Jana Samparka Pada Yatra - The Sakala
ଭୁବନେଶ୍ବର: ଚଳିତ ବର୍ଷ ବିଜୁ ଜନତା ଦଳ ଅକ୍ଟୋବର ୨ ‘ଗାନ୍ଧୀ ଜୟନ୍ତୀ’ ଠାରୁ  ନଭେମ୍ବର ୨ ପର୍ଯ୍ଯନ୍ତ ‘ଜନ ସମ୍ପର୍କ ପଦଯାତ୍ରା’  ଓଡ଼ିଶାର ଜନସାଧାରଣଙ୍କ ସହିତ ପାଳନ କରିବ । ଏହି ପଦଯାତ୍ରା ସମୟରେ ଅକ୍ଟୋବର ୨ ତାରିଖ ‘ଗାନ୍ଧୀ ଜୟନ୍ତୀ’ ଏବଂ ‘ଶାସ୍ତ୍ରୀ ଜୟନ୍ତୀ’ ଅକ୍ଟୋବର ୯ ତାରିଖ ‘ଉତ୍କଳମଣି  ଗୋପବନ୍ଧୁ ଜୟନ୍ତୀ’ ଏବଂ ଅକ୍ଟୋବର ୧୧ ତାରିଖରେ ‘ଲୋକନାୟକ ଜୟପ୍ରକାରଶ ଜୟନ୍ତୀ’ ପାଲନ ସହିତ ଏ ବର୍ଷର ‘ଜନ ସମ୍ପର୍କ ପଦଯାତ୍ରା’ ଜିଲ୍ଲା ସ୍ତରରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀ, ନଗର, ପଞ୍ଚାୟତ ଏବଂ ୱାର୍ଡ ପର୍ଯ୍ଯନ୍ତ ପ୍ରତ୍ଯେକ ସ୍ତରରେ ଆୟୋଜିତ ହେବ।
ସହରାଞ୍ଚଳ ଏବଂ ପଞ୍ଚାୟତ ପ୍ରତ୍ଯେକ ୱାର୍ଡରେ ପର୍ଯ୍ଯବେକ୍ଷକ , ବ୍ଲକ ଏବଂ ନଗରାଞ୍ଚଳରେ ଜିଲ୍ଲା ପର୍ଯ୍ଯବେକ୍ଷକ, ନିର୍ବାଚନମଣ୍ଡଳୀ ସ୍ତରରେ ବିଧାୟକ/ ବିଧାୟକ ପ୍ରର୍ଥୀ ଏବଂ ଜିଲ୍ଲା ସ୍ତରରେ ସମ୍ପୃକ୍ତ ଜିଲ୍ଲା ସଭାପତି ଉପସ୍ଥିତ ରହି ଜନସମ୍ପର୍କ ପଦଯାତ୍ରାକୁ ପୂର୍ଣ୍ଣ ପ୍ରାଣରେ ସଫଳ କରାଇବେ। ଦଳର ମହିଳା , ଯୁବ, ଏବଂ ଛାତ୍ର, କୃଷକ, ସଂଖ୍ୟାଲଘୁ, ଶ୍ରମିକ, ଦଳିତ, ଜନଜାତି, ସମବାୟ, ଆଇନ ଶାଖା ତଥା ବିଜେଡିର ଅନ୍ୟାନ୍ୟ ପ୍ରମୁଖ ଦଳୀୟ ସଂଗଠନ ନିଜକ ସମସ୍ତ କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ସ୍ତରରେ ଏହି ‘ଜନ ସମ୍ପର୍କ ପଦଯାତ୍ରା’ରେ  ଯୋଗଦେବା ସହିତ ଅଞ୍ଚଳର ଜନସାଧାରଣ ଏବଂ ଦଳୀୟ କର୍ମୀ ଯେଭଳି ବହୁ ସଂଖ୍ୟାରେ ପ୍ରତ୍ଯେକ ସ୍ଥାନରେ ଯୋଗ ଦିଅନ୍ତି  ତହା ସୁନିଶ୍ଚିତ କରିବେ ସେ ନେଇ ବିଜେଡି ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।
ପଦଯାତ୍ରା ଅବଧି ମଧ୍ଯରେ ପଡୁଥିବା ପ୍ରମୁଖ ପର୍ବପର୍ବାଣୀ ଦିନ ଜନ ସମ୍ପର୍କ ପଦଯାତ୍ରା ବନ୍ଦ ରହିବ । ପ୍ରତେକ ସ୍ଥାନରେ ମହାତ୍ମା ଗାନ୍ଧୀ ଏବଂ ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ଯାର୍ପଣ  କରାଯିବା ସହିତ ସେ ଅଞ୍ଚଳର ପ୍ରମୁଖ ସ୍ବାଧିନତା ସଂଗ୍ରାମୀ ତଥା ବରପୁତ୍ରମାନଙ୍କ ଫଟୋଚିତ୍ର କିମ୍ବା ପ୍ରତିକୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ଯକ୍ରମର ଶୁଭାରମ୍ଭ କରାଯିବ। ପଦଯାତ୍ରା ସମୟରେ ସମ୍ପୃକ୍ତ ଅଞ୍ଚଳରେ ପ୍ରତି ଘରେ ବିଜୁ ଜନତା ଦଳ ସରକାରଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ଯକ୍ରମ ସମ୍ପର୍କରେ ଜନ ସାଧାରଣଙ୍କୁ ଅବଗତ କରାଇବା ସହିତ ରକ୍ତଦାନ , ବୃକ୍ଷରୋପଣ ତଥା ଅନ୍ୟାନ୍ୟ ଜନକଲ୍ୟାଣକାରୀ କାର୍ଯ୍ଯକ୍ରମ ମାଧ୍ଯମରେ ଜନସେବା ଅଭିମୁଖ୍ୟକୁ ଆହିରୁ ବ୍ଯପକ କରାଯିବ ବୋଲି କୁହାଯାଇଛି।