IPL2023 - The Sakala

ଆଇପିଏଲ୍‌‌ ଗ୍ରାଣ୍ଡ୍‌ ଫାଇନାଲ-୨୦୨୩: ସାଇ ସୁଦର୍ଶନଙ୍କ ଦମଦାର ବ୍ୟାଟିଂ, ଚେନ୍ନାଇକୁ ୨୧୫ ରନର ଟାର୍ଗେଟ ଦେଲା ଗୁଜରାଟ
ଅହମ୍ମଦାବାଦ: ଆଜି ରିଜର୍ଭ ଡେ’ରେ ଖେଳା ଯାଉଛି ଆଇପିଏଲ୍ ୨୦୨୩ର ଫାଇନାଲ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମୁହାଁମୁହିଁ ହୋଇଛନ୍ତି।  ମ୍ୟାଚ୍‌ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଗୁଜରାଟ ଟାଇଟନ୍ସ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ ହରାଇ ୨୧୪ରନ କରିଛି। ଫଳରେ ଆଜିର ଫାଇନାଲ ମ୍ୟାଚ ଜିତିବାକୁ ହେଲେ ଚେନ୍ନାଇ ସୁପର କିଙ୍ଗସକୁ ୨୧୫ ରନର ଆବଶ୍ୟକତା ରହିଛି।

ଗୁଜରାଟ ଟାଇଟନ୍ସ ପକ୍ଷରୁ ଶୁଭମନ ଗିଲ୍ ୨୦ ବଲରେ ୩୯ ରନ କରି ଆଉଟ ହୋଇଥିବା ବେଳେ ପାରିକୁ ଋଦ୍ଧିମାନ ଶାହା ଓ ସାଇ ସୁଦର୍ଶନ ସମ୍ଭାଳିଥିଲେ । ପରେ ଋଦ୍ଧିମାନ ଶାହା ୩୯ ବଲରେ ୫୪ ରନ କରି ଆଉଟ ହୋଇଥିଲେ। ପରେ ସାଇ ସୁଦର୍ଶନଙ୍କ ସାଥ ଦେବା ପାଇଁ ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆସିଥିଲେ। ସାଇ ସୁଦର୍ଶନ ୪୬ ବଲରେ ୯୬ ରନ କରି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରେ ୨୧ ରନ କରି ଅପରାଜିତ ରହିଥିବା ବେଳେ ରଶିଦ ଖାନ ୨ ବଲରେ ଶୂନ କରି ଶେଷ ବଲରେ ଆଉଟ ହୋଇଥିଲେ।

ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ମଥିଶା ପାଥିରାଣା ୨ଟି ୱିକେଟ ନେଇଥିବାବ ବେଳେ ରବୀନ୍ଦ୍ର ଜାଡ଼େଜା ଓ ଦୀପକ ଚହର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୬୮ ରନର ଲକ୍ଷ୍ୟ ରଖିଲା ପଂଜାବ କିଙ୍ଗସ୍
ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୫୯ତମ ମ୍ୟାଚରେ ଦିଲ୍ଲୀ ଆଗରେ ୧୬୮ରନର ଲକ୍ଷ୍ୟ ରଖିଛି ପଂଜାବ କିଙ୍ଗସ୍। ୨୦ ଓଭରରେ ପିବିକେଏସ ୭ ଓ୍ବିକେଟ ହରାଇ ୧୬୭ ରନ କରିଛି। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବିଜୟ ଲକ୍ଷ୍ୟ ୧୬୮ ରନ ରହିଛି। ପଂଜାବ କିଙ୍ଗସ୍ ପକ୍ଷରୁ ପ୍ରଭସିମରନ ସିଂ ୧୦୩ ରନ କରିଥିବାବେଳେ ସାମ କୁରେନ ୨୦ ରନ, ସିକନ୍ଦର ରାଜା ୧୧ ରନ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କରେ ପହଞ୍ଚି ପାରି ନଥିଲେ।

ଦିଲ୍ଲୀ ପକ୍ଷରୁ ୧୦୦ତମ ଆଇପିଏଲ୍ ଖେଳୁଥିବା ଇଶାନ୍ତ ଶର୍ମା ୨ଟି ୱିକେଟ୍ ନେଇଥିଲେ। ସେହିପରି ଅକ୍ଷର ପଟେଲ, ପ୍ରବୀଣ ଦୁବେ, କୂଳଦୀପ ଯାଦବ ଓ ମୁକେଶ କୁମାର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ। ହାଇଦ୍ରାବାଦଠାରେ ଖେଳାଯାଇଥିବା ଶନିବାରର ପ୍ରଥମ ମ୍ୟାଚରେ ହାଇଦ୍ରାବାଦକୁ ୭ ଓ୍ବିକେଟରେ ପରାସ୍ତ କରିଥିଲା ଲକ୍ଷ୍ନୌ ସୁପର ଜାୟାଣ୍ଟସ। ହାଇଦ୍ରାବାଦ ଦ୍ବାରା ରଖାଯାଇଥିବା ୧୮୩ରନର ଲକ୍ଷ୍ୟକୁ ଲକ୍ଷ୍ନୌ ୧୯.୩ ତମ ଓଭରରେ ୩ ଓ୍ବିକେଟ ହରାଇ ୧୮୫ ରନ କରି ହାସଲ କରିନେଇଥିଲା।

IPL ୨୦୨୩: ଆଜିି କେକେଆର୍‌କୁ ଭେଟିବ ଆରସିବି
କୋଲକାତା: ଆଜି ଆଇପିଏଲରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ଏହି ମ୍ୟାଚ୍ ନାଇଟ୍‌ ରାଇଡର୍ସ: ନୀତୀଶ ରାଣା (ଅଧିନାୟକ), ରହମନୁଲ୍ଲା ଗୁର୍ବାଜ, ଭେଙ୍କଟେଶ ଆୟର, ଆନ୍ଦ୍ରେ ରସେଲ, ସୁନିଲ ନାରାୟଣ, ଶାର୍ଦୁଲ ଠାକୁର, ଲୋକି ଫର୍ଗୁସନ, ଉମେଶ ଯାଦବ, ଟିମ ସାଉଦି, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତି, ଅନୁକୁଳ ରୟ, ରିଙ୍କୁ ସିଂହ, ଏନ ଜଗଦୀସାନ, ବେଭବ ଆରୋରା, ସୁୟାଶ ଶର୍ମା, ଡେଭିଡ ୱିଜ, କୁଲବନ୍ତ ଖେଜ୍ରୋଲିୟା, ଲିଟନ ଦାସ, ମନଦୀପ ସିଂହ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଫାଫ ଡୁ’ପ୍ଲେସିସ (ଅଧିନାୟକ), ବିରାଟ କୋହଲି, ସୁୟାଶ ପ୍ରଭୂଦେଶାଇ, ଦୀନେଶ କାର୍ତ୍ତିକ, ଅନୁଜ ରାୱତ, ଫିନ ଆଲିନ, ଗ୍ଲେନ ମ୍ୟାକ୍ସୱେଲ, ୱାନିନ୍ଦୁ ହସରଙ୍ଗା, ଶାହବାଜ ଅହମଦ, ହର୍ଷଲ ପଟେଲ, ଡେଭିଡ ୱିଲି, କର୍ଣ୍ଣ ଶର୍ମା, ମହିପାଲ ଲୋମରୋର, ମହମ୍ମଦ ସିରାଜ, ଜୋସ ହାଜଲେଉଡ, ସିଦ୍ଧାର୍ଥ କେଲ, ଅକାଶ ଦୀପ, ରିସି ଟପ୍ଲେ, ହିମାଂଶୁ ଶର୍ମା, ମିଚେଲ ବ୍ରେସୱେଲ।

ଆଇପିଏଲ ୨୦୨୩ର ପ୍ରଥମ ମ୍ୟାଚ୍‌ରେ ଋତୁରାଜଙ୍କ ବିସ୍ଫୋରଣ : ଗୁଜରାଟ ଟାଇଟନ୍ସକୁ ୧୭୯ ରନ୍ ବିଜୟ ଲକ୍ଷ୍ୟ ଦେଲା ଚେନ୍ନାଇ
ଅହମ୍ମଦାବାଦ୍‌‌ : ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ଟି-୨୦ କ୍ରିକେଟ ପ୍ରତିଯୋଗିତା ଇଣ୍ଡିଆନ୍‌‌ ପ୍ରିମିୟର ଲିଗ୍‌‌(ଆଇପିଏଲ)ର ଷୋଡଶ ସଂସ୍କରଣ। ଆଜି ଉଦ୍‌‌ଘାଟନୀ ମୁକାବିଲା ବିଶ୍ୱର ସର୍ବବୃହତ୍‌‌ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମ୍‌‌ରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌‌ସ ମଧ୍ୟରେ ଖେଳଯାଉଛି। ପ୍ରଥମ ମ୍ୟାଚରେ ଟସ୍‌ ଜିତି ଗୁଜରାଟ ଟାଇଟନ୍ସର କ୍ୟାପଟେନ୍‌ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ନିଷ୍ପତ୍ତି ନେଇଥିଲେ। ଯାହା ଫଳରେ ଚେନ୍ନାଇ ସୁପର କିଙ୍ଗ୍‌‌ସ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସକୁ ୧୭୯ ରନ୍ ବିଜୟ ଲକ୍ଷ୍ୟ ଦେଇଛି।

ଅହମ୍ମଦାବାଦ୍‌‌ର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମ୍‌‌ରେ ଖେଳାଯାଉଥିବା ଏହି ମ୍ୟାଚରେ ଚେନ୍ନାଇ ବ୍ୟାଟର ଋତୁରାଜ ଗାଇକ୍ବାଡଙ୍କ ବ୍ୟାଟିଂ ବିସ୍ଫୋରଣ ଦେଖିବାକୁ ମିଳିଛି । ମାତ୍ର ୫୦ ବଲରୁ ସେ ବିସ୍ଫୋରକ ୯୨ ରନ କରିଛନ୍ତି । ଏହା ବଳରେ ହିଁ ଗୁଜରାଟ ଆଗରେ ୧୭୯ ରନର ଏକ ବଡ଼ ସ୍କୋର ଛିଡ଼ା କରିଛି ଚେନ୍ନାଇ ।

ଆଜି ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ ସିଏସକେ । ଦଳ ପ୍ରଥମରୁ ହିଁ ନିଜ ଓପନର କନୱେଙ୍କୁ ହରାଇଥିଲା । ହେଲେ ମୋଇନ୍ ଅଲ୍ଲୀ ଓ ଋତୁରାଜ ଗାଏକ୍ୱାଡ ଭଲ ବ୍ୟାଟିଂ କରିଥିଲେ । ମୋଇନ ଅଲ୍ଲି ୨୩ରନ କରିଥିବାବେଳେ ଶୁଭମ ଦୁବେ ୧୯ ରନ କରିଥିଲେ । ଗୁଜରାଟ ପକ୍ଷରୁ ଦ୍ରୁତ ବୋଲର ମହମ୍ମଦ ଶାମି ୨ଟି ୱିକେଟ୍ ନେଇଥିବାବେଳେ, ରସିଦ ଖାନ୍ ଓ ଅଲଜାରି ଜୋସେଫ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଡିସେମ୍ବର ୧୬ରେ ଆଇପିଏଲ ନିଲାମୀ ! ନଭେମ୍ବର ୧୫ ସୁଦ୍ଧା ସମସ୍ତ ଫ୍ରାଞ୍ଚାଇଜ ଦାଖଲ କରିବେ ଖେଳାଳି ତାଲିକା
ମୁମ୍ବଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌)ର ଚଳିତ ସିଜନ ଲାଗି ଖେଳାଳି ନିଲାମୀ ବେଙ୍ଗାଲୁରୁରେ ଡିସେମ୍ବର ୧୬ରେ ଅନୁଷ୍ଠିତ ହେବ। ବିସିସିଆଇ ପକ୍ଷରୁ ଏହାର ବିଧିବଦ୍ଧ ଘୋଷଣା କରାଯାଇ ନଥିଲେ ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ଏହା ଜଣାଯାଇଛି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପରବର୍ତ୍ତୀ ସଂସ୍କରଣ ପାଇଁ ବିସିସିଆଇ ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଛି । ଇତିମଧ୍ୟରେ ସମସ୍ତ ୧୦ଟି ଯାକ ଫ୍ରାଞ୍ଚାଇଜ ଦଳକୁ ନଭେମ୍ବର ୧୫ ତାରିଖ ସୁଦ୍ଧା ସେମାନଙ୍କ ଖେଳାଳି ତାଲିକା ଦାଖଲ କରିବାକୁ କୁହାଯାଇଛି ।

୨୦୨୩ ଆଇପିଏଲ୍‌‌ ମାର୍ଚ୍ଚ ଶେଷ ସପ୍ତାହରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏଥର ଗୋଟିଏ ଟିମ୍‌‌ ନିଜ ଘରୋଇ ମାଟିରେ ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ଗ୍ରାଉଣ୍ଡରେ ଗୋଟିଏ ଲେଖାଏଁ ମ୍ୟାଚ୍‌‌ ଖେଳିବେ। ୨୦୨୨ରେ ଫ୍ରାଞ୍ଚାଇଜ୍‌‌ଙ୍କ ଲାଗି ୯୦ କୋଟି ଟଙ୍କା ନିଲାମୀ ଲାଗି ରଖାଯାଇଥିଲା। କିନ୍ତୁ ଏଥର ଏହା ୯୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗତବର୍ଷ ମେଗା ଅକ୍ସନ ହୋଇଥିଲାବେଳେ ଏଥର ମିନି ଅକ୍ସନ ହେବ।