BJP Candidate Suryavanshi Suraj - The Sakala

ଧାମନଗର ଉପନିର୍ବାଚନ: ଆସନ ବଞ୍ଚାଇଲା ବିଜେପି
ଭଦ୍ରକ: ଧାମନଗର ଉପନିର୍ବାଚନରେ ଆଜି ଭୋଟ୍ ଗଣତି ଶେଷ ହୋଇଛି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ମୋଟ ୮୦, ୩୫୧ ଭୋଟ ପାଇଛନ୍ତି। ବିଜେଡିର ପ୍ରାର୍ଥୀ ଅବନ୍ତୀ ଦାସ ୭୦, ୪୭୦ ଭୋଟପାଇଥିବା ବେଳେ କଂଗ୍ରେସ ପ୍ରର୍ଥୀ ବାବା ହରେକୃଷ୍ଣ ସେଠୀ ୩,୫୩୩ଭୋଟ ପାଇଛନ୍ତି।  ସ୍ବାଧିନ ପ୍ରାର୍ଥୀ ରାଜୁ ଦାସ ୮, ୧୫୩ ଭୋଟ ପାଇଛନ୍ତି। ସେହିପରି ଅନ୍ୟ ଏକ ସ୍ବାଧିନପ୍ରାର୍ଥୀ ପବିତ୍ର ମୋହନ ଦାସ ୪୯୭ ଭୋଟ ପାଇଥିବା ବେଳେ ନୋଟାକୁ ୬୫୦ ଖଣ୍ଡ ଭୋଟ ଯାଇଛି । ଏଥିସହ ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ବିଜେଡିର ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ୯, ୮୮୧ ଭୋଟରେ ଜିତିଛନ୍ତି।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧୯ରେ ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀଙ୍କ ପରଲୋକ ଘଟିଥିଲା । ବିଷ୍ଣୁ ସେଠୀଙ୍କ ବିୟୋଗରେ ଧାମନଗର ବିଧାନସଭା ଆସନ ଖାଲି ପଡ଼ିଥିଲା । ଗତ ନଭେମ୍ବର ୩ ତାରିଖ ଦିନ ଧାମନଗରରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହାର ଗଣତି ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା।

ଧାମନଗର ଉପ-ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ
ଭଦ୍ରକ: ଧାମନଗର ଉପ-ନିର୍ବାଚନ ଲାଗି ଦିବଂଗତ ବିଜେପି ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସ୍ବର୍ଗତ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିରାଡ଼ମ୍ବର ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପୁଅ ସୂର୍ଯ୍ୟବଂଶୀ। ନାମାଙ୍କନ ପତ୍ର ଦାଖଲ ସମୟରେ ସୂର୍ଯ୍ୟବଂଶୀଙ୍କ ସହିତ ତାଙ୍କ ଭଉଣୀ ଉପସ୍ଥିତ ରହିଥିଲେ।

ଭଦ୍ରକ ସହର ମଥାସାହି ସ୍ଥିତ ଦକ୍ଷିଣକାଳୀ ମନ୍ଦିରରୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଜିଲ୍ଲା ପର୍ଯ୍ୟବେକ୍ଷକ କାଳନ୍ଦୀ ସାମଲ, ବିଧାୟକ ମୋହନ ମାଂଝୀ, ବିଧାୟକ ଜୟନାରାୟଣ ମିଶ୍ର, ବିଧାୟକ ଲଲିତେନ୍ଦୁ ମହାପାତ୍ର, ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢ଼ୀ, ଅଭିମନ୍ୟୁ ସେଠୀ, ଡ ପ୍ରଦୀପ ନାୟକ, ଦୀନବନ୍ଧୁ ପତି, ମନସ୍ମିତା ଖୁଣ୍ଟିଆ, ତୁଷାର ଜେନା, ଅକ୍ଷୟ ସାହୁ, ଦୁର୍ଗା ରାୟ ମହାପାତ୍ର, ଜଗନ୍ନାଥ ଦାସ, ବଦ୍ରିନାରାୟଣ ଧଳ, ଶରତ ପଢ଼ିଆରି, ବୁଦ୍ଧଦେବ ଜେନା, ଶଶିକାନ୍ତ ବିଶ୍ଵାଳ ପ୍ରମୁଖ ଶତାଧିକ ନେତା ଓ କର୍ମୀଙ୍କ ଗହଣରେ ଏକ ଶୋଭାଯାତ୍ରା ରେ ବାହାରି ଭଦ୍ରକ ବ୍ଲକ କାର୍ଯ୍ୟାଳୟ ରେ ଅତିରିକ୍ତ ଜିଲ୍ଲାପାଳ ଡଃ.ଲଷ୍ମୀ ପ୍ରସାଦ ସାହୁଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଧାମନଗର ଗଡ଼ ବଜାୟ ରଖିବା ପାଇଁ ବିଜେପି ଜୋରଦାର ପ୍ରୟାସ କରୁଛି । ଅନ୍ୟପଟେ ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ କଂଗ୍ରେସ।