Transgender - The Sakala

କିନ୍ନରଙ୍କ ଲିଙ୍ଗ ବଦଳାଇବେ ରାଜସ୍ଥାନ ସରକାର; ଅସ୍ତ୍ରୋପଚାର ପାଇଁ ଦେବେ ସହାୟତା
କୋଟା : କିନ୍ନରଙ୍କ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ତଥା ସେକ୍ସ ରିଆସାଇନମେଣ୍ଟ ସର୍ଜରୀ (ଏସଆରଏସ) ଲାଗି ରାଜସ୍ଥାନ ସରକାର ସହାୟତା ପ୍ରଦାନ କରିବେ। ଦେଶର ପ୍ରଥମ ଥର ପାଇଁ ରାଜସ୍ଥାନ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦେବେ। କିନ୍ନରଙ୍କ ଇଚ୍ଛାରେ ଏହି ଅସ୍ତ୍ରୋପଚାର ହେବ। ଏବେ ରାଜସ୍ଥାନରେ ୨୦ ହଜାରରୁ ଊର୍ଦ୍ଧ୍ବ କିନ୍ନର ଅଛନ୍ତି। ସରକାର ଏଥିପାଇଁ ୧୦ କୋଟି ଟଙ୍କାର ‘ଉତ୍ଥାନ କୋଷ’ ଗଠନ କରିଛନ୍ତି। ସାମାଜିକ ନ୍ୟାୟ ବିଭାଗର ଉପ-ନିର୍ଦ୍ଦେଶକ ଓମପ୍ରକାଶ ତୋଷନିୱାଲ କହିଛନ୍ତି ଯେ ସରକାର ମାଗଣାରେ ଅସ୍ତ୍ରୋପଚାର କରାଇବେ କିମ୍ବା ୨.୫୦ ଲକ୍ଷ ଟଙ୍କା ପ୍ରଦାନ କରିବେ। ଏଥିପାଇଁ କିନ୍ନରଙ୍କୁ ସାମାଜିକ ନ୍ୟାୟ ବିଭାଗରେ ଆବେଦନ କରିବାକୁ ପଡ଼ିବ।