Karan Johar - The Sakala
କରଣ ଜୋହରଙ୍କ ମଜାକ ଉଡ଼ାଇବା ପଡ଼ିଲା ମହଙ୍ଗା; କ୍ୟାରିମିନାଟିଙ୍କ ଉପରେ ବର୍ଷିଲେ କୋର୍ଟ, ଶୁଣାଇଲେ ଏହି ରାୟ
ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର ଅଜୟ ନାଗର ଓରଫ କ୍ୟାରିମିନାଟିଙ୍କୁ ବଲିଉଡ ନିର୍ମାତା କରଣ ଜୋହରଙ୍କ ମଜାକ ଉଡ଼ାଇବା ମହଙ୍ଗା ପଡ଼ିଛି। କରଣ ଜୋହରଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ମାମଲାର ଶୁଣାଣି କରି ମୁମ୍ବାଇର ଏକ କୋର୍ଟ କ୍ୟାରିମିନାଟିଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। କିଛି ଦିନ ତଳେ କ୍ୟାରିମିନାଟି କରଣ ଜୋହରଙ୍କ ଚାଟ୍ ଶୋ’ 'କଫି ୱିଥ୍ କରଣ'ର ଏକ ସ୍ପୁଫ୍ ଭିଡିଓ ପ୍ରସ୍ତୁତ କରିଥିଲେ, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।
କୋର୍ଟଙ୍କ କଡ଼ା ନିର୍ଦ୍ଦେଶ
ଏହି ମାମଲାର ଶୁଣାଣି ଫେବୃଆରୀ ୧୦ ତାରିଖରେ ହୋଇଥିଲା। କୋର୍ଟ କ୍ୟାରିମିନାଟିଙ୍କୁ କରଣ ଜୋହରଙ୍କ ବିରୋଧରେ କୌଣସି ମାନହାନିକାରକ କିମ୍ବା ଅପମାନଜନକ କଣ୍ଟେଣ୍ଟ ନ ବନାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କୋର୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଉକ୍ତ ଭିଡିଓ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠାରେ ବି କରଣ ଜୋହରଙ୍କୁ ଟାର୍ଗେଟ କରାଯାଇଥିବା ଏହି ଭିଡିଓ ଉପଲବ୍ଧ ଅଛି, ସେଠାରୁ ତୁରନ୍ତ ଏହାକୁ ହଟାଇବାକୁ କୁହାଯାଇଛି।
କଣ ଥିଲା ପୂରା ଘଟଣା?
କିଛି ଦିନ ପୂର୍ବରୁ କ୍ୟାରିମିନାଟି 'କଫି ୱିଥ୍ କରଣ' ଶୋ’ର ଏକ ପ୍ୟାରୋଡି ଭିଡିଓ ବନାଇଥିଲେ, ଯାହାର ନାମ ସେ 'କଫି ୱିଥ୍ ଜଲନ୍' ରଖିଥିଲେ। ଏଥିରେ ସେ କରଣ ଜୋହରଙ୍କ ନକଲ କରି ମଜାକ ଉଡ଼ାଇଥିଲେ। ଏହି ଭିଡିଓକୁ ମାନହାନିକାରକ ଦର୍ଶାଇ କରଣ ଜୋହର କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମାମଲାରେ କ୍ୟାରିମିନାଟିଙ୍କ ସହ ତାଙ୍କ ମ୍ୟାନେଜର ଦୀପକ ଚାର, ଗୁଗୁଲ ଏବଂ ମେଟାକୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି।
ବିଚାରପତିଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ
ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ବିଚାରପତି ପି.ଜି ଭୋସଲେ କହିଛନ୍ତି ଯେ, ପ୍ରାଥମିକ ଦୃଷ୍ଟିରୁ ଏହା ଜଣାପଡୁଛି ଯେ ଅଜୟ ନାଗର ଏବଂ ଦୀପକ ଚାର କରଣ ଜୋହରଙ୍କ ବିରୋଧରେ ଅଶାଳୀନ ଭାଷା ବ୍ୟବହାର କରିଛନ୍ତି। ଯଦିଓ କ୍ୟାରିମିନାଟିଙ୍କ ଓକିଲ କହିଛନ୍ତି ଯେ ସେମାନେ ନିଜେ ଭିଡିଓଟିକୁ ହଟାଇ ସାରିଛନ୍ତି, ତଥାପି ଅନ୍ୟ ସୋସିଆଲ ମିଡିଆ ଆକାଉଣ୍ଟରୁ ଏହାକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
୨୫ ବର୍ଷ ପରେ ଏକାଠି କାମ କରିବେ ସଲମାନ୍-କରନ୍
ବଲିଉଡ୍‌ର ଆଗଧାଡ଼ିର ନିର୍ଦ୍ଦେଶକ କରନ୍‌ ଜୋହର୍‌ଙ୍କ ଫିଲ୍ମ ‘କୁଛ୍‌ କୁଛ୍ ହୋତା ହୈ’ ୧୯୯୮ ମସିହାରେ ଆସିଥିଲା। ଏହି ଫିଲ୍ମରେ ବଲିଉଡ୍‌ର ଦବଙ୍ଗ ସଲମାନ୍‌ ଖାନ୍ ଅତିଥି କଳାକାର ଭୂମିକାରେ ନଜର ଆସିଥିଲେ। ସେବେଠାରୁ କରନ୍‌ ଓ ସଲମାନ୍‌ ଏକାଠି କାମ କରିନାହାନ୍ତି। ୨୫ ବର୍ଷ ପରେ ପୁଣି ଥରେ ଏହି ଯୋଡ଼ି ଏକାଠି କାମ କରିବେ ବୋଲି ଜଣାପଡ଼ିଛି।  କରନ୍‌ ଗତବର୍ଷ ଅକ୍ଟୋବରରେ  ତାଙ୍କର ଏକ ଆଗାମୀ ଫିଲ୍ମ ପାଇଁ ସଲମାନ୍‌ଙ୍କୁ ଯୋଗାଯୋଗ କରିଥିଲେ। ଫିଲ୍ମର ପିତା ଓ ପୁତ୍ର ଉପରେ କେନ୍ଦ୍ରୀଭୂତ ଥିଲା । କରନ୍ ଏ ବାବଦରେ  ଦୁଇଥର ସଲମାନ୍‌ଙ୍କୁ ଭେଟି ସାରିଥିଲେ ମଧ୍ୟ ସଲମାନ୍‌ ଏଭଳି ଫ୍ୟାମିଲି ଡ୍ରାମା ପାଇଁ ଇଚ୍ଛୁକ ନଥିବା କଥା କହିଥିଲେ।
ଚଳିତବର୍ଷ ଜାନୁଆରୀରେ ପୁଣି ଥରେ  କରନ୍‌ ‘ଶେରଶାହ’ର ନିର୍ଦ୍ଦେଶକ ବିଷ୍ଣୁବର୍ଦ୍ଧନଙ୍କ ସହ ଅନ୍ୟ ଏକ ଫିଲ୍ମ ନେଇ ସଲମାନ୍‌ଙ୍କ ପାଖରେ ପହଞ୍ଚିଥିଲେ। ତେବେ ସଲମାନ୍‌ ଏହି ପ୍ରୋଜେକ୍ଟ ପାଇଁ ରାଜିଥିବା ଜଣାପଡ଼ିଛି। ଏହା ଏକ ଆକ୍ସନ ଫିଲ୍ମ ହେବ। ୨୦୨୪ ଇଦ୍‌ ଅବସରରେ ଏହା ରିଲିଜ୍‌ ହେବ  ବୋଲି କୁହାଯାଉଛି। ତେବେ ଆସନ୍ତା ନଭେମ୍ବର ମାସରୁ ଏହାର ସୁଟିଂ ଆରମ୍ଭ ହେବ। ସଲମାନ୍‌ ଏବେ ତାଙ୍କ ଫିଲ୍ମ ‘ଟାଇଗର୍-୩’ ପାଇଁ ବ୍ୟସ୍ତ ଅଛନ୍ତି। ଏଠାରେ ପ୍ରକାଶ ଥାଉ କି, ସଲମାନ୍‌ଙ୍କ ଫିଲ୍ମ ‘କିସି କା ଭାଇ କିସି କା ଜାନ୍’ ଇଦ୍‌ ଅବସରରେ ରିଲିଜ୍‌ ହୋଇ ଭଲ ବ୍ୟବସାୟ କରିଥିଲେ ମଧ୍ୟ ତାହା ଆଶାନୁରୂପ ନଥିଲା।
ମୁମ୍ବାଇ: ସୋସିଆଲ ମିଡିଆ ସାଇଟ ଟ୍ବିଟରକୁ ବାଏ୍‌ ବାଏ୍‌ କଲେ ବଲିଉଡ଼ର ଖ୍ୟାତନାମା ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହର । ମାତ୍ର କ’ଣ ପାଇଁ ସେ ଏଭଳି ନିଷ୍ପତି ନେଲେ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଥର ଟ୍ରୋଲିଂ ପାଇଁ ନୁହେଁ ବରଂ ସବୁ ବିବାଦରୁ ଦୂରରେ ରହିବା ପାଇଁ କରଣ ନେଇଛନ୍ତି ଏଭଳି ନୂଆ ନିଷ୍ପତ୍ତି । ଶେଷଥର ପାଇଁ ଟ୍ବିଟ କରି କରଣ ଲେଖିଛନ୍ତି ‘‘ମୁଁ ନିଜ ପାଇଁ ଜାଗା ତିଆରି କରୁଛି । ମୋତେ ଆହୁରି ପଜିଟିଭ ଏନର୍ଜି ଦରକାର । ଏଥିପାଇଁ ନୁଆ ପଦକ୍ଷେପ ନେଇଛି । ଗୁଡ୍‌ବାଏ ଟ୍ବିଟର ’’ ।
ନେପୋଟିଜିମ ଓ ଷ୍ଟାରକିଡ୍ସଙ୍କୁ ପ୍ରମୋଟ କରୁଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇ ଆସୁଛି । କିଛି ବି ପୋଷ୍ଟ କରନ୍ତୁ ସବୁବେଳେ ଟ୍ରୋଲରଙ୍କ ଟାର୍ଗେଟରେ ଥାଆନ୍ତି କରଣ । କଫି ୱିଥ୍‌ କରଣ ସୋ’ର ପ୍ରତି ଏପିସୋଡରେ ଆଲିଆଙ୍କୁ ପ୍ରମୋଟ ହେଉ କି ସାରା ଓ ଜାହ୍ନବୀଙ୍କ ମଧ୍ୟରେ ଜାହ୍ନବୀଙ୍କୁ ସମର୍ଥନ ସବୁକ୍ଷେତ୍ରରେ କରଣ ବିବାଦ ଘେରକୁ ଆସିଛନ୍ତି । ହୁଏତ ଏଥିପାଇଁ କରଣ ଟ୍ବିଟରକୁ ଗୁଡ୍‌ବାଏ କହିଥିବା ନେଇ ଚର୍ଚ୍ଚା ହେଉଛି ।
ସେହିପରି କରଣଙ୍କ ଶେଷ ଟ୍ବିଟରେ ମଧ୍ୟ ସେ ଟ୍ରୋଲିଂର ଶିକାର ହୋଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ସାର୍‌ ଯଦି ଭାରତର ସୁଖ ଶାନ୍ତି ଚାହୁଁଛନ୍ତି କଫି ୱିଥ କରଣ କଚରା (ଅଳିଆ) ବି ହଟାଇ ଦିଅନ୍ତୁ । ଆଉ ଜଣେ ୟୁଜର ଲେଖିଛନ୍ତି ଏହି ଆକାଉଣ୍ଟ ବନ୍ଦ କରି କରଣ ଏକ ଅଜଣା ଆକାଉଣ୍ଟ ବ୍ୟବହାର କରିବେ ।