lunar eclipse - The Sakala
ଦୋଳ ପୂର୍ଣ୍ଣିମାରେ ଲାଗୁଛି କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କ’ଣ କରିବେ ଓ କରିବେନି.....
ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗିବ। ଏହି ଗ୍ରହଣ ଧାର୍ମିକ ଓ ଜ୍ୟୋତିଷ ଦୃଷ୍ଟିକୋଣରୁ ଖୁବ୍ ମହତ୍ତ୍ବପୂର୍ଣ୍ଣ ରହିବ। ଅବଶ୍ୟ ଗ୍ରହଣକୁ ନେଇ ଧର୍ମ ଶାସ୍ତ୍ରରେ ବିଶେଷ ନିୟମ ରହିଛି। ଏହି ସମୟ ମଧ୍ୟରେ କ’ଣ କରିବା ଉଚିତ ଓ ଅନୁଚିତ, ସେ ସମ୍ପର୍କରେ ଜାଣିବା।
ଗ୍ରହଣ କାଳରେ କୌଣସି ପୂଜା ପାଠ କରନ୍ତୁ ନାହିଁ।
ଗ୍ରହଣ ଲାଗିବା ସମୟରେ ଘରୁ ବାହାରିବା ଅନୁଚିତ। ବିଶେଷକରି ଗର୍ଭବତୀ ଘରୁ ବାହାରିବା ଭଲ ନୁହେଁ।
ଗ୍ରହଣ ସମୟରେ ରୋଷେଇ କରିବା ଠିକ୍‌ ନୁହେଁ।
ସେହିପରି ଗ୍ରହଣ ଲାଗିବା ସମୟରେ ଖାଦ୍ୟ ଖାଇବା ମନା।
ତୁଳସୀ, ଅଶ୍ବତ୍ଥ, ବରଗଛକୁ ସ୍ପର୍ଶ କରିବା ଅନୁଚିତ।
ଖାଲି ଆଖିରେ ଗ୍ରହଣକୁ ଦେଖିବା ଭଲ ନୁହେଁ।
ଗ୍ରହଣ ଶେଷ ପରେ ସ୍ନାନ କରିବା ଶୁଭ।
ଗ୍ରହଣ ସମାପନ ପରେ ପୂଜାପାଠ ତଥା ଧାର୍ମିକ କାର୍ଯ୍ୟ କରାଯାଇପାରିବ।
ଘରେ ଗଙ୍ଗାଜଳ ସିଞ୍ଚନ କରନ୍ତୁ। ଏହାଦ୍ବାରା ପରିବେଶ ଶୁଦ୍ଧ ହୋଇଥାଏ।
ମାର୍ଚ୍ଚ ୩ରେ ଚନ୍ଦ୍ରଗ୍ରହଣ: ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତି, ରାତିରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
ପୁରୀ: ଆସନ୍ତା ମାର୍ଚ୍ଚ ୩ ତାରିଖ ଅର୍ଥାତ୍‌ ଦୋଳ ପୂର୍ଣ୍ଣିମାରେ ସଂଘଟିତ ହେବ ଚନ୍ଦ୍ରଗ୍ରହଣ। ଏଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଆସନ୍ତାକାଲି ଛତିଶା ନିଯୋଗ ବୈଠକ ଚନ୍ଦ୍ରଗ୍ରହଣର ନୀତି ନିର୍ଘଣ୍ଟ କରାଯିବ। ମାର୍ଚ୍ଚ ୩ ତାରିଖ ଅପରାହ୍ଣ ୩ଟା ୨୦ ମିନିଟ୍‌ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ଥିବାରୁ ସେହି ସମୟରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ତେବେ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକତ୍ୟାଗ ଏବଂ ଦେବନୀତି ନିଷେଧ ଥିବାରୁ ପୂର୍ବଦିନ ରାତି ୩ଟାରୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବ। ପରେ ମଙ୍ଗଳ ଆଳତି ନୀତି ସହିତ ଅବକାଶ ନୀତି ଶେଷ ହେବା ପରେ ଦେବନୀତିକୁ ବନ୍ଦ କରାଯିବ। ଦୋଳପୂର୍ଣ୍ଣିମା ଦିନ ସକାଳ ୬ଟା ୮ ମିନିଟ୍‌ ସୂର୍ଯ୍ୟୋଦୟ ସମୟ ଥିବାବେଳେ ଏହି ସମୟରୁ ଶ୍ରୀମନ୍ଦିରରେ ଦେବନୀତି ବନ୍ଦ ରହିବ।
ଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା କହିଛନ୍ତି, ‘ଗ୍ରହଣ ସ୍ନାନ ନୀତି ପରେ ରୋଷହୋମ, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା ଓ ଗ୍ରହଣ ପୂଜା ନୀତି ହୋଇ ଖଇକୋରା ଭୋଗ ଅନୁଷ୍ଠିତ ହେବ। ଏହାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ଦୋଳ ବିମାନରେ ବିଜେ କରି ଦୋଳବେଦୀକୁ ବିଜେ କରିବେ। ସେଠାରେ ଠାକୁରଙ୍କର ତିନି ଧୂପ, ରାଜନୀତି, ବନ୍ଦାପନା ସମେତ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ। ଭକ୍ତମାନେ ଦୋଳପୂର୍ଣ୍ଣିମା ରାତିରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସହିତ ଦୋଳବେଦୀରେ ଠାକୁରଙ୍କୁ ମଧ୍ୟ ଦର୍ଶନ କରିପାରିବେ।
ଅପରାହ୍ଣ ୩ଟା ୨୦ ମିନିଟ୍‌ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ସମୟ ଥିବାବେଳେ ସନ୍ଧ୍ୟା ୬ଟା ୪୭ ମିନିଟ୍‌ ୧୩ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ। ବିଧି ଓ ପରମ୍ପରା ଅନୁଯାୟୀ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଦେବନୀତି ଓ ପାକତ୍ୟାଗ ନିଷେଧ। ମଙ୍ଗଳବାର ସକାଳ ୬ଟା ୮ ମିନିଟରେ ସୂର୍ଯ୍ୟୋଦୟ ସମୟରୁ ଦେବନୀତି ଏବଂ ପାକତ୍ୟାଗ ବିଧି ରହିଛି। ସନ୍ଧ୍ୟା ୬ଟା ୪୭ ମିନିଟ୍‌ ୧୩ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବା ପରେ ଦୋଳପର୍ବ ପାଳନ କରୁଥିବା ବ୍ୟକ୍ତିମାନେ ଠାକୁରଙ୍କୁ ଦୋଳବେଦୀରେ ବିଜେ କରି ଏହି ପର୍ବ ପାଳନ କରିପାରିବେ। ଅନ୍ୟପକ୍ଷରେ ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ମହାପ୍ରଭୁଙ୍କ ସକାଳ ଧୂପ ନୀତି ଶେଷ ହେଲା ବେଳକୁ ସନ୍ଧ୍ୟା ୭ଟା ହୋଇଯାଇଥିବ। ଯେଉଁ ଭକ୍ତମାନେ ମହାପ୍ରସାଦ ନେବାକୁ ଇଚ୍ଛା କରିବେ ସେମାନେ ସନ୍ଧ୍ୟା ବେଳେ ସକାଳ ଧୂପରୁ ବାହାରିଥିବା ମହାପ୍ରସାଦ ସହ ଶୁଖିଲି ଭୋଗ ନେଇପାରିବେ। କିନ୍ତୁ ବରାଦି ଭୋଗ ବାହାରିବାରେ ଅହେତୁକ ବିଳମ୍ବ ହେବାକୁ ଥିବାରୁ ଚନ୍ଦ୍ରଗ୍ରହଣ ଦିନ ଭକ୍ତଙ୍କୁ ବରାଦି ଭୋଗ ମିଳି ନ ପାରେ।
ଦୃଶ୍ୟମାନ ହେଲା ଚଳିତ ବର୍ଷର ଶେଷ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ, ପୃଥିବୀର ବିଭିନ୍ନ ସ୍ଥାନ ସମେତ ଭାରତରେ ଗ୍ରହଣ ଦୃଶ୍ୟମାନ
ଭୁବନେଶ୍ୱର: ଦୃଶ୍ୟମାନ ହେଲା ଚଳିତ ବର୍ଷର ଶେଷ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ପୃଥିବୀର ବିଭିନ୍ନ ସ୍ଥାନ ସମେତ ଭାରତରେ ଗ୍ରହଣ ଦୃଶ୍ୟମାନ ହୋଇଛି । ରାତି ୧ଟା ୦୫ମି ୨୩ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିଥିବାବେଳେ ୨ ଟା ୨୪ ମିନିଟ ୨ ସେକେଣ୍ଡ ଯାଏ ଦୃଶ୍ୟମାନ ହୋଇଥିଲା । ଚନ୍ଦ୍ରଗ୍ରହଣର ଅବଧି ଥିଲା ୧ଘଣ୍ଟା ୧୯ ମିନିଟ ୭ ସେକେଣ୍ଡ । ସର୍ବମୋକ୍ଷ ପରେ ମନ୍ଦିରମାନଙ୍କରେ ନୀତିକାନ୍ତି ଆରମ୍ଭ ହୋଇଛି । ଭାରତ ସମେତ ଏସିଆ, ୟୁରୋପ, ଆଫ୍ରକା, ଆମେରିକା ସହ ବିଭିନ୍ନ ମହାଦେଶରେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ । ଶାସ୍ତ୍ର ଅନୁସାରେ, ଗ୍ରହଣର ୯ଘଂଟା ପୂର୍ବରୁ ଅର୍ଥାତ୍ ଶନିବାର ଅପରାହ୍ଣ ୪ଟା ୪ ମିନିଟ ୫୫ ସେକେଣ୍ଡରୁ ରାତି ୨ ଟା ୨୪ ମିନିଟ୍ ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ ସହିତ ଅନ୍ନ ଭୋଜନ ଓ ଦେବନୀତି ନିଷିଦ୍ଧ ପାଇଁ ପରାମର୍ଶ ରହିଥିଲା ।
ତେବେ ଚନ୍ଦ୍ରଗ୍ରହଣ ଅବସରରେ କିଛି ହେତୁବାଦୀ ସଙ୍ଗଠନ ପାକ ନିଷେଧ ଓ ହାଣ୍ଡି ଛାଡ଼କୁ ବିରୋଧ କରି ସାମୂହିକ ଭାବେ ଭୋଜନ କରିଛନ୍ତି । ହେତୁବାଦୀ ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, ଚନ୍ଦ୍ରଗ୍ରହଣ ସମୟରେ ଆହାର ନିଷେଧ ଆଦୌ ବିଜ୍ଞାନ ସମ୍ମତ ନୁହେଁ । ଏହା କେବଳ ସମାଜର ଏକ ଅନ୍ଧବିଶ୍ୱାସ ।
କୁମାର ପୂର୍ଣ୍ଣମୀରେ ଚନ୍ଦ୍ର ଗ୍ରହଣ: ଅପରାହ୍ଣରେ ଚାନ୍ଦପୂଜା, ରାତି ୧ଟା ୪ ମିନିଟ୍‌‌ ୫୫ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ
ଭୁବନେଶ୍ୱର/ପୁରୀ,: ଆସନ୍ତା ୨୮ ଓ ୨୯ ତାରିଖରେ ଆଂଶିକ ଚନ୍ଦ୍ରଗ୍ରହଣ ହେବ। ୨୮ତାରିଖ କୁମାର ପୂର୍ଣ୍ଣିମାରେ ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ ପଡ଼ୁଛି। ଶନିବାର ରାତି ୧ଟା ୪ ମିନିଟ୍‌‌ ୫୫ ସେକେଣ୍ଡରେ ଗ୍ରହଣର ସ୍ପର୍ଶ ହେବ। ରାତି ୨ଟା ୨୪ ମିନିଟ୍‌‌ ୨ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ। ଅର୍ଥାତ୍‌‌ ଗ୍ରହଣର ଆଦ୍ୟାନ୍ତ କାଳ ୧ ଘଣ୍ଟା ୧୯ ମିନିଟ ୭ ସେକେଣ୍ଡ। ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍‌‌ ଅପରାହ୍ଣ ୪ଟା ୪ ମିନିଟ୍‌‌ ୫୫ ସେକେଣ୍ଡଠାରୁ ରାତି ୨ଟା ୨୪ ମିନିଟି ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ, ଅନ୍ନ ଭୋଜନ ଓ ଦେବନୀତି ନିଷିଦ୍ଧ ରହିବ। ତେଣୁ ଏଥର ଚାନ୍ଦପୂଜା ଅପରାହ୍ଣରେ ହେବ।
ଅପରପକ୍ଷେ ଶ୍ରୀମନ୍ଦିରରେ ଗ୍ରହଣ ସ୍ପର୍ଶ ହେବା ମାତ୍ରେ ନୀତିକାନ୍ତି ଆରମ୍ଭ ହେବ। ୨୮ ତାରିଖ ପୂର୍ବ ରାତି ୨ଟାରେ ଦ୍ୱାର ଫିଟାଯାଇ ନୀତିକାନ୍ତି ଆରମ୍ଭ ହେବ। ରାତି ୩ଟାରେ ମଙ୍ଗଳ ଆଳତି ସରି ଭୋର ସାଢ଼େ ୪ରୁ ସାଢ଼େ ୫ଟା ମଧ୍ୟରେ ରାଧାଦାମୋଦର ବେଶ, ସକାଳ ୮ରୁ ସାଢ଼େ ୮ଟା ମଧ୍ୟରେ ବାଳଭୋଗ ଓ ଅପରାହ୍ନ ୨ଟାରେ ଗ୍ରହଣ ମହାସ୍ନାନ ଶେଷ ହେବ। ଏହି ଦିନ ଚକ୍ରରାଜ ସୁଦର୍ଶନ ଚାରିଆଶ୍ରମ ପରିକ୍ରମା କରିବେ। ମଧ୍ୟାହ୍ନ ଧୂପ ପରେ ରତ୍ନସିଂହାସନରୁ ଆସି ଚଉଦୋଳରେ ବିଜେ ହୋଇ ପରିକ୍ରମା କରିବା ପରେ ପାକତ୍ୟାଗ ପୂର୍ବରୁ ରତ୍ନସିଂହାସନରେ ବିଜେ କରିବେ। ଗ୍ରହଣ ସ୍ପର୍ଶ ସମୟରୁ ହିଁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ନାନ, ଗ୍ରହଣ ଖଇକୋରା ଭୋଗ ନୀତି ସମ୍ପନ୍ନ ହେବ।
ଚନ୍ଦ୍ରଗ୍ରହଣରେ ସାମୁହିକ ଖାଦ୍ୟ ଖାଇବାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ
ଭୁବନେଶ୍ୱର: ଚନ୍ଦ୍ରଗ୍ରହଣରେ ଖାଦ୍ୟ ଭକ୍ଷଣକୁ ନେଇ ମୁହାଁମୁହିଁ ହେଲେ ହେତୁବାଦୀ-ପରମ୍ପରାବାଦୀ । ଚନ୍ଦ୍ରଗ୍ରହଣରେ ସାମୂହିକ ଭୋଜନ କାର୍ଯ୍ୟକ୍ରମକୁ ବିରୋଧ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ମୁହାଁମୁହିଁ ହୋଇଛନ୍ତି ହେତୁବାଦୀ-ପରମ୍ପରାବାଦୀ। ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ମୃଦୁ ଲାଠିଚାର୍ଜ ମଧ୍ୟ କରାଯାଇଛି ।
ସୂଚନା ଅନୁସାରେ, ଆଜି ରାଜଧାନୀ ଭୁବନେଶ୍ୱରର ଲୋହିଆ ଏକାଡେମୀରେ ଚନ୍ଦ୍ରଗ୍ରହଣରେ ହେତୁବାଦୀଙ୍କ ପକ୍ଷରୁ ସାମୁହିକ ଖାଦ୍ୟଗ୍ରହଣକୁ ବିରୋଧ କରି ପରମ୍ପରାବାଦୀମାନେ ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ। ବିରୋଧ ପରେ ସେଠାରେ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହେବା ସହ ପରସ୍ପରକୁ ବିଧା, ଗୋଇଠା ମାରିଥିଲେ ଏବଂ ଗୋବର ଓ ଢେଲାପଥର ମାଡ଼ କରିଥିଲେ। ଘଟଣା ସ୍ଥଳରେ ପୁଲିସ୍ ଉପସ୍ଥିତ ଥିବା ସତ୍ତ୍ୱେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ପରେ ପୁଲିସ୍ ସ୍ଥିତିକୁ ନିୟନ୍ତ୍ରଣାଧୀନ କରିଛି।
ଅନ୍ୟପଟେ ବ୍ରହ୍ମପୁର ସିଟି ହାଇସ୍କୁଲ ରୋଡସ୍ଥିତ ମାନସ ଭବନ ସମ୍ମୁଖରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଚନ୍ଦ୍ରଗ୍ରହଣରେ ସାମୂହିକ ଭୋଜନ କାର୍ଯ୍ୟକ୍ରମକୁ ବିରୋଧ କରି ହେତୁବାଦୀ ସଂଗଠନର ବ୍ୟାନର ଚିରିବା ସହିତ ଗୋବର ଫୋପାଡି କାର୍ଯ୍ୟକ୍ରମ ସ୍ଥଳକୁ ଧସେଇ ପଶିଥିଲେ ବଜରଙ୍ଗ ଦଳ କର୍ମୀ। କାର୍ଯ୍ୟକ୍ରମ ସ୍ଥଳରେ ଲାଗିଥିବା ଟେଣ୍ଟକୁ ଉପାଡ଼ି ବାହାର କରିବା ସମୟରେ ଉପସ୍ଥିତ ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ବଜରଙ୍ଗ ଦଳ ଏବଂ ଭିଏଚପି ସଂଗଠନର କର୍ମୀ ମାନଙ୍କ ଉପରେ ସାମାନ୍ୟ ଲାଠି ଚାର୍ଜ କରିଛି।
ଚନ୍ଦ୍ର ଗ୍ରହଣ ସମୟରେ ଏକ ନକାରାତ୍ମକ ଶକ୍ତି ସୃଷ୍ଟି ହେଉଥିବାରୁ ଲୋକମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଳେଖ ରହିଛି। ତେଣୁ ଚନ୍ଦ୍ର ଗ୍ରହଣ ସମୟରେ କିଛି ନୀତିନିୟମ ଅନୁସରଣ କରିବାକୁ ପଡ଼ିଥାଏ। ନଚେତ୍‌ ଅନେକ ସମସ୍ୟା ସୃଷ୍ଟି ହୋଇପାରେ ବୋଲି କୁହାଯାଏ। ତେବେ ଆସନ୍ତୁ ଜାଣିବା ଚନ୍ଦ୍ରଗ୍ରହଣ ସମୟରେ କେଉଁ ସବୁ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ।
ଗ୍ରହଣ ସମୟରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।ତେଣୁ ଏହି ସମୟରେ ରୋଷେଇ ଓ ଭୋଜନ କରିବା ଅନୁଚିତ।
ଗର୍ଭବତୀମାନେ ଚନ୍ଦ୍ରଗ୍ରହଣ ସମୟରେ ବାହାରକୁ ବାହାରିବା ଅନୁଚିତ। କାରଣ ଏହାଦ୍ବାରା ଗର୍ଭସ୍ଥ ଶିଶୁ ଉପରେ କୁପ୍ରଭାବ ପଡ଼ିଥାଏ। ଏହି ସମୟରେ ଗର୍ଭବତୀମାନେ ଛୁଞ୍ଚି, କଇଁଚି ଏବଂ ଛୁରି ଆଦି ତୀକ୍ଷ୍‌ଣ ଧାରଯୁକ୍ତ କୌଣସି ବସ୍ତୁ ବ୍ୟବହାର କରିବା ଅନୁଚିତ। ଗର୍ଭବତୀଙ୍କୁ କାଟିବା, ଛେଚିବା, ବାଟିବା ଆଦି ନିଷିଦ୍ଧ ଥାଏ।
ପୂଜା ଘରର କବାଟ ଖୋଲା ରଖିବା ଉଚିତ।
ଗ୍ରହଣ ସମୟରେ ଗାୟତ୍ରୀ ମନ୍ତ୍ର କିମ୍ବା ଇଷ୍ଟ ଦେବଦେବୀଙ୍କ ମନ୍ତ୍ର ଜପ କରିବା ଶୁଭ ହୋଇଥାଏ।
ଗ୍ରହଣ ପରେ ସ୍ନାନ ସାରି ଶିବଙ୍କୁ ଜଳ ଅର୍ପଣ କରି ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ। ଏହାଦ୍ବାରା ଚନ୍ଦ୍ରଗ୍ରହଣର କୁପ୍ରଭାବ ପଡ଼ି ନ ଥାଏ।
ଗ୍ରହଣ ଆରମ୍ଭ ହେବା ପୂର୍ବରୁ ଖାଦ୍ୟ ଓ ପାନୀୟରେ ତୁଳସୀ ପତ୍ର ପକାଇ ରଖନ୍ତୁ। ମାନ୍ୟତା ରହିଛି ଯେ, ଏଭଳି କରିବା ଦ୍ବାରା ଗ୍ରହଣର ନକାରାତ୍ମକ ଶକ୍ତିର ପ୍ରଭାବ ଖାଦ୍ୟପେୟ ଉପରେ ପଡ଼ି ନଥାଏ।
ଗ୍ରହଣ ପରେ ଗରିବ ଲୋକଙ୍କୁ ଖାଦ୍ୟ ଦିଅନ୍ତୁ କିମ୍ବା ଆର୍ଥିକ ସହାୟତା କରନ୍ତୁ।
କାଲି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଆପଣଙ୍କ ରାଶି ଉପରେ କ’ଣ ରହିବ ଏହାର ପ୍ରଭାବ
ଭୁବନେଶ୍ବର : ଆସନ୍ତାକାଲି ୨୦୨୨ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଏହା ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ହେବ । ଭାରତରେ ଚନ୍ଦ୍ରଗ୍ରହଣ କିଛି ସମୟ ପାଇଁ ଦେଖି ହେବ। ଦେଶରେ ପ୍ରଥମ ଥର ପାଇଁ ଅରୁଣାଚଳ ପ୍ରଦେଶରେ ସମୁଦାୟ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। ଦେଶର ଉତ୍ତର-ପୂର୍ବ ରାଜ୍ୟରେ ସମୁଦାୟ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ ଏବଂ ଆଂଶିକ ଚନ୍ଦ୍ରଗ୍ରହଣ ଅନ୍ୟ ସ୍ଥାନରେ ଦେଖାଯିବ। ୮ ନଭେମ୍ବର  ସନ୍ଧ୍ୟାରେ ଚନ୍ଦ୍ର ଉଦୟ ହେବା ମାତ୍ରେ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ । ଏହି ଚନ୍ଦ୍ରଗ୍ରହଣ ରାତି ୬.୧୯ ରେ ଶେଷ ହେବ । ଅକ୍ଟୋବର ୨୫ ରେ, ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ ପରେ ଅର୍ଥାତ ଏହାର ୧୫ ଦିନ ବ୍ୟବଧାନରେ ଏହା ଦ୍ୱିତୀୟ ଚନ୍ଦ୍ରଗ୍ରହଣ।
କେଉଁ ସମୟରେ ଭାରତରେ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ?
ଚନ୍ଦ୍ରଗ୍ରହଣର ତାରିଖ: ୦୮ ନଭେମ୍ବର, ମଙ୍ଗଳବାର ୨୦୨୨
ଚନ୍ଦ୍ରଗ୍ରହଣ ସମୟ: ଅପରାହ୍ନ ୦୪.୨୩ ମିନିଟରୁ ସନ୍ଧ୍ୟା ୦୬.୧୯ ।
ଚନ୍ଦ୍ରଗ୍ରହଣ ଆରମ୍ଭ ସମୟ – ୦୮ ନଭେମ୍ବର ଅପରାହ୍ନ ୫.୨୮ ରେ ।
ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରଗ୍ରହଣ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭଫଳ ଆଣିଥାଏ ତ କିଛି ଲୋକଙ୍କ ପାଇଁ ଏହା ଅଶୁଭ ହୋଇଥାଏ। କିଛି ଲୋକ ଭାଗ୍ୟଶାଳି ହୋଇଥାନ୍ତି ତ ଆଉ କିଛି ବ୍ୟକ୍ତି ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣକୁ ମେଷ, ବୃଷ, କର୍କଟ, ସିଂହ, କନ୍ୟା, ତୁଳା ଏହି ରାଶିର ବ୍ୟକ୍ତିମାନେ ଗ୍ରହଣ ଦର୍ଶନ କରିବା ଅଶୁଭ। ସେହିପରି ମିଥୁନ, ବିଛା, ଧନୁ, ମକର, କୁମ୍ଭ ଓ ମୀନ ଏହି ରାଶିର ବ୍ୟକ୍ତମାନେ ଗ୍ରହଣ ଦର୍ଶନ କଲେ ଶୁଭଫଳ ପ୍ରାପ୍ତି ମିଳିବ।
ଚନ୍ଦ୍ର ଗ୍ରହଣ କେଉଁ ରାଶି ଉପରେ କଣ ପ୍ରଭାବ ପକାଇବ…..
ମେଷ : ବର୍ଷର ଏହି ଶେଷ ଚନ୍ଦ୍ରଗ୍ରହଣ ଆପଣଙ୍କ ରାଶିରେ ଘଟୁଛି । ଏହି ଚନ୍ଦ୍ରଗ୍ରହଣ ଆପଣଙ୍କ ପାଇଁ ଅଶୁଭ ଏବଂ କ୍ଷତିକାରକ ହେବ। ଏଣୁ ସତର୍କ ରୁହନ୍ତୁ।
ବୃଷ  : ଏହି ଚନ୍ଦ୍ରଗ୍ରହଣ ଆପଣଙ୍କ ପାଇଁ ଭଲ ରହିବ ନାହିଁ । ଅର୍ଥ ହାନୀ ହେବ  ଏବଂ କଠିନ ପରିଶ୍ରମ କରିବାକୁ ପଡିପାରେ।
ମିଥୁନ : ଏହି ଚନ୍ଦ୍ରଗ୍ରହଣ ଆପଣଙ୍କ ପାଇଁ ଭଲ ହୋଇପାରେ। କ୍ୟାରିୟର-ବ୍ୟବସାୟରେ ଭଲ ଫଳ ମିଳିବ ଏବଂ ଭଲ ଲାଭ ହୋଇପାରେ ।
କର୍କଟ : ଆପଣ କାର୍ଯ୍ୟରେ ସଫଳତା ପାଇବେ। କଠିନ ପରିଶ୍ରମ କଲେ ଆହୁରି ଭଲ ଫଳ ​​ପାଇବେ।
ସିଂହ : ଆପଣଙ୍କୁ କିଛି ଭଲ ଖବର ମିଳିବାର ସମ୍ଭାବନା ରହିଛି। ଚାକିରି କ୍ଷେତ୍ରରେ ପଦୋନ୍ନତି ହୋଇପାରେ।
କନ୍ୟା : ଏହି ରାଶିର ଲୋକଙ୍କୁ ଏହି ଚନ୍ଦ୍ରଗ୍ରହଣ ହେତୁ କଷ୍ଟ ଭୋଗିବାକୁ ପଡିପାରେ ।
ତୁଳା : ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଚନ୍ଦ୍ରଗ୍ରହଣ ଅସୁବିଧା ଆଣିପାରେ। ଧନହାନୀ ହେବା ସହ ଆପଣଙ୍କ କାମରେ ବାଧା ଆସିପାରେ। ସାବଧାନତାର ସହିତ କାର୍ଯ୍ୟ କରନ୍ତୁ।
ବିଛା : ଆପଣଙ୍କୁ ଧର୍ଯ୍ୟବାନ ହେବାକୁ ପଡିବ, ନଚେତ୍ ଏହି ଚନ୍ଦ୍ରଗ୍ରହଣ ଆପଣଙ୍କ ପାଇଁ ବହୁ କ୍ଷତିକାରକ ହେବ। ସଜାଗ ରୁହ।
ଧନୁ : ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ।
ମକର:  ଏହି ରାଶିର ଲୋକଙ୍କର ଅର୍ଥହାନି ହେବା ସହ ଅଦାଲତରେ ଥିବା କିଛି ମାମଲାରେ ହାରର ସମ୍ମୁଖୀନ ହେବାକୁ ପଡିପାରେ।
କୁମ୍ଭ : ଏହି ରାଶିର ଲୋକଙ୍କ ପାଇଁ ଲାଭ ଏବଂ ଭାଗ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି ।
ମୀନ : ଏହି ରାଶିରଲୋକଙ୍କ ପାଇଁ ଚନ୍ଦ୍ରଗ୍ରହଣ ବହୁ କ୍ଷତି କରିବାର ସମ୍ଭାବନା ରହିଛି।
ପୁରୀ: ଆସନ୍ତାକାଲି ଧର୍ମମାସ କାର୍ତ୍ତିକର ଅନ୍ତିମ ଦିବସ ସହ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ପଡୁଛି । ଏଥିପାଇଁ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କର ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି । କାର୍ତ୍ତିକ ପୁର୍ଣିମା ଅବସରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ରାଜାଧିରାଜ ବେଶ ବା ସୁନାବେଶ । ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ପୂର୍ବଦିନ ଅର୍ଥାତ୍‍ ୭ ତାରିଖ ରାତି ୧୨ଟା ୧୦ରେ ଦ୍ୱାରଫିଟା ପରେ ୧୨ଟା ୪୫ରେ ରୋଷହୋମ, ୨ଟାରେ ସୂର୍ଯ୍ୟପୂଜା, ୨ଟା ୩୦ରେ ଦ୍ୱାରପାଳ ପୂଜା ଓ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ। ସେହିପରି ରାତି ୩ଟାରେ ଗୋପାଳ ବଲ୍ଲଭ, ୩ଟା ୨୦ରୁ ୪ଟା ୨୦ ସକାଳ ଧୂପ, ଭୋର ୪ଟା ୪୫ରେ ବାଳଧୂପ ଓ ଭୋଗମଣ୍ଡପ ଉଠିବ, ୫ଟା ୧୦ରେ ବାଳଧୂପ ଶେଷ ପରେ ଭୋର ୫ଟା ୫୦ରେ ଭୋଗମଣ୍ଡପ ଶେଷ ହୋଇ ନୀତି ଅଟକିବ।
ତେବେ ୫:୫୪ ମିନିଟ ପରଠାରୁ ପାକ ତ୍ୟାଗ ନିଷେଧ ହୋଇଥିବାରୁ ଦେବ ନୀତି ବନ୍ଦ କରାଯାଇ ଶ୍ରୀଜୀଉ ମାନଙ୍କ ଦର୍ଶନ ବ୍ୟବସ୍ଥା ଜାରି ରହିବ । ୨ଟା ୩୮ ମିନିଟରେ ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦେବ ନିତୀ ଆରମ୍ଭ କରାଯିବ । ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନିତୀ ଆଦି କରାଯିବ । ସନ୍ଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡ ପରେ ଗ୍ରହଣ ସର୍ବମୋକ୍ଷ ହେବା କ୍ଷଣି ଘର ଓ ଅନ୍ୟାନ୍ୟ ଦେବାଳୟରେ ପୂଜା ହୋଇପାରିବ । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଗ୍ରହଣ ନୀତିକୁ ଦୃଷ୍ଟିରେ ରଖି ଆଜି ରାତ୍ର ପହଡ଼ ଠାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଚନ୍ଦ୍ରଗ୍ରହଣ ଉପଲକ୍ଷେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନୀତିର ନୂଆ ସମୟ ସାରଣୀ ପ୍ରକାଶ
ଭୁବନେଶ୍ବର: ନଭେମ୍ବର ୮ରେ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ। ଚନ୍ଦ୍ରଗ୍ରହଣ ନେଇ ଶ୍ରୀଲିଙ୍ଗରାଜଙ୍କ ନୀତିରେ ନୂଆ ସାରଣୀ ପ୍ରକାଶ ପାଇଛି। ଚନ୍ଦ୍ରଗ୍ରହଣ ପାଇଁ ୮ ତାରିଖର ନୀତିକାନ୍ତି ଓ  ପାକକାର୍ଯ୍ଯ ବନ୍ଦ ରହିବ । ୭ ତାରିଖରେ ରାତି ୨ଟା ୩୭ ମିନିଟରୁ ୮ ତାରିଖ ୬ଟା ୨୧ ଯାଏ ବନ୍ଦ ରହିବ। ୮ ତାରିଖ ନୀତିକାନ୍ତି ୭ ତାରିଖ ରାତି ୧୨ଟାରୁ ଆରମ୍ଭ ହେବ । ରାତ୍ର ୨ଟା ୩୦ ସୁଦ୍ଧା ଭୋଗ ମଣ୍ଡପ ନୀତି ଶେଷ କରାଯିବ। ୮ ତାରିଖ ସନ୍ଧ୍ୟା ୬ଟା ୨୧ରେ ପୂର୍ଣ୍ଣମୋକ୍ଷ ପରେ ଦିନ ନୀତି ହେବ। ୮ ତାରିଖ ସନ୍ଧ୍ଯା ୬ଟା ୨୧ ଯାଏଁ ଭୋଗ ଦୋକାନ ବନ୍ଦ ରହିବ।