bhadrak - The Sakala

ଭଦ୍ରକରେ ମହୁମାଛି ଆକ୍ରମଣରେ ମହିଳାଙ୍କ ମୃତ୍ୟୁ, ୧୨ରୁ ଅଧିକ ଆହତ
ଭଦ୍ରକ: ମହୁମାଛି ନେଲା ଜୀବନ । ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅନ୍ତର୍ଗତ ବାସୁଆପଡ଼ା ଗାଁରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ଏଠାରେ ମହୁମାଛି ଆକ୍ରମଣରେ ଜଣେ ୪୮ ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣକ ହେଲେ ରଜନୀକାନ୍ତ ସାହୁଙ୍କ ପତ୍ନୀ ବାସନ୍ତୀଲତା ସାହୁ।

ସୂଚନା ଅନୁଯାୟୀ, ଗୁରୁବାର ଦିନ ବାସନ୍ତୀଲତାଙ୍କ ଶାଶୁଙ୍କ ଶ୍ରାଦ୍ଧବାର୍ଷିକୀ ଥିବାରୁ ଘରେ ଅନେକ ସମ୍ପର୍କୀୟ ଏବଂ ଗ୍ରାମବାସୀ ଏକାଠି ହୋଇଥିଲେ। ଘର ବାହାରେ ରୋଷେଇ ଚାଲିଥିବା ବେଳେ ବାସନ୍ତୀଲତା ରୋଷେୟାଙ୍କୁ ଚା ଦେବାକୁ ଯାଇଥିଲେ। ଠିକ୍ ସେହି ସମୟରେ ନିକଟସ୍ଥ ଏକ ପାଣି ଟାଙ୍କିରେ ଥିବା ମହୁମାଛି ବସାରୁ ହଠାତ୍ ଅସଂଖ୍ୟ ଜଙ୍ଗଲୀ ମହୁମାଛି ବାହାରି ଉପସ୍ଥିତ ଲୋକଙ୍କୁ ଆକ୍ରମଣ କରିଥିଲେ।

ମହୁମାଛିଙ୍କ ଆକ୍ରମଣରେ ଭୟଭୀତ ହୋଇ ଅତିଥି ଏବଂ ଗ୍ରାମବାସୀମାନେ ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ଏହି ଆକ୍ରମଣରେ ବାସନ୍ତୀଲତାଙ୍କୁ ଏକାଧିକ ମହୁମାଛି କାମୁଡ଼ି ଦେଇଥିଲେ, ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଏହାଛଡ଼ା ୧୨ରୁ ଅଧିକ ସମ୍ପର୍କୀୟ ଏବଂ ଅନ୍ୟ ଗ୍ରାମବାସୀ ମଧ୍ୟ ଏହି ଆକ୍ରମଣର ଶିକାର ହୋଇଛନ୍ତି।

ଗୁରୁତର ଅବସ୍ଥାରେ ବାସନ୍ତୀଲତାଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ପରେ ସମଗ୍ର ପରିବାର ଭାଙ୍ଗି ପଡ଼ିଥିବା ବେଳେ ଗାଁରେ ଏବେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା ପ୍ରଦାନ କରାଯାଉଛି।

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ଆହତ, ୩ ପୋଲିସ କର୍ମଚାରୀ ବି ଆହତ
ଭଦ୍ରକ: ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ଓରଫ ପପୁକୁ ପୋଲିସ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ପପୁ ଗୁରୁତର ଆହତ ହୋଇଛି। ତା'ର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଏହି ଅପରେସନରେ ଜଣେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସଆଇ), ଜଣେ କନଷ୍ଟେବଳ ଏବଂ ଜଣେ ପୋଲିସ ଇନ୍ସପେକ୍ଟରଙ୍କ ସମେତ ୩ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

ଭଦ୍ରକ ଏସପି ମନୋଜ କୁମାର ରାଉତଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ସଦର, ରୁରାଲ ଏବଂ ପୁରୁଣା ବଜାର ପୋଲିସ ଷ୍ଟେସନର ଟିମ୍ ଦ୍ୱାରା ଏକ ମିଳିତ ଚଢ଼ାଉ କରାଯାଇଥିଲା। ଗୁରୁବାର ଭୋର ପ୍ରାୟ ୩:୩୦ ମିନିଟ୍ ସମୟରେ ଭଦ୍ରକ ରୁରାଲ ଥାନା ଅନ୍ତର୍ଗତ ଲ କଲେଜ ନିକଟସ୍ଥ ନୂଆସାହି ଜଙ୍ଗଲ ଅଞ୍ଚଳରେ ଏହି ଏନକାଉଣ୍ଟର ଘଟିଥିଲା। ସୂଚନା ଅନୁଯାୟୀ, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ନିଜର ଜଣେ ସହଯୋଗୀ ସହିତ ଏକ ପଲସର ବାଇକରେ ଏକ ଅପରାଧ ଘଟାଇବା ଉଦ୍ଦେଶ୍ୟରେ ସେଠାରେ ପହଞ୍ଚିଥିଲା। ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ରୁରାଲ ପୋଲିସ ଇନ୍ସପେକ୍ଟର ସୁବ୍ରତ ଦାସ ଏବଂ ତାଙ୍କର ଟିମ୍ ସେମାନଙ୍କର ପିଛା କରିଥିଲେ। ପପୁ ପ୍ରଥମେ ପୋଲିସ ଟିମ୍ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ଆତ୍ମରକ୍ଷା ପାଇଁ ପୋଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା, ଯେଉଁଥିରେ ପପୁର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ତା'ର ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ପପୁକୁ ଗିରଫ କରିଥିଲା।

ପପୁ ଜଣେ ପେସାଦାର ଅପରାଧୀ ହୋଇଥିବା ବେଳେ ତା' ନାମରେ ହତ୍ୟା ଏବଂ ଡକାୟତି ଭଳି ୨୨ ରୁ ଅଧିକ ଅପରାଧିକ ମାମଲା ରୁଜୁ ରହିଛି। ଘଟଣା ସମ୍ପର୍କରେ ଖବର ପାଇ ଅଧିକାରୀ ସଙ୍ଗୀତା ହାଁସଦାଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଘଟଣାସ୍ଥଳରୁ ଗୋଟିଏ ଦେଶୀ ବନ୍ଧୁକ ସହିତ ୨ଟି ଜୀବନ୍ତ ୯ ଏମଏମ୍ ଗୁଳି ଜବତ କରିଛି। ବର୍ତ୍ତମାନ ଉକ୍ତ ଅଞ୍ଚଳକୁ ସିଲ୍ କରାଯାଇ ପୋଲିସ ମୁତୟନ କରାଯାଇଛି।

ରେବ ନଦୀ କୂଳରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଭଦ୍ରକ: ରେବ ନଦୀ କୂଳରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର । ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନସ୍ଥ ବୋଡ଼କ ପଞ୍ଚାୟତର ଗୁମୁଣ୍ଡିଆ ଠାରେ ରେବ ନଦୀ କୂଳରେ ମହିଳାଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଖବର ପାଇ ତିହିଡି ଥାନା ଅଧିକାରୀ ଲୋପମୁଦ୍ର ନାୟକଙ୍କ ନେତୃତ୍ୱ ଏକ ପୋଲିସ ଟିମ ଜାଇ ସେଠାରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ ସହିତ ସ୍ଥାନୀୟ ଲୋକଙ୍କୁ ଏ ସମ୍ପର୍କ ରେ ପଚରାଉଚୁରା କରୁଛନ୍ତି । ମହିଳାଙ୍କ ପରିଚୟ ମିଳିନାହିଁ । ତେବେ ମହିଳାଙ୍କୁ କେହି ହତ୍ୟା କରି ଏଠାରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ରାସ୍ତାରେ ରକ୍ତ ପଡିବା ସହିତ ମହିଳାଙ୍କ ମୁଣ୍ଡରେ ଆଘାତ ରହିଛି । ମୃତା ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର ହୋଇ ନ ଥିବା ବେଳେ ତାଙ୍କୁ କିଏ କାହିଁକି ହତ୍ୟା କରି ନଦୀ କୂଳରେ ଫିଙ୍ଗି ଦେଇଛି ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ଅଧିକ ତଦନ୍ତ କରୁଛି ।

ଗଛରେ ଗାମୁଛା ବାନ୍ଧି ଝୁଲିପଡିଲେ ରିଲସ ହିରୋ, କାରଣ ଅସ୍ପଷ୍ଟ
ଭଦ୍ରକ: ରିଲସ ହିରୋଙ୍କ ଆତ୍ମହତ୍ୟା । ଗଛରେ ଗାମୁଛା ବାନ୍ଧି କେନାଲ କୂଳରେ ଆତ୍ମହତ୍ୟା କରିଛନ୍ତି ଯୁବକ । ଆତ୍ମହତ୍ୟା କରିଥିବା ଯୁବକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବାଣିତିଆ ଗାଁର ନାରାୟଣ ପାଠକ । ସେ ଓ ତାଙ୍କ ସ୍ତ୍ରୀ ବିଭିନ୍ନ ସମୟରେ ଗାଁର ସାମାଜିକ ସ୍ଥିତି ଓ ପରିବେଶକୁ ନେଇ ରିଲସ କରନ୍ତି । ସେଥିପାଇଁ ଉଭୟ ସ୍ୱାମୀ ସ୍ତ୍ରୀ ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚାର ରହିଥାନ୍ତି । ତେବେ ତାଙ୍କ ସ୍ତ୍ରୀ ନିଜ ବାପ ଘରକୁ ଯାଇଥିଲା ବେଳେ ନାରାୟଣ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ତେଵେ ସେ ଗତକାଲି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କାହା ସହିତ ମୋବାଇଲରେ କଥା ହେଉଥିଲେ । ହଠାତ୍ ଆଜି ସକାଳୁ ଚରମ୍ପା କେନାଲର ବାନୀତିଆ ନିକଟରେ ତାଙ୍କ ମୃତଦେହ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ଖବର ଦେବା ପରେ ପୋଲିସ ସେଠାରେ ପହଂଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ଦୁଖଦଃ ପରିସ୍ଥିତି ସୃଷ୍ଟି କରିଛି । ତେବେ ନାରାୟଣ କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ତାହା ସନ୍ଦେହ ସୃଷ୍ଟି କରିଛି ।

ପୁଲିସ ପେଟ୍ରୋଲିଂ ବେଳେ ଧରାପଡ଼ିଲେ ୩ ବ୍ରାଉନସୁଗର ବେପାରୀ
ଭଦ୍ରକ: ବନ୍ଧା ହେଲେ ୩ ବ୍ରାଉନସୁଗର ବେପାରୀ । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନ ନୂଆନନ୍ଦ -ହାଟୁଆରୀ ଗ୍ରାମ ରାସ୍ତାରେ ଶନିବାର ପୁଲିସ ୩ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨୦. ୫୮ଗ୍ରାମ ବ୍ରାଉନସୁଗର ଜବତ କରିଛି। ଏହାସହ ସେମାନେ ବ୍ୟବହାର କରୁଥିବା ଏକ ବାଇକ୍‌ ଓ ୩ଟି ମୋବାଇଲ ଜବତ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ବାସୁଦେବପୁର ଥାନା ଅଧୀନ ଉରୁଣିଆ ଗ୍ରାମର ମନୋଜ କୁମାର ଦାସ, ଲୁଙ୍ଗାଉରୁଣିଆ ଗ୍ରାମର ଶିବ ସୂତାର ଏବଂ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଚାରିଘରିଆ ଗ୍ରାମର ଗୀତାରାଣୀ ବେହେରା।

ଏନେଇ ଏଏସ୍‌ପି ଅରୂପ ଅଭିଷେକ ବେହେରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଥିଲେ ଯେ, ୩ ଜଣ ସନ୍ଦେହଜନକ ଅବସ୍ଥାରେ ଥିବା ଦେଖି ପେଟ୍ରୋଲିଂରେ ଥିବା ଏସ୍‌ଆଇ ପ୍ରକାଶ ନାୟକ ଓ କେତେକ କନଷ୍ଟେବଳ ଆଇଆଇସି ଲୋପାମୁଦ୍ରା ନାୟକଙ୍କୁ ଜଣାଇଥିଲେ। ପରେ ଆଇଆଇସି ନାୟକ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ। ତେବେ ଏହି କାରବାରରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ତଦନ୍ତ ଚାଲିଥିବା ଏଏସ୍‌ପି ବେହେରା କହିଛନ୍ତି।

୩ଟି ଛୁଆଙ୍କୁ ଛାଡି ପ୍ରେମିକ ସହ ସ୍ତ୍ରୀ ଛୁ ! ସ୍ତ୍ରୀକୁ ଫେରାଇ ଆଣିବାକୁ ଏସପିଙ୍କ ଦ୍ୱାରସ୍ଥ ସ୍ୱାମୀ...
ଭଦ୍ରକ: ୩ଟି ଛୁଆଙ୍କୁ ଛାଡି ପ୍ରେମିକ ସହ ପଳେଇଲା ସ୍ତ୍ରୀ । ୫ ଲକ୍ଷରୁ ଅଧିକ ଟଙ୍କା ସହିତ ସୁନା ରୁପା ଧରି ସ୍ତ୍ରୀ ଫେରାର। ଅନ୍ୟ ଜଣେ ଯୁବକଙ୍କ ସହ ସେ ଫେରାର ହୋଇଯାଇଥିବା ସ୍ବାମୀ ଅଭିଯୋଗ ଆଣିଛନ୍ତି । ସ୍ତ୍ରୀକୁ ଫେରାଇ ଆଣିବାକୁ ଥାନାକୁ ଦୌଡ଼ି ଦୌଡ଼ି ସ୍ୱାମୀ ନୟାନ୍ତ। ଶେଷରେ ଭଦ୍ରକ ଏସପିଙ୍କ ପାଖରେ ଦ୍ୱାରସ୍ଥ ହୋଇଛନ୍ତି ସ୍ୱାମୀ।

ଅଭିଯୋଗ ଅନୁସାରେ, ଗତ ମାର୍ଚ୍ଚ ୩ ତାରିଖରେ ଭଦ୍ରକ ପିରାହାଟ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗାଁର କରୁଣାକର ଓଝାଙ୍କ ସ୍ତ୍ରୀ ସାବିତ୍ରୀ ଓଝା ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ଯାଇ ଆଉ ଫେରି ନଥିଲେ। ପରେ ବହୁ ଖୋଜାଖୋଜି କରି ସାବିତ୍ରୀ ନ ମିଳିବାରୁ ସ୍ୱାମୀ ପିରାହାଟ ଥାନାରେ ସ୍ତ୍ରୀ ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ। ପୋଲିସ ମାମାଳା ରୁଜୁ କରିଥିଲା । ହେଲେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି କରୁଣାକର । ଏପରିକି ସାବିତ୍ରୀ ଗାଁରୁ ବିଭିନ୍ନ ଲୋନ କରି ୫ ଲକ୍ଷରୁ ଅଧିକ ଟଙ୍କା ଉଠାଇ ନେଇଛନ୍ତି । ସାବିତ୍ରୀ ଜଣେ ଯୁବକଙ୍କ ସହିତ ଟଙ୍କା ପଇସା ଧରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଦିନ ମଜୁରିଆ ଭାବେ କାର୍ଯ୍ୟ କରି ନିଜ ତିନି ପିଲାଙ୍କ ପେଟ ପୋଷଣ କରନ୍ତି । ସ୍ବାମୀଙ୍କୁ କିସ୍ତି ଟଙ୍କା ଫେରାଇବାକୁ ବିଭିନ୍ନ ଆଡୁ ବାଧ୍ୟ କରାଯାଉଛି। ଫେରାର ସ୍ତ୍ରୀକୁ ତୁରନ୍ତ ଠାବ କରି ତାଙ୍କୁ ନ୍ୟାୟ ଦେବାକୁ ଏସପିଙ୍କୁ ଭେଟି ଦାବି କରିଛନ୍ତି।

ଭିଜିଲାନ୍ସ ଜାଲରେ ଭଦ୍ରକ କାଡ଼ା ଡିଭିଜନ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ
ଭଦ୍ରକ: ଭିଜିଲାନ୍ସ ଜାଲରେ ଭଦ୍ରକ କାଡ଼ା ଡିଭିଜନ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାଡ଼ା ଡିଭିଜନ ଯନ୍ତ୍ରୀ ବିଜୟ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ତାଙ୍କର ଭଡା ଘର ଓ ସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଭଦ୍ରକ ଭିଜିଲାନ୍ସ ଡିଏସପି ଦୁଷ୍ମନ୍ତ ନାୟକଙ୍କ ନେତୃତ୍ୱରେ ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ ଦ୍ୱାରା ଚଢ଼ାଉ ଜାରି ରହିଛି । ବିଜୟଙ୍କ ଭଦ୍ରକ ଟାଉନ ସ୍ଥିତ ତିନି ମହଲା ଘର, ବସ୍ତା ନରସିଙ୍ଗଡିହା ସ୍ଥିତ ଦୁଇ ମହଲା ଘର, ଭଦ୍ରକ ସ୍ଥିତ ଘର ଏବଂ ଭୁବନେଶ୍ଵର ମଳିପଡା ସ୍ଥିତ ସମ୍ପର୍କୀୟଙ୍କ ଘରେ ରେଡ୍ ଚାଲିଛି। ବିଜୟଙ୍କ ପୈତୃକ ଘର ସହ ଭଦ୍ରକ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ ହୋଇଛି। ଚଢାଉରେ ୪ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି।

ଦାରିଦ୍ର୍ୟର ତାଡ଼ନା ସହିପାରିଲେନି ବାପା-ମା’; ୪ ବର୍ଷର ଝିଅକୁ ୧୫ ହଜାରରେ ବିକିଦେଲେ
ଧାମନଗର: ଆର୍ଥିକ ଅନଟନରୁ ୪ ବର୍ଷର ଝିଅକୁ ୧୫ ହଜାର ଟଙ୍କାରେ ବିକିଦେଲେ ବାପା-ମା’। ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସି ୨ନମ୍ବର ୱାର୍ଡ ଅଧୀନ ଗୁମୁଗଡ଼ ଛକ ନିକଟ ଡମଆଡ଼ି ଅଞ୍ଚଳରୁ ଶିଶୁବିକ୍ରି ଭଳି ଏକ ସାଂଘାତିକ ଘଟଣା ପଦାକୁ ଆସିଛି।

ସୂଚନାନୁଯାୟୀ, ଡମଆଡ଼ିରେ ରହୁଥିବା ବନ୍ଧୁଆ ମୁଣ୍ଡା ଓ ତାଙ୍କ ସ୍ତ୍ରୀ କାଳୀ ମୁଣ୍ଡା ଅତ୍ୟନ୍ତ ଗରିବ ଶ୍ରେଣୀର। ମାଗିଯାଚି ପରିବାର ଚଳାନ୍ତି। ବନ୍ଧୁଆଙ୍କ ମୂଳ ଘର ଭଦ୍ରକ ବ୍ଲକ୍‌ ଅନ୍ତର୍ଗତ କଲେଇ ଗ୍ରାମରେ। ତାଙ୍କର ୩ଟି ସନ୍ତାନ ଥିବା ବେଳେ ୨ଝିଅ ଓ ଗୋଟିଏ ପୁଅ ରହିଛନ୍ତି। ତେଣୁ, ପରିବାର ଚଳାଇବାରେ କଷ୍ଟ ହେବାରୁ ଏହି ଦମ୍ପତି ନିଜର ସାନଝିଅକୁ ମାତ୍ର ୧୫ହଜାର ଟଙ୍କାରେ ଶନିବାର ବାଲେଶ୍ୱରର ଜଣେ ବ୍ୟକ୍ତିଙ୍କ ହାତକୁ ଟେକି ଦେଇଥିବା କଥା ସ୍ୱୀକାର କରିଛନ୍ତି। ଗତ ଶୁକ୍ରବାର ପଡ଼ୋଶୀ ଘରେ ଏକ ପୂଜା କାର୍ଯ୍ୟକ୍ରମରେ ବାଲେଶ୍ୱରରୁ ଦୁଇଜଣ ବ୍ୟକ୍ତି ଯୋଗ ଦେଇଥିଲେ। ସେଠାରେ ଶିଶୁଟିକୁ ନେଇ କଥାବାର୍ତ୍ତା ହୋଇଥିବା ସୂଚନା ମିଳିଛି। ପୂର୍ବରୁ ବନ୍ଧୁଆ ୫ ହଜାର ଟଙ୍କା ଅଗ୍ରିମ ନେଇଥିବା ବେଳେ ଶନିବାର ଧାମନଗର ବଜାରରେ ଆଉ ୧୦ ହଜାର ଟଙ୍କା ନେଇ ଶିଶୁଟିକୁ ସେମାନଙ୍କ ହାତକୁ ଟେକି ଦେଇଥିଲେ। ଉକ୍ତ ଟଙ୍କାରୁ ମାଆ କାଳୀ ମୁଣ୍ଡା ୧ ହଜାର ଟଙ୍କାର ଜୋତା ଓ ଖାଇବା ଜିନିଷ କିଣିଦେଇଥିବା ବେଳେ ଅନ୍ୟ ଟଙ୍କା ଜଣେ ପଡ଼ୋଶୀକୁ ରଖିବା ପାଇଁ ଦେଇଥିବା କହିଛନ୍ତି।

ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚ‌ଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁଭଶ୍ରୀ ପରିଆଡ଼ି, ରମାକାନ୍ତ ଜେନାଙ୍କ ସମେତ ଧାମନଗର ଥାନା ଏସ୍‌ଆଇ ରଶ୍ମିତା ମଲ୍ଲିକ ପହଞ୍ଚି ତଦନ୍ତ କରିଥିଲେ। ପରେ ବିକ୍ରି ଶିଶୁକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ଶିଶୁ ସୁରକ୍ଷା ବିଭାଗ ।

ଜଗା ଦର୍ଶନ ସାରି ଘରକୁ ଫେରୁଥିବାବେଳେ ହେଲା ସଡକ ଦୁର୍ଘଟଣା; ଜଣେ ମୃତ, ୮ ଗୁରୁତର
ଭଦ୍ରକ: ପୁରୀରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ଫେରୁଥିଲେ, ବାଟରେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିଗଲା ଜଣଙ୍କର ଜୀବନ । ଏନ୍‌ଏଚ୍‌ ୧୬ ବାସୁଳି ନିକଟରେ ଟ୍ରକ୍‌କୁ ଧକ୍କା ଦେଲା ବୋଲେରୋ । ଘଟଣାସ୍ଥଳରେ ଗୋଟିଏ ପରିଵାରର ଜଣଙ୍କର ମୃତ୍ୟୁହୋଇଥିବାବେଳେ ୮ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ଏବଂ ଆହତ ସମସ୍ତେ ବାସୁଦେବପୁର ଇରମ୍‌ ଅଂଚଳର ହୋଇଥିବା ସୂଚନା ।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ବାସୁଦେବପୁର ଇରମ ଅଞ୍ଚଳର ଅମରନାଥ ପାଢ଼ୀ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ମାନେ ପୁରୀ ଯାଇଥିଲେ। ପୁରୀରେ ଜାଗା ଦର୍ଶନ ସାରି ଫେରୁଥିବା ବେଳେ ବଲେରୋ ଡ୍ରାଇଭରଙ୍କର ଆଖିରେ ନିଦ ଲାଗି ଯିବାରୁ ରାସ୍ତା ଉପରେ ଛିଡା ହୋଇଥିବା ଟ୍ରକ ପଛ କୁ ଧକ୍କା ମାରିଥିଲେ । ଫଳରେ ଗାଡ଼ିର ଆଗରେ ବସିଥିବା ଅମରନାଥ ପାଢ଼ୀଙ୍କର ମୃତ୍ୟୁ ହୋଇଥିବା ବେଳେ ସମସ୍ତ ସଦସ୍ୟ ମାନେ ଗୁରୁତ୍ୱର ଭାବେ ଆହତ ହୋଇଛନ୍ତି । ସମସ୍ତ ଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦମକଳ ବାହିନୀ ଭର୍ତ୍ତି କରିଛି । ଦୁର୍ଘଟଣା ଘଟାଇଥିବା ବଲେରୋ ଗାଡ଼ିର ଡ୍ରାଇଭର କୁ ଅଟକ ରଖି ତଦନ୍ତ ଚଳାଇଛି ଗ୍ରାମାଞ୍ଚଳ ପୋଲିସ ।

ନିଟ୍ ପରୀକ୍ଷାରେ ଖରାପ ରେଜଲ୍ଟ ଆଶଙ୍କା କରି ଝୁଲିପଡିଲେ ଛାତ୍ର
ଭଦ୍ରକ: ରେଜଲ୍ଟ ଭଲ ନ ହେବା ଆଶଙ୍କାରେ ପରୀକ୍ଷାର୍ଥୀଙ୍କ ଚରମ ପଦକ୍ଷେପ । ନିଟ ପରୀକ୍ଷାରେ ଖରାପ ରେଜଲ୍ଟ ଆସିବା ନେଇ ଆଶଙ୍କା କରି ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଛାତ୍ର ଜ୍ୟୋତି ପ୍ରକାଶ ବାରିକ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନସ୍ଥ ନୁନ୍ଦର ଗାଁରେ। ଘରେ କେହି ନ ଥିବାର ସୁଯୋଗ ନେଇ ଆତ୍ମହତ୍ୟା କରିଛନ୍ତି ଛାତ୍ର ଜଣକ । ପୂର୍ବରୁ ଜ୍ୟୋତି ଥରେ ନିଟ ପରୀକ୍ଷା ଦେଇଥିବା ବେଳେ ରେଜଲ୍ଟ ଖରାପ ହୋଇଥିଲା । ଏଥର ପୁଣି ନିଟ ପରୀକ୍ଷା ଦେଇଥିଲେ । ଖରାପ ମାର୍କ ରହିବ ବୋଲି ଜାଣିବା ପରେ ଆଜି ସେ ଆତ୍ମହତ୍ୟା କରିଛନ୍ତି ।

ସୂଚନା ଅନୁସାରେ, ନୁନ୍ଦର ଗାଁର ଗିରିଧାରୀ ବାରିକ ଦୀର୍ଘ ବର୍ଷ ହେବ ଭଦ୍ରକ ସହରରେ ଏକ ଭଡା ଘରେ ରହି ଚା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ଘରେ ସ୍ତ୍ରୀ ଓ ପୁଅ ମଧ୍ୟ ରହୁଥିଲେ । ପୁଅ ଜ୍ୟୋତି ପ୍ରକାଶ ବାରିକ ଚଳିତ ବର୍ଷ ନିଟ୍ ପରୀକ୍ଷା ଦେଇଥିଲେ । ତେବେ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ନ ଥିବା ନିଜେ ଜାଣିବାକୁ ପାଇଥିଲେ । ବାପା ଓ ମାଆ ଚା ଦୋକାନ ଯାଇଥିବା ବେଳେ ଜ୍ୟୋତି ଫ୍ୟାନ ରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘରକୁ ଫେରି ପୁଅକୁ ଫ୍ୟନରେ ଝୁଲୁଥିବାର ଦେଖି ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଘର ଆଗରେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା
ବାସୁଦେବପୁର: ପାରିବାରିକ କଳହକୁ କେନ୍ଦ୍ରକରି ନିଜକୁ ଜାଳିଦେଲେ ମହିଳା । ଘର ଆଗରେ ନିଜ ଦେହରେ କିରୋସିନ ଢାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ । ତୁରନ୍ତ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ସହ ଗୁରୁତର ଅବସ୍ଥାରେ ମହିଳାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି । ମହିଳାଙ୍କ ଶରୀରର ପ୍ରାୟ ୬୦% ଅଂଶ ପୋଡ଼ିଯାଇଛି ବୋଲି ଡାକ୍ତର ସୂଚନା ଦେଛନ୍ତି ଏବଂ ତାଙ୍କର ଅବସ୍ଥା ଗୁରୁତର ରହିଛି। ମହିଳା ଜଣକ ପଢୁଆଁ ଗ୍ରାମର ହୋଇଥିବାବେଳେ ନିଜ ବାପ ଘରକୁ ଆସି ଏପରି ଉଦ୍ୟମ କରିଛନ୍ତି । ତେବେ ପାରିବାରିକ କଳହରୁ ଏପରି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଖବର ପାଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପୁଣି ବିବାଦରେ ନାଣ୍ଡୁ ବାବୁ ! ଆଡଭାନ୍ସ ନେଇ ଯାତ୍ରା କରୁନଥିବା ଅଭିଯୋଗ କଲେ ପୂଜା କମିଟି ସଦସ୍ୟ
ଭଦ୍ରକ: ଯାତ୍ରା ପାର୍ଟିକୁ ଆଡଭାନ୍ସ ଦେଇ ଠକିଗଲେ ଯାତ୍ରା କମିଟି । ଅଗ୍ରିମ ଟଙ୍କା ନେଇ ମଧ୍ୟ ଯାତ୍ରା କରୁନାହିଁ ଯାତ୍ରା ପାର୍ଟି ଅଶୋକ ସମ୍ରାଟ । ଏନେଇ ପୁଣି ବିବାଦରେ ଫସିଛନ୍ତି ଅଶୋକ ସମ୍ରାଟ ଏବଂ ତୁଳସୀ ଗଣନାଟ୍ୟର ମାଲିକ ନାଣ୍ଡୁ ବାବୁ ଓରଫ ଅନନ୍ତ ନାରୟଣ ଧଳ । ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ଆସିଛି ଏଭଳି ଅଭିଯୋଗ। ବିରୋଧ କରି ଧାରଣାରେ ବସିଛନ୍ତି ଆୟୋଜକ ବାସନ୍ତୀ ଦୁର୍ଗାପୂଜା କମିଟିର ସଦସ୍ୟ। ଏଭଳି ଠକେଇ ଅଭିଯୋଗରେ ଧୂଷୁରୀ ଥାନା ଅଧିନ ଫତେପୁର ଗ୍ରାମରେ ଅଟକିଛି ଯାତ୍ରା ପାର୍ଟି "ଯାତ୍ରା ଅଶୋକ ସମ୍ରାଟ"। ବାସନ୍ତୀ ଦୁର୍ଗାପୂଜା କମିଟିର ସଦସ୍ୟମାନେ ଯାତ୍ରା ପାର୍ଟି ଗାଡି ଆଗରେ ଧାରଣାରେ ବସିଛନ୍ତି ।

ଅଭିଯୋଗ ଅନୁସାରେ ଚାନ୍ଦବାଲି ଥାନା ଅଧୀନ ତେନ୍ତୁଳିଡିହ ଗ୍ରାମର ବାସନ୍ତୀ ଦୁର୍ଗାପୂଜା ଅବସରରେ ଯାତ୍ରା ପରିବେଷଣ କରିବା ପାଇଁ ଯାତ୍ରା ଅଶୋକ ସମ୍ରାଟର ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ ବାବୁ ୯ ଲକ୍ଷ ଟଙ୍କା ଅଗ୍ରିମ ନେଇଥିଲେ । କିନ୍ତୁ ଯାତ୍ରା ପରିବେଷଣ କରିବା ପାଇଁ ଆସିନଥିଲେ କିମ୍ବା ଅଗ୍ରିମ ଆକାରରେ ନେଇଥିବା ଅନୁଷ୍ଠାନକୁ ଟଙ୍କା ମଧ୍ୟ ଫେରସ୍ତ କରି ନଥିଲେ। କମିଟି ସଦସ୍ୟମାନେ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ।

ରବିବାର ଦିନ କମିଟି ମେମ୍ବରମାନେ ଜାଣିବାକୁ ପାଇଥିଲେ କି ଧୂଷୁରୀ ଥାନା ଅଧୀନ ଫତେପୁରରେ ଯାତ୍ରା ଅଶୋକ ସମ୍ରାଟ ଯାତ୍ରା ପରିବେଷଣ କରିବାକୁ ଆସିଛି । ତୁରନ୍ତ ବାସନ୍ତୀ ଦୁର୍ଗା କମିଟି ତେନ୍ତୁଳି ଡିହର ସଦସ୍ୟମାନେ ଫତେପୁରରେ ପହଞ୍ଚିଥିଲେ ଏବଂ ଧୂଷୁରୀ ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହିତ ଯାତ୍ରା ଟ୍ରକ ଅଟକ ରଖିଛନ୍ତି । ଯାତ୍ରା ପାର୍ଟିର ପରିଚାଳକ ପକ୍ଷରୁ କମିଟି ସଦସ୍ୟ ମାନଙ୍କ ଉପରେ ଏକ ପାଲଟା ଅଭିଯୋଗ ମଧ୍ୟ ହୋଇଥିବା ସୂଚନା ମିଳିଛି ।