Indonesia - The Sakala

'ଦୁଇ ଦେଶକୁ ଆଣିଥିଲେ ନିକଟତର': ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା
ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଜାକର୍ତ୍ତାଠାରେ ଇଣ୍ଡୋନେସିଆ ସଂସଦକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମ ସମୟରେ ଡଚ୍ ନିୟନ୍ତ୍ରିତ ଜାଭାରୁ ଇଣ୍ଡୋନେସିଆର ଶୀର୍ଷ ନେତାମାନଙ୍କୁ ଉଦ୍ଧାର କରିବାରେ ବିଜୁ ବାବୁଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

ଇଣ୍ଡୋନେସିଆ ନେତାଙ୍କୁ ଉଦ୍ଧାର

ସେହି ସମୟର ସ୍ମୃତି ଚାରଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଜଣେ ଦକ୍ଷ ପାଇଲଟ୍ ଭାବରେ ବିଜୁ ପଟ୍ଟନାୟକ ନିଜର ଜୀବନକୁ ବାଜି ଲଗାଇ ଇଣ୍ଡୋନେସିଆର ତତ୍କାଳୀନ ପ୍ରଧାନମନ୍ତ୍ରୀ ସୁତାନ ସଜାରିର ଏବଂ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟାଙ୍କୁ ସୁରକ୍ଷିତ ଭାବରେ ଭାରତକୁ ଆଣିଥିଲେ। ଏହି ଐତିହାସିକ ତଥା ସାହସିକ ପଦକ୍ଷେପ ନୂଆଦିଲ୍ଲୀ ଏବଂ ଇଣ୍ଡୋନେସିଆକୁ ପରସ୍ପରର ଅଧିକ 'ନିକଟତର' କରିଥିଲା ବୋଲି ସେ ଦର୍ଶାଇଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ଉଭୟ ଦେଶ ପ୍ରାୟ ଏକା ସମୟରେ ସ୍ୱାଧୀନତା ଲାଭ କରିଥିଲେ- ୧୯୪୫ ରେ ଇଣ୍ଡୋନେସିଆ ଏବଂ ୧୯୪୭ ରେ ଭାରତ। ମିଳିତ ଜାତିସଂଘରେ ଇଣ୍ଡୋନେସିଆର ସ୍ୱାଧୀନତା ଆନ୍ଦୋଳନକୁ ଭାରତ ଏକ ଦୃଢ଼ ସ୍ୱର ଭାବରେ ସମର୍ଥନ ଜଣାଇଥିଲା।

ସମୁଦ୍ର ଏକ ସେତୁ, ଦୂରତା ନୁହେଁ

ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ସାମୁଦ୍ରିକ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମର ଭୌଗୋଳିକ ସ୍ଥିତି କୌଣସି ପ୍ରତିବନ୍ଧକ ନୁହେଁ ବରଂ ଏକ ଦୃଢ଼ ବନ୍ଧନ। "ଭାରତ ଏବଂ ଇଣ୍ଡୋନେସିଆ ପାଇଁ ସମୁଦ୍ର କେବେବି ଦୂରତାକୁ ଦର୍ଶାଏ ନାହିଁ। ଏହା ସର୍ବଦା ଆମ ଦେଶ ମଧ୍ୟରେ ଏକ ସେତୁ ହୋଇ ରହିଆସିଛି ଏବଂ ଆମର ମିଳିତ ଭବିଷ୍ୟତର କେନ୍ଦ୍ରବିନ୍ଦୁ ହୋଇ ରହିବ," ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଛନ୍ତି ।

#WATCH | Jakarta, Indonesia | Prime Minister Narendra Modi says, "Both our nations gained independence around the same time: Indonesia in 1945 and India in 1947. When it came to sovereignty as independent nations, India became a strong voice in support of Indonesia's independence… pic.twitter.com/wNtDvy2cnA

— ANI (@ANI) July 7, 2026

ଦକ୍ଷିଣ ଏସିଆରେ ବନ୍ୟା ବିତ୍ପାତ; ହଜାରେ ମୃତ; ଶତାଧିକ ନିଖୋଜ...
ନୂଆଦିଲ୍ଲୀ: ଦକ୍ଷିଣ ଏସିଆରେ ବନ୍ୟା ବିତ୍ପାତ ସୃଷ୍ଟି କରିଛି। ଇଣ୍ଡୋନେସିଆ, ଶ୍ରୀଲଙ୍କା, ମାଲେସିଆ ଏବଂ ଥାଇଲାଣ୍ଡରେ ଆସିଥିଲା ଏହି ପ୍ରଳୟଙ୍କରୀ ବନ୍ୟା ଏବଂ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା ହଜାରେ ପାର୍‌ କରିଛି। ଶତାଧିକ ଲୋକ ନିଖୋଜ ମଧ୍ୟ ଅଛନ୍ତି। ଅନେକ ଦେଶରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ରିପୋର୍ଟ ଅନୁଯାୟୀ, ଇଣ୍ଡୋନେସିଆରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୫୦୨ରେ ପହଞ୍ଚି ଯାଇଛି। ଏବେ ବି ୫୦୮ ଜଣ ନିଖୋଜ ଅଛନ୍ତି। ଇଣ୍ଡୋନେସିଆର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ସେହିପରି ଶ୍ରୀଲଙ୍କାରେ ୩୪୦ ଜଣ ପ୍ରାଣ ହରାଇଛନ୍ତି। ରାଜଧାନୀ କଲମ୍ବୋରେ ରବିବାର ରାତିସାରା ଜଳସ୍ତର ବଢ଼ି ଚାଲିଥିଲା। ସୋମବାର ସକାଳେ ବର୍ଷା ଥମିଯିବାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଏହା ଦ୍ବାରା ପାଣି ଛାଡ଼ିଯିବ ବୋଲି ଆଶା କରାଯାଉଛି।

ଶ୍ରୀଲଙ୍କା ଏବଂ ଇଣ୍ଡୋନେସିଆରେ ଉଦ୍ଧାରକାର୍ଯ୍ୟ ପାଇଁ ସେନା ମୁତୟନ କରାଯାଇଛି। ଅନ୍ୟପଟେ ଥାଇଲାଣ୍ଡର ଦକ୍ଷିଣ ଭାଗରେ ଆସିଥିବା ବନ୍ୟା ୧୭୬ ଜଣଙ୍କ ଜୀବନ ନେଇଛି। ଏହାକୁ ଗତ ଦଶ ବର୍ଷ ମଧ୍ୟରେ ଆସିଥିବା ସବୁଠାରୁ ଭୟଙ୍କର ବନ୍ୟା ଧରାଯାଉଛି। ସେହିପରି ମାଲେସିଆର ପେରଲିସ ରାଜ୍ୟରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦକ୍ଷିଣ ଏସିଆରେ ଆସିଥିବା ଏହି ବନ୍ୟା ଭିତ୍ତିଭୂମିକୁ ଧ୍ବସ୍ତବିଧ୍ବସ୍ତ କରିଦେଇଛି। ଅନେକ କୋଠାବଡ଼ି ଭୁଶୁଡ଼ି ପଡ଼ିଥିବାବେଳେ ପୋଲ ଭାଙ୍ଗି ଯାଇଛି। ଜନଜୀନବ ଅସ୍ତବ୍ୟସ୍ତ କରିଦେଇଛି। ଶ୍ରୀଲଙ୍କାରେ ବାତ୍ୟା ଦାତୱା ପ୍ରଭାବରେ ହେଉଥିବା ବର୍ଷା ଥମିବାରେ ଲାଗିଛି। ଏହା ତାମିଲନାଡୁକୁ ମଧ୍ୟ ପ୍ରଭାବିତ କରିଥିଲା। ବର୍ଷା ଜନିତ ଦୁର୍ଘଟଣାରେ ତିନି ଜଣଙ୍କ ଜୀବନ ଯାଇଥିଲା।

ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା, ରିକ୍ଟର ସ୍କେଲରେ ତୀବ୍ରତା ୬.୭
ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌‌କା ଅନୁଭୂତ ହୋଇଛି । ତଲାଉଡ୍‌‌ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍‌) ରିପୋର୍ଟ କରିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୭ ରହିଛି । ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିପାରିନାହିଁ । ଏନସିଏସ୍‌ ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୮୦ କିଲୋମିଟର ଗଭୀରତାରେ ହୋଇଛି।

ଇଣ୍ଡୋନେସିଆରେ ଜ୍ବାଳାମୁଖୀ ବିସ୍ଫୋରଣ: ୧୧ ପର୍ବତାରୋହୀ ମୃତ, ୧୨ ନିଖୋଜ
ଜାକାର୍ତ୍ତା: ଇଣ୍ଡୋନେସିଆର ମାରାପିରେ ଜ୍ବାଳାମୁଖୀରେ ସୋମବାର ପୁଣି ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଛି। ୧୨ ଜଣ ମଧ୍ୟ ନିଖୋଜ ହୋଇଯାଇଛନ୍ତି। ଏମାନଙ୍କୁ ଖୋଜିବା ପାଇଁ ତଲାସୀ ଅଭିଯାନ ଜାରି ରହିଛି। ସେହିପରି ୪୯ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ରିପୋର୍ଟ ଅନୁଯାୟୀ, ପର୍ବତାରୋହଣର ୨ଟି ମାର୍ଗ ଜ୍ବାଳାମୁଖୀ ନିକଟ ଦେଇ ଯାଇଛି। ଏବେ ଏହାକୁ ବନ୍ଦ କରିଦିଆଯାଇଛି। ଜ୍ବାଳାମୁଖୀଠାରୁ ୩ କିମି ଭିତରେ ଥିବା ସମସ୍ତ ଗାଁକୁ ଖାଲି କରାଯାଇଛି। ଏହା ପୂର୍ବରୁ ରବିବାର ଜ୍ବାଳାମୁଖୀରେ ବିସ୍ଫୋରଣ ହୋଇଥିଲା। ଏଥିଯୋଗୁଁ ପ୍ରାୟ ୩ କିମି ଉପରକୁ ଧୂଆଁ ପଳାଇ ଥିଲା। ଏହାର ଆଖପାଖ ଅଞ୍ଚଳରେ ଥିବା ଗାଡ଼ି ଏବଂ ରାସ୍ତାଘାଟରେ ପାଉଁଶ ଭର୍ତ୍ତି ହୋଇଯାଇଛି। ସୋମବାର ପୁଣି ବିସ୍ଫୋରଣ ହେବାରୁ ଉଦ୍ଧାରକାର୍ୟ୍ୟ ପ୍ରଭାବିତ ହୋଇଥିଲା। କିଛି ସମୟ ପାଇଁ ଏହାକୁ ବନ୍ଦ କରିଦିଆଯାଇଥିଲା। ଇଣ୍ଡୋନେସିଆ ଭାଷାରେ ମାରାପୀର ଅର୍ଥ ‘ନିଆଁର ପାହାଡ଼’। ଏହା ସୁମାତ୍ରା ଦ୍ବୀପର ସବୁଠାରୁ ସକ୍ରିୟ ଜ୍ବାଳାମୁଖୀ। ଇଣ୍ଡୋନେସିଆର ଦ୍ବୀପଗୁଡ଼ିକ ‘ପ୍ରଶାନ୍ତ ରିଙ୍ଗ ଅଫ୍ ଫାୟାର’ରେ ରହିଛି।

ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା, ରିକ୍ଟର ସ୍କେଲରେ ୬.୯ ତୀବ୍ରତା ରେକର୍ଡ
ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା । ରିକ୍ଟର ସ୍କେଲରେ ୬.୯ ତୀବ୍ରତା ରେକର୍ଡ । ବର୍ତ୍ତମାନ ଯାଏଁ କୌଣସି କ୍ଷୟକ୍ଷତିରେ ସୂଚନା ନାହିଁ ।

ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ମୁତାବକ, ଇଣ୍ଡୋନେସିଆରେ ୬.୯ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସକାଳ ୧୦.୨୩ ସମୟରେ ବାନ୍ଦା ସାଗରେ ଏହି ଝଟ୍‌କା ଅନୁଭୂତ ହୋଇଥିଲା ।ଏପିିରିକି ଲୋକେ ଘର ବାହାରକୁ ଚାଲିଆସିଥିଲେ । କିନ୍ତୁ ଏବେ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ସେପଟେ ପୁରା ଇଣ୍ଡୋନେସିଆରେ ସୁନାମୀ ନେଇ ସତର୍କ ସୂଚନା ଜାରି କରାଯାଇଛି ।

ବାଲିରେ ଭୂମିକମ୍ପ, ରିକ୍ଟର ସ୍କେଲର ତୀବ୍ରତା ୭.୦ ରେକର୍ଡ
ନୂଆଦିଲ୍ଲୀ : ଶକ୍ତିଶାଳୀ ଭୂକମ୍ପରେ ଥରିଲା ବାଲି। ଇଣ୍ଡୋନେସିଆର ବାଲି ସାମୁଦ୍ରିକ ଅଞ୍ଚଳରେ ଭୂକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ରହିଛି। ସମୁଦ୍ର ମଝିରେ ଭୂକମ୍ପ ଯୋଗୁଁ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି । ଭୂକମ୍ପର କେନ୍ଦ୍ରସ୍ଥଳ ଇଣ୍ଡୋନେସିଆର ମାତାରାମଠାରୁ ୨୦୩ କିଲୋମିଟର ଦୂରରେ ହୋଇଥିବା ଜଣାପଡ଼ିଛି। ସମୁଦ୍ର ପତ୍ତନଠୁ ପ୍ରାୟ ୫୧୮ କିମି ଗଭୀରରେ ଭୂକମ୍ପ ହୋଇଥିବାରୁ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନି। ସେହିପରି ଭୂକମ୍ପ ଯୋଗୁ ସୁନାମିର ଆଶଙ୍କା ନଥିବା ଇଣ୍ଡୋନେସିଆର ଭୂତତ୍ତ୍ୱ ବିଭାଗ ସ୍ପଷ୍ଟ କରିଛି। ତେବେ ଭୂମିକମ୍ପ ପରେ ସୂନାମୀ ସତର୍କତା ଜାରି ହୋଇନାହିଁ ।

ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୭.୩ ରେକର୍ଡ
ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ।  । ସୁମାତ୍ରା ଦ୍ବୀପରେ ଜୋରଦାର ଭୂକମ୍ପ ଝଟକା ଲାଗିଛି । ଇଣ୍ଡୋନେସିଆ ଜିୟୋଫିଜିକ୍ସ ରିପୋର୍ଟ ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସୁନାମୀ ସତର୍କତା ଜାରି କରାଯାଇଛି ।

ସ୍ଥାନୀୟ ସମୟ ଅନୁଯାୟୀ, ଭୂମିକମ୍ପ ପ୍ରାୟ ଭୋର ୩ଟା ସମୟରେ ଅନୁଭୂତ ହୋଇଥିଲା । ଭୂକମ୍ପ କ୍ଷୟକ୍ଷତି ବାବଦରେ କୌଣସି ସୂଚନା ମିଳିନାହିଁ ।

ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୭.୦ ରେକର୍ଡ
ଜକାର୍ତ୍ତା: ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ। ଭୂକମ୍ପର ତୀବ୍ରତା ରିକ୍ଟରସ୍କେଲରେ ୭.୦ ରେକର୍ଡ କରାଯାଇଛି । ଏହି ଭୂକମ୍ପରେ ଇଣ୍ଡୋନେସିଆର ଜାଭା ଦ୍ୱୀପର ଉତ୍ତର ସମୁଦ୍ର  ଥରି ଉଠିଛି। ଶୁକ୍ରବାର ଆମେରିକା ଭୂ ବିଜ୍ଞାନ ସର୍ଭେକ୍ଷଣ ସଂସ୍ଥା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶୁକ୍ରବାର ସ୍ଥାନୀୟ ସମୟ ଅପରାହ୍ନ ୩.୨୫ ସମୟରେ ଏହି ଭୂମିକମ୍ପ ହୋଇଥିବା ସୂଚନା ମିଳିଛି। ତୁବାନର ଉତ୍ତର ଆଡ଼କୁ ୯୪ କିମି ଦୂରରେ ୫୯୪ କିମି ଗଭୀରରେ ଭୂମିକମ୍ପରେ କେନ୍ଦ୍ର ସ୍ଥଳ ରହିଛି।

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ
ଜାକର୍ତ୍ତା: ଇଣ୍ଡୋନେସିଆର ତାନିମ୍ବର ଦ୍ୱୀପପୁଞ୍ଜରେ ଗୁରୁବାର ସକାଳ ପ୍ରାୟ ୪.୩୭ରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଛି। ଏହି ଭୂକମ୍ପର ଗଭୀରତା ୭୦.୨ କିଲୋମିଟର ଥିଲା । ବର୍ତ୍ତମାନ ସୁଦ୍ଧା ଭୁକମ୍ପ ଫଳରେ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ।

ଇଣ୍ଡୋନେସିଆରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୩
ନୂଆଦିଲ୍ଲୀ: ଇଣ୍ଡୋନେସିଆର ତୋବେଲେରେ  ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଯାହାର ତୀବ୍ରତା ୬.୩ ରହିଛି। ଭୂମିକମ୍ପର କେନ୍ଦ୍ର ଇଣ୍ଡୋନେସିଆରୁ ୧୭୭ କିମି ଉତ୍ତରରେ ଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଭୂମିକମ୍ପ ଦ୍ବାରା କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ।

ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) କହିଛି ଯେ, ଇଣ୍ଡୋନେସିଆର ହଲମହେରା ଉତ୍ତରରେ ଶୁକ୍ରବାର ୬.୨ ତୀବ୍ରତାର ଭୂମିକମ୍ପ ଆସିଥିଲା। ଏନଏସସିର ମୁତାବିକ, ଭୂମିକମ୍ପ ଝଟକା ଗତକାଲି ରାତି ୧:୩୨ ମିନିଟ୍‌ରେ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ର ୯୯ କିଲୋମିଟରର ଗଭୀରତା ରହିଛି।

ଇଣ୍ଡୋନେସିଆରେ ବଡ଼ଧରଣର ଭୂକମ୍ପ ଝଟକା; ରିକ୍ଟର ସ୍କେଲରେ ତୀବ୍ରତା ୭.୭, ସୁନାମୀ ସତର୍କତା
ନୂଆଦିଲ୍ଲୀ: ଭୟଙ୍କର ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ବିଳମ୍ବିତ ରାତିରେ ଇଣ୍ଡୋନେସିଆରେ ବଡ଼ଧରଣର ଭୂକମ୍ପ ଝଟକା। ଭୂକମ୍ପର ତୀବ୍ରତା ରିକ୍ଟରସ୍କେଲରେ ୭.୭ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମୀ ଚେତାବନୀ ଦିଆଯାଇଛି ।

ରିପୋର୍ଟ ମୁତାବକ, ସୋମବାର ବିଳମ୍ବିତ ରାତିରେ ଭୂମିକମ୍ପ ଝଟକା ଲାଗିଛି । ସ୍ଥାନୀୟ ସମୟର ରାତି ପ୍ରାୟ ୨.୪୭ମିନିଟରେ ଥରି ଉଠିଲା ଇଣ୍ଡୋନେସିଆର ତୁଆଲ କ୍ଷେତ୍ର । ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୩୪୨କିଲୋମିଟର ଗଭୀରତାରେ ରହିଛି । ୟୁରୋପୀୟ ସିସମୋଲୋଜି ସେଣ୍ଟର ଅନୁଯାୟୀ, ଭୂମିକମ୍ପ ଝଟକା ଇଣ୍ଡୋନେସିଆ ଠାରୁ ୨୦୦୦କିଲୋମିଟର ଦୂର ଅଷ୍ଟ୍ରେଲିଆ ଏବଂ ଈଷ୍ଟ ତିମୋର ପର୍ଯ୍ୟନ୍ତ ଅନୁଭୂତ ହୋଇଛି । ୭.୭ ତିବ୍ରତା ଚଳିତ ବର୍ଷର ସବୁଠାରୁ ବଡ଼ ଭୂମିକମ୍ପ ବୋଲି କୁହାଯାଉଛି । ଭୂକମ୍ପ ପରେ ଭୟଭୀୟ ହୋଇ ଘର ବାହାରକୁ ଚାଲିଆସିଥିଲେ ଲୋକେ । ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ । ଭୂମିକମ୍ପ ପରେ ସୁନାମୀ ସତର୍କତା ଦିଆଯାଇଛି ।

ଇଣ୍ଡୋନେସିଆରେ ବଡ ଧରଣର ଭୂକମ୍ପ ଅନୁଭୂତ; ୪୪ ମୃତ, ୩୦୦ରୁ ଉର୍ଦ୍ଧ୍ବ ଆହତ
ଇଣ୍ଡୋନେସିଆ: ଭୟଙ୍କର ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରୁ ଦକ୍ଷିଣପଶ୍ଚିମ ଦିଗରେ ୭୫ କି.ମି ଦୂର ଜାଭା ଦ୍ୱୀପର ସିଆନଞ୍ଜୁରରେ ୫.୬ ତୀବ୍ରତାର ଭୂମିକମ୍ପ ହୋଇଛି। ୧୦ କି.ମି ଗଭୀରରେ ଏହା କେନ୍ଦ୍ରୀଭୂତ ହୋଇଛି। ଭୂମିକମ୍ପରେ ପ୍ରାୟ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ଅନେକ ଲୋକ ଧ୍ବଂସସ୍ତୁପ ତଳେ ଚାପିହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ରହିଛି ।

ଭୂମିକମ୍ପରେ ବହୁ ଘରଦ୍ୱାର ଭାଙ୍ଗି ପଡ଼ିଛି। ରାସ୍ତାଘାଟ ମଧ୍ୟ ବ୍ୟାପକ କ୍ଷିୟକ୍ଷତି ଘଟିଛି। ଅନେକ କୋଠା ଓ ଅଫିସ ଭୁଶୁଡ଼ି ପଡ଼ିଥିବାରୁ ବହୁ ଲୋକେ ଭିତରେ ଫସି ରହିଛନ୍ତି। ସିଆଞ୍ଜୁର ପ୍ରଶାସନର ମୁଖ୍ୟ ହର୍ମାନସୁହେମାନ କହିଛନ୍ତି ଯେ, ମୁଁ ବର୍ତ୍ତମାନ ପାଇଥିବା ସୂଚନା ଅନୁଯାୟୀ, କେବଳ ଡାକ୍ତରଖାନାରେ ପ୍ରାୟ ୪୪ ଜଣଙ୍କର ମୃତ୍ୟୁ ଘଟିଛି । ଅତି କମରେ ୩୦୦ ଲୋକେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଧ୍ବଂସଵିଧ୍ଵଂସ ହୋଇପଡ଼ିଥିବା କୋଠା ଭିତରେ ଅନେକ ଲୋକ ଫସି ରହିଥିବା ଜଣପଡିଛି । ତେଣୁ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି ବୋଲି ସେ କହିଛନ୍ତି। ଜାକର୍ତ୍ତାଠାରୁ ୭୫ କି.ମି ଦୂର ଦକ୍ଷିଣରେ ଅବସ୍ଥିତ ସିଆଞ୍ଜୁର ଭୂକମ୍ପର କେନ୍ଦ୍ରସ୍ଥଳ ଜଣାପଡ଼ିଛି।