mangalbar rasiphala - The Sakala

ମଙ୍ଗଳବାର ରାଶିଫଳ (୧୬-୦୩-୨୦୨୧)
ମେଷ:ଶ୍ରୀଚନ୍ଦ୍ର ସତ। କିନ୍ତୁ ଘାତ ପ୍ରଭାବ ଥିବାରୁ କେତେକ କ୍ଷେତ୍ରରେ ଉତ୍ତେଜନା ରହିବ। ରାଜନୀତିରେ ପ୍ରତିକୂଳ ସ୍ଥିତି ରହିବ। ଶିଳ୍ପ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ।

ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

ବୃଷ:ବହୁ ପରିଶ୍ରମ ସତ୍ତ୍ବେ ସଫଳ ହେବେ ନାହିଁ। ସାଂସାରିକ ବ୍ୟୟବୃଦ୍ଧି ହେବ। ମହିଳାମାନେ ଆଳସ୍ୟ ପରାୟଣା ହେବେ। ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ।

ଶୁଭ ଅଙ୍କ-୮,ଶୁଭ ରଙ୍ଗ-ଆକାଶୀ

ମିଥୁନ:କର୍ମକ୍ଷେତ୍ରରେ ପ୍ରସିଦ୍ଧି ବଢିବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ଚାକିରିରେ ଧନସମ୍ମାନ ମିଳିବ। ଶିଳ୍ପ ଓ ବାଣିଜ୍ୟରେ ଉନ୍ନତି ହେବ।

ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

କର୍କଟ:ସମାଜରେ ସୁନାମ ପାଇବେ। ଚାକିରିରେ ପଦୋନ୍ନତି ହୋଇପାରେ। ମହିଳାମାନେ ନୂତନ କର୍ମରେ ଯୋଗ ଦେଇପାରନ୍ତି। ବାଣିଜ୍ୟରେ ଭଲ ଲାଭ ହେବ।

ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍

ସିଂହ:କର୍ମକ୍ଷେତ୍ରରେ ସହଯୋଗ ପାଇବେ। ରାଜନୀତିରେ ଜନସେବାରେ ବ୍ରତୀ ହେବେ। ମହିଳାମାନେ ଅନୁଶାସନ ଭିତରେ ରହିବେ। ବାଣିଜ୍ୟରେ ଶୁଭ ହେବ।

ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

କନ୍ୟା:ଦିନଟି ବିଷମ ପରିସ୍ଥିତି ରହିବ। ଚାକିରିରେ ଶତ୍ରୁବୃଦ୍ଧି ହେବ। ରାଜନୀତିରେ ସମସ୍ୟା ବହୁଳ ରହିବ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ କ୍ଷତି ହୋଇପାରେ।

ଶୁଭ ଅଙ୍କ-୮,ଶୁଭ ରଙ୍ଗ-ନୀଳ

ତୁଳା:ଯେକୌଣସି ଭାବେ କାର୍ଯ୍ୟ ହାସଲ କରିବେ। ଚାକିରିରେ ଉଚ୍ଚସମ୍ମାନ ପାଇବେ। ମହିଳାମାନେ ହର୍ଷୋଲ୍ଲାସରେ ରହିବେ। ବାଣିଜ୍ୟରେ ଆୟବୃଦ୍ଧି ହେବ।

ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ବିଛା:କର୍ମକ୍ଷେତ୍ରରେ ଚଳଚଞ୍ଚଳ ରହିବେ। ରାଜନୀତିରେ ନେତୃତ୍ୱ ନେଇ ସଫଳ ହେବେ। ପରିବହନ ଓ ବାଣିଜ୍ୟରେ ଲାଭ ହେବ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ଧନୁ:ଦିନଟି ଚତୁରତାର ସହ କାର୍ଯ୍ୟ ତୁଲାଇବେ। ମହିଳାମାନେ ଉତ୍ସାହିତ ରହିବେ । ରାଜନୀତିରେ ସକ୍ରିୟ ରହିବେ। ବାଣିଜ୍ୟରେ ପୁଞ୍ଜିନିବେଶ କରି ସଫଳ ହେବେ।

ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ମକର:କର୍ମକ୍ଷେତ୍ରରେ ମନ୍ଥରତା ଦେଖାଦେବ। ରାଜନୀତିରେ ଚଳଚଞ୍ଚଳ ରହିବେ।।ଚାକିରିରେ ନିଷ୍ଠାପର ରହିବେ। ଶିଳ୍ପ ଓ ବାଣିଜ୍ୟରେ ପ୍ରସାର ହେବ।

ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

କୁମ୍ଭ:ସବୁ କାର୍ଯ୍ୟରେ ଜୟଲାଭ କରିବେ। ରାଜନୀତିରେ ସହଯୋଗ ପାଇବେ। ଚାକିରିରେ ଦୂରଯାତ୍ରା କରିପାରନ୍ତି। ଶିଳ୍ପ ଓ ବାଣିଜ୍ୟରେ ମନମୁତାବକ ହେବ।

ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

ମୀନ:କର୍ମକ୍ଷେତ୍ରରେ ଆଶାମୁତାବକ ସଫଳ ହେବେ। ଚାକିରିରେ ପ୍ରଶଂସା ପାଇବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟରେ ପୁଞ୍ଜିନିବେଶ କରି ସଫଳ ହେବେ।

ଶୁଭ ଅଙ୍କ-୯, ଶୁଭ ରଙ୍ଗ-କ୍ରିମ୍