odishanws - The Sakala
ଗଞ୍ଜାମରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପୁଣି ଥରେ ବିରୋଧ
ବ୍ରହ୍ମପୁର: ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିବା ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପୁଣି ଥରେ ବିରୋଧ। ବିଜେପିର ଦୁଇ ଗୋଷ୍ଠୀ ପୁଣି ମୁହାଁମୁହିଁ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକର କାରଗିଲ ସହିଦ ଶ୍ରୀନିବାସଙ୍କ ଗ୍ରାମ ଜଗଦଳପୁର ଗ୍ରାମରେ।
ଗଞ୍ଜାମ ଜିଲ୍ଲା ସଭାପତିଙ୍କ ସମେତ ବହୁ ନେତା ବିଜେପିର ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ପଦଯାତ୍ରା ଆରମ୍ଭ କରୁଥିବା ସମୟରେ ବିଜେପିର ଆଉ ଏକ ଗୋଷ୍ଠୀ ବରିଷ୍ଠ ବିଜେପି ନେତା ଉତ୍ତମ ପାଣିଗ୍ରାହୀଙ୍କ ନେତୃତ୍ବ ଆସି ବିରୋଧ କରିବା ସହ ଧସ୍ତା ଧସ୍ତି ହୋଇଥିଲେ। ଯାହାକି ବିଜେପିର ଏଭଳି ଘରୋଇ କଳି ଦାଣ୍ଡରେ ପଡି ହାଟରେ ଗଡୁଛି। କିଛି ସମୟ ଧରି ଏଭଳି ଖଣ୍ଡ ଯୁଦ୍ଧ ଚାଲିଥିଲା।
ପାରିବାରିକ କଳହର କରୁଣ ପରିଣତି, ୧୩ ବର୍ଷୀୟ ଝିଅକୁ ତଣ୍ଟି ଚିପି ମାରିଦେଲା ପିଶାଚ ବାପା
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କେନ୍ଦୁବାହାରା ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ୧୩ ବର୍ଷୀୟ ଝିଅକୁ ତଣ୍ଟି ଚିପି ହତ୍ୟା କରିଛି ପିଶାଚ ବାପା । ଖବର ପାଇବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଝିଅର ମୃତଦେହକୁ ଜବତ କରିବା ସହ ପିଶାଚ ବାପାଙ୍କ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି  ।
ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ କେନ୍ଦୁବାହାରା ଗାଁର ଗଜାନନ୍ଦ ମାଝୀ ମଦ ପିଇ ଘରକୁ ଯାଇଥିଲେ । ଏହି ସମୟରେ ସ୍ତ୍ରୀ ଗୋପପୁରୀ ମାଝୀଙ୍କ ସହ ଯୁକ୍ତିତର୍କ ହୋଇଥିଲା । ପରେ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ବଢ଼ି ଯାଇଥିଲା । ଏହାଦେଖି ଝଗଡ଼ା ବନ୍ଦ କରିବା ପାଇଁ ଆସିଥିଲା ଝିଅ । ଏଥିରେ ଉତକ୍ଷିପ୍ତ ହୋଇ ହିତାହିତ ଜ୍ଞାନ ହରାଇ ବସିଥିଲା ଅଭିଯୁକ୍ତ ବାପା । ନିଶାସକ୍ତ ବାପା ୧୩ ବର୍ଷର ନାବାଳିକା ଝିଅଙ୍କ ତଣ୍ଟି ଚିପି ହତ୍ୟା କରିଥିଲା ।
DN ଗ୍ରୁପ ମୁଖ୍ୟ ଜଗଦୀଶ ନାୟକଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବଡ଼ଧରଣର ଆୟକର ଚଢ଼ାଉ
ଭୁବନେଶ୍ୱର: ଭୁବନେଶ୍ବରରେ ବଡ଼ଧରଣର ଆୟକର ଚଢ଼ାଉ । DN ଗ୍ରୁପ ମୁଖ୍ୟ ଜଗଦୀଶ ନାୟକଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ରେଡ୍ ହୋଇଛି। ରିୟଲ ଇଷ୍ଟେଟ୍ କମ୍ପାନୀର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ବିପୁଳ ପରିମାଣର ନଗଦଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଚନ୍ଦ୍ରଶେଖର ଏକ ସରକାରୀ ଘରେ ଭଡା ନେଇ ରହୁଥିଲେ । ଉକ୍ତ ଭଡ଼ା ଘରୁ ଏହି ବିପୁଳ ପରିମାଣର ନଗଦ ଟଙ୍କା ମିଳିଥିବା ସୂଚନା ମିଳିଛି । ଏହି ଟଙ୍କା ସବୁ ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରୁ ବାହାରିଛି ।
୧୦ରୁ ୧୨ ଜଣ ଆଇଟି ଅଧିକାରୀ ଏହି ଚଢ଼ାଉରେ ସାମିଲ୍ ଅଛନ୍ତି । ଆୟକର ଅଧିକାରୀମାନେ ଭୋର୍‌ ୩ଟାରୁ ରେଡ୍ କରୁଛନ୍ତି । କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ମଧ୍ୟ ଚଢାଉ କରାଯାଉଥିବା ସୂଚନା ମିଳିଛି । ଟିକସ ଫାଙ୍କିବା ଅଭିଯୋଗରେ ଗତକାଲି ରାତିରୁ ୨୨ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି । ଆଜି ସକାଳୁ ଭୁବନେଶ୍ୱର ୪ ନମ୍ବରରେ ଏହି ଚଢ଼ାଉ ହୋଇଥିଲା । ଆଇଆରସି ଭିଲେଜସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ବି ଚଢ଼ାଉ କରିଥିଲା ଆୟକର ବିଭାଗ।
ପ୍ରଥମଥର ପାଇଁ ସାରା ରାଜ୍ୟରେ ପାଳନ ହେଉଛି ‘ମାଣ୍ଡିଆ ଦିବସ’
ଭୁବନେଶ୍ୱର: ଆଜି ମାର୍ଗଶିର ମାସ ପ୍ରଥମ ଗୁରୁବାରରେ ପ୍ରଥମଥର ପାଇଁ ସାରା ରାଜ୍ୟରେ ପାଳନ ହେଉଛି ‘ମାଣ୍ଡିଆ ଦିବସ’। ମାଣ୍ଡିଆଚାଷକୁ ପ୍ରୋତ୍ସାହିତ କରବିା ସହିତ ଜନସାଧାରଣଙ୍କ ମଧ୍ୟରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଗ୍ରହଣୀୟତା ବୃଦ୍ଧି କରିବା ପାଇଁ ମାଣ୍ଡିଆ ଦିବସ ପାଳନ ପାଇଁ ଯୋଜନା କରାଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ଭାବେ କୃଷି ବିଭାଗ ଅଧୀନରେ ଓଡ଼ିଶା ମିଲେଟ୍‍ ମିଶନ୍‍ ପକ୍ଷରୁ ମିଲେଟ୍‍ ଦିବସ ପାଳନ କରାଯିବ। ଏଥିପାଇଁ ମାଣ୍ଡିଆର ମହତ୍ତ୍ୱ ପ୍ରତି ଜନସଚେତନତା ବୃଦ୍ଧି ନିମନ୍ତେ ମାଣ୍ଡିଆ ରଥ ପରିଭ୍ରମଣ କରୁଛି। ଘରେ ଘରେ ମାଣ୍ଡିଆ ଓ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଇଛି। ରାଜ୍ୟ ସରକାର ମାଣ୍ଡିଆ ଚାଷ ନିମନ୍ତେ ୩ବର୍ଷ ପାଇଁ ହେକ୍ଟର ପିଛା ୧୦ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରି ୫ବର୍ଷ ପାଇଁ ହେକ୍ଟର ପିଛା ୨୬ହଜାର ୫ଶହ ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଅତିରିକ୍ତ ୧୧ଟି ଜିଲ୍ଲାର ୩୪ଟି ବ୍ଲକକୁ ଓଡ଼ିଶା ମିଲେଟ୍‍ ମିଶନ୍‍କୁ ସମ୍ପ୍ରସାରିତ କରାଯାଇଛି। ଫଳରେ ରାଜ୍ୟର ୩୦ଟି ଜିଲ୍ଲାର ୧୭୭ଟି ବ୍ଲକରେ ଓଡ଼ିଶା ମିଲେଟ୍‍ ମିଶନ କାର୍ଯ୍ୟ କରୁଛି। ମାଣ୍ଡିଆ ଚାଷ ପାଇଁ ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ଏହାସହିତ ବର୍ଷାପୁଷ୍ଟ ଅଞ୍ଚଳରେ ମଧ୍ୟ ମାଣ୍ଡିଆ ଚାଷ ପାଇଁ ପଦକ୍ଷେପ ନିଆଯାଇଛି ଓ ବୃହତ୍‍ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ମଧ୍ୟ ମାଣ୍ଡିଆ ଚାଷ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଉଛି। ମାଣ୍ଡିଆ ଚାଷ ମାଧ୍ୟମରେ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିବେ। ଏହାସହିତ ଆସନ୍ତାକାଲି ବିଭିନ୍ନ ସ୍ଥାନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମାଣ୍ଡିଆ ଷ୍ଟଲର ବ୍ୟବସ୍ଥା କରାଯିବ। ଆସନ୍ତାକାଲି ମାଣବସା ପ୍ରଥମ ଗୁରୁବାର ହୋଇଥିବାରୁ ମାଆ ଲକ୍ଷ୍ମୀଙ୍କ ପାଖରେ ଅନ୍ୟ ଭୋଗ ସହିତ ମାଣ୍ଡିଆକୁ ମଧ୍ୟ ଭୋଗ ଭାବରେ ବ୍ୟବହାର କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମସ୍ତ ମା’ଙ୍କୁ ଅନୁରୋଧ କରିଛନ୍ତି।
ଆଜି ଲୋକସେବା ଭବନର କନ୍‍ଭେ୍‍ସନ୍‍ ହଲ୍‍ରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ବୈଠକର ଆୟୋଜନ କରାଯାଇ ରାଜ୍ୟସ୍ତରୀୟ ମାଣ୍ଡିଆ ଦିବସ ପାଳନ କରାଯିବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ବାର୍ତ୍ତା ଦେବେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥିରେ ବିଭିନ୍ନ ବିଭାଗର ମନ୍ତ୍ରୀ, ସଚିବଙ୍କ ସମେତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଗବେଷକମାନେ ଯୋଗଦେବେ। ଏଥିପାଇଁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ବିଦ୍ୟାଳୟସ୍ତରରେ କୁଇଜ୍‍ ପ୍ରତିଯୋଗିତା, ଫୁଡ଼୍‍ ଫେଷ୍ଟିଭାଲ ପ୍ରଦର୍ଶନୀ ଆଦିର ଆୟୋଜନ କରାଯିବ। ଏହି ଅବସରରେ କୃଷି ଭବନଠାରେ ମଧ୍ୟ ଆକର୍ଷଣୀୟ ପ୍ରଦର୍ଶନୀର ଆୟୋଜନ କରାଯିବ। ଏହାସହିତ ଓଡ଼ିଶା ମିଲେଟ୍‌ ମିଶନ୍‌ର ସ୍ବତନ୍ତ୍ର କାର୍ଯ୍ୟାଳୟ ପ୍ରକୋଷ୍ଠ ଉଦ୍‌ଘାଟନ କରାଯିବ। ଏହାସହ ସଫଳ ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସମ୍ପ୍ରସାରଣ ଅଧିକାରୀଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ମାଣ୍ଡିଆ ଦିବସ ଅବସରରେ ରେଷ୍ଟୁରାଣ୍ଟ ଆସୋସିଏସନ୍‍ ସହଯୋଗରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପରଷା ଯିବ। ଆଦିବାସୀମାନେ ‘ମିଲେଟ୍‍ (ସୁଆଁ, କାଙ୍ଗୁ, ମାଣ୍ଡିଆ ଆଦି)କୁ ଆଦିଅନ୍ନ’ଭାବେ ଗ୍ରହଣ କରି ଦେବାଦେବୀଙ୍କୁ ଅର୍ପଣ କରୁଥିବାରୁ ଏବଂ ଓଡ଼ିଆ ଘରର ମାର୍ଗଶିର ଗୁରୁବାର କୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଚଳିତବର୍ଷ ବାଲିଯାତ୍ରା ସହ ଅନ୍ୟ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ମହୋତ୍ସବମାନଙ୍କରେ ମାଣ୍ଡିଆର ବହୁଳ ବ୍ୟବହାର ଓ ପ୍ରଚାରପ୍ରସାର ନିମନ୍ତେ ବ୍ୟବସ୍ଥା କରାଯାଇଛି।
ପାଗଳ କୁକୁର ଆତଙ୍କ, ୩ ଶିଶୁ ଗୁରୁତର
ଟାଙ୍ଗୀ: ପାଗଳ କୁକୁର ଆତଙ୍କ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗଳା ଯୋଡି ବେହେରା ସାହିରେ ଅଭାବନୀୟ ଘଟଣା ଘଟିଛି। ପାଗଳ କୁକୁର କାମୁଡାରେ ୩ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ପ୍ରଥମେ ୩ଜଣ ଶିଶୁଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଅବସ୍ଥାରେ ଉଦବେଗଜନକ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛିା
ସୂଚନା ଅନୁଯାୟୀ, ଗାଁରେ ଦଶହରା ପାଇଁ ପୂଜାର୍ଚ୍ଚନା ଚାଲିଥିବା ବେଳେ ହଠାତ ଏକ ପାଗଳା କୁକୁର ଗାଁ ଦାଣ୍ଡରେ ଖେଳୁଥିବା ୩ ଜଣ ଶିଶୁଙ୍କୁ ଆକ୍ରମଣ କରିଥିଲା । ପାଗଳ କୁକୁର ଆକ୍ରମଣରେ ଉକ୍ତ ୩ ଜଣ ଶିଶୁ ଗୁରୁତର ଆହତ ହୋଇଥିଲେ।
ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ୮୭୭୨ ଜଣ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ
ଭୁବନେଶ୍ବର: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଆଜିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ଦିନରେ ୮୭୭୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଜିଲ୍ଲା ପରିଷଦ ପାଇଁ ମୋଟ ୨୨ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ସମିତି ସଭ୍ୟ- ୫୧୨ ଓ ସରପଞ୍ଚ ପ୍ରାର୍ଥୀ ପାଇଁ ୧୧୨୨ ଜଣଙ୍କ ନାମାଙ୍କନ ଦାଖଲ କରିଛନ୍ତି । ୱାର୍ଡ ମେମ୍ବର ପାଇଁ ପ୍ରଥମ ଦିନରେ ୭୧୧୬ଟି ନାମାଙ୍କନ ଦାଖଲ ହୋଇଛି । ଏହି  ନାମାଙ୍କନ ଦାଖଲ ପ୍ରକ୍ରିୟା ୨୧ ଶୁକ୍ରବାର ଯାଏଁ ଚାଲିବ ଚାଲିବ।
୨୧ରେ ନାମାଙ୍କନ ଦାଖଲ ସରିବା ପରେ ୨୨ ଜାନୁଆରୀରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ଏଥି ସହିତ ନାମାଙ୍କନପତ୍ର ଦାଖଲ ଦିନ ଜାନୁଆରୀ ୧୭ ରୁ ୨୫ ଜାନୁଆରୀ ସୁଦ୍ଧା ଯେଉଁ ପ୍ରାର୍ଥୀ ଚାହିଁବେ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ । ଏହାପରେ  ସେହି ୨୫ ଜାନୁଆରୀରେ  ଚୁଡାନ୍ତ ତାଲିକା ପ୍ରକାଶ ପାଇବ।
ବାଲେଶ୍ଵର: ବାଲେଶ୍ବରର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼ରୁ ଆକାଶ ମିସାଇଲର ନ୍ୟୁ ଜେନେରେସନ୍‌ ଭର୍ସନ(ଆକାଶ ଏନଜି)ର ଆଜି ପରୀକ୍ଷଣ ହୋଇଛି। ମଧ୍ୟାହ୍ନ ୧୨ଟା ୪୪ ମିନିଟ ସମୟରେ ଏହି ମିସାଇଲ ଉତକ୍ଷେପଣ କରାଯାଇଛି।ସ୍ବଦେଶୀ ଜ୍ଞାନକୌଶଳରେ ଡ଼ିଆରଡ଼ିଓ ଦ୍ବାରା ପ୍ରସ୍ତୁତ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ଏହି ମଧ୍ୟମ ଦୂରଗାମୀ ମିସାଇଲ ଆକାଶ ଏନଜିର ଲକ୍ଷ୍ୟଭେଦ କ୍ଷ୍ୟମତା ରହିଛି ୭୦ କିଲୋମିଟର ରହିଛି । ପରୀକ୍ଷା ସମୟରେ ରାଡ଼ାର ମାଧ୍ୟମରେ ସଂଗ୍ରହ କରା ଯାଇଥିବା ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକ ମାନେ ସମୀକ୍ଷା କରୁଛନ୍ତି। ଏହି ମିସାଇଲରେ ଆଣବିକ ଯୁଦ୍ଧାସ୍ତ୍ରକୁ ବ୍ୟବହାର କରାଯାଇ ପାରିବ ବୋଲି କୁହାଯାଇଛି। ଆଜି ତୃତୀୟ ଥର ପାଇଁ ଏହାର ପରୀକ୍ଷା କରାଯାଇଥିବା ବେଳେ ସବୁ ପରୀକ୍ଷଣ ସମୟରେ ଟାର୍ଗେଟ୍‌ ଭାବେ ଇଲେକ୍ଟ୍ରୋନିକ୍‌ ଟାର୍ଗେଟ୍‌କୁ ବ୍ୟବହାର କରାଯାଇଛି। ବିଶେଷକରି ଶତ୍ରୁ ପକ୍ଷ୍ୟର କ୍ଷେପଣାସ୍ତ୍ରକୁ ଚିହ୍ନଟକରି ତୁରନ୍ତ ଧ୍ବଂସ କରିବାର କ୍ଷ୍ୟମତା ରହିଛି ଏହି ମିସାଇଲର। ପୁର୍ବରୁ ଆକାଶ ମିସାଇଲର ଲକ୍ଷ୍ୟଭେଦ କ୍ଷ୍ୟମତା ୩୦ କିଲୋମିଟର ରହିଥିବା ବେଳେ ଆଜି ପରୀକ୍ଷା ହୋଇଥିବା ପରିବର୍ଦ୍ଧିତ ଆକାଶ ମିଶାଇଲେ ଲକ୍ଷ୍ୟଭେଦ କ୍ଷମତା ଏହାର ଦୁଇଗୁଣାରୁ ଅଧିକ ହୋଇଥିବାରୁ ଏହା ଭାରତର ପ୍ରତିରକ୍ଷା ଶକ୍ତି କୁ ବୃଦ୍ଧି କରିବ ବୋଲି କୁହାଯାଇଛି।
ପୁଅର ମୃତ୍ୟୁ ପରେ ଶାଶୁକୁ ନିର୍ଯାତନା ଦେଉଛି ବୋହୂ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡ଼ିଓ
ବଲାଙ୍ଗୀର: ବରପାଲିପଡ଼ାରେ ଅଭାବନୀୟ ଘଟଣା ସାମ୍ନାକି ଆସିଛି। ପୁଅର ମୃତ୍ୟୁ ପରେ ବୋହୂ ବାରମ୍ବାର ନିର୍ଯାତନା ଦେଉଥିବା ଶାଶୁ ଅଭିଯୋଗ କରିଛନ୍ତି । ଘରବାଡ଼ି ଘଟଣାକୁ କେନ୍ଦ୍ରକରି ଶାଶୁକୁ ମାଡ଼ ମାରୁଛି ବୋହୁ। ଦାଣ୍ଡରେ ବୃଦ୍ଧା ଶାଶୁକୁ ଚୁଟି ଧରି ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଛି ବୋହୁ । ପାଖରେ ଅନ୍ୟ ଦୁଇ ଜଣ ମହିଳା ମଧ୍ୟ ଅଛନ୍ତି। ଏବେ ଏହି ଭିଡ଼ିଓ ଭାଇରଲ ହୋଇଛି। ଶାଶୁକୁ ବୋହୂ ନିର୍ଦ୍ଧୁମ ମାଡ଼ ମାରୁଥିବା ନେଇ ସୋସିଆଲ ମିଡିଆରେ ଭାିରାଲ ହେବାରେ ଲାଗିଛି ଏହି ଭିଡ଼ିଓ ।
ସୂଚନା ମୁତାବକ,  କିଛି ଦିନ ତଳେ ପୁଅର ମୃତ୍ୟୁ ଘଟିଥିଲା । ପୁଅର ମୃତ୍ୟୁ ପରେ ବୋହୁ ବାରମ୍ବାର ନିର୍ଯାତନା ଦେଉଥିବା ଶାଶୁ ଅଭିଯୋଗ କରିଛନ୍ତି । ପୁର୍ବରୁ ଏହି ବିବାଦ ବଲାଙ୍ଗୀର ଟାଉନ ଥାନାରେ ଥିଲେ ବି ପୁଲିସ କିଛି କାର୍ଯ୍ଯାନୁଷ୍ଠାନ ନେଇ ନଥିବା ଜଣାପଡ଼ିଛି ।
ପୂର୍ବରୁ ଅନେକ ଥର ବୋହୂ ଜଣଙ୍କ ଶାଶୁଙ୍କୁ ମାଡ଼ ମାରିଥିବା କହିଛନ୍ତି ଅଭିଯୋଗକାରୀ । ଆଜି ପୁନର୍ବାର ସଂପୃକ୍ତ ମହିଳାଙ୍କୁ ତାଙ୍କ ବୋହୂ ମାଡ଼ ମାରିଥିବା ଜଣା ପଡିଛି । ଭିଡ଼ିଓରେ ସ୍ପଷ୍ଟ ଦୃଶ୍ୟମାନ ପାଖରେ ଅନ୍ୟ ଦୁଇ ଜଣ ମହିଳା ମଧ୍ୟ ଉପସ୍ଥିତ ରହିଛନ୍ତି । ଆଜି ଭିଡିଓଟି ଭାଇରାଲ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏନେଇ ପିଡୀତା ବୃଦ୍ଧା ଜଣକ ନିଜ ସାନ ପୁଅ ସହ ନ୍ୟାୟ ଦାବିରେ ବଲାଙ୍ଗୀର ଏସପିଙ୍କ କାର୍ୟ୍ୟାଳୟରେ ପହଞ୍ଚିଛନ୍ତି ।
ମୌସୁମୀ ସୂଚନା ପାଇଲେ ସକ୍ରିୟ ହେଉଛନ୍ତି ବାଲି ମାଫିଆ, ବେଧଡକ ଖୋଳୁଛନ୍ତି ନଦୀଶଯ୍ୟା
ବୌଦ୍ଧ: ମୌସୁମୀ ବର୍ଷା ଆଗମନ ସୂଚନା ମିଳିବା ମାତ୍ରେ ବାଲି ମାଫିଆମାନେ ନଦୀଗୁଡ଼ିକରୁ ମେସିନ୍ ଲଗାଇ ଦିନ ରାତି ବାଲି ଉତ୍ତୋଳନ କରିଥାନ୍ତି। ବର୍ଷ ତମାମ ଯେତେ ବାଲି ଚୋରି କରିଥାନ୍ତି, ଏହି ସମୟରେ ତାର ଚାରିଗୁଣ ବାଲି ଚୋରି କରନ୍ତି। ଏଥିପାଇଁ ବିଭାଗୀୟ ଅଧିକାରୀମାନେ ମଧ୍ୟ ମୌନ ରହି ସ୍ବୀକୃତି ଦେଇଥାନ୍ତି। ଏହି ସମୟରେ ନଦୀରୁ ଉତ୍ତୋଳନ ହେଉଥିବା ବାଲିରୁ କୋଟି କୋଟି ଟଙ୍କା ମୁନାଫା ହେଉଥିବା ବେଳେ ଏହାର ଅଂଶ ସମସ୍ତଙ୍କ ପାଖକୁ ଯାଇଥାଏ। ତେଣୁ ଲିଜ୍ ବାହାରେ ଶହ ଶହ ଏକର ଅଞ୍ଚଳରୁ ବାଲି ମାଫିଆମାନେ ନଦୀରୁ ବାଲି ଉଠାଇ ନେଇଥାନ୍ତି। ପଥର ଓ ବାଲି ଉତ୍ତୋଳନ କ୍ଷେତ୍ରରେ ଲଘୁ ଖଣିଜ ସମ୍ପଦ ଆଇନକୁ ସାମାନ୍ୟତମ ପାଳନ କରାଯାଏ ନାହିଁ। ସବୁଠାରୁ ଆଶ୍ଚର୍ଯ୍ଯ କଥା ହେଲା ବର୍ଷା ପୂର୍ବରୁ ବିଭାଗୀୟ ଅଧିକାରୀ ବାଲିଘାଟକୁ ଯାଇ ମାପ ନ କରି ବର୍ଷା ହେବା ପରେ ବାଲି ଘାଟକୁ ଯାଇଥାନ୍ତି ଓ ବର୍ଷା ଯୋଗୁଁ ନଦୀରେ ବନ୍ୟା ଆସି ଯିବାରୁ ମାପ କରିବା ସମ୍ଭବ ହେଲା ନାହିଁ ବୋଲି ରିପୋର୍ଟ କରିଥାନ୍ତି। ଏହି ପ୍ରକ୍ରିୟା ବହୁ ବର୍ଷ ହେଲା ଚାଲି ଆସିଛି। ଲିଜଧାରୀମାନେ ନଦୀରୁ ବାଲି ଉଠାଇ ତାକୁ ବିଭିନ୍ନ ସ୍ଥାନରେ ଜମା କରି ରଖିଥାନ୍ତି। ବର୍ଷା ଦିନ ବାଲି ଉତ୍ତୋଳନ ବନ୍ଦ ରହୁଥିବାରୁ ସେହି ସମୟରେ ଚଢ଼ା ଦରରେ ଗଚ୍ଛିତ ଥିବା ବାଲିକୁ ବିକ୍ରୟ କରି ଅତିରିକ୍ତ କୋଟି କୋଟି ଟଙ୍କା ଉପାର୍ଜନ କରନ୍ତି, ଯାହାର ଲାଭାଂଶ ବାବୁମାନେ ବି ପାଇଥାନ୍ତି।
ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀର ବିଭିନ୍ନ ଘାଟ ଏବେ ମାଫିଆଙ୍କ କବଳରେ ରହିଛି । ବୌଦ୍ଧ ତହସିଲ ଅଧୀନରେ ଥିବା ଏହି ବାଲିଘାଟଗୁଡ଼ିକରେ ବ୍ୟାପକ ଦୁର୍ନୀତି କେଉଁ କାଳରୁ ହୋଇ ଆସୁଥିଲେ ମଧ୍ୟ ବାଲି ମାଫିଆମାନେ ତାକୁ ବ୍ୟବସ୍ଥିତ କରିବାରେ ସଫଳ ହେଉଛନ୍ତି। ଏହି ବାଲି କାରବାର ଦ୍ବାରା ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଥିବା ଜାଣିଥିଲେ ମଧ୍ୟ କୌଣସି ସରକାରୀ ଅଧିକାରୀ ଏହି ବେଆଇନ କାରବାର ଉପରେ ଅଙ୍କୁଶ ଲଗାଇବାକୁ ସମର୍ଥ ହୋଇ ପାରୁନାହାନ୍ତି ।
ବାଲିଘାଟରେ ମେସିନ୍‌ ବ୍ୟବହାର ଓ ସୂର୍ଯ୍ଯାସ୍ତ ପରେ ବାଲି ଉତ୍ତୋଳନ ନିୟମ ନଥିବା ସତ୍ତ୍ୱେ ଲିଜଧାରୀ ମାନେ ଏହି ନିୟମକୁ କେବେ ବି ପାଳନ କରନ୍ତି ନାହିଁ। ବିନା ମେସିନ୍‌ରେ ବାଲି ଉତ୍ତୋଳନ କରି ଲିଜ ଅଞ୍ଚଳରୁ ବାଲି ଉଠାଇବା ସମ୍ଭବ ନଥିବା ଦର୍ଶାଇ ବାଲି ମାଫିଆମାନେ ପ୍ରଶାସନ ଉପରେ ଚାପ ପ୍ରୟୋଗ କରନ୍ତି ଏବଂ ଏକାଧିକ ମେସିନ ବ୍ୟବହାର କରି ନଦୀ ବାଲିକୁ ଖୋଳି ଚାଲନ୍ତି। ମୌସୁମୀ ବର୍ଷା ପୂର୍ବରୁ ସମାନ ଢଙ୍ଗରେ ରାତିଦିନ ଏକ କରି ମାଫିଆମାନେ ସହର ଓ ସହରବାହାରେ ପାହାଡ ଭଳି ବାଲି ଗଦା କରିଛନ୍ତି।
ସୂଚନା ଅନୁଯାୟୀ, ଗୁରୁବାର ବୌଦ୍ଧ ସହର ଗଡ଼ଖାଇ (ଜରି ଖଣ୍ଡି) ପୁନଃଉଦ୍ଧାର କାର୍ଯ୍ଯର ସମୀକ୍ଷା ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ରାଜବାଟୀ ନିକଟକୁ ଉପଜିଲ୍ଲାପାଳ ଅଶ୍ବିନୀ କୁମାର ମେହେର ଓ ଅନ୍ୟ ଅଧିକାରୀ ମାନଙ୍କ ସହ ଯାଇଥିଲେ। ଭୈରବୀ ମନ୍ଦିର ପଛ ପାର୍ଶ୍ବରେ ଶହ ଶହ ଟ୍ରିପ ବାଲି ଗଦା ଯାଇଥିବା ଦେଖିବାକୁ ପାଇଥିଲେ । ସରକାରୀ ଓ ସର୍ବ ସାଧାରଣ ସ୍ଥାନରେ ଏତେ ପରିମାଣର ବାଲି କିଏ ଓ କାହିଁକି ବେଆଇନ୍ ଭାବେ ରଖୁଛି ବୋଲି ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କୁ କହିବା ସହ ତୁରନ୍ତ ଜବତ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ସମସ୍ତ ବାଲି ଜବତ୍ କରି ଜମାକାରୀ ଉପରେ ଜୋରିମାନା ଲଗାଇଛନ୍ତି। ଜବତ୍ ବାଲିର ପରିମାଣ ପ୍ରାୟ ୪ ଶହ ଟ୍ରିପ ହେବ ବୋଲି ସୂଚନା ମିଳିଛି।
ବହୁଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ ଜଗା ଫେରିବ ଫୁଲବାଣୀ
ଫୁଲବାଣୀ: ବହୁଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ ଜଗା ଫେରିବ ଫୁଲବାଣୀ। ଏ ଦିଗରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସ୍ତାନୀୟ ଜିଲ୍ଲା ମେଡିକାଲରେ ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି। ଫୁଲବାଣୀ ଜିଲ୍ଲା ମେଡିକାଲରେ ଥିବା ନୂତନ ମାତୃ ଶିଶୁ ସ୍ୱାସ୍ଥ୍ୟ ୟୁନିଟ୍‍(ଏମସିଏଚ୍‍) ମଧ୍ୟରେ ଏକ ସ୍ୱତନ୍ତ୍ର କ୍ୟାବିନ୍‍ ବ୍ୟବସ୍ଥା କରାଯାଉଛି ଜଗାକୁ ରଖିବା ପାଇଁ। ଦିନେ ଦୁଇ ଦିନ ମଧ୍ୟରେ ଜଗା ଫୁଲବାଣୀ ଫେରିବ ବୋଲି ନିର୍ଭର ଯୋଗ୍ୟ ସୁତ୍ରରୁ ସୂୁଚନା ମିଳିଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ ଜଗାକୁ ଆଣିବା ଏବଂ ସେଥିପାଇଁ ଥିବା ଆବଶ୍ୟକୀୟ ଚିକିତ୍ସା ଓ ଆନୁସଙ୍ଗିକ ପଦକ୍ଷେପ ନେବା ପାଇଁ ଏକ ଡାକ୍ତରୀ ଦଳ ସୋମବାର କଟକ ଏସସିବି ମେଡିକାଲ କଲେଜ ଅଭିମୂଖେ ଯିବେ। ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡା ମନୋରଞ୍ଜନ ରାଉତଙ୍କ ନେତୃତ୍ୱରେ ଡା. ସିଏଚ୍‍. ଏନ. ସୁବୁଦ୍ଧି ଏବଂ ଜଣେ ଫାର୍ମାସିଷ୍ଟ ପ୍ରମୁଖ ଏହି ଟିମ୍‍ କଟକ ଏସସିବି ଯାଇ ସେଠାରେ ଜଗାର ସ୍ତାନାନ୍ତରକୁ ନେଇ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିବେ। ସମ୍ଭବତଃ ମଙ୍ଗଳବାର ସୁଦ୍ଧା ଜଗା ଫୁଲବାଣୀ ଜିଲ୍ଲା ମେଡିକାଲକୁ ଆସିବ ବୋଲି ସୂଚନା ମିଳିଛି। ଦିର୍ଘ ପାଞ୍ଚ ବର୍ଷ ପରେ କନ୍ଧମାଳ ଫେରିବ ଜଗା। ତେବେ ଗତ ବର୍ଷ ଯୋଡା ମୁଣ୍ଡ ଶିଶୁ ଜଗାର ଭାଇ ବଳିଆର ମୃତ୍ୟୁ ହୋଇଥିଲା। ଦିର୍ଘ ଚାରି ବର୍ଷରୁ ଅଧିକ ସମୟ ଧରି ଚିକିତ୍ସିତ ହେବା ପରେ ତାର ମୃୁତ୍ୟୁ ହୋଇଥିଲା।
ଏଠାରେ ସୂଚନା ଯୋଗ୍ୟ ଯେ, ଫିରିଙ୍ଗିଆ ମିଲୁପଡାର ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କୁ ଏକ ସବୁଠାରୁ ବିରଳ ତଥା ସଫଳ ଅସ୍ତ୍ରୋପଚାର ବଳରେ ଦିଲ୍ଲୀ ଏମସ୍‍ରେ ଅଲଗା କରାଯାଇଥିଲା। ସାରା ବିଶ୍ୱରେ ବିରଳ ଏହି ଅସ୍ତ୍ରୋପଚାର ଡା. ଅଶୋକ ମହାପାତ୍ରଙ୍କ ସଫଳ ନେତୃତ୍ୱରେ ଏକ ଚାଳିଶ ଜଣିଆ ଟିମ୍‍ କରିଥିଲେ। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଶୁ ଦ୍ୱୟର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ପାଇଁ ଘୋଷଣା କରିବା ସହିତ ପ୍ରାଥମିକ ପର୍ଯ୍ୟାୟରେ ଏକ କୋଟି ଟଙ୍କା ସିଏମଆରଏଫରୁ ପ୍ରଦାନ କରିଥିଲେ। ଜିଲ୍ଲାପାଳ ଡା.ବୃନ୍ଦା ଡି ଏ ନେଇ ଜିଲ୍ଲାସ୍ତରରେ ସମସ୍ତ ବ୍ୟବସ୍ଥା କରିବା ସହିତ ପ୍ରଥମେ କଟକ ଏସସିବି ଏବଂ ପରେ ଦିଲ୍ଲୀ ଏମସ ସ୍ତାନାନ୍ତର କରାଇଥିଲେ। ଏପରିକି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ଗୋଟିଏ ଦିନର ଦରମା ଶିଶୁ ଦ୍ୱୟଙ୍କ ଚିକିତ୍ସା ପାଇଁ ପ୍ରଦାନ କରିଥିଲେ।
ପୁଲିସ ଗାଡ଼ି ଭିଡ଼ିନେଲା ଫାଇନାନ୍ସ ସଂସ୍ଥା, ଅଭିଯୁକ୍ତ ଧରିବାକୁ ଆସି ଫସିଲା ବାଲେଶ୍ବର ପୁଲିସ
ଭୁବନେଶ୍ୱର: ଅଭିଯୁକ୍ତକୁ ଧରିବା ପାଇଁ ରାଜଧାନୀକୁ ଆସିଥିଲା ବାଲେଶ୍ବର ସହଦେବଖୁଣ୍ଟା ପୁଲିସ। ହେଲେ ବାଟରେ ଜଗିଥିବା ଫାଇନାନ୍ସ ସଂସ୍ଥା ଗାଡ଼ି ଭିଡିନେଇଥିଲା। ବାଲେଶ୍ବର ପୁଲିସ ବଡ଼ ହଟହଟା ହେବା ସହ ଖଣ୍ଡଗିରି ପୁଲିସ ସହାୟତାରେ ଅଭିଯୁକ୍ତକୁ ଧରିଥିବା ସୂଚନା ମିଳିଛି। ଥାନାରେ ଗାଡ଼ି ଲଗାଇଥିବା ମାଲିକ କିସ୍ତି ବାକି ରଖିଥିବାରୁ ଫାଇନାନ୍ସ ସଂସ୍ଥା ସମ୍ପୃକ୍ତ ଗାଡ଼ିକୁ ଭିଡ଼ିନେଇଥିବା ସୂଚନା ମିଳିଛି।
ବାଲେଶ୍ୱରର ସହଦେବଖୁଣ୍ଟା ଥାନାରେ ପଞ୍ଜୀକୃତ ଏକ ଅପରାଧ ମାମଲାର ଅଭିଯୁକ୍ତ ଖଣ୍ଡଗିରି ଅଞ୍ଚଳରେ ରହୁଥିବା ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ଯୁବକକୁ ଧରିବା ଲାଗି ସହଦେବଖୁଣ୍ଟା ଥାନା ପୁଲିସ ଖଣ୍ଡଗିରି ପୁଲିସର ସହାୟତା ନେଇଥିେଲେ। ଆଜି ଅପରାହ୍ଣରେ ଅଭିଯୁକ୍ତକୁ ଧରିବା ଲାଗି ସହଦେବଖୁଣ୍ଟା ଥାନା ପୁଲିସ ୨ଜଣିଆ ଟିମ୍‍ ଭୁବେନଶ୍ୱରକୁ ଆସୁଥିଲେ। କିନ୍ତୁ ବାଣୀବିହାର ଛକରୁ ଏକ ଫାଇନାନ୍ସ ସଂସ୍ଥାର କର୍ମଚାରୀ ପୁଲିସ ଗାଡ଼ିର ପିଛା କରିଥିଲେ। ପୁଲିସ ଯେପରି ଅଭିଯୁକ୍ତଙ୍କୁ ଧରିବା ଲାଗି ତତ୍ପର ଥିଲେ; ସେମିତି ଫାଇନାନ୍ସ ସଂସ୍ଥା ପୁଲିସ ଗାଡ଼ିକୁ ଧରିବା ଲାଗି ଗୋଡାଇଥିଲେ। ବାଣୀବିହାରରୁ ଖଣ୍ଡଗିରି ଛକ ଯାଏଁ ପୁଲିସ ଗାଡ଼ିକୁ ଫାଇନାନ୍ସ ସଂସ୍ଥାର କର୍ମଚାରୀ ପିଛା କରିଥିଲା। ଶେଷରେ ଖଣ୍ଡଗିରି ଛକରେ ପୁଲିସ ଗାଡ଼ିକୁ କର୍ମଚାରୀମାନେ ଅଟକାଇଥିଲେ। ସେଠାରେ ପୁଲିସ ଓ ସଂସ୍ଥାର କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା। ଶେଷରେ ଗାଡ଼ିକୁ ଖଣ୍ଡଗିରି ଥାନା ପୁଲିସ ହେପାଜତକୁ ନେଇଥିଲା। ମାତ୍ର ପୁଲିସ ଗାଡ଼ିକୁ କାହିଁକି ଧରିଛି ବୁଝିଲା ପରେ ଘଟଣା ପଦାକୁ ଆସିଥିଲା। ପୁଲିସ ବ୍ୟବହାର କରୁଥିବା ଗାଡ଼ି ଉପରେ ୧୧ମାସର କିସ୍ତି ବାକି ଅଛି। ମାତ୍ର କିସ୍ତି ଟଙ୍କା ବାକି ଥିବାରୁ ବାରମ୍ବାର ଥାନାକୁ ଜଣାଇବା ସହ ଗାଡ଼ି ମାଲିକଙ୍କୁ ଫାଇନାନ୍ସ କର୍ମଚାରୀ ଜଣାଇଥିଲେ। କିନ୍ତୁ କୌଣସି ସଫଳ ମିଳିନଥିଲା। ଶେଷରେ ଆଜି ପୁଲିସ ଉକ୍ତ ଗାଡ଼ିକୁ ନେଇ ଚଢ଼ଉ କରିବା ଲାଗି ଆସିଥିବା ବେଳେ ରାସ୍ତାରୁ ଫାଇନାନ୍ସ ସଂସ୍ଥା ଗାଡ଼ିକୁ ଧରିଥିଲା। ଏମିତି ଖଣ୍ଡଗିରି ଥାନା ଭିତରେ ୨ଘଣ୍ଟା ଡ୍ରାମା ଚାଲିଲା। ଶେଷରେ ଖଣ୍ଡଗିରି ପୁଲିସ ସହାୟତାରେ ସହଦେବଖୁଣ୍ଟା ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ଅନ୍ୟ ଏକଗାଡ଼ିରେ ଅଭିଯୁକ୍ତକୁ ନେଇ ସହଦେବଖୁଣ୍ଟାକୁ ଯାଇଥିବା ଜଣାପଡ଼ିଛି। ଏଭଳି ଘଟଣା ରାଜଧାନୀରେ କୌତୁହଳ ସୃଷ୍ଟି କରିଛି।