STF - The Sakala
ନିଶା ବେପାରୀଙ୍କ ଉପରେ STF ର କଡ଼ା ନଜର; ଖଟି, ଦୋକାନ, ବସ୍ତିରେ ମୁତୟନ ହୋଇଛନ୍ତି ସାଦା ପୋଷାକଧାରୀ ପୁଲିସ..
ଭୁବନେଶ୍ବର: ଆନ୍ତଃରାଜ୍ୟ ନିଶା ବେପାରୀଙ୍କ ବେଳା ଖରାପ । ମାଫିଆଙ୍କ ବିରୋଧରେ ଆକ୍ସନ ମୋଡ଼ରେ STF । ମାରୁଆନା ଓ ସିନ୍ଥେଟିକ ଡ୍ରଗ୍ସ କାରବାର ନେଇ ରାଜ୍ୟ ବାହାର ପୁଲିସ ସହ ଯୋଗାଯୋଗରେ ଅଛି STF । ସମସ୍ତ ଜିଲ୍ଲା ଏସପିଙ୍କ ନେତୃତ୍ୱରେ ଚାଲିଛି ଚଢ଼ାଉ। ଡିଜିପି ଓ ଡିଜିପି କ୍ରାଇମଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଛି ସ୍ପେଶାଲ ଅପରେସନ। ଗୋଡ଼େ ଗୋଡ଼େ ଜଗିଛି ସ୍ପେଶାଲ ଟାସ୍କ ଫୋର୍ସ ଟିମ । ବିଭିନ୍ନ ଖଟି, ଦୋକାନ, ବସ୍ତିରେ ମୁତୟନ ହୋଇଛନ୍ତି ସାଦା ପୋଷାକଧାରୀ ପୁଲିସ। ରାଜ୍ୟରେ ବଢ଼ି ଚାଲିଥିବା ନିଶା କାରବାରକୁ ନେଇ ସରକାରଙ୍କ ନିର୍ଦ୍ଦେଶ ପରେ ୧୫ ଓ ୧୬ ତାରିଖ ଦିନ ଜୋରଦାର କରାଯିବ ରେଡ। ରାଜ୍ୟରେ ଦେଖା ଯାଉଥିବା ହାଇପ୍ରୋଫାଇଲ ନିଶା ଯଥା ମାରିଜୁଆନା ଓ ସିନ୍ଥେଟିକ ଡ୍ରଗ୍ସ ଉପରେ ଫୋକସ କରାଯାଉଛି। ଏହି ମଣିଷମରା ନିଶା କରବାରର ମାଷ୍ଟରମାଇଣ୍ଡଙ୍କୁ ବାନ୍ଧିବା ଓ ଏମାନଙ୍କ ଏଜେଣ୍ଟଙ୍କୁ ବାନ୍ଧି ଜେଲ ପଠାଇବାକୁ ହୋଇଛି ଯୋଜନା। ଖାସକରି ସେଥିପାଇଁ NCB, DRI ସହ ଯୋଗାଯୋଗରେ ରହିଛି ରାଜ୍ୟ STF। ତେବେ ଦୀର୍ଘ ୧୫ ଦିନ ହେଲା ଚଢ଼ାଉ ଜାରି ରହିଥିବା କହିଛନ୍ତି STF ଏସପି । ଆଗକୁ ମଧ୍ୟ ଏହି ଅପରେସନକୁ ବ୍ୟାପକ କରାଯିବ ବୋଲି ଏସଟିଏଫ ପକ୍ଷରୁ କୁହାଯାଇଛି।
ଜାଲ ନୋଟ ରାକେଟକୁ କାବୁ କଲା STF, ୨ ଗିରଫ
ବଲାଙ୍ଗୀର: ଜାଲ ନୋଟ ରାକେଟକୁ କାବୁ କଲା ଏସଟିଏଫ୍ । ଟିଟିଲାଗଡରେ ୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଗୁରୁବାର ଜବତ ହୋଇଛି । ଜାଲ ନୋଟ୍‌ ରାକେଟ ଠାବ ହେବା ସହ ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି । ଟିଟିଲାଗଡରୁ ଏହି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ ଟିମ୍‌ । ଗିରଫ ଦୁଇ ଜଣ ହେଲେ ମହମ୍ମଦ ସବିର ଓ ନେତ୍ର ରାଉତ।ଆନ୍ତଃରାଜ୍ୟ ଲିଙ୍କ୍‌ ସନ୍ଦେହ କରି ଅଧିକ ତଦନ୍ତ ଜାରି ରଖିଛି ।
ବଲାଙ୍ଗୀର: ସୋନପୁର ଏନଏଚ୍-୫୭ରେ ଗଞ୍ଜେଇ ମାଫିଆ ଓ STF ମୁହାଁମୁହିଁ। ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଚୋରା ଚଲାଣ ବେଳେ ମାଡି ବସିଲା STF । ଦୁଇ ଗଞ୍ଜେଇ ମାଫିଆ ବୌଦ୍ଧ ଜିଲ୍ଲାରୁ ବଲାଙ୍ଗୀର ରାସ୍ତାରେ ଆସୁଥିବାବେଳେ ଖାରି ବ୍ରିଜରେ STF ଅଟକାଇ ଥିଲା। କିଛି ସମୟର ଲୁଚା ଛପା ଭିତରେ ଦୁଇ ଗଞ୍ଜେଇ ମାଫିଆ ଗାଡ଼ିରୁ ବ୍ରିଜ ତଳକୁ ଡେଇଁ  ପଡ଼ିଥିଲେ। ଉଭୟ ଗୁରୁତର ହୋଇଥିବା ଜଣା ପଡିଛି। ମାଫିଆମାନେ ହେଲେ ଉତ୍ତର ପ୍ରଦେଶର ଆକାଶ କୁସିଆ ଓ ଦିଲ୍ଲୀପ ବୋଲି ଜଣାପଡ଼ିଛି। ଉଭୟଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଳ କଲେଜ ହସ୍ପିଟାଲରେ ଭର୍ତି କରାଯାଇଛି । ଦିଲ୍ଲୀପର ଦେହ ଅଧିକ ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।
ଏସଟିଏଫକୁ ବଡ଼ ସଫଳତା: କଟକରୁ ବେଆଇନ ବନ୍ଧୁକ କାରଖାନା ଠାବ, ୪ ଗିରଫ
କଟକ: କଟକ ବୟାଳିଶି ମୌଜାରେ ବେଆଇନ ବନ୍ଧୁକ କାରଖାନା ଠାବ ହୋଇଛି। ୩୦ରୁ ଅଧିକ ବନ୍ଧୁକ ସହ ୪ ଜଣଙ୍କୁ ଗିରଫ କରିଛି ଏସଟିଏଫ୍। ଦୀର୍ଘ ଦିନରୁ ଏଠାରେ ବେଆଇନ ଭାବେ ବନ୍ଧୁକ ତିଆରି କରାଯାଉଥିଲା। ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ସପ୍ଲାଏ କରାଯାଉଥିଲା। କୌଣସି ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଆଜି ଏସଟିଏଫ୍ ଟିମ୍ ବନ୍ଧୁକ କାରଖାନା ଉପରେ ଚଢାଉ କରିଥିଲା।  ସେଠାରୁ ୩୦ରୁ ଅଧିକ ବେଆଇନ୍ ବନ୍ଧୁକ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି।
STF ପଞ୍ଝାରେ ବଜ୍ରକାପ୍ତା ଚୋରାଚାଲାଣକାରୀ, ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର
ବରଗଡ: ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚୋରାଚାଲାଣକାରୀ । ଡିଲ୍ ଚାଲିଥିବା ବେଳେ ମାଡିବସିଲା ଏସଟିଏଫ । ବଜ୍ରକାପ୍ତା ଚାଲାଣକାରୀଙ୍କୁ ବରଗଡ଼ ବନବିଭାଗ ସହାୟତାରେ ଗିରଫ କଲା ଏସଟିଏଫ ।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଆମ୍ବଭୋଣା-ଡୁଙ୍ଗୁରୀ ରାସ୍ତା ବୁଢିପାଲି ଛକ ନିକଟରେ ଡିଲ ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲା ଏସଟିଏଫ । ଚଢାଉ କରି ସେଠାରୁ ଏକ ଜୀବନ୍ତ ବଜ୍ରକାପ୍ତା ଓ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରିବା ସହ ଜଣେ ଚୋରା ଚାଲାଣକାରୀକୁ ଗିରଫ କରିଛି ଏସଟିଏଫ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଡୁଙ୍ଗୁରୀ ଅଞ୍ଚଳର ମିଲୁ ମିଞ୍ଜଙ୍କ ପୁଅ ଜଗଦିସ୍ ମିଞ୍ଜ । ଏସଟିଏଫ୍ ତାକୁ ଗିରଫ କରି ବରଗଡ ବନ ବିଭାଗକୁ ହସ୍ତାନ୍ତର କରିଛି। ବନ ବିଭାଗ ଏହାକୁ ନେଇ ଏକ ମାମଲା ରୁଜୁ କରିବା ସହ ଦଫା ୩୭୯/୪୧୧ ଆଇପିସିଆରଡବ୍ଲୁ ୫୧ ବନ୍ୟ ଜନ୍ତୁ ସଂରକ୍ଷଣ ଆଇନ ୧୯୭୨ ରେ ଅଭିଯୁକ୍ତକୁ ଗିରଫ କରି ବରଗଡ ଏସଡିଜେମ୍ କୋର୍ଟରେ ହାଜର କରାଯିବ ।
କାଶ୍ମୀର ଠକ ଇଶାନ ବୁଖାରୀର ସରିଲା ରିମାଣ୍ଡ ଅବଧି, STF ହାତରେ ଲାଗିଲା ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ
ଭୁବନେଶ୍ବର: ଯାଜପୁର ନେଉଳପୁରରୁ ଗିରଫ କାଶ୍ମୀର ସନ୍ଦିଗ୍ଧ ଯୁବକ ସୟଦ ଇଶାନ ବୁଖାରୀର ରିମାଣ୍ଡ ଅବଧି ସରିଛି। ୫ ଦିନିଆ ରିମାଣ୍ଡରେ STF ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି। ନ୍ୟୁଡ଼ ଆପ କରି ଶତାଧିକ ଯୁବତୀଙ୍କୁ ଶୋଷଣ କରିଛି ବୁଖାରୀ । ପ୍ରତ୍ୟେକ ଭିଡିଓ କଲରୁ କମିଶନ ଆକାରରେ ପାଇଛି ୫ ହଜାର ଟଙ୍କା । ନ୍ୟୁଡ଼ ଆପ ଜରିଆରେ କୋଟି କୋଟି ଟଙ୍କା ମୁନାଫା କମାଇଛି ଠକ । ସେପଟେ ଭୁବନେଶ୍ୱରରେ ସେଣ୍ଟ୍ରାଲ ଆଇବି, ପଞ୍ଜାବ ପୁଲିସ ଆସନ୍ତାକାଲି କାଶ୍ମୀର ପୁଲିସ ଭୁବନେଶ୍ୱର ପହଞ୍ଚିବା ନେଇ ସୂଚନା ।
ସନ୍ଦିଗ୍ଧ ବୁଖାରୀ କେରଳ ମୌଳବାଦୀଙ୍କ ସହ ଲିଙ୍କରେ ଥିବା ନେଇ ପ୍ରମାଣ ମିଳିଛି । ସିଡ଼ିଆର ରିପୋର୍ଟରୁ STF ହାତରେ ସାଙ୍ଘାତିକ ତଥ୍ୟ ଲାଗିଛି। ବାହାର ଦେଶ ଆକାଉଣ୍ଟରୁ ବୁଖାରୀକୁ ଆସିଛି ଫରେନ ଫଣ୍ଡିଂ।ଲଭ ଜିହାଦର ସାଙ୍ଘାତିକ ଅଭିଯୋଗ ରହିଛି ବୁଖାରୀ ବିରୋଧରେ। ରିୟଙ୍କା ସିଂହ ନାମ୍ନୀ ଯୁବତୀଙ୍କୁ ବିବାହ ପରେ ଧର୍ମ ବଦଳାଇବା ପାଇଁ ବାଧ୍ୟ କରୁଥିଲା । ୭ ଜଣ ମହିଳାଙ୍କୁ ଡାକ୍ତର ପରିଚୟରେ ବିବାହ କରିଥିଲା । ଇଶାନ ବୁଖାରୀ ମ୍ୟାଟ୍ରିକ ଫେଲ ବୋଲି ଜାଣିବାକୁ ପାଇଛି STF । ଗୁଗୁଲ ସର୍ଚ୍ଚ କରି ରୋଗୀଙ୍କୁ ମେଡ଼ିସିନ ଦେଉଥିଲା ଅଭିଯୁକ୍ତ । ଭୁଲ ମେଡ଼ିସିନ ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡ଼ିଛି। ପିଏମଓ କର୍ମଚାରୀ କହି କାଶ୍ମୀରରେ କିଛି ପୁଲିସ କର୍ମଚାରୀଙ୍କୁ ଠକିଛି ବୁଖାରୀ । ବଦଳି କରାଇଦେବାକୁ କହି ଠକି ନେଇଛି ଲକ୍ଷାଧିକ ଟଙ୍କା ।  ଆବଶ୍ୟକ ହେଲେ ପୁଣି ବୁଖାରିକୁ ରିମାଣ୍ଡରେ ଆଣିପାରେ STF  ।
STF ଜାଲରେ କାଶ୍ମୀର ଆତଙ୍କୀ ! ଅନେକ ସନ୍ଦିଗ୍ଧ ସଂଗଠନ ସହ ରହିଛି ଲିଙ୍କ
ଯାଜପୁର: ଓଡ଼ିଶାରେ କାଶ୍ମୀର ଆତଙ୍କବାଦୀ ! ଯାଜପୁରରୁ ଧରା ହେଲା କାଶ୍ମୀର ଆତଙ୍କବାଦୀ । ଯାଜପୁର ନେଉଳପୁରରୁ କାବୁ କରିଛି ଏସଟିଏଫ । ଗିରଫ ଅଭିଯୁକ୍ତ ନାଁ ଇଶାନ ବୁଖାରୀ ବୋଲି ଜଣାପଡ଼ିଛି। ସେ ଯାଜପୁରରେ ୪ ବର୍ଷ ହେଲା ଏକ ଭଡ଼ା ଘରେ ରହୁଥିଲା । ଅଭିଯୁକ୍ତ ନିୟମିତ ରହୁ ନ ଥିଲା। ମଝିରେ ମଝିରେ ଆସୁଥିଲା ବୋଲି ସୂଚନା ।
ଖବର ଅନୁଯାୟୀ, ଇଶାନ ବୁଖାରୀ ଜାଲ କାଗଜ ପତ୍ର ଦେଇ ଠକେଇ କରୁଥିଲା । ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ରହିଛି । ଅଭିଯୁକ୍ତ ନିକଟରୁ ୧୦୦ରୁ ଅଧିକ ଜାଲ କାଗଜପତ୍ର ଜବତ କରିଛି ଏସଟିଏଫ। କେତେବେଳେ ଡାକ୍ତର ଆଉ କେତେବେଳେ ସେନା ଡାକ୍ତର ପରିଚୟ ଦେଉଥିଲା। ପୁଣି ପିଏମଓ ଓ ଏନଆଇଏ ଅଧିକାରୀର ମଧ୍ୟ ପରିଚୟ ଦେଇଥିଲା। ଅଭିଯୁକ୍ତ ନିକଟରୁ ନକଲି ଡାକ୍ତରୀ ଡିଗ୍ରୀ ସାର୍ଟିଫିକେଟ ମିଳିଛି। ଏହି ଜବତ ଜାଲ କାଗଜପତ୍ର ଆମେରିକା, କାନେଡା ଓ ଭେଲୋରର । ଅନେକ ଆଇ-କାର୍ଡ, ଏଟିଏମ କାର୍ଡ, ଚେକ, ଆଧାରକାର୍ଡ, ଭିଜିଟିଂ କାର୍ଡ ମଧ୍ୟ ଜବତ କରାଯାଇଛି। କାଶ୍ମୀର, ମହାରାଷ୍ଟ୍ର, ଓଡ଼ିଶାର ୬ରୁ ୭ଝିଅଙ୍କୁ ବିବାହ କରିଥିବା ଜଣାପଡ଼ିଛି। କେରଳ ଓ ପାକିସ୍ତାନର ଅନେକ ସନ୍ଦିଗ୍ଧ ସଂଗଠନ ସହ ଯୋଗାଯୋଗରେ ଥିବା ସୂଚନା ।
ଜଣାପଡିଛି ଯେ, ଠକେଇ ଓ ଜାଲିଆତି ମାମଲାରେ କାଶ୍ମୀର ପୁଲିସ ମଧ୍ୟ ଉକ୍ତ ଅଭିଯୁକ୍ତକୁ ଖୋଜୁୁଥିଲା। ଅଭିଯୁକ୍ତ ମଧ୍ୟରେ NBW ଜାରି ହୋଇଛି। ଦଫା ୪୧୯, ୪୨୦, ୪୬୫, ୪୬୭, ୪୬୮, ୪୭୧, ୧୨୦(ଖ)ରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ନିକଟରୁ ୪ଟି ମୋବାଇଲ ଜବତ ହୋଇଛି ।
ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡି ବସିଲା STF: ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ
ଭୁବନେଶ୍ବର: ଖରିଆର ବନଖଣ୍ଡ ଅଧିନ ବାଙ୍କାପୁର ଛକରୁ ମଙ୍ଗଳବାର ପୂର୍ବାହ୍‌ଣରେ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି। ଏଥି ସହିତ ଏସ୍‌ଟିଏଫ୍‌ ଜଣେ ଚାଲାଣକାରୀକୁ ଗିରଫ କରିଛି। ଅଭିଯୁକ୍ତ ହେଲା ରଞ୍ଜନ କୁମାର ସାହୁ।
STF, with the help of Khariar forest officials, seized/rescued one live pangolin near Bankapur Chak, Nuapada. One accused was arrested.
Further investigation is on.@odisha_police @CIDOdisha pic.twitter.com/lXTuoIF9m7
— STF (@OdishapoliceStf) October 31, 2023
ସୂଚନା ଅନୁଯାୟୀ, ରଞ୍ଜନ କୁମାର ଏକ ଜୀବନ୍ତ ବଜ୍ରକାପ୍ତା ଚାଲାଣ କରିବା ଉଦ୍ଦେଶ୍ୟରେ ରଖିଥିବା ନେଇ ଏସ୍‌ଟିଏଫ୍‌କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ଏସ୍‌ଟିଏଫ୍‌ ଯୋଜନା ମୁତାବକ ନୂଆପଡ଼ା ଜିଲ୍ଲା ଖରିଆର ପୁଲିସ ଥାନା ଅଧୀନ ବାଙ୍କାପୁର ଛକରେ ଆଜି ପୂର୍ବାହ୍ନରେ ପହଞ୍ଚି ଥିଲା। ଏସ୍‌ଟିଏଫ୍‌ ରଞ୍ଜନ କୁମାର ସାହୁଙ୍କ ଚାରିଚକିଆ ଯାନ ଭିତରେ ଜୀବନ୍ତ ବଜ୍ରକାପ୍ତାକୁ ଠାବ କରିଥିଲା। ଏସ୍‌ଟିଏଫ୍‌ ଏନେଇ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତ ରଞ୍ଜନକୁ ଗିରଫ କରିବା ସହିତ ଜୀବନ୍ତ ବଜ୍ରକାପ୍ତାକୁ ଖରିଆର ଡିଏଫ୍‌ଓଙ୍କୁ ହସ୍ତାନ୍ତର କରିଛି।
STF କବଜାରେ ଅନ୍ତଃରାଜ୍ୟ ବ୍ୟାଙ୍କ ଠକେଇ ରାକେଟ: ଗରିବ ଆଦିବାସୀଙ୍କୁ କରୁଥିଲେ ଟାର୍ଗେଟ, ସାଇବର ଠକକୁ ବିକୁଥିଲେ ଆକାଉଣ୍ଟ
ଭୁବନେଶ୍ବର: STF କବଜାରେ ଏକ ଅନ୍ତଃରାଜ୍ୟ ବ୍ୟାଙ୍କ ଠକେଇ ରାକେଟ । ଏହି ରାକେଟର ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF । ଗିରଫ ୩ ଅଭିଯୁକ୍ତ ହେଲେ ବାଲେଶ୍ଵର ଜିଲ୍ଲାର ଏସକେ ହାପିଜୁଲ , ଏସକେ ଯାହାଙ୍ଗୀର ଓ ଅନ୍ୟଜଣେ ପଶ୍ଚିମବଙ୍ଗର ଏସକେ ଜାମୀର ଉଦିନ।
ରେଡ ବେଳେ ବିଭିନ୍ନ ପ୍ରକାର ବ୍ୟାଙ୍କ ପାସ ବୁକ, ପ୍ରି ଆକ୍ଟିଭେଟେଡ଼ SIM, ଆଧାର କାର୍ଡ ଜବତ ହୋଇଛି। ଓଡିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ଏହି ରାକେଟ ସକ୍ରିୟ ଥିଲା  । ଏହି ରାକେଟର ମୁଖ୍ୟ ଥିଲା ଏସକେ ଜାମୀର ଉଦିନ । ୧୦ ରୁ୧୫ ଜଣ ଲୋକଙ୍କୁ ଚାକିରି ଦେଇ ମାସକୁ ୧୫ ହଜାର ଟଙ୍କା ଦରମା ଦେଉଥିଲା ଅଭିଯୁକ୍ତ ଏସକେ ଜାମୀର ।
ଉପାନ୍ତ ଏରିଆରେ ଯାଇ ଗରିବ ଆଦିବାସୀ ଲୋକଙ୍କଙ୍କୁ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇ କହୁଥିଲେ ।  ଆକାଉଣ୍ଟ ଖୋଲିଲେ ପ୍ରତି ଏକାଉଣ୍ଟ ପିଛା ୨୦୦୦ଟଙ୍କାର ଲୋଭ ଦେଖଉଥିଲେ। ଏହି ସବୁ ବ୍ୟାଙ୍କ ଆକାଉଣ୍ଟକୁ ସାଇବରଠକଙ୍କୁ ବିକ୍ରି କରିଦେଉଥିଲେ । ଆକାଉଣ୍ଟ ବିକ୍ରି କରିବା ପାଇ ଠକ ମାନେ ବ୍ୟବହାର କରୁଥିଲେ ଟେଲିଗ୍ରାମ ଚ୍ୟାନେଲ, ଫେସବୁକ ଓ ହ୍ଵାଟ୍ସଆପ । ଗୋଟିଏ ଆକାଉଣ୍ଟକୁ ସାଇବର ଠକ ମାନଙ୍କୁ ବିକ୍ରି କରି ୧୫ ରୁ ୨୦ହାଜର ପାଉଥିଲେ ।୫ହଜାରଟି ଆକାଉଣ୍ଟ ବିକ୍ରି କରା ଯାଇଥିବା ଜାଣିବାକୁ ପାଇଛି STF ।
ନିଶା କାରବାର ଉପରେ STF ର ଜିରୋ ଟଲେରାନ୍ସ, ଜବତ ହେଲା ଅଧକିଲୋରୁ ଉର୍ଦ୍ଧ୍ବ ବ୍ରାଉନସୁଗର
ଭୁବନେଶ୍ବର: ପାର୍ବଣ ପୂର୍ବରୁ ନିଶା କାରବାର ଉପରେ STF ର ଜିରୋ ଟଲେରାନ୍ସ । କେନ୍ଦୁଝରରୁ ୫୨୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ଏସଟିଏଫ୍ । ମାରୁତି କାରରେ ଚାଲାଣ ହେଉଥିଲା ଏହି ଧଳାଜହର । ଆନନ୍ଦପୁର ଦେବାନନ୍ଦ ସାମଲଙ୍କୁ ଗିରଫ କରିଛି STF । କେସ ନମ୍ବର ୩୮୦, NDPS Act 1985 ରେ ତଦନ୍ତ ଜାରି ରଖିଛି ଏସଟିଏଫ ।
ପାର୍ବଣଙ୍କୁ ଦୃଷ୍ଟିରେ ରଖି ସ୍ପେଶାଲ ଡ୍ରାଇଭ ଜାରି ରଖିଛି STF ।  ୨୦୨୦ ରୁ ଏବେ ମଧ୍ୟରେ ୭୨ କେଜି ବ୍ରାଉନସୁଗର ଜବତ ହୋଇ ସାରିଛି।  ୨୦୨ ଗ୍ରାମ କୋକେନ, ୧୧୬ କୁଇଣ୍ଟାଲ ଗଞ୍ଜେଇ, ୩ କେଜି ୬୫୦ ଗ୍ରାମ ଅଫିମ ଜବତ କରିଛି STF । ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି STF ଏସପି ସୂଚନା ଦେଇଛନ୍ତି।
ସେହିପରି କମିଶନରେଟ ପୁଲିସ ହାତରେ ୪ ଜଣ ଗଞ୍ଜେଇ ମାଫିଆ ପଡ଼ିଛନ୍ତି।  ଓଡ଼ିଶାରୁ ବାହାର ରାଜ୍ୟକୁ ଚାଲାଣ ହେଉଥିଲା ଗଞ୍ଜେଇ ।  କାର ସହ ଚାରି ବେପାରୀଙ୍କୁ ମାଡି ବସିଛି କ୍ରାଇମ ସ୍ପେଶାଲ ୟୁନିଟ । କାର ଭିତରୁ ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । କାର ଯୋଗେ ବିହାର ଚାଲାଣ ହେଉଥିଲା ଗଞ୍ଜେଇ । ଏ ନେଇ ସୂଚନା ଦେଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ
ଓଟିପି ସେୟାରିଂ ମାମଲା: STF ହାତରେ ଲାଗିଲା ସାଙ୍ଘାତିକ ତଥ୍ୟ, ଭାରତରୁ ଗୁପ୍ତ ତଥ୍ୟ ପାଇବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରିଥିଲା ପାକିସ୍ତାନ
ଭୁବନେଶ୍ବର: ଓଟିପି ସେୟାରିଂ ମାମଲାରେ STF ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ । ଦେଶଦ୍ରୋହ, ମନି ଟ୍ରାଞ୍ଜାକ୍ସନ, ସନ୍ଦିଗ୍ଧ ମହିଳାଙ୍କ ସମ୍ପର୍କରେ ମିଳିଛି ସୁରାକ । ଭାରତରୁ ଗୁପ୍ତ ତଥ୍ୟ ପାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲା ପାକିସ୍ତାନ ।  ରିମାଣ୍ଡ ବେଳେ ତଦନ୍ତକାରୀ ସଂସ୍ଥା ଆଗରେ ସତ କହିଛି ଅଭିଯୁକ୍ତ ।
ପାକିସ୍ତାନ ଏଜେଣ୍ଟଙ୍କ ଠାରୁ ଗୁପ୍ତ ସୂଚନା ଦେବାକୁ ଅଭିଯୁକ୍ତ ଆଣିଥିଲା ୮୫ ଲକ୍ଷ ।  ଅଭିଯୁକ୍ତ ଇକବାଲ ହୁସେନ ଆକାଉଣ୍ଟକୁ ପାକିସ୍ତାନରୁ ଆସିଥିଲା ଏହି ଟଙ୍କା ।  STF ହାତରେ ଲାଗିଛି ଅଭିଯୁକ୍ତର ସିଡ଼ିଆର ରିପୋର୍ଟ ।  ଦିନକୁ ୧୦ ଥରରୁ ଉର୍ଦ୍ଧ ପାକିସ୍ତାନକୁ କଲ କରୁଥିଲା ଅଭିଯୁକ୍ତ ।  ଏହି କଲ ପାଇଁ ନୀତିଦିନ ଫୋନ ଓ ସିମ ବଦଳାଉଥିଲା । ଇକବାଲ ହୁସେନ ଘର ଆସମରେ ହୋଇଥିବା ବେଳେ ସେ ବେଙ୍ଗାଳୁରୁରେ ରହୁଥିଲା ।  ପାକିସ୍ତାନ ଇଣ୍ଟେଲିଜେନ୍ସ ଆର୍ମି ଅଫିସର ଅବଦୁଲ ହମିଦ ଖୁରମ ସହ ଲିଙ୍କ ନେଇ ସନ୍ଦେହ ।  ଗିରଫ ଭୟରେ ପ୍ରତେକ ଦିନ ସିମ ଓ ମୋବାଇଲ ବଦଳାଉଥିଲା ଅଭିଯୁକ୍ତ ।  ପଠାଣି ଓ ଅଭିଜିତ ସଂଜୟକୁ ଗିରଫ ପରେ ଅନ୍ୟତ୍ର ଫେରାର ହୋଇଯାଇଥିଲା ଇକବାଲ ।
ନିଶା ବେପାର ବିରୋଧରେ STF ର ଜିରୋ ଟଲରାନ୍ସ, ଗିରଫ ହେଲେ ଫେରାର ଥିବା ୨ ବ୍ରାଉନସୁଗର ମାଫିଆ
ଭୁବନେଶ୍ବର: ନିଶା ମାଫିଆଙ୍କ ବିରୋଧରେ STF ର ଜିରୋ ଟଲରାନ୍ସ । ନିଶା ମାଫିଆ ଏମ.ଡି. ସଦାମ ଓ ଚିତ୍ତରଞ୍ଜନ ବେହେରାଙ୍କୁ ଗିରଫ କରିଛି STF ।  ପିପିଲି ଦାନଗୋହୀରିର ଏମ.ଡି. ସଦାମ ବିରୋଧରେ NDPS ଓ ARMS ଆକ୍ଟରେ ମାମଲା ଥିଲା ।
୨୦୨୨ ମସିହା ଜାନୁଆରୀ ୨୫ ତାରିଖରେ ଛାପା ମାରି ୩ କେଜି ୧୧୦ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା STF । ଏଥିସହ ୩ଟି ୭ ଏମ.ଏମ ପିସ୍ତଲ ଚଢ଼ାଉ ବେଳେ ଜବତ କରାଯାଇଥିଲା ।  ସେହିଦିନଠାରୁ ଫେରାର ହୋଇଥିବା ମୁଖ୍ୟ ଅଭିଯୁକ୍ତ ଏମ.ଡି.ସଦାମକୁ ଆଜି ଗିରଫ କରିଛି STF ।
ସେହିପରି ନୟାଗଡ଼ ଗୋପାଳପ୍ରସାଦର ଚିତ୍ତରଞ୍ଜନ ବେହେରା ବିରୋଧରେ ଥିଲା ସଙ୍ଗୀନ ମାମଲା । ୨୦୨୧ ଡିସେମ୍ବର ୨୦ରେ ଏକ କେଜିରୁ ଉର୍ଦ୍ଧ ବ୍ରାଉନସୁଗର ଜବତ କରାଯାଇଥିଲା ।  ମାଷ୍ଟରମାଇଣ୍ଡ ଚିତ୍ତ ଫେରାର ହୋଇଯାଇଥିବା ବେଳେ ଗତକାଲି ଗିରଫ କରିଛି STF।  ପୂର୍ବରୁ ଅଭିଯୁକ୍ତ ନାଁରେ ନନ୍ଦନକାନନ ଥାନାରେ ମଧ୍ୟ  ମାମଳା ଥିଲା।