Blue Tick - The Sakala
୮ ଦିନ ମଧ୍ୟରେ ସବସ୍କ୍ରିପଶନ ଫି ନଦେଲେ ଟୁଇଟରରୁ ହଟିଯିବ ପୁରୁଣା ବ୍ଲୁ ଟିକ
ଓ୍ବାଶିଂଟନ: ମାଇକ୍ରୋବ୍ଲଗିଂ କମ୍ପାନୀ ଟୁଇଟରକୁ ଅଧିଗ୍ରହଣ କରିବାପରେ ଏହାର ମାଲିକ ଟୁଇଟରର ବ୍ଲୁ ଟିକକୁ ନେଇ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ତାଜା ସୂଚନା ଅନୁଯାୟୀ, ଏଲନ ମସ୍କ ଟୁଇଟ କରି କିଛି ନୂଆ ସୂଚନା ଦେଇଛନ୍ତି। ଏଥିରେ ମସ୍କ ପୁରୁଣା ବ୍ଲୁ ଟିକ ଧାରକଙ୍କୁ କେବଳ ୮ ଦିନ ସମୟ ଦେଇଛନ୍ତି। ମସ୍କ ସ୍ପଷ୍ଟ ଭାବେ କହିଛନ୍ତି, ଯେଉଁମାନଙ୍କ ନିକଟରେ ବ୍ଲୁ ଟିକ ସବସ୍କ୍ରିପଶନ ନାହିଁ, ସେମାନଙ୍କ ହ୍ୟାଡରରୁ ୨୦ ଏପ୍ରିଲରୁ ବ୍ଲୁ ଟିକ ହଟାଇ ଦିଆଯିବ। ସୂଚନାଯୋଗ୍ୟ, ୧ ଏପ୍ରିଲରେ ବ୍ଲୁ ବ୍ୟାଜ ହଟାଇବାର ଖବର ଆସିଥିଲା।
ଆଜିଠୁ ଟ୍ୱିଟର ‘ବ୍ଲୁ ଟିକ୍’ ସବ୍‌ସ୍କ୍ରିପସନ୍ ଆରମ୍ଭ
ନୂଆଦିଲ୍ଲୀ: ଟ୍ୱିଟର ପୁଣି ଥରେ ଏହାର ‘ବ୍ଲୁ ଟିକ୍’ ସବସ୍କ୍ରିପସନ୍ ସେବା ଆରମ୍ଭ କରିବାକୁ ଯାଉଛି। ଏହାଫଳରେ ସୋମବାରଠାରୁ ଟ୍ବିଟର ୟୁଜରଙ୍କୁ ଏହାର ବ୍ଳୁ ସବସ୍କ୍ରିପ୍ସନ କିଣିବାକୁ ପଡ଼ିବ। ଏହା କରିବା ପରେ ୟୁଜରଙ୍କୁ ବ୍ଳୁ ଟିକ୍ ମିଳିବ ଏବଂ ସେମାନେ କମ୍ପାନୀ ଆରମ୍ଭ କରିଥିବା ସ୍ବତନ୍ତ୍ର ଫିଚର୍ସର ଲାଭ ଉଠାଇପାରିବେ। ଗତ ମାସରେ କମ୍ପାନୀ ଏହି ପ୍ରୟାସ ଆରମ୍ଭ କରି ସେଥିରେ ବିଫଳ ହୋଇଥିଲା। ପ୍ରକୃତରେ ପୂର୍ବରୁ ଟିଟରର ଏହି ବ୍ଲୁ ଟିକ୍‌ ମାର୍କକୁ କମ୍ପାନୀ, ସେଲିବ୍ରିଟି, ସରକାରୀ ସଂସ୍ଥା ଏବଂ ସାମ୍ବାଦିକମାନଙ୍କୁ ଦିଆଯାଉଥିଲା। କମ୍ପାନୀ ୱେବ୍ ୟୁଜର୍ସଙ୍କଠାରୁ ଏଥିପାଇଁ ମାସିକ ୮ ଡଲାର ଏବଂ ଆଇଫୋନ୍ ୟୁଜର୍ସଙ୍କଠାରୁ ମାସିକ ୧୧ ଡଲାର ନେବ। ଟ୍ବିଟର କହିଛି ଏହି ଫିଚର ଦ୍ବାରା ୟୁଜରଙ୍କୁ କମ୍ ବିଜ୍ଞାପନ ଦେଖିବାକୁ ମିଳିବ, ଏହାସହ ୟୁଜର ଅଧିକ ସମୟର ଭିଡିଓ ସେୟାର କରିପାରିବେ ଏବଂ ସେମାନଙ୍କର ଟୁଇଟ୍‌ଗୁଡିକ ଅଧିକ ଗୁରୁତ୍ବର ସହ ଦେଖାଯିବ
ୱାଶିଂଟନ୍‌: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ନିକଟରେ ୪୪ ବିଲିୟନ ଆମେରିକୀୟ ଡଲାରରେ ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟରକୁ ଅଧିଗ୍ରହଣ କରିଛନ୍ତି। ଏହାପରେ ଟ୍ୱିଟରର ମାଲିକ ମସ୍କ ଆକ୍ସନ୍‌ ମୋଡ୍‌କୁ ଆସିଛନ୍ତି। ଟ୍ୱିଟର ଅଧିଗ୍ରହଣ ପରେ ମସ୍କ ଟ୍ୱିଟର ବ୍ୟବହାରକାରୀଙ୍କୁ ମୁକ୍ତ ଭାବରେ ବଞ୍ଚିବାକୁ ପରାମର୍ଶ ଦେଇଛନ୍ତି। ଏହାସହିତ ମସ୍କ ଟ୍ବିଟରର ମାଲିକାନା ହାଇତିବା ପରେ ଟ୍ୱିଟ୍ କରି କହିଥିଲେ ଯେ, ‘ପକ୍ଷୀ ଏବେ ମୁକ୍ତ’। ଏବେ ଆଶା କରାଯାଉଛି ଯେ, ଟ୍ୱିଟରରେ ଅନେକ ପରିବର୍ତ୍ତନ ହୋଇପାରେ ।
ତେବେ ଏହାରି ଭିତରେ ଟ୍ୱିଟରରେ ଥିବା ‘ବ୍ଲୁ ଟିକ୍’ କୁ ହଟାଇବା ପାଇଁ ଏବେ ଅନେକ ଲୋକ ଟ୍ୱିଟରରେ ଟ୍ରେଣ୍ଡ ଚଳାଇଛନ୍ତି । ଟ୍ୱିଟରରେ ହ୍ୟାସଟ୍ୟାଗ #Remove_all_BlueTicks ଲଗାତର ଟ୍ରେଣ୍ଡ କରିବାରେ ଲାଗିଛି । ଅନେକ ଟ୍ୱିଟର ବ୍ୟବହାରକାରୀ କ୍ୟାମ୍ପେନକୁ ନେଇ କହିବାରେ ଲାଗିଛନ୍ତି କି, ଯାହାର ଫଲୋଅର୍ସଙ୍କ ସଂଖ୍ୟା ଶହେରୁ କମ ରହିଛି ସେମାନଙ୍କୁ ମଧ୍ୟ ବ୍ଲୁ ଟିକ୍ ମଳିଛି । ଯେତେବେଳେ କି ସେମାନେ ଏଥିପାଇଁ ଯୋଗ୍ୟ ନୁହନ୍ତି । ୟୁଜର୍ସ ଏଭଳି ଅନେକ ପ୍ରୋଫାଇଲ ସେୟାର କରିଛନ୍ତି ଯେଉଁମାନେ ଟ୍ୱିଟରରେ ଆକ୍ଟିଭ ନ ରହି ସେମାନଙ୍କୁ ବ୍ଲୁ ଟିକ୍ ମିଳିଛି । କିଛି ଲୋକ ଏହାକୁ ନେଇ ସାମାଜିକ ପ୍ରସଙ୍ଗ କରିସାରିଛନ୍ତି । ତେବେ କମ୍ପାନୀ ଏନେଇ କୌଣସି ଆଧିକାରିକ ସୂଚନା ଦେଇନାହିଁ । ତେବେ ବ୍ଲୁ ଟିକ ହଟାଇବାର ସମ୍ଭବନା କମ ରହିଛି ।