N. Chandrasekaran - The Sakala

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଟାଟା ସନ୍ସର ଚେୟାରମ୍ୟାନ ଏନ୍.ଚନ୍ଦ୍ରଶେଖରନ୍
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଟାଟା ସନ୍ସର ଚେୟାରମ୍ୟାନ ଏନ୍.ଚନ୍ଦ୍ରଶେଖରନ୍ । ରାଜ୍ୟରେ ଟାଟାର ବିଭିନ୍ନ ପ୍ରକଳ୍ପର କଳେବର ବୃଦ୍ଧି ସଂକ୍ରାନ୍ତରେ ଚନ୍ଦ୍ରଶେଖରନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଟାଟା ସନ୍ସର ଚେୟାରମ୍ୟାନ ଏନ୍.ଚନ୍ଦ୍ରଶେଖରନ୍ ଓଡିଶାର ଟାଟା ସନ୍ସର ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ ।

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଟାଟା ସନ୍ସ ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ, ୧୫ ହଜାର କର୍ମଚାରୀଙ୍କୁ ବଢ଼ିବ ଭୁବନେଶ୍ୱର TCSର କ୍ଷମତା @CMO_Odisha #Odisha #TATA @TataCompanies pic.twitter.com/Vgrq3PFf55

— Sakala (ସକାଳ) (@TheSakala) October 13, 2022

ଟାଟା ଷ୍ଟିଲ ସମେତ ଅନ୍ୟାନ୍ୟ ପ୍ରକଳ୍ପଗୁଡିକର ବିସ୍ତାର ସମ୍ପର୍କରେ ଆଲୋଚନା ହେବା ସହ ଭୁବନେଶ୍ବରସ୍ଥିତ ଟିସିଏସର ସାମର୍ଥ୍ୟ ୧୫ ହଜାରକୁ ବୃଦ୍ଧି ଲାଗି ଆଲୋଚନା ହୋଇଥିବା ଜଣାଯାଇଛି । ନବୀନ ନିବାସରେ ଏହି ସାକ୍ଷାତକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାକ୍ଷାତକାର ବେଳେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ଓ ଟାଟା ଷ୍ଟିଲ୍ ଏମଡି ଟିଭି ନରେନ୍ଦ୍ରନ ଉପସ୍ଥିତ ରହିଥିଲେ ।