FIFA U-17 World Cup - The Sakala

ଫିଫା ୧୭ ବର୍ଷରୁ କମ୍‌‌ ମହିଳା ବିଶ୍ୱକପ୍‌‌: କଳିଙ୍ଗ ଷ୍ଟାଡିୟମରେ ଆଜି ମରକ୍କୋ ଟିମକୁ ଟକ୍କର ଦେବ ଭାରତ
ଭୁବନେଶ୍ୱର: ଚଳିତ ଫିଫା ୧୭ ବର୍ଷରୁ କମ୍‌‌ ମହିଳା ବିଶ୍ୱକ୍‌‌ପରେ ଆୟୋଜକ ଭାରତ ଗ୍ରୁପ୍‌‌ ଏ’ରେ ତା’ର ଦ୍ୱିତୀୟ ମୁକାବିଲାରେ ଆଜି ଉତ୍ତରପୂର୍ବ ଆଫ୍ରିକୀୟ ଦେଶ ମରକ୍କୋକୁ ଭେଟିବ। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚ୍‌‌ ଖେଳାଯିବ। ଉଭୟ ଟିମ୍ ନିଜର ପ୍ରଥମ ମ୍ୟାଚରେ ହାରିଥିବାରୁ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଜୟୀ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । ମଙ୍ଗଳବାର ଭାରତ ତା’ର ପ୍ରଥମ ମ୍ୟାଚ୍‌‌ରେ ଆମେରିକାଠାରୁ ୦-୮ ଗୋଲରେ ପରାସ୍ତ ହୋଇଥିଲା। ଅନ୍ୟପଟେ ମରକ୍କୋ ତା’ର ପ୍ରଥମ ମ୍ୟାଚ୍‌‌ରେ ୦-୧ ଗୋଲରେ ବ୍ରାଜିଲଠାରୁ ପରାସ୍ତ ହୋଇ ଅଭିଯାନ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚ୍‌‌ର ବିଫଳତାକୁ ପଛରେ ପକାଇ ଭାରତ ଏବେ ମରକ୍କୋକୁ ହରାଇବା ପାଇଁ ପ୍ରସ୍ତୁତ ରହିଛି ବୋଲି ଭାରତୀୟ ହେଡ୍‌‌ କୋଚ୍‌‌ ଥୋମାସ ଡେନେର୍ବି କହିଛନ୍ତି। ମରକ୍କୋକୁ ହରାଇବା ପାଇଁ ଆମ ପାଖରେ ସୁଯୋଗ ରହିଛି। ଯଦି ଠିକ ଭାବେ ଯୋଜନା ଅନୁଯାୟୀ ଆମେ ଖେଳିବୁ ତାହାଲେ ଗୋଲ ସ୍କୋର କରି ପଏଣ୍ଟ ହାସଲ କରିବୁ। ଠିକ୍‌‌ ସମୟରେ ଠିକ୍‌‌ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି।

ଖେଳାଳିମାନଙ୍କୁ ଶତପ୍ରତିଶତ ପ୍ରଦର୍ଶନ କରିବାକୁ ହେବ ବୋଲି ସେ କହିଛନ୍ତି। ଯଦି ଭାରତ ପରାସ୍ତ ହୁଏ ତା’ହେଲ କ୍ୱାର୍ଟର ଦୌଡ଼ରୁ ବାଦ୍‌‌ ପଡ଼ିବ। ଏହି ଦିନ ଏଠାରେ ଗ୍ରୁପ୍‌‌ ଏ’ର ପ୍ରଥମ ମ୍ୟାଚ୍‌‌ରେ ବ୍ରାଜିଲ ଓ ଆମେରିକା ପରସ୍ପରକୁ ଭେଟିବେ। ଅପରପକ୍ଷରେ ଶୁକ୍ରବାର ଗୋଆର ଫାଟୋର୍ଡା ଷ୍ଟାଡିୟମରେ ଗ୍ରୁପ୍‌‌ ବି’ରେ ନ୍ୟୁଜିଲାଣ୍ଡ ଓ ନାଇଜେରିଆ, ଜର୍ମାନୀ ଓ ଚିଲି ପରସ୍ପରକୁ ଭେଟିବେ।

ରାଜଧାନୀରେ ଫୁଟବଲ୍‍ ଫିଭର: କମ୍ପୁଛି କଳିଙ୍ଗ ଷ୍ଟାଡିୟମ, ଅଣ୍ଡର- ୧୭ ଫିପା ମହିଳା ବିଶ୍ଵକପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ବନେଶ୍ୱର: ହକି ପରେ ଏବେ  ଫୁଟବଲ୍‍ ଫିଭର। ଆରମ୍ଭ ହେଲା ମହିଳା ବିଶ୍ୱକପ ଫୁଟବଲ୍ ମହାକୁମ୍ଭ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି ଫିଫା ୧୭ ବର୍ଷରୁ କମ୍‍ ମହିଳା ବିଶ୍ୱକପ୍‍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅଣ୍ଡର- ୧୭ ମହିଳା ଫିଫା ବିଶ୍ୱକପ ଉଦଘାଟିତ ହୋଇଛି। ଏହି ଉଦଘାଟନୀ ସମୟରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଯୁଜୁ ପ୍ରମୁଖ ଉପସ୍ଥିତ ଥିଲେ।

ଏହା ପରେ ଶକ୍ତିଶାଳୀ ଆମେରିକାକୁ  ଓ ଭାରତ ମଧ୍ଯରେ ଖେଲାଯାଉଛି । ଆମେରିକାର ମହିଳା ଫୁଟବଲ ଟିମ୍ ରାକିଙ୍ଗରେ ୧ ନମ୍ବର ସ୍ଥାନରେ ଥିବାବେଳେ ଭାରତୀୟ ମହିଳା ଦଳ ବିଶ୍ବ ରାଙ୍କିଙ୍ଗରେ ୫୮ସ୍ଥାନରେ ରହିଛି । ଭାରତର ମହିଳା ଟିମ୍ ପ୍ରଥମ ଥର ପାଇଁ ଏହି ବଡ ଚାମ୍ପିୟାନସିପରେ ଭାଗ ନେଉଛି ।

କଲିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଅଣ୍ଡର- ୧୭ ଫିପା ମହିଳା ବିଶ୍ଵକପର ପ୍ରଥମ ମ୍ୟାଚକୁ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି ବ୍ରାଜିଲ। ମ୍ୟାଚ୍ର ଆରମ୍ଭରୁ ବ୍ରାଜିଲ ଆଟାକିଂ ଗେମ୍ ଖେଳି ମ୍ୟାଚର ୫ ମିନିଟରେ ଗୋଲ ସ୍କୋର କରିଥିଲା ।  ତେବେ ମୋରୋକ୍କୋ ଟିମ ଭଲ ଖେଳିଥିଲେ ମଧ୍ୟ ଗୋଲ ସ୍କୋର କରିବାରେ ସକ୍ଷମ ହୋଇ ନଥି ଲେ । ଫଳରେ ପ୍ରଥମ ମ୍ୟାଚରେ ୧-୦ ଗୋଲରେ ମୋରୋକ୍କୋକୁ ହରାଇ ବ୍ରାଜିଲ ବିଜୟୀ ହୋଇଛି।