United Nation - The Sakala
ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ । ସୀମାପାରି ଆତଙ୍କବାଦ ବନ୍ଦ କର, ନିଜ ଦେଶରେ ଥିବା ଆତଙ୍କବାଦ ଭିତ୍ତିଭୂମି ହଟାଅ ଓ ବେଆଇ ଭାବେ ଦଖଲ କରିଥିବା ଭାରତୀୟ ଅଞ୍ଚଳ ଖାଲି କର ବୋଲି ଶୁକ୍ରବାର ଦିନ ଜାତିସଂଘରେ ଭାରତ ପାକିସ୍ତାନକୁ କଡ଼ା ଭାଷାରେ କହିଛି । ଜାତିସଂଘ ସାଧାରଣ ଆସେମ୍ବ୍ଳିର ୭୮ତମ ଅଧିବେଶନରେ ଯୋଗଦେଇ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଅନଓ୍ବର ଉଲ ହକ କକ୍କର କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଏହାର କଡା ଜବାବ ରଖିଛି ଭାରତ ।
ପାକିସ୍ତାନ ଅନ୍ତର୍ଜାତିକ ଫୋରମର ଅପବ୍ୟବହାର କରିବା ସହ ନୂଆଦିଲ୍ଲୀ ବିରୋଧୀ ଆଭିମୁଖ୍ୟ ପ୍ରକାଶ କରୁଛି ବୋଲି କହିଛି ଭାରତ । ଜାମ୍ମୁ ଓ କାଶ୍ମୀର, ଲଦାଖ ଭାରତର ଏକ ଅବିଚ୍ଛେଦ ଅଙ୍ଗ ଏବଂ ଏହାକୁ ନେଇ ରାଜନୀତି କରିବା ଅନୁଚିତ ବୋଲି କହିଛନ୍ତି ଜାତିସଂଘରେ ଭାରତ ଫାଷ୍ଟ ସେକ୍ରେଟାରୀ ପେଟାଲ ଗେହଲଟ । ସେ କହିଛନ୍ତି- ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରର ପାକିସ୍ତାନର ଏହି ସବୁ କାର୍ଯ୍ୟକଳାପ ବନ୍ଦ ହେବାର ଆବଶ୍ୟକତା ରହିଛି । ତୁରନ୍ତ ପାକିସ୍ତାନ ନିଜର ଆତଙ୍କବାଦୀ କ୍ରିୟାକଳାପ ବନ୍ଦ କରୁ । ପାକ୍ ଅଧିକୃତ ଅଞ୍ଚଳ ତୁରନ୍ତ ଖାଲି କରୁ । ଆହୁରି ମଧ୍ୟ, 26/11 ମୁମ୍ବାଇ ଆକ୍ରମଣର ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପାକିସ୍ତାନ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଗେହଲଟ ।
ଜାତିସଂଘରେ ଭାରତର କଡ଼ା ଜବାବ: ଦୋଷ ଲୁଚାଇବାକୁ ମିଥ୍ୟାକୁ ଆଶ୍ରୟ କରିଛି ପାକିସ୍ତାନ
ନୂଆଦିଲ୍ଲୀ: ଜାତିସଂଘରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ। ବର୍ତ୍ତମାନ ଚାଲିଥିବା ଜାତିସଂଘର ୭୭ତମ ସାଧାରଣ ଅଧିବେଶନରେ ପାକିସ୍ତାନ ପୁଣିଥରେ କଶ୍ମୀର ପ୍ରସଙ୍ଗ ଉଠାଇବା ସହିତ ଭାରତ ପ୍ରତି ଅଙ୍ଗୁଳି ଉଠାଇଥିଲା ବେଳେ ଭାରତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ସରିଫଙ୍କୁ କଡ଼ା ଜବାବ ଦେଇଛି। ଶନିବାର ଜାତିସଂଘ ସାଧାରଣ ପରିଷଦ ବୈଠକରେ ଶେହବାଜ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। କିନ୍ତୁ ଜାତିସଂଘରେ ଅବସ୍ଥାପିତ ଭାରତୀୟ କୂଟନୀତିଜ୍ଞ ମିଜିତୋ ବିନିତୋ ଶେହବାଜଙ୍କୁ କହିଥିଲେ ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜ ଦେଶର ଲୋକଙ୍କ କଥା ଚିନ୍ତା କରନ୍ତୁ। ନିଜ ଦେଶର ସମସ୍ୟାକୁ ଏଡାଇବା ପାଇଁ କାଶ୍ମୀର ପ୍ରସଙ୍ଗ ଉଠାଇବା ବନ୍ଦ କରନ୍ତୁ। ଯେଉଁ ରାଷ୍ଟ୍ର ଆତଙ୍କବାଦ କାର୍ଯ୍ୟକଳାପରେ ଲିପ୍ତ ରହି ଭାରତ ବିରୋଧରେ କାର୍ଯ୍ୟ କରୁଛି ସେହି ଦେଶ ଏଭଳି କଥା ଉଠାଇବା ଆଦୌ ସମିଚୀନ ନୁହେଁ।
ଭାରତରେ ଆତଙ୍କବାଦ ଚଳାଇ ପାକିସ୍ତାନ ବର୍ଷ ବର୍ଷ ଧରି ଅରାଜକତା ସୃଷ୍ଟି କରିଆସିଛି। ଯେଉଁମାନେ ଏହାପଛରେ ରହିଛନ୍ତି ସେମାନଙ୍କୁ ପାକିସ୍ତାନ ଆଶ୍ରୟ ଦେଇଛି। କିନ୍ତୁ ସବୁ ବେଳେ ଜାତିସଂଘ ଭଳି ବିଶ୍ବର ଏକ ମହତ୍ତ୍ବପୂର୍ଣ୍ଣ ମଞ୍ଚରେ ପାକିସ୍ତାନ ମିଥ୍ୟା କହି ଚାଲିଛି।ଭାରତ ବିରୋଧୀ ମନ୍ତବ୍ୟ ଦେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜ ଦେଶର ଲୋକଙ୍କୁ କେବଳ ବିଭ୍ରାନ୍ତ କରୁଛନ୍ତି ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଜାତିସଂଘ ସାଧାରଣ ପରିଷଦ ବୈଠକରେ କଶ୍ମୀର ପ୍ରସଙ୍ଗ ଉଠାଇ ଶେହବାଜ୍‌ ସରିଫ ଜମ୍ମୁ କଶ୍ମୀରରୁ ଭାରତ ସରକାର ଧାରା ୩୭୦ ଉଚ୍ଛେଦ କରି ଭୁଲ କରିଛନ୍ତି। ଭାରତ ସରକାରଙ୍କ ଏଭଳି କାର୍ଯ୍ୟ ଅତ୍ୟନ୍ତ ଅନ୍ୟାୟ ବୋଲି କହିଥିଲେ। କାଶ୍ମୀରବାସୀଙ୍କ ସ୍ୱାଧୀନତା ନେଇ ଶେହବାଜ୍‌ ୧୦ ଥର କଶ୍ମୀର ନାଁ ଉଲ୍ଲେଖ କରିଥିଲେ। କିନ୍ତୁ ଯେଉଁ ଦେଶ ପଡ଼ୋଶୀ ଦେଶମାନଙ୍କ ସହିତ ଶାନ୍ତି ରକ୍ଷା କରିବ ବୋଲି କହୁଛି, ସେ ଦେଶ ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ଷଡ଼ଯନ୍ତ୍ରକାରୀଙ୍କୁ କିଭଳି ଆଶ୍ରୟ ଦେଇଛି ବୋଲି ବିନିତୋ କହିଥିଲେ ।