Sanjay Pandey - The Sakala

ମୁମ୍ବାଇର ପୂର୍ବତନ ପୁଲିସ କମିଶନରଙ୍କୁ ଗିରଫ କଲା ସିବିଆଇ
ମୁମ୍ବାଇ : ବେଆଇନ୍‌ ଫୋନ୍ ଟ୍ୟାପିଂ ଅଭିଯୋଗରେ ଗିରଫ ହୋଇଛନ୍ତି ମୁମ୍ବାଇର ପୂର୍ବତନ ପୁଲିସ କମିଶନର ସଞ୍ଜୟ ପାଣ୍ଡେ। ସିବିଆଇ ତାଙ୍କୁ ଏହି ମାମଲାରେ ଗିରଫ କରିଛି । ନ୍ୟାସ୍‌ନାଲ ଷ୍ଟକ୍ ଏକ୍ସଚେଞ୍ଜ କର୍ମଚାରୀଙ୍କର ବେଆଇନ ଭାବେ ଫୋନ୍ ଟ୍ୟାପିଂ କରିଥିବା ଅବିଯୋଗରେ ସିବିଆଇ ଶନିବାର ମୁମ୍ବାଇ ପୂର୍ବତନ ପୁଲିସ କମିଶନର ସଞ୍ଜୟ ପାଣ୍ଡେଙ୍କୁ ଗିରଫ କରିଛି।

ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହି ମାମଲାରେ ପାଣ୍ଡେଙ୍କୁ ୪ ଦିନ ପାଇଁ ସିବିଆଇ ରିମାଣ୍ଡରେ ପଠାଇଛନ୍ତି ଦିଲ୍ଲୀ କୋର୍ଟ। ମାମଲାକୁ ପରିଚଳନା କରିବା ପାଇଁ ସିବିଆଇ ପାଖରେ ଯଥେଷ୍ଟ ପ୍ରମାଣ ରହିଛି। ତେଣୁ ପାଣ୍ଡେଙ୍କୁ ୪ ଦିନିଆ ରିମାଣ୍ଡରେ ପଠାଯାଇଛି ବୋଲି କୋର୍ଟ କହିଛନ୍ତି।

ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତଙ୍କ ଦ୍ୱାରା ଟ୍ୟାପ୍ କରାଯାଇଥିବା ଫୋନ୍‌ ବାର୍ତ୍ତାଳାପକୁ ବ୍ୟବହାର କରି ଲାଭ ଉଠାଇବା ଅଭିଯୋଗରେ ଶ୍ରୀ ପାଣ୍ଡେଙ୍କ ବିରୋଧରେ ତଦନ୍ତ ଜାରି ରହିଛି। ଆଉ ଆଜି ସିବିଆଇ ତାଙ୍କୁ ଗିରଫ କରିଛି। ତେବେ ଏହି ଗିରଫଦାରି ପୂର୍ବରୁ ଇଡି ଦିଲ୍ଲୀ କୋର୍ଟରେ ପୂର୍ବତନ ଏନ୍‌ଏସ୍‌ଇ ମୁଖ୍ୟ ଚିତ୍ରା ରାମକ୍ରିଷ୍ଣା, ପୂର୍ବତନ ଏମ୍‌ଡି ରବି ନାରାୟଣ ଏବଂ ସଞ୍ଜୟ ପାଣ୍ଡେଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିଥିଲା। ସିବିଆଇ ଗରିଫ କରିବା ପୂର୍ବରୁ ସଞ୍ଜୟକୁ ଇଡି ପ୍ରଥମେ ଗିରଫ କରିଥିଲା। ବର୍ତ୍ତମାନ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।