମ୍ପରା ଉପରେ ପ୍ରଭାବ ପକାଉଥିବା ଲୋକଙ୍କ ସ୍ଥାନ ଏଠି କଦାପି ନାହିଁ । ବାହାର ରାଜ୍ୟରୁ ଆସିଥିବା ଲୋକଙ୍କ ମନ୍ଦ ଉଦ୍ଦେଶ୍ୟ ଏଠି ଚଳିବ ନାହିଁ । ଆଗକୁ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଅଛି । ଝାଡଖଣ୍ଡର ସାଧାରଣ ଜନତା ଏହାର ସଠିକ ଜବାବ ଦେବେ ବୋଲି କହିଛନ୍ତି ହେମନ୍ତ ସୋରେନ ।  ଯଦି ସାହାସ ଅଛି ଆସିକି ଆରେଷ୍ଟ କରିନିଅ । ଯଦି ମୁଁ ଦୋଶୀ ତେବେ ଆଦିବାସୀଙ୍କ କାର୍ଯ୍ୟକ୍ରମରୁ ମୋତେ ଗିରଫ କରିନିଅ ବୋଲି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ମୁଖ୍ୟ ହେମନ୍ତ ସୋରେନ ।